ଲଣ୍ଡନ: ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ତାଙ୍କର କର୍ମ। ହେଲେ ସେ ନେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ଜୀବନ। ଗୋଟିଏ କି ଦୁଇଟି ନୁହେଁ, ୮ ଜଣ ଶିଶୁଙ୍କୁ ସେ ହତ୍ୟା କରିଥିଲେ। ସେତିକିରେ ବି କଥା ସରି ନ ଥିଲା, ୧୦ ଜଣଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ଆମେ ଏଠି ଜଣେ ନର୍ସଙ୍କ କଥା କହୁଛୁ। ନର୍ସ ଜଣକ ଡାକ୍ତରଖାନାରେ ରୋଗୀଙ୍କ ସେବା କରିବା ପରିବର୍ତ୍ତେ ନେଇ ଚାଲିଥିଲେ ଜୀବନ। ସଂପୃକ୍ତ ନର୍ସଙ୍କୁ […]
ଭୁବନେଶ୍ୱର: ବିନା ଅପରାଧରେ ହତ୍ୟାକାରୀ ସାଜି ଜେଲ ଦଣ୍ଡ ଭୋଗିଥିବା ଦୁଇ ନିର୍ଦ୍ଦୋଷଙ୍କୁ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ। ମିଥ୍ୟା ମାମଲାରେ ୨ ନିର୍ଦ୍ଦୋଷଙ୍କୁ ଅପରାଧୀ ସଜାଇ ଥିବା ତତ୍କାଳୀନ ଥାନା ଆଇଆଇସି ଗଣିବେ ତଣ୍ଡ। ୨୦୧୬ ମସିହାରେ ବରଗଡ଼ ପାଇକମାଳର ନିଖୋଜ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ୍ ପଠାଇଥିଲା ପୋଲିସ। ହେଲେ ୨୦୧୮ରେ ସଂପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ। ପରେ ଘଟଣା ନେଇ OHRCଙ୍କ ଦ୍ୱାରସ୍ଥ […]
ଲଣ୍ଡନ: କରୋନାକୁ ନେଇ ପୁଣି ଏକ ଚକିତ କରିଦେବା ପରି ଖବର ସାମ୍ନାକୁ ଆସିଛି। ଜଣେ ୭୨ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ ବାହାରିଛନ୍ତି। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ୧୦ ମାସ ହେଲା ସେ ପଜିଟିଭ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଭାଇ ଅକ୍ସଦ୍ଙ୍କ ବିବାହ ହୋଇଛି। ନିକଟରେ ସୋଶାଲ୍ ମିଡିଆରେ ଭାଇଙ୍କ ବିବାହର ଫଟୋ ଶେଆର କରି କଙ୍ଗନା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସେ ବିବାହରେ ପିନ୍ଧିଥିବା ଡ୍ରେସ୍ର ଫଟୋ ଶେଆର କରିଥିଲେ। କଙ୍ଗନା ପାରମ୍ପରିକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍ ଅଳଙ୍କାର ପିନ୍ଧିଥିଲେ। ତେବେ କଙ୍ଗନାଙ୍କର ଏହି ରାଜପୁତ ଲୁକ୍ ଡିଜାଇନ୍ କରିବା ପାଇଁ କେତେ ସମୟ ଲାଗିଥିଲା ଜାଣନ୍ତି? ଏହି ଲେହେଙ୍ଗା ତିଆରି କରିବାକୁ […]