• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

4
ଫେସ୍‌ବୁକ ପୋଷ୍ଟକୁ ନେଇ ଦୁଇ ଦୁଇ ଥର ଜେଲ୍‌ ଗଲେ ସାମ୍ବାଦିକ

ଇମ୍ଫାଲ: ଜଣେ ସାମ୍ୱାଦିକ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ପୂର୍ବରୁ ଥରେ ଜଲ୍‌ ଯାଇଥିବାବେଳେ ପୁଣି ଥରେ ଗିରଫ ହୋଇଛନ୍ତି। ସାମ୍ୱାଦିକ ଜଣକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ବିରୋଧୀ ଲେଖା ପୋଷ୍ଟ କରି ଗିରଫ ହୋଇ ଜେଲ୍‌ରେ ଥିବା ସୂଚନା ମିଳିଛି। ମଣିପୁର୍‌ର ଏହି ସ୍ଥାନୀୟ ସାମ୍ୱାଦିକ ପୂର୍ବରୁ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ୧୩୩ ଦିନ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ମୁକୁଳିବା ପରେ ସେ ପୁଣି ଏକ ପୋଷ୍ଟ କରିଥିଲେ। ଯାହାଫଳରେ ତାଙ୍କୁ ପୋଲିସ୍‌ ଗିରଫ […]

  • Thursday, 01 July 2021
ଜେଲ୍‌ରୁ ମୁକୁଳିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଲେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ଜେଲ୍‌ରୁ ମୁକୁଳିବା ପରେ ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଗିରଫଦାରୀକୁ ବେଆଇନ୍ କହିବା ସହ ଉଦ୍ଧବ ସରକାରଙ୍କ ହୀନ ଉଦ୍ୟମକୁ ସେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହ ଖୋଲା ଡିବେଟ୍ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସେ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି। ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ପାଇବା ପରେ ଗତକାଲି ଜେଲ୍‌ରୁ ବାହାରିଥିଲେ ଅର୍ଣ୍ଣବ। ଜାମିନ ପରେ ସେ ମୁମ୍ବାଇର ତାଲୋଜା ଜେଲ୍‌ରୁ ବାହାରିଥିଲେ। […]

  • Thursday, 01 July 2021
baby
ଜୀବନ ଦେବା ବଦଳରେ ନର୍ସ ନେଇଗଲେ ୮ ଜୀବନ

ଲଣ୍ଡନ: ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ତାଙ୍କର କର୍ମ। ହେଲେ ସେ ନେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ଜୀବନ। ଗୋଟିଏ କି ଦୁଇଟି ନୁହେଁ, ୮ ଜଣ ଶିଶୁଙ୍କୁ ସେ ହତ୍ୟା କରିଥିଲେ।  ସେତିକିରେ ବି କଥା ସରି ନ ଥିଲା, ୧୦ ଜଣଙ୍କୁ ହତ୍ୟା   ଉଦ୍ୟମ ମଧ୍ୟ କରିଥିଲେ। ଆମେ ଏଠି ଜଣେ ନର୍ସଙ୍କ କଥା କହୁଛୁ। ନର୍ସ ଜଣକ ଡାକ୍ତରଖାନାରେ ରୋଗୀଙ୍କ ସେବା କରିବା ପରିବର୍ତ୍ତେ ନେଇ ଚାଲିଥିଲେ ଜୀବନ। ସଂପୃକ୍ତ ନର୍ସଙ୍କୁ […]

  • Thursday, 01 July 2021