• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ବ୍ରେକିଂ ନ୍ୟୁଜ୍‌: ଜୁଲାଇ ୧, ୨୦୨୧

ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ଜୁଲାଇ ୩୦ରୁ ଦଶମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ ପରୀକ୍ଷା ଦୈନିକ ସମ୍ବାଦରେ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା; ରାଜ୍ୟରେ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

  • Thursday, 01 July 2021
ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବିଲ୍ଡିଂର କାନ୍ଥ; ୮ ଶ୍ରମିକ ମୃତ, ୬ ଗୁରୁତର

ଯୋଧପୁର: ରାଜସ୍ଥାନ ଯୋଧପୁରରେ କାନ୍ଥ ଭୁଶୁଡ଼ି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଯୋଧପୁର ବସ୍‌ନୀ ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣାଧୀନ ବିଲ୍ଡିଂର କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ କାନ୍ଥ ଭୁଶୁଡ଼ିଲା ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୃତକଙ୍କ ପରିବାରକୁ […]

  • Thursday, 01 July 2021
supreme court
ମହାରାଷ୍ଟ୍ର ସରକାରଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କାହାର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ନ୍ୟାୟକୁ ଉପହାସ କରିବା ସହ ସମାନ। ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଗିରଫ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଧନଞ୍ଜୟ ଭାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, […]

  • Thursday, 01 July 2021
4
ଫେସ୍‌ବୁକ ପୋଷ୍ଟକୁ ନେଇ ଦୁଇ ଦୁଇ ଥର ଜେଲ୍‌ ଗଲେ ସାମ୍ବାଦିକ

ଇମ୍ଫାଲ: ଜଣେ ସାମ୍ୱାଦିକ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ପୂର୍ବରୁ ଥରେ ଜଲ୍‌ ଯାଇଥିବାବେଳେ ପୁଣି ଥରେ ଗିରଫ ହୋଇଛନ୍ତି। ସାମ୍ୱାଦିକ ଜଣକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ବିରୋଧୀ ଲେଖା ପୋଷ୍ଟ କରି ଗିରଫ ହୋଇ ଜେଲ୍‌ରେ ଥିବା ସୂଚନା ମିଳିଛି। ମଣିପୁର୍‌ର ଏହି ସ୍ଥାନୀୟ ସାମ୍ୱାଦିକ ପୂର୍ବରୁ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ୧୩୩ ଦିନ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ମୁକୁଳିବା ପରେ ସେ ପୁଣି ଏକ ପୋଷ୍ଟ କରିଥିଲେ। ଯାହାଫଳରେ ତାଙ୍କୁ ପୋଲିସ୍‌ ଗିରଫ […]

  • Thursday, 01 July 2021