• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tsunami
ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଇସ୍ତାନ୍‌ବୁଲ୍: ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ। ଭୁମିକମ୍ପର ତୀବ୍ରତୀ ଏତେ ଭୟାନକ ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ଯିବା ସହ ସମୁଦ୍ର ପାଣି ମାଡ଼ି ଆସିଥିଲା। ଗ୍ରୀକ୍ ପ୍ଲବିକ୍ ଟେଲିଭିଜନ୍ କହିବାନୁସାରେ ଆଜି ଅପରାହ୍ନରେ ଭୁମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୭.୦। ଗ୍ରୀକ୍ ସହର ଠାରୁ ୧୪ କିମି ଦୂର କାର୍ଲୋଭାସୀ ଠାରେ ଏହାର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। https://twitter.com/disclosetv/status/1322152947044831236?s=20 ଏହି ଭୟଙ୍କର ଭୂମିକମ୍ପ ଯୋଗୁ […]

  • Friday, 02 July 2021
itbp
ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଲଦାଖ: ଲଦାଖର ରାସ୍ତା ଉପରେ ଛୋଟ ପିଲାଟିଏ ଠିଆ ହୋଇ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବାର ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା। ଏହି ଭିଡିଓ ସେ ସମୟରେ ବେଶ ଭାଇରାଲ ହୋଇଥିଲା। ପିଲାଟି ନିଜ ଇଲାକାରେ ମୁତୟନ ହୋଇଥିବା ଭାରତ-ତିବ୍ଦତ ସୀମା ପୋଲିସ୍‌ ଟିମକୁ ସାଲ୍ୟୁଟ୍‌ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଅକ୍ଟୋବର ୧୧ରେ ଜଣେ ସୁରକ୍ଷାକର୍ମୀ ଏହାକୁ ନିଜ ଅଫିସିଆଲ ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରିଥିଲେ। ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ପିଲାଟିର ବାପା-ମା’ଙ୍କୁ […]

  • Friday, 02 July 2021
france
ଆତଙ୍କୀ ଆକ୍ରମଣରେ ଟଳିବା ପୂର୍ବରୁ ମହିଳାଙ୍କ ଶେଷ କଥା-‘ମୋ ପିଲାଙ୍କୁ କହିଦେବ.....

ନୀସ୍‌‌: ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକାନ ଧାର୍ମିକ ଚରମପନ୍ଥୀଙ୍କ ବିରୋଧରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନୀସ ସହରର ଏକ ଚର୍ଚ୍ଚରେ ଏକ ଛୁରୀରେ ଜଣେ ଆତଙ୍କୀ ୩ ଜଣଙ୍କୁ ହତ୍ୟା କରିବା ପରେ ଇମେନୁଏଲ ଏହି ବୟାନ ଦେଇଛନ୍ତିି । ଦେଶରେ ଚଳିତ ମାସରେ ଏହା ୨ୟ ଆକ୍ରମଣ । ରାଷ୍ଟ୍ରପତି ଏହାକୁ  ମୁସଲିମ୍‌ ଆତଙ୍କ ବୋଲି ଅଭିହିତ କରିଛନ୍ତି। ଫ୍ରାନ୍ସ ଏହି ମୂଲ୍ୟ ଉପରେ ହାର ମାନିବେ ନାହିଁ […]

  • Friday, 02 July 2021
salman
ବିଗ୍‌ବସ୍‌ରେ ନେପୋଟିଜମ୍‌ ଝଡ଼: ପ୍ରତିଯୋଗୀଙ୍କ ଏମିତି କ୍ଲାସ୍‌ ନେଲେ ସଲ୍‌ମାନ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଉଠିଥିବା ନେପୋଟିଜମ୍‌(ପରିବାରବାଦ) ଝଡ଼ ଏବେ ବିଗ୍‌ବସ୍‌ ୧୪ ହାଉସ୍‌ରେ ଦେଖିବାକୁ ମିଳିଛି। କିଛିଦିନ ତଳେ ରାହୁଲ ବୈଦ୍ୟା ନେପୋଟିଜମ୍‌କୁ ନେଇ ‌ଜାନ୍‌ କୁମାରଙ୍କୁ କମେଣ୍ଟ କରିଥିଲେ। ନିଜର ଦକ୍ଷତା ଅନୁସାରେ ଆଗକୁ ବଢ଼ିବା ପାଇଁ ଜାନ୍‌ଙ୍କୁ ପରାମର୍ଶ ଦେଇଥିଲେ ରାହୁଲ। ଯାହାକୁ ନେଇ ବିଗ୍‌ବସ୍‌ ହାଉସ୍‌ରେ ଝଡ଼ ସୃଷ୍ଟି ହୋଇଥିଲା। ରାହୁଲ ଉଠାଇଥିବା ଏହି ପ୍ରସଙ୍ଗକୁ ନେଇ ସଲ୍‌ମାନ୍‌ ଖାନ୍‌ ନାପସନ୍ଦ କରିଥିବା Weekend Ka […]

  • Friday, 02 July 2021
boiled egg
ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ, କେଉଁ କାମରେ ଏହା ଆସିପାରେ

ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଯଦି ଆପଣ ବି ଏମିତି କରୁଥିବେ, ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ବହୁତ ଉପକାରୀ। ବିଶେଷ କରି ଗଛ ପାଇଁ ସାର ଭାବେ ଏହା କାର୍ଯ୍ୟ କରିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା ପରେ ଆପଣ ବଳକା ପାଣିକୁ ଥଣ୍ଡା ହେବା ପରେ ଚାରା ଗଛ ମୂଳରେ ଦେଇ ପାରିବେ। ଏଥିରେ ଏପରି ପୋଷକ ତତ୍ତ୍ୱ […]

  • Friday, 02 July 2021