• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

santosh
ଯୁବକଙ୍କ ମହାନତା : ଗାଁକୁ ରାସ୍ତା ନଥିବାରୁ ନିଜେ ଜମି କିଣି ରାସ୍ତା ତିଆରି କରାଇଲେ 

ବାସୁଦେବପୁର(କିରୀଟି ଦାସ): ଗାଁ ପାଇଁ ରାସ୍ତା ତିଆରି କଲା ଗାଁର ପୁଅ। ପ୍ରଶାସନ ଯାହା କରିପାରିଲାନି, ଗାଁର ପୁଅ ତାହା କରି ଦେଖେଇଲା। ପାଣି କାଦୁଅରେ ସଢ଼ୁଥିବା ସାହିଭାଇଙ୍କ ଦୁଃଖ ଦେଖିହେଲାନି । ନିଜ ଗାଁକୁ ଦୀର୍ଘବର୍ଷ ଧରି ଭଲ ରାସ୍ତା…

  • Friday, 02 July 2021
water scarcity
ଖରା ବଢିବା ସହ ବଢୁଛି ଜଳକଷ୍ଟ

ବାସୁଦେବପୁର,ମୋହନା(କିରିଟି ଦାସ ଓ ମିହିର ଜତି): ଖରା ବଢିବା ସହ ବଢୁଛି ଜଳକଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଉତ୍କଟ ପାଣି ସମସ୍ୟାର ବିକଳ ଚିତ୍ର । କେଉଁଠି ନଳକୂଅ ସମସ୍ୟା ତ ପୁଣି କେଉଁଠି ଚୁଆ, ପୋଖରୀ ଉପରେ…

  • Friday, 02 July 2021
vigilance raid
କୋଟିପତି ହିନ୍ଦୀ ଶିକ୍ଷକ; ୧୦ଟି ପ୍ଲଟ୍‌, ୫ଟି ଘର

ବ୍ରହ୍ମପୁର: ପ୍ରାୟ ୫ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର, ଭୁବନେଶ୍ୱର ଘର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା। ଏହି ରେଡ୍‌ ସମୟରେ  ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏହାସହ ସୁନା, ନଗଦ ଟଙ୍କା, ବ୍ୟାଙ୍କ ପାସ୍‌ବୁକ୍‌ ଓ କିଛି […]

  • Friday, 02 July 2021
Minor-raped 1
କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୨୪ ଘଣ୍ଟାରେ ଧରାପଡ଼ିଲେ ଅଭିଯୁକ୍ତ

କଟକ: ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ  କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ କମିଶନରେଟ ପୋଲିସ୍‌ ଗିରଫ କରିଛି। ପୂର୍ବରୁ ଜଣଙ୍କୁ ଗିରଫ କରି ପଚରାଉଚରା ଚଳାଇଥିଲା ପୋଲିସ୍।‌ ଏବେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍‌। ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ। ଏହି ମାମଲାରେ ଶୀଘ୍ର ତଦନ୍ତ ଶେଷ କରି ଅଭିଯୋଗପତ୍ର ଦାଖଲ କରାଯିବା ସହ ପୀଡ଼ିତାଙ୍କୁ ନ୍ୟାୟ ପାଇଁ […]

  • Friday, 02 July 2021
shark
ନାଳରୁ ବିରାଟକାୟ ସାର୍କର ମୃତଦେହ ଉଦ୍ଧାର : ଘଟଣାସ୍ଥଳରେ ପ୍ରବଳ ଜନସମାଗମ

ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ସୋରରେ ବିଶାଳକାୟ ସାର୍କର ମୃତଦେହ ଉଦ୍ଧାର । ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳରେ ଆଜି ସକାଳୁ ସାର୍କର ମୃତଦେହ ଦେଖିବାକୁ ମିଳିଛି। ସୁଟିଂପାହି ନିକଟରେ ଥିବା ଏକ ସଂକୀର୍ଣ୍ଣ ନାଳରେ ସାର୍କର ମୃତଦେହ ଲାଗିଛି ।…

  • Friday, 02 July 2021
Balsore
ବାଲେଶ୍ୱରରେ ଶିଳ୍ପାୟନର ଅଧୋଗତି : ଜିଲ୍ଲାରେ ବନ୍ଦ ପଡିଛି ଏକାଧିକ ବୃହତ ଶିଳ୍ପ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : ବାଲେଶ୍ୱରରେ ଶିଳ୍ପର ହାଲ ବେହାଲ । ଏଭଳି ସ୍ଥିତିରେ ଦୀର୍ଘ ୨୨ ବର୍ଷ ପରେ ରାଜ୍ୟ ସରକାରଙ୍କର ଉତ୍ତର ଓଡିଶାରେ ଶିଳ୍ପ ଅଭିବୃଦ୍ଧି କଥା ମନେ ପଡିଛି  । ବାଲେଶ୍ୱର ଗସ୍ତରେ ଆସି ଶିଳ୍ପଦ୍ୟୋଗୀମାନଙ୍କ ସହ ଆଲୋଚନା…

  • Friday, 02 July 2021
balasore
କାହା ପାଇଁ କର୍ମ ନିଯୁକ୍ତି ଯୋଜନା? ପ୍ରାଚୀର ସୌନ୍ଦର୍ଯ୍ୟକରଣରେ ଦୁର୍ନୀତି

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : କରୋନା ସଙ୍କଟକୁ ଦେଖି ସହରାଞ୍ଚଳରେ ଶ୍ରମଭିତ୍ତିକ କର୍ମ ନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଲକ୍ଷ୍ୟ ଥିଲା ସହରାଞ୍ଚଳ ଓ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ମିଳିବ କର୍ମ ସଂସ୍ଥାନ । ଏହି ଯୋଜନା…

  • Friday, 02 July 2021
bengal
ପ୍ରହସନ ପାଲଟିଛି ନିୟମ, ମୁକୁଳା ପଡ଼ିଛି ସୀମା

ସୀମା ମୁକୁଳା, ଅବାଧରେ ପ୍ରବେଶ କରୁଛନ୍ତି ପ୍ରବାସୀ କଟକଣା ନଥିବାରୁ ବଢୁଛି କରୋନା ସଂକ୍ରମଣ ଭୟ ସ୍ଥିତି ଅନୁଧ୍ୟାନ କରାଯାଉଥିବା କହିଲେ ଏସପି ବାଲେଶ୍ୱର : ପ୍ରହସନ ପାଲଟିଛି ନିୟମ, ମୁକୁଳା ପଡ଼ିଛି ସୀମା । କୋଭିଡ୍ ସଂକ୍ରମଣ ରୋକିବା ପାଇଁ…

  • Friday, 02 July 2021
rain
ଅପରାହ୍ଣ ୧୨ଟା ୩୦ଟା ଯାଏ କଟକ, ଭୁବନେଶ୍ୱରବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଟ୍ୱିନ୍‌ ସିଟିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ଅପରାହ୍ଣ ୧୨ଟା ୩୦ଟା ଯାଏ କଟକ ଓ ଭୁବନେଶ୍ୱରରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଘଣ୍ଟାକୁ ୨ରୁ ୩ ସେ.ମି. ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁ ରାସ୍ତାଘାଟ ଭଲ ଦିଶିବନି, ଟ୍ରାଫିକ ଜାମ୍ ହେବାର ସମ୍ଭାବନା ରହିଛି। ତେଣୁ ଯଥାସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବା ସହ […]

  • Friday, 02 July 2021
bolangir
ନିଷ୍ଠୁର କରିଦେଲା ସଂକ୍ରମଣ ଭୟ : ଅସୁସ୍ଥ ବୁଢ଼ୀ ମା’କୁ ମେଡିକାଲରେ ଛାଡ଼ି ପଳାଇଲେ ଦୁଇ ଝିଅ

ମହାମାରୀ ଡରରେ ନିଷ୍ଠୁର ହେଲେ ଆତ୍ମୀୟସ୍ୱଜନ ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ହସ୍ପିଟାଲରେ ଛାଡ଼ି ପଳାଇଲେ  ସହାୟତା ଦେବାକୁ ଆଗେଇ ଆସିଲେ ସ୍ଥାନୀୟ ସ୍ୱେଚ୍ଛାସେବୀ ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : ଦୁଇ ଝିଅ ଅଛନ୍ତି, ହେଲେ ସଂକ୍ରମଣ ସମୟରେ କିଏ…

  • Friday, 02 July 2021
beaten
ସଇତାନ ପାଲଟିଲା ସର୍ଦ୍ଦାର : କାମ କରିବାକୁ ଯାଇ ପାରିଲେନି ବୋଲି ଦୁଇ ନାବାଳକଙ୍କୁ ନିର୍ଦ୍ଧୁମ ପିଟିଲା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦେହ ଖରାପ ହେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲା ସୈତାନ୍ । କାମ କରି ପାରିବାକୁ ଯାଇପାରିଲେନି ବୋଲି ରାକ୍ଷସ ପାଲଟିଲା ମାଲିକ । ଦାନା ପାଇଁ ଦାଦନ ଯିବା, ଆଉ ଇଟାଭାଟିରେ ନିର୍ଯାତନା ପାଇବା ବଲାଙ୍ଗିର ଶ୍ରମିକ…

  • Friday, 02 July 2021
new baby
ଡାକ୍ତରଙ୍କ କ୍ଲାସ୍ ନେଲେ ଜିଲ୍ଲାପାଳ : ଆକ୍ରାନ୍ତ ଶିଶୁଙ୍କ ପାଇଁ ବ୍ୟବସ୍ଥା ନାହିଁ କହି ରେଫର କରୁଥିଲେ

ପାଞ୍ଚ ମାସର ଶିଶୁ କନ୍ୟାକୁ କରୋନା ଚିକିତ୍ସା ପାଇଁ ୱାଡରୁ ୱାଡ ବୁଲୁଥିଲେ ପରିବାର ଲୋକ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ଆରମ୍ଭ ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ଶିଶୁ କନ୍ୟାକୁ କରୋନା ସଂକ୍ରମଣ । ବଲାଙ୍ଗିରର ଜଣେ ପାଂଚ ମାସର ଶିଶୁକନ୍ୟା…

  • Friday, 02 July 2021
paddy
ମଣ୍ଡିରେ ପଡ଼ି ରହିଛି ଶହ ଶହ ଧାନ ବସ୍ତା, ଚିନ୍ତାରେ ଚାଷୀ

ବରଗଡ଼ (ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଯାଉଛି। ଆଉ କିଛି ଦିନ ପରେ ଧାନ କିଣା ସରିବ। ହେଲେ ଏବେ ବି ମଣ୍ଡିରେ ଶହ ଶହ ଧାନ ବସ୍ତା ପଡ଼ି ରହିଛି। ଆଉ ବର୍ଷାରେ ଭିଜି ନଷ୍ଟ ହେଉଛି…

  • Friday, 02 July 2021
olive
ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ

ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ବଢ଼ିଛି କଇଁଛଙ୍କ ଅଣ୍ଡାଦାନ ଚଳିତ ବର୍ଷ ୧ ଲକ୍ଷ ଅଣ୍ଡା ସଂଗୃହୀତ, ୯ ହଜାର ଛୁଆ ଛଡ଼ାଗଲା  ଅସ୍ତରଙ୍ଗ  ସାମୁଦ୍ରିକ ବାତ୍ୟା ଫୋନି ଲାଗି ପୁରୀ ସମୁଦ୍ର ଉପକୂଳରେ ସାମୁଦ୍ରିକ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ବାଧାପ୍ରାପ୍ତ…

  • Friday, 02 July 2021
crab
ଚିଲିକାର ନୀଳ ଜଳରାଶିରେ ନିଆରା ପ୍ରୟାସ: ପ୍ରାକୃତିକ ପ୍ରଣାଳୀରେ ହେଉଛି କଙ୍କଡ଼ା ଚାଷ

କଳା କଳା ଛୋଟ ପ୍ଲାଷ୍ଟିକ ବକ୍ସରେ କଙ୍ଗଡ଼ା ଚାଷ ଆଧୁନିକ ଜ୍ଞାନ କୌଶଳ ଆପଣାଇ ହେଉଛି ଭଳି ଭଳିକା କଙ୍କଡ଼ା ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା ବେକାର ଯୁବକ ଯୁବତୀଙ୍କୁ କାମ ବି ଯୋଗାଉଛନ୍ତି କୃଷ୍ଣପ୍ରସାଦ : ପ୍ଲାଷ୍ଟିକର…

  • Friday, 02 July 2021
president
ଶ୍ରୀମନ୍ଦିର ବୁଲିଲେ, ଦରମାରୁ ଲକ୍ଷେ ଟଙ୍କା ଦାନ କଲେ ରାଷ୍ଟ୍ରପତି

ପୁରୀ : ଶ୍ରୀଜିଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ବିକାଶ ଅଭିଯାନରେ ସାମିଲ ହୋଇ ୧ ଲକ୍ଷ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ରାଷ୍ଟ୍ରପତି ଏହି ସମର୍ପଣ ନିଧି ଅର୍ପଣ କରିଛନ୍ତି । ଶ୍ରୀମନ୍ଦିର…

  • Friday, 02 July 2021
ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଗାଥା

ପୁରୀ(ମଧୁସୂଦନ ମିଶ୍ର) :  ମହାତ୍ମାଗାନ୍ଧୀଙ୍କ ମାର୍ଗଦର୍ଶନରେ ହଜାର ହଜାର ଭାରତୀୟ ମହିଳା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଇଂରେଜ ସରକାରଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦିନରାତି ଏକ କରିଦେଇଥିଲେ । ଖଟି ଖାଅ କାଟି ପିନ୍ଧର ନାରାକୁ ମହିଳାମାନେ ହିଁ…

  • Friday, 02 July 2021
swargadwara
ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ କଟକଣା : ବାହାର ଜିଲ୍ଲାର ଲୋକେ କରିପାରିବେନି ଶବଦାହ

ଆଜିଠୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ କୋଭିଡରେ ମୃତ ବ୍ୟକ୍ତିଙ୍କ ଶବଦାହ ଉପରେ କଟକଣା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦିକାର୍ଯ୍ୟରେ ମଧ୍ୟ ବାହାର ଜିଲ୍ଲା ଲୋକଙ୍କ ଲାଗି…

  • Friday, 02 July 2021
ବିଷାକ୍ତ ଖାଦ୍ୟ ଖାଇ ଆଖି ବୁଜିଲେ ୩ ଭାଇଭଉଣୀ

ମାଲକାନଗିରି: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ମୃତ୍ୟୁବରଣ କରିଥିବା ୩ ପିଲାଙ୍କ ବୟସ- ୧୨,୭ ଓ ୩ ବର୍ଷ। ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି। ତେବେ ମା’ ଓ ଆଉ ଜଣେ ଭଉଣୀ ଗୁରୁତର ଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ […]

  • Friday, 02 July 2021
collage (11)
ଗାଁ ମୁଣ୍ଡରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ନୂଆପଡା(ମାୟାଧର ସରାଫ୍) : ଗାଁ ପାଖରେ ବୁଲୁଛି ବାଘ । ନୂଆପଡା ଜିଲ୍ଲା ଖରିଆରରୋଡ ରେଞ୍ଜ ଅନ୍ତର୍ଗତ ହଲଦୀ ଗାଁ ନିକଟ ଜଙ୍ଗଳରେ ଏକ କଲରାପତରିଆ ବାଘ ବୁଲୁଥିବା ଜଣାପଡିଛି । କିଛି ଦିନ ହେବ ଏ ସଂରକ୍ଷିତ ଜଙ୍ଗଳରେ ବାଘ…

  • Friday, 02 July 2021
PKG
ଶସ୍ୟ ଶ୍ୟାମଳା ହୋଇ ପୁଣି ହସି ଉଠିବ ମୋ ଗାଁ : ପୁରୁଣା ଅଙ୍କାବଙ୍କା ରାସ୍ତା କଡ଼େ କଡ଼େ ଗଛ ଲଗାଉଛନ୍ତି ଯୁବଗୋଷ୍ଠୀ

ନୂଆପଡା(ମାୟାଧର ସରାଫ): ଶସ୍ୟ ଶ୍ୟାମଳା ହେବ ଗାଁ। ଜଙ୍ଗଲ ବୃଦ୍ଧି ପାଇଲେ ଫେରିଆସିବ ପଶୁପକ୍ଷୀ। କିଚିରିମିଚିରି ଶବ୍ଦରେ ଫାଟି ପଡ଼ିବ ଗାଁ।ସହର ଜୀବନଶୈଳୀକୁ ଆଦରି ନେଇଥିବା ଲୋକେ ଗାଁକୁ ଫେରିବେ। ସବୁଜିମାମୟ ହେବ ନୂଆପଡା ଜିଲ୍ଲ। ଗାଁର ନୀରିହପଣ ଓ ସରଳତାରେ…

  • Friday, 02 July 2021
7
କର୍ଫ୍ୟୁ କଟକଣା ମାନୁନି ଦାନବ ଭୋକ : ଶୂନଶାନ ରାତିରେ ଅଇଁଠା ଖଲି ଚାଟୁଛନ୍ତି ଅସହାୟ ବୃଦ୍ଧ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୁହଁ ନୁହେଁ ଆଖି କଥା କହୁଛି । କର୍ଫ୍ୟୁରେ ଦାଉ ଦାଉ ଜାଳୁଛି ପେଟର ଭୋକ । ସଂକ୍ରମଣ ଭୟ ଭିତରେ ନିତିଦିନିଆ ଅତିଥି ପାଲଟିଛି ଭୋକ । ପେଟର ଭୋକ ଅହରହ ଜାଳୁଛି ମଣିଷକୁ, ଶାନ୍ତିରେ ରଖେଇ ଦେଉନି…

  • Friday, 02 July 2021
nayagarh
ସାଢେ ତିନି ବର୍ଷର ସ୍ପ୍ରିଙ୍ଗ ଗର୍ଲ ପ୍ରିୟଦର୍ଶିନୀ 

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ର କୁନି ରାମଦେବ । ମାତ୍ର ସାଢେ ତିନି ବର୍ଷର କୁନି ଝିଅ ଟିଏ, ନିଖୁଣ ଏବଂ ନିର୍ଭୁଲ ଭାବେ ପ୍ରଦର୍ଶନ କରୁଛି ଯୋଗର ସମସ୍ତ ମୁଦ୍ରା । ଚକ୍ରାସନ, ମତ୍ସ୍ୟାସନ,  ବୃଶ୍ଚିକାସନ, ଭୂନମାସନ, ପଦାହସ୍ତାସନ, ପଶ୍ଚିମତାନାସନ…

  • Friday, 02 July 2021
water problem
ଖରା ଆରମ୍ଭରୁ ଜଳକଷ୍ଟ : ଲୁଣି ଓ ଆଇରନ ମିଶା ପାଣି ଯୋଗୁଁ ଚିନ୍ତାରେ ଲୋକେ

ପାରାଦୀପ,ନବରଙ୍ଗପୁର(ରମାକାନ୍ତ ନାୟକ, ନବଘନ ବିଷୋୟୀ) : ଖରା ତାତି ବଢିବା ସାଙ୍ଗକୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଂଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ନଳକୂପ ଜଳ ଅନେକ ସ୍ଥାନରେ ଲୁଣି ଓ ଆଇରନ ଯୁକ୍ତ ହୋଇଥିବାରୁ ସମସ୍ୟା…

  • Friday, 02 July 2021
nabarangpur
ରାସ୍ତା କଡ଼େ କଡ଼େ ବୁଲୁଛନ୍ତି ଭାଲୁ : ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ନବରଙ୍ଗପୁର(ନବଘନ ବିଷୋୟୀ) : ରାସ୍ତା କଡ଼ରେ ନିର୍ଭୟରେ ବୁଲୁଛନ୍ତି ଭାଲୁ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମ ନିକଟରେ ପୁଣି ଭାଲୁ ବୁଲୁଥିବାର ସୂଚନା ମିଳିଛି l ରାସ୍ତା କଡ଼େ କଡ଼େ ୪ ଟି ଭାଲୁ ବୁଲୁ ଥିବାର…

  • Friday, 02 July 2021