• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Moncky-KO
ଅମାନିଆ ଯାତ୍ରୀ ସାବଧାନ୍ ! ମାଙ୍କଡ଼କୁ ଖାଇବାକୁ ଦେଲେ ଫାଇନ୍ ଗଣିବେ

ଢ଼େଙ୍କାନାଳ(ରାଜଶ୍ରୀ ଶତପଥି) : ମଣିଷ ପରି କଥା କହିପାରୁନାହାଁନ୍ତି। କିନ୍ତୁ ମଣିଷମାନେ ଡାକିଦେଲେ ଖାଦ୍ୟ ପାଇଁ ଚାଲିଆସୁଛନ୍ତି ରାସ୍ତା ଉପରକୁ। ଆଉ ତା’ପରେ ଦୁର୍ଘଟଣାରେ ଜୀବନ ହରାଉଛନ୍ତି। କରୋନା ମହାମାରୀର ପ୍ରଭାବ ମଣିଷ ପରି ମାଙ୍ଗଡ଼ ପରି ପ୍ରାଣୀଙ୍କ ଉପରେ ମଧ୍ୟ ପଡ଼ିଛି। ସାଧାରଣ ଦିନ ତୁଳନାରେ ମହାମାରୀ ଯୋଗୁଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଲୋକଙ୍କ ଯିବାଆସିବା କମୁଥିବା ବେଳେ ଖାଇବା ଗଣ୍ଡେ ପାଇଁ ଡହକବିକଳ ହେଉଛନ୍ତି ନୀରିହ ପଶୁପକ୍ଷୀ। ବଞ୍ଚି ରହିବା ନିମନ୍ତେ ସଂଗ୍ରାମ ଜାରି ରଖିଛନ୍ତି […]

  • Tuesday, 13 July 2021
tara-bahinipati
ବ୍ରହ୍ମପୁରରେ କଂଗ୍ରେସ ସମାବେଶ: କଣ୍ଟା ସାଜିଛି କରୋନା କଟକଣା, ଆପତ୍ତି ଉଠାଇଲେ ବିଧାୟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ କଂଗ୍ରେସର ସମାବେଶରେ କଣ୍ଟା ସାଜିଛି କରୋନା କଟକଣା। ବାଇକ୍ ରାଲି ଓ ପଦଯାତ୍ରାକୁ ବାରଣ କରାଯାଇଥିବା ବେଳେ ୧୫ ଶହ ଲୋକଙ୍କୁ ନେଇ ସଭା ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାସହ ସଭାରେ ଯୋଗ ଦେବାକୁ ଥିବା ଲୋକଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯାହାକୁ ନେଇ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ତାରା ବାହିନୀପତି କହିଛନ୍ତି, […]

  • Tuesday, 13 July 2021
11
ହିମାଳୟରେ ୨୩ ଓଡିଆ ଉଡାଇଲେ ତ୍ରିରଙ୍ଗା, ହାଡଭଙ୍ଗା ଜାଡ଼ରେ ୧୨,୫୦୦ ଫୁଟ ଉଚ୍ଚତାରେ ପତାକା ଉତ୍ତୋଳନ

ଭବାନୀପାଟଣା (ରାଜକୁମାର ସିଂଦେଓ) :  ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ହିମାଳୟର ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ -୫℃ ରୁ -୧୦℃ ହାଡଭାଙ୍ଗା ଶୀତରେ   ପତାକା ଉତ୍ତୋଳନ କରିଛନ୍ତି। ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା ହିମାଳୟରେ ପହଞ୍ଚି ତ୍ରିରଙ୍ଗା ଉଡେଇଛନ୍ତି। ମହାମାରୀ ସମୟରେ ଅନବରତ ସେବା ଯୋଗାଇଥିବା ଦେବଦୂତଙ୍କ ଉଦ୍ଦେଶ୍ୟରେ ଏହି […]

  • Tuesday, 13 July 2021
131870804_1584212928449015_7681040067687079015_n
ଓଡ଼ିଶାରେ ଥାଇଲାଣ୍ଡ ବରକୋଳି , ୟୁଟ୍ୟୁବ ଦେଖି ଚାଷ ଆରମ୍ଭ କଲେ ଲୁଣିଗାଁର ଯୁବକ ଉପେନ୍ଦ୍ର ରାଉତ

ନିଆଳି (ବିନୟ ମିଶ୍ର) : ଓଡ଼ିଶା ମାଟିରେ ଥାଇଲାଣ୍ଡ ବରକୋଳି ଚାଷ । ବାଡ଼ିରେ ଫଳିଛି ପେନ୍ଥା ପେନ୍ଥା ବରକୋଳି । ଓଡ଼ିଶାର କୃଷକଙ୍କୁ ଥାଇଲାଣ୍ଡ ବରକୋଳି ଦେଉଛି ରୋଜଗାର। ବେକାରୀ ସମସ୍ୟା ଦନକୁ ଦିନ ହୁହୁ ହୋଇ ବୃଦ୍ଧି ପାଉଥିବା ବାଳେ କଟକ ଜିଲ୍ଳା ନିଆଳି ବ୍ଲକ ଲୁଣିଗାଁ ଗ୍ରାମର ଜଣେ ଯୁବକ ନିଜ ଉଦ୍ୟମରେ ପାରମ୍ପରିକ ଚାଷ ଛାଡ଼ି ବରକୋଳି ଚାଷ ଆରମ୍ଭ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଏବେର ମହଙ୍ଗା […]

  • Tuesday, 13 July 2021
accident-1
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍‌

ରାୟଗଡ଼ା/ବଲାଙ୍ଗିର(ମନୋଜପାତ୍ର/ଘଟେଶ୍ୱର ମିଶ୍ର): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ବୋଥିଆପଡ଼ା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି କଲଭର୍ଟରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଯୋଗୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି। ୯ ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ MKCGକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ରାୟଗଡ଼ା ଜିଲ୍ଲାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। […]

  • Tuesday, 13 July 2021
jharaphula murder
ଉଠିବ କି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ?

ଯାଜପୁର(ଗୁଲାମ ଗସ୍‌): ପ୍ରେମିକ ଖୋଲିବ କି ପ୍ରେମିକାର ମୃତ୍ୟୁ ରହସ୍ୟ ? ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ? ପୋଲିସ୍‌ କବ୍‌ଜାରେ ଥିବା ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁ ଯଦି ଝରାଫୁଲଙ୍କୁ ଭଲ ପାଉଥିଲେ ତା’ହେଲେ ମୃତ୍ୟୁ ପରେ ତାଙ୍କୁ କାହିଁକି ରାସ୍ତାକଡ଼ରେ ଫୋପାଡ଼ି ଦେଇଥିଲେ ? କଣ ଘଟିଥିଲା ଧର୍ମିବିହାର ଶିବ ସାଇ ଓୟୋ ଗେଷ୍ଟ ହାଉସର ଚାରିକାନ୍ଥ ଭିତରେ […]

collage (12)
ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ, ପାଞ୍ଚ ବର୍ଷ ପରେ ବି କାମ ଶେଷ ହେଉନି

ଖୋର୍ଦ୍ଧା ( ବଳରାମ ଲେଙ୍କା) : ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ।  ପାଞ୍ଚ ବର୍ଷ ପରେ ବି ଫ୍ଲାଏ ଓଭର ନିର୍ମାଣ କାମ ଶେଷ ହୋଇନିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ତେବେ ସବୁଠାର ବଡକଥା ହେଲା ଜିଲ୍ଲାପାଳଙ୍କ କଥାରେ ଭରଷା କରି ବ୍ୟବସାୟୀ ନିଜ ଦୋକାନ ଭାଙ୍ଗି ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ସହଯୋଗର ହାତ ବଢାଇଛନ୍ତି । ପୂର୍ବରୁ ଉଛେଦ ହୋଇଥିବା ୫୮୭ ବ୍ୟବସାୟୀ ଏଯାଏ […]

  • Tuesday, 13 July 2021
Mother
ପିଲାମାନଙ୍କ ବଦଳରେ ପାଠ ପଢ଼ୁଛନ୍ତି ମା’, ନିଜେ ପଢ଼ିବେ ଘରକୁ ଯାଇ ପିଲାଙ୍କୁ ପଢ଼ାଇବେ

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ନିଆରା ଢ଼ଙ୍ଗରେ ପାଠପଢ଼ା । ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ପାଠପଢାରେ ବାଧା ସାଜିଛି କରୋନା ମହାମାରୀ ।  ତେବେ ପିଲାଙ୍କୁ ପାଠ ପଢ଼ାଇ‍ବା ପାଇଁ ଭିନ୍ନ ରାସ୍ତା ବାହାର କରିଛନ୍ତି ଶିକ୍ଷକ ।  ଘରେ ମୋବାଇଲ ଥାଉ ବା ନଥାଉ, ଗାଁରେ ନେଟୱର୍କ୍ ରହୁ ବା ନରହୁ, ସବୁ ପିଲା ପାଠ ପଢ଼ିବେ । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ବଲେନପାଲି ଗାଁରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ଏକ […]

  • Tuesday, 13 July 2021
vigilance-raid
ପୂର୍ବତନ RIଙ୍କ ଘରେ ଭିଜିଲାନ୍ସ ରେଡ୍‌

ପୁରୀ: ପୁରୀ ଜିଲ୍ଲାର ପୂର୍ବତନ ରାଜସ୍ୱ ନିରୀକ୍ଷକ(ଆର୍‌ଆଇ) ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ କରିଛି। ବସନ୍ତ ମହାନ୍ତିଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। ପୁରୀ ଫ୍ରେଣ୍ଡସ କ୍ଲବ୍‌ରେ ଥିବା ବସନ୍ତଙ୍କ ୨ଟି ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, ପୁରୀରେ ଦୁଇଟି ସରକାରୀ କାର୍ଯ୍ୟାଳୟ ଓ କେନ୍ଦ୍ରାପଡା ରାଜନଗର କୁରୁଣ୍ଟି ଗାଁରେ ଥିବା […]

  • Tuesday, 13 July 2021
PURI-OTS
ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ୍,ଆଉ ଶ୍ରଦ୍ଧାଳୁଙ୍କୁ  ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ

ପୁରୀ(ମଧୁସୁଦନ ମିଶ୍ର,ପ୍ରଦୀପ ମହାନ୍ତି) : ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ୍। ମହାପ୍ରଭୁଙ୍କ ଦର୍ଶନରେ ଧାଡ଼ି ବ୍ୟବସ୍ଥା କୋହଳ ହୋଇଛି। ଜଗନ୍ନାଥ ବଲ୍ଲଭରୁ ମରିଚିକୋଟ ଯାଏ ବ୍ୟାରିକେଡ ହଟାଯାଇଛି । ଏହାଦ୍ୱାରା ଶ୍ରୀମନ୍ଦିରକୁ ଯିବା ପାଇଁ ଆଉ ଶ୍ରଦ୍ଧାଳୁଙ୍କୁ  ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ଏହି ବ୍ୟାରିକେଡ୍ ହଟାଯାଇଛି । ବ୍ୟାରିକେଡ୍‌ ଖୋଲିବା ପରେ କେବଳ ଦର୍ଶନ ବ୍ୟବସ୍ଥା ସହଜ ହୋଇଛି […]

fire
ବାପା,ମା’ଙ୍କ ସାମ୍ନାରେ ଜୀଅନ୍ତା ଜଳିଗଲା ୩ ବର୍ଷର ଶିଶୁ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଧାନଖଳାରେ ନିଆଁ ଲାଗି ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଓକିଳପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଧାନଖଳାରେ ସପରିବାର ଶୋଇଥିବା ବେଳେ ହଠାତ୍‌ ନିଆଁ ଲାଗି ଯିବାରୁ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ଗୁରୁତର ଅବସ୍ଥାରେ ବାପା, ମା’ ଓ ୧୨ ବର୍ଷର ଝିଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। […]

  • Tuesday, 13 July 2021
EsfJuaMXIAMksMT
ଏବେ ପାଣି ବି ନକଲି!

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ଲକ୍ଷ୍ମୀବିହାର ଅଞ୍ଚଳରେ ନକଲି ପାଣି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢ଼ଉ। ସହରରେ ମାଳ ମାଳ ନକଲି ପାଣି ଓ ମୃଦୁ ପାନୀୟ କାରଖାନା ଥିବାବେଳେ ବ୍ୟବହାର ହେଉଥିବା ବିଭିନ୍ନ କମ୍ପାନୀର ଲୋଗ ଲଗାଇ ବଜାରକୁ ଛଡ଼ାଯାଉଛି ।  ଲକ୍ଷ୍ମୀବିହାର ଦ୍ୱିତୀୟ ଲେନରେ ବେଆଇନ ଭାବେ ଚାଲିଥିବା ନକଲି ପାଣି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରି ବିପୁଳ ପିରମାଣର ନକଲି ସାମଗ୍ରୀ ଜବତ କରିଛି ପୋଲିସ। ବିଭାଗୀୟ ଅନୁମତି ନଥାଇ ପାଣି ପାଉଚ ଓ […]

  • Tuesday, 13 July 2021
rd student death
ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ: ବୟଫ୍ରେଣ୍ଡ୍‌ ଗିରଫ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ୍ୱ ସ୍ୱାଇଁକୁ ଭୁବନେଶ୍ୱର ଏୟାରଫିଲ୍ଡ ପୋଲିସ୍‌ ଗିରଫ କରିଛି। ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ, ଏୟାରଫିଲ୍ଡ ପୋଲିସ୍‌ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି। ଝରାଫୁଲଙ୍କୁ କାହିଁକି ଓ କେମିତି ହତ୍ୟାକଲା ରାକେଶ ସେନେଇ ଯାଜପୁର ପୋଲିସ ତାଙ୍କୁ ଜେରା କରିବ। ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିଲା। ରାକେଶ, […]

Puri-n
ଶ୍ରୀମନ୍ଦିରରେ କାଲିଠୁ ଛୋଟ ହେବ ବ୍ୟାରିକେଡ୍, ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ନିଷ୍ପତ୍ତି ନେଲା ମନ୍ଦିର ପ୍ରଶାସନ

ପୁରୀ(ମଧୁସୁଦନ ମିଶ୍ର,ପ୍ରଦୀପ ମହାନ୍ତି) : ଶ୍ରୀମନ୍ଦିରରେ କାଲିଠୁ ଛୋଟ ହେବ ବ୍ୟାରିକେଡ୍। ସାଧାରଣ ଦର୍ଶନ ପାଇଁ ହୋଇଥିବା ଲମ୍ବା ବ୍ୟାରିକେଡକୁ ସଙ୍କୁଚିତ କରାଯାଇଛି। ଜଗା ଦର୍ଶନ ପାଇଁ ଭକ୍ତଙ୍କୁ ଚାଲି ଚାଲି ଆଉ ଅଧିକ କଷ୍ଟ କରିବାକୁ ପଡ଼ିବନି। ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ତଥା ସେମାନଙ୍କ ମତାମତ ଗ୍ରହଣ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ୍ ଯାଏ ବ୍ୟାରିକେଡ଼କୁ ହଟାଯିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ । ଦର୍ଶନ ବ୍ୟବସ୍ଥାକୁ […]

  • Tuesday, 13 July 2021
battery
ମୋବାଇଲ୍‌ ବ୍ୟାଟେରୀରେ ଖେଳୁଥିଲେ, ହଠାତ୍‌ ହେଲା ବିସ୍ଫୋରଣ...

ଆସିକା(ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଶିଶୁ ହେଲେ ରାଜା ଓ ଶୁଭମ୍‌। ଉଭୟଙ୍କ ବୟସ ୧୧ ବର୍ଷ ହେବ ବୋଲି ଜଣାପଡ଼ିଛି। ଉଭୟ ଶିଶୁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ରାଜାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ରାଜା ଓ ଶୁଭମ୍‌ ଟ୍ୟୁସନ୍‌ରୁ ଘରକୁ ଫେରିବାବେଳେ ରାସ୍ତାରୁ ଗୋଟିଏ ମୋବାଇଲ୍ […]

  • Tuesday, 13 July 2021
bbsr-parade
ରାଜଧାନୀରେ ଫୁଲଡ୍ରେସ୍ ରିହର୍ସଲ, ଏଥର ସାଧାରଣତନ୍ତ୍ର ଦିବସ କଣ୍ଟିଜେଣ୍ଟର ନେତୃତ୍ୱ ନେବେ ଯୁବ ଆଇପିଏସ୍ ଏସ୍ ସୁଶ୍ରୀ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଫୁଲଡ୍ରେସ୍ ରିହର୍ସଲ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ରିହର୍ସଲ କରାଯାଉଛି। ଏଥିରେ ଭାଗ ନେଇଛନ୍ତି ପୋଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଭଳି କଣ୍ଟିଜେଣ୍ଟ୍ । ୪ଟି ଗ୍ରୁପ ବ୍ୟାଣ୍ଡ ସହ ଅଗ୍ନିଶମ, ଓଡିଆରଏଫ୍, ଓଆଇଏସ୍, ଏସଏସବି, ଏସଓଜି, ଆରପିଏଫ୍, ସିଆରପିଏଫ୍, ଓଏସଏଫ୍, ଆଇଆରବି ଓ ଓଏସଏପି ଆଦି ୧୦ଟି କଣ୍ଟିଜେଣ୍ଟ ଭାଗ ନେବେ।  ତେବେ ଏଥର ଗଣତନ୍ତ୍ର ଦିବସ ପରେଡରେ ସ୍କୁଲ ଓ କଲେଜ […]

  • Tuesday, 13 July 2021
Rudra
ଟିକେଟ୍‌ ନେଇ ମୁହଁ ଖୋଲିଲେ ମହାରଥୀଙ୍କ ପୁଅ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ସିଧାସଳଖ ନକହିଲେ ବି ପରୋକ୍ଷରେ ଟିକେଟ୍‌ ପାଇଁ ଆଶାୟୀ ଥିବା ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଜଣାଇଛନ୍ତି। ସେ କହିଛନ୍ତି, ଦଳ ଯାହାକୁ ନିଷ୍ପତ୍ତି ନେବ, ଆମେ ପୂରା ପରିବାର ତାଙ୍କୁ ସମର୍ଥନ ଜଣାଇବୁ। ଦଳ ଯାହାବି ନିଷ୍ପତ୍ତି ନେବ ମୁଁ ଓ ମା’ ଆମେ ତାଙ୍କୁ ସମର୍ଥନ ଜଣାଇବୁ। ପିପିଲି ମାଟିର ବିକାଶ ପାଇଁ ଦୁହେଁ ମିଶିକି କାମ କରିବୁ। ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି, […]

  • Tuesday, 13 July 2021
odisha
କଥାକାର ରାମଚନ୍ଦ୍ର ବେହେରା ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର: କଥାକାର ରାମଚନ୍ଦ୍ର ବେହେରା ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ୨୦୨୦ ମସିହା ପାଇଁ ସେ ଅତିବଡ଼ୀ ପୁରସ୍କାର ପାଇବେ ବୋଲି ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ ହେବାକୁ ଥିବା ୧୫ ବରିଷ୍ଠ ସାହିତ୍ୟିକ ହେଲେ ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବାଜୀ […]

  • Tuesday, 13 July 2021
vaccination
ରାଜ୍ୟରେ ଟିକାକରଣ ଅଭିଯାନ ସଫଳ, ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ଅଭିଯାନ ସଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ କରୋନା ଟିକା ଦିଆଗଲାଣି । ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି । ରାଜ୍ୟରେ ଟିକାକରଣ ସଫଳ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ  । ସେ କହିଛନ୍ତି, ସମସ୍ତଙ୍କର ଟିକାକରଣ କରିବାକୁ ଚେଷ୍ଟା  କରାଯି ।  ଗତକାଲି ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ […]

  • Tuesday, 13 July 2021
bridge-collapsed
ପୁଣି ବିଜୁ ସେତୁ ଅଘଟଣ, ଶ୍ରମିକ ମୃତ

ବାରିପଦା(ମାଣିକ ଲାଲ୍‌ ପାଣି): ପୁଣି ବିଜୁ ସେତୁ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବାରିପଦା-ବଡ଼ସାହି ରାସ୍ତାର ଉରା ସେତୁର କାମ ଚରଲିଥିବା ବେଳେ ଆଜି ଅପରାହ୍ଣରେ ଏହି ଅଘଟଣ ଘଟିଛି। ମୃତ ଶ୍ରମିକ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ଦୀପକ ସିଂ। ସୂଚନା ଅନୁସାରେ, ସେତୁ ପିଲର୍‌ ପାଇଁ ଖୋଳା ଯାଉଥିବା ଖାତରେ ଖସି ପଡ଼ିଥିଲେ ଦୀପକ। ଗଭୀର ପାଣି ଖାତରେ ଖସି ପଡ଼ିବା ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅଘଟଣ ପରେ […]

  • Tuesday, 13 July 2021
mla
ବିଧାୟକଙ୍କ ଘରେ ପଶି ବିବାହ ପାଇଁ ଜିଦ୍‌ ଧରିଲେ ଯୁବତୀ

ଅନୁଗୁଳ(ବିରଜା ଦାସ): ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ଘରେ ପଶି ଜଣେ ଯୁବତୀ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ବିଧାୟକଙ୍କ ପାଲଲହଡ଼ା ବାଲିପଶି ସ୍ଥିତ ଘରେ ପଶି ତାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ। ଏନେଇ ନିଜେ ବିଧାୟକ ପାଲଲହଡା ଥାନାରେ ଏତଲା ଦେଇଛନ୍ତି। ପୋଲିସ୍‌ ବିଧାୟକଙ୍କ ବାସଭବନରେ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ୨୫ ତାରିଖ ବିଳମ୍ବିତ ରାତିରେ ଥାନାକୁ ଆଣି କେନ୍ଦୁଝରରେ ଛାଡ଼ିଥିବା ସୂଚନା ମିଳିଛି। ଯୁବତୀ ଜଣକ ମୟୁରଭଞ୍ଜ […]

  • Tuesday, 13 July 2021
999
୧୪ କିଲୋଗ୍ରାମର ଗଞ୍ଜେଇ ଜବତ,୨ ଗିରଫ . . . ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ . . .

୧୪ କିଲୋଗ୍ରାମର ଗଞ୍ଜେଇ ଜବତ,୨ ଗିରଫ ନୂଆପଡା : ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଗିରଫ । ନୂଆପଡା ଅବକାରୀ ବିଭାଗ ଦ୍ୱାରା ଆଜି ୧୪ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇ ଥିବାବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ ଆଜି ଅବକାରୀ ବିଭାଗ ଖରିଆରରୋଡ ସହରରେ ପାଟ୍ରୋଲିଂ କରୁ ଥିବାବେଳେ ୨ ଜଣ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲା । ତାଙ୍କ ପାଖରେ ଥିବା ବସ୍ତାକୁ ତନଖି କରିବାରୁ ସେଥିରେ ୧୪ […]

  • Tuesday, 13 July 2021
rd student death
ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ; ଶେଷ ଚାଟିଂରେ ଭାଇଙ୍କୁ କ’ଣ କହିଥିଲେ ?

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ଖୁଲାସା କରିପାରିନି ପୋଲିସ୍। ଗତକାଲି କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରୁ ରହସ୍ୟଜନକ ଭାବେ ଝରାଫୁଲଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରି କେହି ଫିଙ୍ଗିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଝରାଫୁଲଙ୍କ ମୋବାଇଲ କଲ୍‌ ରେକର୍ଡକୁ ନେଇ ଯାଜପୁର କୁଆଖିଆ ପୋଲିସ୍ ଏବେ‌ ଖୋଳତାଡ଼ ଆରମ୍ଭ କରିଛି। ଏହାସହ ତାଙ୍କର […]

Aditya-KO
ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି । ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଅଦାଲତ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ରିପୋର୍ଟ ଦେଇନପାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ହାଇକୋର୍ଟ । ପୋଷ୍ଟମର୍ଟମ ରିପୋର୍ଟର ଅବିକଳ ନକଲ ଅଦାଲତ ମାଗିଥିଲେ । ମାମଲାରେ ନିଆଯାଇଥିବା ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡର କପି ମଗାଯାଇଥିଲା । ତେବେ ଆଜି କୋର୍ଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦେଇନପାରିବାରୁ […]

Dog
ଅଜବ ପରମ୍ପରା ! ରିଷ୍ଟ ଖଣ୍ଡନ ପାଇଁ କୁକୁର ସହିତ ବାହାଘର

କରଞ୍ଜିଆ(ଦୀପକ ମହାନ୍ତ): ରିଷ୍ଟ ଖଣ୍ଡନ ପାଇଁ କୁକୁର ସହିତ ବାହାଘର। କଥାଟା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏଭଳି କିଛି ନିଆରା ପରମ୍ପରା ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି। ମକର ପର୍ବ ଠାରୁ ଶିବରାତ୍ରୀ ପର୍ଯ୍ୟନ୍ତ ନିଜ ନିଜ ସନ୍ତାନଙ୍କ ରିଷ୍ଟ ଖଣ୍ଡନ ଲାଗି ଏଠାକାର ହୋ ସଂପ୍ରଦାୟର ଲୋକେ କୁକୁର ସହ ନିଜ ସନ୍ତାନଙ୍କ ବିବାହ କରାଇଥାନ୍ତି। ଏହି ପରମ୍ପରା ହେଉଛି ୧୦୦ ବର୍ଷ ପୁରୁଣା। ହୋ ସଂପ୍ରଦାୟରେ ଶିଶୁ ଜନ୍ମ ହେବା […]

  • Tuesday, 13 July 2021