ବାରିପଦା(ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ କୁଳିଅଣା ଥାନା ଅନ୍ତର୍ଗତ ବାଇଗଣ ବାଡିଆ ଛକ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ପ୍ରଥମେ ଜଣେ ସାଇକେଲ୍ ଆରୋହୀଙ୍କୁ ବାଇକ୍ ଆରୋହୀ ଧକ୍କା ଦେବା ପରେ ରାସ୍ତା ଉପରେ ଉଭୟ ସାଇକେଲ ଓ ବାଇକ୍ ଆରୋହୀ ଛିଟିକି […]
ଭୁବନେଶ୍ୱର: ମା’ର ହୃଦୟ ସବୁବେଳେ ତା’ର ସନ୍ତାନ ପାଇଁ ମମତାରେ ଭରି ଥାଏ। ସନ୍ତାନର ଆଖିରେ ଲୁହ ଦେଖିଲେ ମା’ର ଅନ୍ତର କାନ୍ଦି ଉଠେ। ହେଲେ ଏ କେମିତିକା ମା’ ? ଯିଏକି ବିଚ୍ ରାସ୍ତାରେ ନିଜ ସନ୍ତାନକୁ ଗୋଇଠା, ବିଧା ମାରୁଛନ୍ତି। ଛୁଆ ଟ୍ୟୁସନ୍ ଯିବାକୁ ରାଜି ନହେବାରୁ ଜଣେ ମହିଳା ତାଙ୍କର ସନ୍ତାନକୁ ରାସ୍ତାରେ ଗୋଇଠା, ବିଧା ମାରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ୍ ଥାନା […]
ଅପରାଧ ରୋକିବ ହ୍ୱାଟସଆପ୍ ନମ୍ବର କମିଶନରେଟ୍ ପୋଲିସ୍ ପକ୍ଷରୁ ଜାରି ହେଲା ହ୍ୱାଟସଆପ୍ ନମ୍ବର ରାସ୍ତାରେ ଅପରାଧ ଘଟିଲେ ହ୍ୱାଟସଆପ୍ ନମ୍ବରରେ ଜଣାନ୍ତୁ ଭୁବନେଶ୍ୱର ପାଇଁ ହ୍ୱାଟସଆପ୍ନମ୍ବର 7077798111 ଅପରାଧୀଙ୍କ ସଂପର୍କରେ ହ୍ୱାଟସଆପରେ ଜଣାଇ ହେବ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣି ହେବ ବଢ଼ୁଥିବା ଛିନତାଇ ମାମଲା ରୋକିବାକୁ ପ୍ରୟାସ ଭୁବନେଶ୍ୱର : ଅପରାଧୀଙ୍କ କବ୍ଜାରେ ଭୁବନେଶ୍ୱର। ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍ କଲାଣି ତ […]
କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଖର୍ଚ୍ଚ ୪୭୯ କୋଟି ୯୦ ଲକ୍ଷ ୪୭୯ କୋଟି ଖର୍ଚ୍ଚ ଦର୍ଶାଇ ଥିବା ବେଳେ ପାଇଛନ୍ତି ୩୪୪ କୋଟି ୫୫ ଲକ୍ଷ ସର୍ବାଧିକ ଖର୍ଚ୍ଚ ଦର୍ଶାଇଛି କିମ୍ସ ୫୯ କୋଟି ୪୧ ଲକ୍ଷ; ପାଇଛି ୩୮ କୋଟି ୨ୟ ସର୍ବାଧିକ ସମ୍; ଖର୍ଚ୍ଚ ଦର୍ଶାଇଛି ୫୮ କୋଟି ୫୯ ଲକ୍ଷ; ପାଇଛି ୨୮ କୋଟି ହାଇଟେକ୍: ୩୩ କୋଟି ୩୮ ଲକ୍ଷ; ପାଇଛି ୧୯ କୋଟି ୧୦ ଲକ୍ଷ କଟକ […]
ଭୁବନେଶ୍ୱର: ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ହେବ ଟିକାକରଣ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରାଜ୍ୟରେ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି । ଏହାକୁ ବଢ଼ାଇବାକୁ ଆବଶ୍ୟକ ଭିତ୍ତିଭୂମିକୁ ଉନ୍ନତ କରାଯିବ । ଏବେ ରାଜ୍ୟର ୭୦୦ଟି କେନ୍ଦ୍ରରେ […]
ଭୁବନେଶ୍ୱର: ବିଧାନସଭାରେ ଆଜି ବି ମୁହାଁଁମୁହିଁ ଶାସକ-ବିରୋଧୀ । ଗୃହ ବାରମ୍ବାର ମୁଲତବି ପ୍ରଶ୍ନକାଳ ଅଚଳ ପରେ ପରେ ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ହଟ୍ଟଗୋଳ କରିଥିଲେ । ଏହାପୂର୍ବରୁ ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ […]
ଭୁବନେଶ୍ୱର: ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳ ନେତା। ସୁବାସ ବାବୁ ଯାହା କରିଛନ୍ତି, କିଛି ଭୁଲ କରିନାହାନ୍ତି। ସେ କାହିଁକି କ୍ଷମା କରିବେ । ବରଂ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଟୋକନ୍ ଲାପ୍ସ ହୋଇଗଲା, ହେଲେ ଟୋକନ ଆଉ ଥରେ ରିଜେନେରେଟ୍ ହୋଇପାରିଲା ନାହିଁ କି ଧାନ ଉଠିଲା ନାହିଁ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆଉ ଏଥିପାଇଁ ନବୀନ ବାବୁ […]
କଳାହାଣ୍ଡି(ରାଜ କୁମାର ସିଂ ଦେଓ): ପୋଲିସ୍ ହାତରେ ଧରାପଡ଼ିଲା ଡୁପ୍ଲିକେଟ୍ ବୋହୂ। ନକଲି ବିବାହ କରି ଲୋକଙ୍କୁ ଠକୁଥିବା ଏହି ଡୁପ୍ଲିକେଟ୍ ବୋହୂଙ୍କୁ ପୋଲିସ୍ ଧରିଛି। ଖାଲି ଡୁପ୍ଲିକେଟ୍ ବୋହୂ ନୁହେଁ ଏସବୁ କାମରେ ତାଙ୍କୁ ସହଯୋଗ କରୁଥିବା ଆଉ ୩ ଜଣଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। କଳାହାଣ୍ଡି ପୋଲିସ୍ ଏହି ୪ ଜଣିଆ ଆନ୍ତରାଜ୍ୟ ଗ୍ୟାଙ୍ଗକୁ ଧରିଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ନକଲି ବୋହୂ ସାଜୁଥିବା ସୁନ୍ଦରଗଡ ଜିଲ୍ଲାର ଏଲି ମହାନ୍ତ ଓ ତାଙ୍କ […]
ମାଧପୁର(ଭାର୍ଜନ କୁମାର ପ୍ରଧାନ) : ଜଙ୍ଗଲରେ ନିଆଁ ଲଗାଇ ବାପ ପୁଅ ଗିରଫ। ବୌଦ୍ଧ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅଙ୍କୁ ଗିରଫ କରିଛି ବନ ବିଭାଗ । ଗତକାଲି ରାତିରେ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବାପପୁଅ ବନ ବିଭାଗ ସ୍କ୍ୱାର୍ଡ କୁ ଦୌଡି ପଳାଇବାକୁ ଉଦ୍ୟମ କଲା ବେଳେ ସ୍କ୍ୱାର୍ଡ ହାତରେ ଧରା ପଡ଼ିଥିଲେ ବାପପୁଅ । ଅଭିଯୁକ୍ତମାନେ […]
ଭୁବନେଶ୍ୱର: ୨୨ ବର୍ଷ ହେଲା ସେ ନଥିଲେ, ତାଙ୍କ ସହ ଯୋଗାଯୋଗ ନଥିଲା। ୨୨ ବର୍ଷ ତଳୁ ସେ କେଉଁଆଡ଼େ ଚାଲି ଯାଇଥିଲେ। ଖାଲି ଶୁଣିଥିଲି ଏମିତି ଏକ ଘଟଣା ପାଇଁ ସେ କୁଆଡ଼େ ଚାଲି ଯାଇଛନ୍ତି। ଗଣମାଧ୍ୟମ ଆଗରେ ମୁହଁ ଖୋଲି ଏମିତି କିଛି କହିଛନ୍ତି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କ ପତ୍ନୀ। ବିବନ୍ଙ୍କ ପତ୍ନୀ ଆହୁରି କହିଛନ୍ତି, ସେ(ସ୍ୱାମୀ) ଯିବା ପରଠାରୁ ତାଙ୍କ […]
ପୁଇଁନ୍ତଳା : ନିର୍ବନ୍ଧ ସରିଥିଲା । ଦୁଇ ମାସ ପରେ ବାହାଘର ହୋଇଥାଆନ୍ତା । ବାଣ,ବାଜା ରୋଷଣୀରେ ସାଙ୍ଗସାଥୀ ପରିବାର ମେଳରେ ଯାଇଥାଆନ୍ତା ବରଯାତ୍ରୀ । ହସଖୁସିରେ ପୂରି ଉଠୁଥିଲା ପରିବାର । ହେଲେ ଅଚାନକ କ’ଣ ହେଲା କେଜାଣି ନିଜ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କଲେ ଯୁବକ । ନୂଆବୋହୂ ଘରକୁ ଆଣିବା ବଦଳରେ ଶ୍ମଶାନକୁ ଗଳା ବର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ବୁରୋଭାଡି […]
ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର। ଚାକିରି ଛାଡ଼ି ଚାଷ କରୁଛନ୍ତି କେନ୍ଦ୍ରାପଡ଼ାର ଗୋବର୍ଦ୍ଧନ ପ୍ରଧାନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଆଜିର ଯୁବପିଢୀ ଚାଷ ଉପରୁ ମୁହଁ ଫେରାଇ ବିଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଜଣେ ମୋଟା ଅଙ୍କର ଦରମାକୁ ଲୋଭ ନକରି ନିଜ ବାଡିରେ ଜୈବିକ ପଦ୍ଧତିରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର […]
ଖୋର୍ଦ୍ଧା : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ। ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଆଜି ପୁଣି ବରୁଣେଇ ପାହାଡ଼ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ପାହାଡ଼ର ଗଡ଼ଖୋର୍ଦ୍ଧା ପଟୁ ଲାଗିଛି ନିଆଁ। ଏହାକୁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି । ନିଆଁ ଲିଭାଇବା ପାଇଁ ଏବେ ବି ଚାରୋଟି ଟିମ୍ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ତେବେ କେମିତି ଜଙ୍ଗଲରେ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଆଜି କିଛି ଲୋକ ଖୋର୍ଦ୍ଧା ବରୁଣେଇ […]
ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପୁଣି ସାମ୍ନାକୁ ଆସିଛି ନକଲି ବିଦ୍ୟୁତ୍ ବିଲ୍ ସଂଗ୍ରହକାରୀଙ୍କ ଠକାମୀ। ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଠକି ନେଇଛନ୍ତି ଦୁର୍ବୃତ୍ତ। ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବଲାଟ ଗାଁରେ ଏହି ଘଟଣା ଘଟିଛି। ବିଦ୍ୟୁତ୍ ବିଲ୍ ସଂଗ୍ରହ ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ସଂଗ୍ରହକାରୀ ରବିବାର ଦିନ ବଲାଟ ଗାଁକୁ ଯାଇଥିଲେ। ଏହାପରେ ଲୋକମାନେ ଠକାମିର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଗତ […]
ଭୁବନେଶ୍ୱର: ଦୋଳି ମୀନା ବଜାର ଖୋଲିବାକୁ ଅନୁମତି ଦିଆଯାଉ,ନଚେତ୍ ବିଧାନସଭା ସମ୍ମୁଖରେ ଲାଗିବ ଦୋଳି। ଏଭଳି ଚେତାବନୀ ଶୁଣାଇଛନ୍ତି ରାଜ୍ୟ ଦୋଳି ଓ ମୀନା ବଜାର ସଂଘ । କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ହେଉଛି । ଏପରିକି ୨୦୦୦ ଲୋକରେ ଅପେରା କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ସଭା ସମିତି ମଧ୍ୟ ହେଉଛି। ଏଥିରେ ଅନେକ ସଂଖ୍ୟାରେ ଲୋକେ ଯୋଗ ମଧ୍ୟ ଦେଉଛନ୍ତି। ବଡ଼ ବଡ଼ ମଲ, ସିନେମା ହଲ […]
ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ହଠାତ୍ ନୀରବି ଗଲା ବାହାଘରର ମହୋତ୍ସବ। ହସଖୁସିର ଉଛୁଳା ଜୁଆରରେ ଯେମିତି ଭଟ୍ଟା ପଡ଼ିଗଲା। କାନ୍ଦବୋବାଳିରେ ଫାଟି ପଡ଼ିଲା ଘର। ଏହା ଦୁର୍ଭଗ୍ୟ ନୁହେଁ ତ ଆଉ କ’ଣ ? ଗୋଟିଏ ପଟେ ଝିଅର ମଥାରେ ସିନ୍ଦୂର ଲାଗିଥିବାବେଳେ ଅନ୍ୟପଟେ ମା’ ମଥାରୁ ସବୁଦିନ ପାଇଁ ଲିଭି ଯାଇଥିଲା ସିନ୍ଦୂର। ଝିଅ ବିଦା ହୋଇ ଶାଶୂ ଘରକୁ ଯାଉଥିବାବେଳେ ବାପା ସଜ ହେଉଥିଲେ ଯିବାପାଇଁ ମଶାଣିକୁ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି […]
ଭୁବନେଶ୍ୱର: ଅଦୃଶ୍ୟ ଭାଇରସର ମାୟାଜାଲ ଏବେ ବି ଲୋକଙ୍କୁ କବଳିତ କରିଚାଲିଛି । କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ମହାମାରୀ କଡ଼ ଲେଉଟାଇଲାଣି। ଏପରି ସ୍ଥିତିରେ ମାସ୍କ କିପରି ପିନ୍ଧିବା, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ବଢ଼ିଚାଲିଥିବା ବଳେ ଭିଡ଼ ଜାଗାରେ ବି ଲୋକଙ୍କ ବେପରୁଆ ପଣ ସ୍ପଷ୍ଟ ବାରି ହୋଇପଡ଼ୁଛି। ତେଣୁ ବାହାରକୁ ଗଲେ ମାସ୍କ୍ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ବରଂ ଠିକ୍ ଭାବରେ […]
ଭୁବନେଶ୍ୱର: କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଟଳିନଥିବା ବେଳେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ ସମ୍ବୋଧନ କରି କହିଛନ୍ତି, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ । ଜନତାଙ୍କ ସହଯୋଗରେ ରାଜ୍ୟରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ WHO ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି […]
ନିଶ୍ଚିନ୍ତକୋଇଲି : କୋବି ଚାଷ କରି ଚର୍ଚ୍ଚାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ତେବେ ଚର୍ଚ୍ଚା ଚାଷ ପାଇଁ ନୁହେଁ, ବରଂ ଭିନ୍ନ ଧରଣର କୋବି ଉତ୍ପାଦନ ପାଇଁ ସେମାନେ ଏବେ ଚର୍ଚ୍ଚିତ ଅଛନ୍ତି। ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କଟକ ନିଶ୍ଚିନ୍ତକୋଇଲି ବ୍ଲକ ସାଙ୍କିଲୋ ଗାଁର ମହିଳାମାନେ ଏବେ ରଙ୍ଗବେରଙ୍ଗୀ କୋବି ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ତେବେ ଭିନ୍ନ ରଙ୍ଗର କୋବି […]
ବିଧାନସଭାରେ ଆଜି ବି ହଙ୍ଗାମା ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ମଣ୍ଡି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ପାଟିତୁଣ୍ଡ ଧାନ ମଣ୍ଡି ସମସ୍ୟାକୁ ନେଇ ବିଜେପି, କଂଗ୍ରେସର ସ୍ଲୋଗାନ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ପ୍ରସଙ୍ଗ କଲା ବିଜେଡି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି ଭୁବନେଶ୍ୱର : ବିଧାନସଭାରେ ଥମୁନି ମଣ୍ଡି ଝଡ଼ । ଆଜି ବି ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ । ତେବେ ବଡ଼ କଥା ହେଲା, ପ୍ରଥମ ଥର […]
ଭୁବନେଶ୍ୱର: ବଡିବିଲଡିଂ ବା ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ କମାଲ ଦେଖାଇବେ ଓଡିଆ ଝିଅ । ରାଜ୍ୟରେ ଧୀରେ ଧୀରେ ବଡିବିଲଡିଂ ପ୍ରତି ଯୁବତୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଛି ରାଜ୍ୟ ମହିଳା ଫିଟନେସ ଚାମ୍ପିୟାନସିପ । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଶାରୀରିକ ଗଠନର ଚମକ ଦେଖାଇଛନ୍ତି ମହିଳା ପ୍ରତିଯୋଗୀ । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜଲୱା ଦେଖାଉଛନ୍ତି ଓଡ଼ିଆ ମହିଳା। ଘର କୋଣରେ ପଡ଼ି ନରହି ଷ୍ଟେଜ ଉପରେ ପୁରୁଷଙ୍କ ପରି ପୋଜ ଦେଉଛନ୍ତି […]
ପୁରୀ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଜୋର ଧରିଲାଣି ରାଜନୈତିକ ଉଷ୍ମତା । ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଶାସକ ବିଜେଡି ଗୋଟିଏ ପାଦ ଆଗରେ। ତେବେ ଉପନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ଉପନିର୍ବାଚନୀ ତାତିକୁ ଆହୁରି ସରଗରମ କରିଦେଇଛନ୍ତି ମନ୍ତ୍ରୀ । ପିପିଲି ନିର୍ବାଚନମଣ୍ଡଳୀର ଲୋକେ ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ତେଣୁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ ବୋଲି ନିମାପଡ଼ା ବିଧାୟକ ତଥା ମନ୍ତ୍ରୀ ସମୀର ଦାଶ […]
ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଏନେଇ ପ୍ରେସମିଟ୍ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବିବନଙ୍କୁ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “CBI ଚୁପ୍ ବସିଲା, ଧରିପାରିଲାନି। ହେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାର୍ ଓ ତାଙ୍କ […]
ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ଗୋଟିଏ ପଟେ ପ୍ରବଳ ଖରା ଆଉ ଅନ୍ୟପଟେ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ସୂଚନା ଦେଇଛନ୍ତି । ପ୍ରଥମରୁ ଅଷ୍ଟମ ଯାଏଁ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ […]
ମେଡକାଲରେ ଖାଲି ପଡ଼ିଛି ବିଶେଷଜ୍ଞ ଓ ପ୍ରଫେସର ପଦବୀ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ରୋଗୀ ହନ୍ତସନ୍ତ କୋରାପୁଟ: ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡି ପଡିବା ସାଙ୍ଗକୁ ରୋଗୀ ଉତ୍ତମ ସ୍ୱାସ୍ଥ୍ୟ […]