• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

heat-wave
ତାତିରେ ସିଝୁଛି ସାରା ରାଜ୍ୟ: ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ତାତି । ଉତ୍ତରରୁ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହରର ତାପମାତ୍ରା ରହିଛି । ୪୨ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୪୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ଦ୍ୱିତୀୟ ଉତପ୍ତ ସହର ଥିଲାବେଳେ ବୌଦ୍ଧ, ଭବାନୀପାଟଣା, ମାଲକାନଗିରିରେ ୪୦ ଉପରେ ରହିଥିଲା ପାରଦ […]

  • Tuesday, 13 July 2021
Lingaraja
ଭକ୍ତଙ୍କ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ବିଏମସିର ନିଷ୍ପତ୍ତି ଦୈନନ୍ଦିନ ନୀତିକାନ୍ତି ପାଇଁ କେବଳ ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି    ଭୁବନେଶ୍ୱର : ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିର । କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି […]

  • Tuesday, 13 July 2021
bus
କୋଭିଡ୍ ସଂକ୍ରମଣରେ ବ୍ରେକ୍ ଦେବାକୁ ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ଚଳାଚଳ । ଫଳରେ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ‌ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି । ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିିବ । କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଯାତ୍ରୀମାନେ କେବଳ ସିଟିଂରେ ହିଁ […]

water problem
ଖରା ବଢ଼ୁଛି,ପାଣି ଟୋପାଏ ମିଳୁନି : ଲୋକେ ପିଉଛନ୍ତି ଝରଣାର ଦୂଷିତ ଜଳ

ରାମଚନ୍ଦ୍ରପୁର(ମନୋଜ ପାତ୍ର): ଖରା ବଢିବା ସହ ବଢୁଛି ଜଳକଷ୍ଟ । ପିଇବା ପାଣି ଟୋପାଏ ମିଳୁନି ।  ରାମଚନ୍ଦ୍ରପୁରରେ ଏବେ ଭୀଷଣ ଜଳକଷ୍ଟ ଦେଖାଦେଇଛି । ଗାଁରେ ଥିବା ଏକମାତ୍ର ନଳକୂପ ଠିକ୍‍ ଭାବେ ପାଣି ବାହାରୁ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସୋଲାର ପମ୍ପର ମୋଟର ଖରାପ ହୋଇ ଯାଇଥିବାରୁ ଦୀର୍ଘଦିନ ଅକାମୀ ହୋଇ ପଡି ରହିଛି । ଫଳରେ ମାଣି ମୁନ୍ଦିଏ ପାଇଁ ଲୋକେ ବାଧ୍ୟ ହୋଇ ଅଧ କିଲୋମିଟର […]

  • Tuesday, 13 July 2021
ganjam
ପୁଣି ଗଞ୍ଜାମକୁ ଫେରୁଛନ୍ତି ପ୍ରବାସୀ : ଷ୍ଟେସନରେ ପ୍ରବାସୀଙ୍କ ଟେଷ୍ଟିଂ ଓ ଟ୍ରେସିଂ

ଦ୍ୱିତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ ସରପଞ୍ଚ ସଜାଗ, ପ୍ରବାସୀଙ୍କ ଆଇସୋଲେସନ ଉପରେ ଗୁରୁତ୍ୱ ସୁରଟରେ କୋଭିଡରେ ଜୀବନ ହାରିଲେ ଆଉ ଜଣେ ଓଡିଆ ବ୍ରହ୍ମପୁର, ଆସ୍କା, ଖଲ୍ଲିକୋଟ( ଅଶୋକ ବ୍ରହ୍ମା, ମନୋଜ ମୁନୀ,ସିଲୁ ବିଶ୍ୱାଳ) : କରୋନାର ଗତବର୍ଷ ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାର ସଂକ୍ରମଣ ବଢାଇଥିଲେ ପ୍ରବାସୀ ଓଡିଆ । ଏବେ ପୁଣି ଥରେ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଗଞ୍ଜାମର ସ୍ଥିତି ମଧ୍ୟ ଧିରେ ଧିରେ ବିଗୁଡ଼ିବାରେ ଲାଗିଛି । ଆଉ […]

  • Tuesday, 13 July 2021
ganjam
ପରିଣତ ବୟସରେ ପର କରିଦେଲେ ପୁଅଝିଅ, ସରକାରୀ ଯୋଜନା ବି ସାତସପନ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା) : ପୁଅ, ଝିଅ ସମସ୍ତେ ଅଛନ୍ତି । କିନ୍ତୁ ଦାୟିତ୍ୱ ନେବା ସମୟରେ ସବୁ ପର କରି ଚାଲିଗଲେ । ପରିତ୍ୟକ୍ତ ଭଙ୍ଗା ଘରେ କଟୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ ।  ବୟସର ଅପରାହ୍ନରେ ଗୋଟିଏ ପରିତ୍ୟକ୍ତ ଘରର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ଗୋଟିଏ ପଟେ ରକ୍ତ ସମ୍ପର୍କର ମୂଲ୍ୟ ନଥିବା ବେଳେ ଅନ୍ୟପଟେ ସରକାର ବି ସେମାନଙ୍କ ପାଇଁ ନିରବଦ୍ରଷ୍ଟା ପାଲଟିଛନ୍ତି । ଗରିବ ଅସହାୟମାନଙ୍କ ପାଇଁ ରାଜ୍ୟ ସରକାରଙ୍କ […]

  • Tuesday, 13 July 2021
୧
”ସାପ ମୋ ସାଙ୍ଗ, ସେମାନଙ୍କ ସୁରକ୍ଷା ମୋର ଦାୟିତ୍ୱ’

ବାରିପଦା(ମାନିକ୍ ଲାଲ୍ ପାଣି) : ମୁଁ ସାପକୁ ବହୁତ ଭଲ ପାଏ । ସାପ ମୋର ସାଙ୍ଗ, ସେମାନଙ୍କ ସୁରକ୍ଷା ମୋର ଦାୟିତ୍ୱ । ବିଷଧର ସାପ ପ୍ରେମରେ ଯୁବତୀ । ବାପାଙ୍କ ସାପଧରା ଦେଖି ସେ ପଡ଼ିଥିଲେ ସାପ ପ୍ରେମରେ । ସାପକୁ ଉଦ୍ଧାର କରୁଥିବା ଅନେକ ଲୋକଙ୍କ ବିଷୟରେ ଜଣାଥିବ,କିନ୍ତୁ ଜଣେ ଝିଅ ପିଲା ସାହସର ସହ ସାପ ଧରିବା ବୋଧହୁଏ ଜାଣିନଥିବେ । ଏପରି ଜଣେ ନିଆରା ବ୍ୟକ୍ତିତ୍ୱ ହେଲେ କଲେଜ୍ ପଢ଼ୁଆ […]

  • Tuesday, 13 July 2021
Hostel-pkg
୬ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ି ରହିଛି ଜୟପୁର ITDA ହଷ୍ଟେଲ

 ହଷ୍ଟେଲ ଅଛି ହେଲେ ବ୍ୟବହାର ହୋଇପାରୁନି  ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହଷ୍ଟେଲ ଏବେ ଖତ ଖାଉଛି ହଷ୍ଟେଲର ସୁରକ୍ଷା ଓ ନିରାପତ୍ତା ନେଇ ଉଠିଲା ପ୍ରଶ୍ନ ହଷ୍ଟେଲ ସ୍ଥିତି ଯାଞ୍ଚ କରିବ ବୈଷୟିକ ଟିମ୍: ନିର୍ବାହୀ ଯନ୍ତ୍ରୀ ଜୟପୁର : ହଷ୍ଟେଲ ଅଛି ହେଲେ ବ୍ୟବହାର ହୋଇପାରୁନି, ବାଧ୍ୟ  ହୋଇ ବାହାରେ ଘରଭଡ଼ା ନେଇ ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରୀ । ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ଶହେ ଶଯ୍ୟା […]

  • Tuesday, 13 July 2021
haider
ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା; ରିମାଣ୍ଡ ସ୍ଥଗିତ

କଟକ :  ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ହୋଇଥିବା ଆଣ୍ଟିଜେନ୍ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ  RT-PCR ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏହାପରେ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । ସେପଟେ ପଜିଟିଭ୍ ଚିହ୍ନଟ ପରେ ହାଇଦରର ରିମାଣ୍ଡ ସ୍ଥଗିତ ହୋଇଛି  । ହାଇଦର ସୁସ୍ଥ ହେବାପରେ ପୁଣି […]

haider
ଆଜିଠୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର

ଆଜିଠୁ ରିମାଣ୍ଡରେ ହାଇଦର ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ କାଲି ୩ ଯୁବତୀ ଓ ୮ ସହଯୋଗୀଙ୍କୁ ଜେରା କରାଯାଇଥିଲା  କଟକ : ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ  । ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ୍ । ହେଲେ କଟକ ସିଟି JMFC କୋର୍ଟ ୭ ଦିନ […]

saptahanta-shutdown
ଆଜି ଠାରୁ କୋଭିଡ୍ କଟକଣା କଡ଼ାକଡ଼ି : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

ସନ୍ଧ୍ୟା ୬ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି  ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ […]

malkangiri
ତଳେ ପଡ଼ି ଯାଇଥିବା ତରକାରୀ ଗୋଟାଇ ଖାଇଲେ ବୃଦ୍ଧା

ମାଲକାନଗିରି : ଭାଇରାଲ ଭୋକର ଭୟାନକ୍ କାହାଣୀ । ଭୋକ ଏଠି ବେଶ୍ ଜଣାଣୁଣା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଏନ୍ତୁଡ଼ି ଶାଳରୁ ଜୁଇ ଯାଏ ଗରିବ ମଣିଷକୁ ଘଡ଼ିକି ଘଡ଼ି ମାରୁଥାଏ ଭୋକ । ଏଇ ଭୋକ ପାଇଁ କିଏ ଚୋର ସାଜୁଥିବା ବେଳେ ଆଉ କାହାର ପରିବାର ଉଜୁଡ଼ି ଯାଏ । ଭୋକର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଅଞ୍ଚଳରେ । ଜଣେ ଅସହାୟ ବୃଦ୍ଧା କିପରି ତଳେ […]

  • Tuesday, 13 July 2021
Trinatha
ତ୍ରିନାଥ ପ୍ରଧାନଙ୍କ ପାଇଁ ସରକାରୀ ଯୋଜନା ସାତସପନ

  ୮୦ ବର୍ଷ ବୟସ୍କ ତ୍ରିନାଥ ପ୍ରଧାନଙ୍କୁ ମିଳୁନି ସରକାରୀ ସହାୟତା କାନ୍ଥ ଭୁଶୁଡି ପଡିବା ପରେ ପଲିଥିନ୍ ପାଲଟିଛି ସାହାରା ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ବୃଦ୍ଧ, ଅସହାୟ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଅସଲରେ କିନ୍ତୁ କେତେ ଫାଇଦା ପାଉଛନ୍ତି ତଳସ୍ତରର ଲୋକେ ତାର କିଛି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ତ୍ରିନାଥ ପ୍ରଧାନଙ୍କୁ ଦେଖିଲେ ସରକାରୀ ଯୋଜନାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି […]

  • Tuesday, 13 July 2021
Dhud
ପୁଣି ଚର୍ଚ୍ଚାରେ ଢୁଡ୍ : ଦୁଇ ଦିନ ହେଲା ଜଙ୍ଗଲୀ ବାରହାର ପତ୍ତା ମିଳୁନି

ପୁରୁଷୋତ୍ତମପୁର : ଜଙ୍ଗଲୀ ବାରହା ଢୁଡ୍ ନିଖୋଜ । ଦୁଇ ଦିନ ହେଲା ଢୁଡ୍ ସମ୍ପର୍କରେ କୌଣସି ପତ୍ତା ମିଳୁନି । କେନ୍ଦୁଝର ତେଲକୋଇ ବ୍ଲକ ପୁରୁଷୋତ୍ତମପୁର ଗାଁର ଜଙ୍ଗଲି ବାରହା ଢୁଡ ନିଖୋଜ ହୋଇଯାଇଛି । ଗତ ଦୁଇ ଦିନ ହେଲା ସେ କେଉଁ ଆଡ଼େ ଚାଲି ଯାଇଥିବା କହିଛନ୍ତି ତାଙ୍କୁ ପାଳିଥିବା ଶକୁନ୍ତଳା ପେଠେଇ । ଦୁଇ ଦିନ ତଳେ ଶକୁନ୍ତଳା କୌଣସି କାମରେ ଅନୁଗୁଳ ଯାଇଥିଲେ । ଆଉ ଘରକୁ ଫେରି ଆସିବା […]

  • Tuesday, 13 July 2021
covid hospital
ଆତଙ୍କ ଖେଳାଉଛି କରୋନା : ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିିନୀ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର:  ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଏପରି ପଦକ୍ଷେପ ନେଇଛି । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ । ସେହିପରି ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି । […]

mamali
ଚଢେଇଙ୍କ ପାଇଁ ସମର୍ପିତ କୁନି ଝିଅ ମାମାଲି

ଭଦ୍ରକ( ପାର୍ଥ ସାରଥୀ ନାୟକ) : ନିରୀହ ପକ୍ଷୀଙ୍କ ଅକୁଥା ବେଦନା ବୁଝେ କୁନି ଝିଅ । ଆଉ ତାକୁ ଦେଖିଲେ କିଚିରିମିଚିରି ଶବ୍ଦ କରି ଚଢ଼େଇମାନେ ଖାଇବାକୁ ମାଗନ୍ତି । ଶୋଷ ହେଉଥିଲେ ଥଣ୍ଟ ହଲେଇ ପାଣି ପିଇବା ପାଇଁ ମାଗନ୍ତି । ନିଦାଘ ଗ୍ରୀଷ୍ମରେ ନିଜର ବେଦନା ବଖାଣିବା ଆଗରୁ ନିରୀହ ପକ୍ଷୀମାନଙ୍କ ଶୋଷ ଓ ଭୋକ ମେଣ୍ଟାଇବା ପାଇଁ ଗଛ ଉପରେ କୁନି ଝିଅ ମାମାଲି ବାନ୍ଧି ଦେଉଛି ଖାଦ୍ୟ ଓ ପାନୀୟ […]

  • Tuesday, 13 July 2021
cctv
ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର : ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର । ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯିବା ଜରୁରୀ।  ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନଥିବ, ସେଠାରେ ପରୀକ୍ଷା କରାଯିବ ନାହିଁ ବୋଲି ସିଏଚ୍ଏସଇ ପକ୍ଷରୁ କୁହାଯାଇଛି । ଏଥିଲାଗି ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା […]

  • Tuesday, 13 July 2021
mahabisuba
ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ : ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା

ଭୁବନେଶ୍ୱର : ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି . . ତା ସହ ମହାବୀର ଜୟନ୍ତୀ । ଏଥିପାଇଁ ଉତ୍ସବମୁଖର ସାରା ରାଜ୍ୟ । ତେବେ ଏଥର କରୋନା କଟକଣା ପାଇଁ ଫିକା ପଡିଛି ମହାବିଷୁବ ସଂକ୍ରାନ୍ତି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଚନ୍ଦନପୁରସ୍ଥିତ ଶିରୁଳି ମହାବୀର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଆଜି ଭୋର ୪ଟାରୁ ଏହି କଟକଣା ଲାଗୁ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ […]

  • Tuesday, 13 July 2021
pana sankranti
ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣା କିମ୍ବା ବଡ଼ ଧରଣର ପୂଜା ଆୟୋଜନକୁ ବାରଣ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମା’ଙ୍କର ନୀତି […]

vlcsnap-error056
ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଗିରଫ

କଟକ : ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବକୁ ଗିରଫ କରିଛି ପୋଲିସ୍ ।  ଗତକାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା ୟାକୁବ । SCBରେ ଗ୍ୟାଙ୍ଗଷ୍ଟର ହାଇଦରକୁ ବହୁବାର ଭେଟିଥିଲା ଓ ବିରିୟାନି ମଧ୍ୟ ଖୁଆଇଥିଲା ୟାକୁବ । ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ ଚଳାଇଛି ପୋଲିସ୍ । ସେପଟେ ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜୁଛି ପୋଲିସ । ସେକ୍ ହାଇଦର ଫେରାର ଘଟଣାକୁ ଆଜି ୪ ଦିନ ପୁରିଥିବାବେଳେ ଏବେବି ତାର ଟେର୍ […]

  • Tuesday, 13 July 2021
hyder
ସିନେମା କାହାଣୀଠୁ କମ୍ ନୁହେଁ ହାଇଦରର କଳା କାହାଣୀ : ରିକ୍ସା ଚାଳକରୁ ପାଲିଟିଗଲା ରକ୍ତର ହୋଲି ଖେଳୁଥିବା ସଇତାନ୍

କଟକ : ଫେରାର୍ ହୋଇ ପୋଲିସକୁ ନାକେଦମ୍ କରିଦେଇଥିବା ଗ୍ୟାଙ୍ଗଷ୍ଟର୍ ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା  ।  ଅପରାଧ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଯେତେବେଳେ ଜଣେ ସାଧାରଣ ଟ୍ରଲି ଚାଳକ ଥିଲା, ଆଉ ସେତେବେଳେ ବି ଥିଲା ତାର ବେଶ୍ ଖାତିର । କେନ୍ଦ୍ରାପଡ଼ାର ଟଲି ରିକ୍ସା ଚାଳକରୁ ରକ୍ତର ହୋଲି ଖେଳୁଥିବା ସଇତାନ୍ । ସିନେମାର କାହାଣୀଠୁ କିଛି କମ ନୁହେଁ, ଶେଖ୍ ହାଇଦରର କଳା କ୍ୟାରିୟର୍ । ୧୯୭୫ ବେଳକୁ […]

lightning
ଝଡ଼ତୋଫାନ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କଲବଲ କରିଥିଲା ଗରମ। ରାଜଧାନୀ ଭୁବନେଶ୍ୱରର ଆକାଶ ଆଂଶିକ ମେଘୁଆ ଥିଲେ ବି ଗୁଳୁଗୁଳି ଅନୁଭୁତ ହୋଇଥିଲା। ଗତକାଲି ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅନ୍ୟପକ୍ଷେ, ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୩ ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏହି ୩ ଜିଲ୍ଲା ହେଲା- ଖୋର୍ଦ୍ଧା, ନୟାଗଡ଼ ଓ […]

Subroto Bagchi
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର । ଭୁବନେଶ୍ୱରରେ ହେବ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର । ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ । ପାଲିଆଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଦେବେ । ଏହି ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ମିିଳିବ । ଏହି ପାଲିଆଟିଭ କେୟାର ସେଣ୍ଟରରେ ପ୍ରଥମେ ୧୦୦ […]

  • Tuesday, 13 July 2021
କେବେ ମିଳିବ ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନା ଟଙ୍କା? ୧୦ ବର୍ଷ ହେଲା ଅପେକ୍ଷାରେ ହିତାଧିକାରୀ

ଜୟପୁର(ଟି.ଗୌରୀଶଙ୍କର) : ପୁରଣା ଯୋଜନା ବନ୍ଦ ହୋଇ ନୂଆ ଯୋଜନା କାର୍ଯ୍ୟ କାରୀ ହୋଇସାରିଲାଣି, ହିତାଧିକାରୀ ବି ସାମିଲ ହୋଇସାରିଲେଣି ।  ହେଲେ ବନ୍ଦ ହୋଇଥିବା ଯୋଜନାର ବକେୟା ଟଙ୍କା ପାଇଁ ଆଜି ବି ନୟାନ୍ତ ହେଉଛନ୍ତି ହିତାଧିକାରୀ । ସରକାରଙ୍କ ପକ୍ଷରୁ ସମନ୍ୱିତ ଗୃହ ଓ ବସ୍ତି ଉନ୍ନୟନ ଯୋଜନାରେ ହିତାଧିକାରୀ ସାମିଲ ହୋଇ ଘର କରିଥିଲେ ବି ୧୦ ବର୍ଷ ହେଲା ବକେୟା ଟଙ୍କା ପାଇପାରିନାହାଁନ୍ତି  । ଜୟପୁରର ପୁରୁଣାଗଡର ରମା ଜାନୀ । […]

  • Tuesday, 13 July 2021