• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

car-catches-fire
ରାସ୍ତା ଉପରେ ଜଳିଗଲା କାର୍‌, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକ ନିକଟରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଛି। ଗାଡ଼ିରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ି ନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କାର୍‌ର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ୍‌ ଓ ଅବକାରୀ ବିଭାଗ ପହଞ୍ଚି ତନାଘନା ଚଳାଇଛନ୍ତି।

  • Tuesday, 13 July 2021
kidnap
ଠିକଣା ପଚାରିବା ବାହାନାରେ କାର୍‌ରେ ନେଇଗଲେ; ଅଧା ବାଟରେ ଫିଙ୍ଗି ଦେଲେ, ତା’ପରେ...

ଭୁବନେଶ୍ୱର: ଦୁର୍ବୃତ୍ତଙ୍କ କବଳରୁ ନିଜକୁ ରକ୍ଷା କରି ଘରକୁ ଫେରିଲେ ୧୧ ବର୍ଷର ଛାତ୍ର। ରାଜଧାନୀ ଭୁବନେଶ୍ୱରରେ ଜଣେ ଛାତ୍ରଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ହୋଲି ପର ଦିନ ଇନଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତିବିହାର ଅଞ୍ଚଳରୁ ଜଣେ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ଠିକଣା ପଚାରିବା ବାହାନାରେ କାର୍‌ରେ ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଛାତ୍ରଙ୍କୁ କାର୍‌ରେ ନେଇ ତ୍ରିଶୁଳିଆ ପୂର୍ବରୁ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଏହାପରେ ଛାତ୍ର ଜଣକ ଦୌଡ଼ି […]

  • Tuesday, 13 July 2021
Cloudy sky
କାଲିଠୁ କାଳବୈଶାଖୀ ସମ୍ଭାବନା, କମିପାରେ ତାତି: IMD ଡିଜି

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ହିଟ୍ ୱେଭ୍‌ କଣ୍ଡିସନ୍‌ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷେ, ଏକ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ଠାରୁ ରାଜ୍ୟରେ ହ୍ରାସ ପାଇପାରେ ଗ୍ରୀଷ୍ମ ପ୍ରବାହ। OTVକୁ IMD ଡିଜି ମୃତ୍ୟୁଞ୍ଜୟ  ମହାପାତ୍ର ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ଠାରୁ ତାତି ହ୍ରାସ ପାଇବାର ସମ୍ଭାବନା ରହିଛି। କାଲିଠାରୁ କାଳବୈଶାଖୀ ବର୍ଷା ହେବାର ଥିବାରୁ ତାତି କମିପାରେ। […]

  • Tuesday, 13 July 2021
heat wave
ଅପରାହ୍ନ ୪ଟା ଯାଏ ଖରାକୁ ନ ବାହାରିବା ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ହିଟ୍ ୱେଭ୍‌ କଣ୍ଡିସନ୍‌ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବାକୁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି। ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ଫଳରେ ଅସହ୍ୟ ଗରମରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଆଜି ବି ରାଜ୍ୟରେ ଏଭଳି ତାତି ଅନୁଭୂତ ହେବ ବୋଲି […]

  • Tuesday, 13 July 2021
odisha
ଆଜିଠୁ ଖୋର୍ଦ୍ଧାରେ ସବୁ ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ

ଖୋର୍ଦ୍ଧା: ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସବୁ ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ ଏବଂ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଉତ୍କଳ ଦିବସ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟର ନାମ ଫଳକ ଓଡ଼ିଆରେ ଲେଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପ୍ରଥମେ ଲୋକଙ୍କୁ ସଚେତନ କରାଯିବ ଏବଂ ପରେ ଖିଲାପକାରୀଙ୍କ ବିରୋଧରେ ଆଇନତଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

  • Tuesday, 13 July 2021
child
ଗୁଗଲ୍‌ରେ ସର୍ଚ୍ଚ କରି ଇଞ୍ଜେକ୍ସନ ଲେଖିଲେ ଡାକ୍ତର, ଚାଲିଗଲା ଶିଶୁର ଜୀବନ

ଉମରକୋଟ: ଗୁଗଲ୍‌ରେ ସର୍ଚ୍ଚ କରି ୬ ମାସ ଶିଶୁ ପୁତ୍ରକୁ ଇଞ୍ଜେକ୍ସନ ଦେବା ପରେ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକ। ସୂଚନା ଅନୁସାରେ, ଗତକାଲି ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଓଲମା ଗାଁର ପ୍ରଶାନ୍ତ ବିଶୋଇଙ୍କ ୬ ମାସ ପୁଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଫଳରେ ଡାକ୍ତରଙ୍କୁ ଦେଖାଇବାକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର […]

  • Tuesday, 13 July 2021
cyclone yass
ୟାସର ପ୍ରଭାବରେ ଉପୁଡିଲା ବିରାଟ ବିରାଟ ଗଛ : ଯାତାୟତ ବାଧାପ୍ରାପ୍ତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବାତ୍ୟା ୟାସ ପ୍ରଭାବ । ଗତକାଲି ଠାରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହୁଛି । ଆଜି ସକାଳୁ ହରିଚନ୍ଦନପୁର ବ୍ଲକରେ ପବନର ବେଗ ବଢ଼ିଥିବା ବେଳେ ଭୀଷଣ ପବନ ଯୋଗୁଁ ରାସ୍ତା ଉପରେ ବିରାଟ ବିରାଟ ଗଛ ଉପୁଡି ପଡିଛି । ଫଳରେ ଦୈତାରୀ – ପାରାଦ୍ୱୀପ ରାସ୍ତା ଅବରୋଧ ହୋଇଛି ଓ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ବାତ୍ୟା ହାସ୍ ଓଡ଼ିଶା ଉପକୂଳ […]

  • Tuesday, 13 July 2021
sex racket busted
ଆପାର୍ଟମେଣ୍ଟରେ ଚାଲିଥିଲା ସେକ୍ସ ରାକେଟ୍, ପହଞ୍ଚିଗଲା ପୋଲିସ୍‌

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଏକ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍‌ ଚାଲିଥିବା ଖବର ପାଇ ଗତକାଲି ରାତିରେ ପୋଲିସ୍ ରେଡ୍‌ କରିଥିଲା। ଏହି ଘଟଣାରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ୨ ଜଣ ଗ୍ରାହକଙ୍କୁ ପୋଲିସ୍‌ ଧରିଛି। ସୂଚନା ଅନୁସାରେ, ଦୀର୍ଘଦିନ ହେବ ଏହି ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍‌ ଚାଲିଥିଲା। ଖବର ପାଇ ଗତକାଲି ରାତିରେ ପୋଲିସ୍ ଆପାର୍ଟମେଣ୍ଟରେ ଥିବା ଏକ ଫ୍ଲାଟ୍‌ରେ ଚଢ଼ଉ କରି […]

  • Tuesday, 13 July 2021
yass
ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା : ଧାମରା ଠାରୁ ୪୦ କିଲୋମିଟର ଦୂରରେ ‘ୟାସ୍’

ଭୁବନେଶ୍ୱର : ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା ୟାସ୍ । ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ଆଜି ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ବାତ୍ୟା ‘ ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ୪୦ କିମି ଦୂରରେ ରହିଛି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍’ । ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ସେପଟେ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟାରେ […]

energy minister
ବାତ୍ୟାରେ ବିଦ୍ୟୁତ କଟିଲେ କରାଯାଇଛି ଷ୍ଟାଣ୍ଡ ବାଏ ବ୍ୟବସ୍ଥା : ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ସମ୍ପର୍କରେ ଆଜି ଶକ୍ତି ବିଭାଗର ବୈଠକ ବସିଥିଲା । ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସମସ୍ତ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଟାଟା କମ୍ପାନୀକୁ ଅଧିକ ସଜାଗ ରହିବାକୁ […]

  • Tuesday, 13 July 2021
pmay
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ବିଜୁ ପକ୍କାଘର ଲୋଗୋ ରହିବନି

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କା ଘରେ ଲାଗି ପାରିବନି ବିଜୁ ପକ୍କା ଘର ଯୋଜନାର ଲୋଗୋ। ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖି ଜଣାଇଛି କେନ୍ଦ୍ର। ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ନଗେନ୍ଦ୍ର ନାଥ ସିହ୍ନା ଜଣାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାକୁ ରାଜ୍ୟରେ ଅବିକଳ ଭାବେ ଏବଂ ସେହି ନାଁରେ ଲାଗୁ କରାଯାଉ। ପ୍ରଧାନମନ୍ତ୍ରୀ ଆବାସ […]

  • Tuesday, 13 July 2021
SRC
ବାଲେଶ୍ୱରରେ SRCଙ୍କ ବାତ୍ୟା ମୁକାବିଲା ସମୀକ୍ଷା

ବାଲେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି । ବାଲେଶ୍ୱରରେ ବାତ୍ୟା ମୁକାବିଲା ସମୀକ୍ଷା ପରେ SRCଙ୍କ ପରାମର୍ଶ । ବାତ୍ୟା ବେଳେ ବୟସ୍କ ଲୋକେ ଘରୁ ବାହାରନ୍ତୁ ନାହିଁ । ସେହିପରି ପବନ ବହିବା ବେଳେ ଯୁବପୀଢ଼ି ବାଇକରେ ଏଣେ ତେଣେ ନବୁଲି ଘରେ ରହୁନ୍ତୁ । କେବଳ ଏତିକି ନୁହେଁ ଆମ୍ବ, ନଡ଼ିଆ ଗୋଟାଇବା ପାଇଁ ନବାହାରିବାକୁ କୁହାଯାଇଛି । ଆଶ୍ରୟ ସ୍ଥଳକୁ ଯାଇନଥିଲେ ପିଇବା ପାଣି ଆଗୁଆ ମହଜୁଦ ରଖିବା ପାଇଁ […]

  • Tuesday, 13 July 2021
nagada
‘ଆମର ଠାକୁର ଅଛନ୍ତି,  ଆମେ ମାସ୍କ ପିନ୍ଧିବୁନି ’

ଯାଜପୁର(ଅଭୟ ପତି):’ଆମେ ମାସ୍କ ପିନ୍ଧିବୁନି, ଆମର ଠାକୁର ଅଛନ୍ତି। ଆମର କିଛି ହବନି’। ଏଭଳି ରୋକଠୋକ ବାଣୀ ଶୁଣାଇଛନ୍ତି ନଗଡାବାସୀ। ଅପପୃଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଓଟିଭି ପକ୍ଷରୁ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ସମୟରେ ନଗଡ଼ାବାସୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପଟେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଗାଁକୁ ନଯାଇ ରାସ୍ତା ଉପରୁ ସର୍ଭେ ଓ ସଚେତନ କରି ଫେରି ଆସୁଥିବା ଅଭିଯୋଗ […]

  • Tuesday, 13 July 2021
corona r
କଟକଣାକୁ ଫୁ ! ବାହାଘରରେ ପିଲାଠୁ ବୁଢ଼ା, ଡିଜେ ଗୀତରେ ମସଗୁଲ

ପାତ୍ରପୁର : କରୋନା କଟକଣାକୁ ଫୁ । ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ । ନାଚ, ଗୀତ, ଡିଜେ ସହ ଗାଁରେ ବାହାରିଲା ବରଯାତ୍ରୀ । ଗଞ୍ଜାମ ପାତ୍ରପୁର ବ୍ଲକର ବାରଙ୍ଗ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳୁଛି । ଯେଉଁଠି ପିଲାଠୁ ବୁଢ଼ା ସମସ୍ତେ ଡିଜେ ଗୀତରେ ଏତେ ମସଗୁଲ ହୋଇଛନ୍ତି ଯେ ଭୁଲି ଯାଇଛନ୍ତି କରୋନା ମହାମାରୀର ପ୍ରକୋପ । ନା ଫିକର ଅଛି କଟକଣାର ନା ଡର । ଏକଦମ ବିନ୍ଦାସ ଓ […]

  • Tuesday, 13 July 2021
ସଂକ୍ରମଣ ସମୟର ଯୋଦ୍ଧା

ବାଲେଶ୍ୱର,ନୀଳଗିରି (ରଞ୍ଜିତ ପାକଳ ଏବଂ ବିଶ୍ୱମ୍ବର ଦାସ): ରାଜ୍ୟରେ ଥମୁନି କରୋନା ସଂକ୍ରମଣର ସଂଖ୍ୟା । କୋରନା ଲଢେଇରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଭଳି କରୋନା ଯୋଦ୍ଧା ରୋଗୀ ସେବାରେ ବ୍ୟସ୍ତ । କିନ୍ତୁ କିଛି ଏଭଳି ଯୋଦ୍ଧା ଅଛନ୍ତି ଯିଏ ଏ କୋଭିଡ୍ ସମୟରେ ଲୋକଙ୍କ ସେବା କରିବାକୁ ବ୍ରତ କରି ନେଇଛନ୍ତି । ନୀଳଗିରିରେ ଜଣେ ଡାକ୍ତର ଲୋକଙ୍କୁ ଡିଜିଟାଲ ସ୍ବାସ୍ଥ୍ୟସେବା ଯୋଗାଉଥିବାବେଳେ ବାଲେଶ୍ୱରର ଜଣେ ଦିବ୍ୟାଙ୍ଗ ଗଳିକନ୍ଦିରେ ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା […]

  • Tuesday, 13 July 2021
heat wave
ଆସନ୍ତା ୩ ଦିନ ଯାଏ ତାତିରେ ସିଝିବ ଓଡ଼ିଶା

ଭୁବନେଶ୍ୱର: ଆଜି ବି ତାତିରେ ସିଝିବ ସାରା ଓଡ଼ିଶା। ଗତକାଲି ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇପାରେ। ଗତକାଲି ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଅନେକ ସହରରେ ରାସ୍ତାଘାଟ ଖାଁ ଖାଁ ହୋଇ […]

  • Tuesday, 13 July 2021
passenger
ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ !

ଭୁବନେଶ୍ୱର: ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ। ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଗତକାଲି ଭୁବନେଶ୍ୱର ହଂସପାଳ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଯାତ୍ରୀ ଜଣକ ଗତକାଲି ‘ମୋ ବସ୍‌’ରେ ଯାତ୍ରା କରୁଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଚଳନ୍ତା ଗାଡ଼ିରୁ ଉକ୍ତ ଯାତ୍ରୀଙ୍କୁ ‘ମୋ ବସ୍’ କର୍ମଚାରୀ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣକ ତଳେ […]

  • Tuesday, 13 July 2021
kantabanji
ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ, ରାତିସାରା ବେହୋସ ହୋଇ ପଡ଼ିରହିଲେ ଯୁବକ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ) : ସମ୍ପର୍କୀୟ ଘରକୁ ଯାଇଥିଲେ, ପାଖ ଗାଁରୁ ଆସୁଛି କହି ଫେରିଲେନି । ବଲାଙ୍ଗୀର ଜିଲ୍ଲା ଗୁଡିଘାଟ ପଞ୍ଚାୟତର ବାବେଜୁରୀ ହରଗୌରୀ ମନ୍ଦିର ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ । ରାତିସାରା ଅଚେତ ଅବସ୍ଥାରେ ପଡି ରହିଲେ ଯୁବକ । ଆଜି ସକାଳେ ଉଦ୍ଧାର କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଟଣାଗଡ଼ ଥାନା ଭଇଁସା ନିକଟସ୍ଥ ବାନ୍ଧନପାଲି ଗ୍ରାମର ମୁରଲୀ ସଲତରଙ୍କ ପୁଅ ବିଦେଶୀ ସଲତର ଡଙ୍ଗରପଡା […]

  • Tuesday, 13 July 2021
mo bus
କାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗଡ଼ିବନି ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତାକାଲି ହୋଲିରେ ‘ମୋ ବସ୍’ ସେବା ପ୍ରଥମାର୍ଦ୍ଧରେ ବନ୍ଦ ରହିବ। କାଲି ଅପରାହ୍ନ ୩ଟାରୁ ‘ମୋ ବସ୍’ ସେବା ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ କାଲି ବନ୍ଦ ରହିବ। ଏନେଇ Capital Region Urban Transport(CRUT) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ? ?????? On #Holi (???? ?????,????) #Mobus? will remain off roads in the first half of the day.Service will resume […]

  • Tuesday, 13 July 2021
99
ଅଭିଶପ୍ତ ଶୈଶବ : କିଡନୀ ରୋଗରେ ଆକ୍ରାନ୍ତ ହୋଇ ନାହିଁନଥିବା ଯନ୍ତ୍ରଣା ଭୋଗୁଛି ୮ ବର୍ଷର କୁନି ପୁଅ

କୋଣାର୍କ(ସଞ୍ଜୟ ପତି) : ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ନିମାପଡାର ତୁଳସୀପୁର ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । କିଡନୀ ରୋଗରେ ଆକ୍ରାନ୍ତ ଅମୀରଙ୍କ ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ ପାଇଁ ପରିବାର ଲୋକ ଆକୁଳ ନିବେଦନ କରିଛନ୍ତି । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗାଁର ଜଲିଲ ଖାଁ ଓ ସମି ବିବିଙ୍କ ୮ […]

  • Tuesday, 13 July 2021
truck
ଗାଡ଼ି ପାର୍କିଂ ବେଳେ ଟ୍ରାନ୍ସଫର୍ମରରେ ପିଟି ହେଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ଟ୍ରାନ୍ସଫର୍ମରରେ ଟ୍ରକ୍‌ ପିଟି ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର  ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୁନାପୁର ଥାନା ଅନ୍ତର୍ଗତ ଅନନ୍ତରାୟପୁରରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ମୃତକ ଦ୍ୱୟ ହେଲେ ତାମିଲନାଡୁ ଅଞ୍ଚଳର ଡ୍ରାଇଭର ପଂଖିଲ ନାଥନ ସୁବ୍ରମଣ୍ୟମ ଓ ସୁପରଭାଇଜର ମଧମ କୁମାର ମୁଥୁଗଞ୍ଜନ। ସୂଚନା ଅନୁସାରେ, ଗତକାଲି ରାତିରେ ଏମାନେ ଅନ୍ତନରାୟପୁର ଗାଁରେ ପହଞ୍ଚି ମାଛ ଲୋଡ଼ କରିବା ପାଇଁ ଟ୍ରକକୁ ପାର୍କିଂ କରୁଥିଲେ। ଏହି […]

  • Tuesday, 13 July 2021
murder-in-puri
ଯୁବତୀଙ୍କୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଲେ ପରିବାର ଲୋକେ !

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁରର ତଳଜଙ୍ଘ ନଈକୂଳ ସାହିରେ ଅନର କିଲିଂ ଅଭିଯୋଗ ହୋଇଛି। ଗାଁର ଭାରତୀ ଜେନା ନାମକ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ପରିବାର ଲୋକେ ହତ୍ୟା କରି ପୋଡ଼ିବା ପରେ ତରବରିଆ ଭାବେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା। ଗାଁ ଲୋକେ ଓ ଶବ ପୋଡ଼ା ଯାଇଥିବା ପ୍ଲଟ୍ ମାଲିକ ଥାନାରେ ଅଭିଯୋଗ ପରେ ଏସ୍‌ଡିପିଓଙ୍କ ତତ୍ତ୍ୱାବଧାନରେ ପୋଲିସ ପକ୍ଷରୁ ଛାନ୍‌ଭିନ୍ ଆରମ୍ଭ ହୋଇଥିଲା। […]

  • Tuesday, 13 July 2021
husband kills wife
ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ଫେରାର

ବଲାଙ୍ଗିର: ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ଜୀବନ ଯାକ ସୁରକ୍ଷା ଯୋଗାଇଦେବା ପାଇଁ ଶପଥ ନେଇଥାଏ ସ୍ୱାମୀ। କିନ୍ତୁ କିଛି ଜାଗାରେ ପିଶାଚ ସାଜିଯାଏ ସ୍ୱାମୀ। ଯେଉଁ ହାତରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥାଏ, ସେହି ହାତରେ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ମଧ୍ୟ ପଛାଇ ନଥାଏ। ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ସଂସା ଗାଁରେ ଏଭଳି ଏକ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ସୂଚନା […]

  • Tuesday, 13 July 2021
anganwadi center
ଓଡ଼ିଶାରେ ଖୋଲିବ ୧,୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦିଯାଉଥିବା ରାଜ୍ୟ ସରକାର କହିଛନ୍ତି। ଆଜି ବିଧାନସଭାରେ ଏନେଇ ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି। ଏଥିଲାଗି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଏତଦ୍‌ବ୍ୟତୀତ ଆହୁରି ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଏବେ ୬୨ ହଜାର ୧୭୧ଟି […]

  • Tuesday, 13 July 2021