• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

lekhashree
ଘୋଷଣା ଆଉ ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ପଇସା ପଡ଼େ ନାହିଁ: ଲେଖାଶ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ସୁନ୍ଦରଗଡବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି।

  • Wednesday, 14 July 2021
Naveen-Patnaik-2
ସୁନ୍ଦରଗଡ଼ବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଦିନିକିଆ ରାଉରକେଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ରାଉରକେଲାରେ ପହଞ୍ଚିଛନ୍ତି ନବୀନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

  • Wednesday, 14 July 2021
kotia
କୋଟିଆ: କୋର୍ଟରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର?

ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର। କୋଟିଆକୁ ନିଜର ବୋଲି ଦର୍ଶାଇବା ସହ ସମସ୍ତ କାଗଜପତ୍ର କୋର୍ଟରେ ସରକାର ଦାଖଲ କରିବେ ବୋଲି ଜଣାଯାଇଛି। ତେବେ ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାଯାଇଛି। କୋଟିଆକୁ ନେଇ ଥିବା ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛିା

BJD
କଳାହାଣ୍ଡି ପରେ ବିଜେଡ଼ି ଫୋକସ୍‌ରେ ସୁନ୍ଦରଗଡ଼

କଳାହାଣ୍ଡି ପରେ ସୁନ୍ଦରଗଡ଼ରେ ହେବ ବିଜେଡି ସରକାରର ମେଗା ସୋ। ଆଉ ଆସନ୍ତାକାଲି ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିପିୟୁଟି ପରିସରରେ ପ୍ରସ୍ତୁତ ହେଉଛି ମଂଚ। ଏହାସହ ସହରରେ ଛାଇ ଯାଇଛି ବଡ ବଡ ପୋଷ୍ଟର ଆଉ ବ୍ୟାନର୍

  • Wednesday, 14 July 2021
IAS
ବେଆଇନ ସୁଧ କାରବାରରେ ଫସିଲେ ସୁଶୀଲ

ସାମ୍ନାକୁ ଆସିଲା IASଙ୍କ ସମ୍ପର୍କୀୟ ଭାଇଙ୍କ ଅୟସର ପୂରା କାହାଣୀ। ପୂର୍ବତନ ଜିଲ୍ଲାପାଳଙ୍କ ରିଲେଟିଭ ସୁଶୀଳ ଅଗ୍ରୱାଲଙ୍କ ବିରୋଧରେ ଆସିଛି ସାଂଘାତିକ ଜାଲିଆତି ଅଭିଯୋଗ। ଅନୁଗୁଳର ବ୍ୟବସାୟ ସୁଶୀଳ ଏବେ ଫସିଥିବା ନେଇ ଜଣାପଡିଛି।

  • Wednesday, 14 July 2021
Aprajita-1
ଯେଉଁମାନେ ନିଖୋଜ ପୋଷ୍ଟର ଲଗାଇଥିଲେ ସେମାନେ ମୋର ଶୁଭେଚ୍ଛୁ-ଅପରାଜିତା

ସଂସଦର ଅଧିବେଶନ ସାରି ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରେସମିଟ୍ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। କହିଲେ, ଜାନୁଆରୀ ୨୯ରୁ ଫେବ୍ରୁଆରୀ ୧୩ ଯାଏ ସଂସଦ ଚାଲିଥିଲା। ତେଣୁ ଲୋକସଭା ସାଂସଦ ଭାବେ ସଂସଦରେ ଉପସ୍ଥିତ ଥିଲି

  • Wednesday, 14 July 2021
pihu
ନିଖୋଜ ଶିଶୁ ପିହୁର ନିଖୋଜ ପୋଷ୍ଟ ମାରିଲା ପୋଲିସ

ଯାଜପୁର ବିଂଝାରପୁର ବ୍ଲକ ମଧୁସୂଦନପୁର ଗାଁର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ନେଇ ପୋଷ୍ଟର ମରାଯାଇଛି। ସହରର ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ପୋଷ୍ଟର ମାରିଛି ସ୍ଥାନୀୟ ପୋଲିସ୍। ପୀହୁ ସଂପର୍କରେ ଯେ କେହି ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।

  • Wednesday, 14 July 2021
elephnat
କର୍ଲାପାଟରେ ଆଉ ଏକ ହାତୀ ମୃତ

ଭବାନୀପାଟଣା: ଆଜି ପୁଣି ଥରେ କର୍ଲାପାଟରେ ପ୍ରାଣ ହରାଇଛି ଆଉ ଏକ ହାତୀ। କଳାହାଣ୍ଡି କର୍ଲାପାଟରେ ହାତୀ ମଡ଼କ ଥମିବାର ନାଁ ଧରୁନି। ଆଜି ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ମାଈ ହାତୀଟି ସେପ୍ଟିସେମିଆରେ ରୋଗରେ ଆକ୍ରାନ୍ତ ହୋଇ ମରିଥିବା ସୂଚନା ମିଳିଛି। ଗତ ୧୪ ଦିନ ମଧ୍ୟରେ ଅଭୟାରଣ୍ୟରେ ମଲେଣି ୬ଟି ହାତୀ। ତେବେ ଏହି ହାତୀ ମୃତ୍ୟୁ ନେଇ କଳାହାଣ୍ଡି RCCF ସୁଦୀପ୍ତ ଦାସଙ୍କ ସୂଚନା ଦେଇଛନ୍ତି। କର୍ଲାପାଟ ଅଭୟାରଣ୍ୟରେ […]

  • Wednesday, 14 July 2021
odisha-strike-congress
ଆସନ୍ତାକାଲି ୬ ଘଣ୍ଟିଆ କଂଗ୍ରେସର ଓଡ଼ିଶା ବନ୍ଦ

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି ଦଳ। କାଲିର ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ  ଆହ୍ୱାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

  • Wednesday, 14 July 2021
pulwama-attack-sahid
କେବଳ ପ୍ରତିଶ୍ରୁତିରେ ଅଟକି ଗଲେ ରାଜ୍ୟ ସରକାର

ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ବିସ୍ଫୋରଣକୁ ଆଜି ଦୁଇ ବର୍ଷ ପୁରୁଛି। ସେଦିନ ପୁଲଓ୍ୱାମା ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ପ୍ରଶାସନ ଯେପରି ଭୁଲିଯାଇଛି, ତାହା ଦେଖିବାକୁ ମିଳିଛି। ୨୦୧୯ ଆତଙ୍କବାଦୀ ଆକ୍ରମଣରେ କଟକ ଜିଲ୍ଲା ନିଆଳି ବ୍ଲକ ରତନପୁରର ଯବାନ ମନୋଜ ବେହେରା ସହିଦ ହୋଇଥିଲେ

  • Wednesday, 14 July 2021
elephnat
କେମିତି ମରୁଛନ୍ତି ହାତୀ? ଜାଣନ୍ତୁ କଣ କହୁଛି ବନ ବିଭାଗ

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ବଢିବାରେ ଲାଗିଛି। ପାଖାପାଖି ୧୩ ଦିନ ଭିତରେ ଗଲାଣି ପାଞ୍ଚ ପାଞ୍ଚଟି ହାତୀଙ୍କ ଜୀବନ। କେବଳ ଘୁଷୁରିଗୁଡି ଝରଣା ନିକଟରେ ଚାରିଟି ହାତୀଙ୍କ ମୃତଦେହ ମିଳିଛି। ଭୂତାଣୁ ଜନିତ ରୋଗ ହାମରେଜ୍ ସେପ୍ଟିସେମିଆ ହାତୀଙ୍କ ମୃତ୍ୟୁ ହୋଇଥିବା କହିଛି ବନ ବିଭାଗ।

  • Wednesday, 14 July 2021
lingaraj
NMA ଚିଠା ଅଧିନିୟମକୁ ନେଇ ବଢୁଛି ବିବାଦ, ତେଜୁଛି ରାଜନୀତି

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର NMA ଚିଠା ଅଧିନିୟମକୁ ନେଇ ବଢିବାରେ ଲାଗିଛି ବିବାଦ, ଆଉ ତେଜୁଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ଗତକାଲି ଲିଙ୍ଗରାଜ ମନ୍ଦିରେ ବିଜେଡି ପ୍ରାୟୋଜିତ ଦୀପଦାନ ଓ ବାଇ-ଲ ପ୍ରତ୍ୟାହର ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟୁଇଟ ପରେ ଜବାବ୍ ରଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଅଧିନିୟମର କର୍ଯ୍ୟକାରିତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଠିକରେ ବୁଝାଯାଇନି। ରାଜ୍ୟ ସରକାରୀ ପ୍ରତିନିଧୀ ଠିକରେ ଅଧିନିୟମ […]

  • Wednesday, 14 July 2021
sameer-mohanty
ରାଜ୍ୟବାସୀଙ୍କୁ ପୂରା ଅନ୍ଧାରରେ ରଖିଛନ୍ତି ରାଜ୍ୟ ସରକାର: ବିଜେପି

ରାଜ୍ୟବାସୀଙ୍କୁ ସରକାର ଅନ୍ଧାର ଭିତରେ ରଖିଛନ୍ତି ବୋଲି କହିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଏହାସହ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କ ଉପରେ କିଛି ଏମିତି ଢଙ୍ଗରେ ବର୍ଷିଛନ୍ତି।

  • Wednesday, 14 July 2021
natabara
ପୋଲିସ ଚାକିରୀ କରି ଗୋଡ଼ ହରାଇଲେ, ଏବେ ସରକାରୀ ସାହାଯ୍ୟକୁ ଚାତକ ପରି ଅନାଇ ବସିଛନ୍ତି ନଟବର

ସାହାଯ୍ୟ ମାଗୁଛନ୍ତି ନଟବର ସହାୟତା ନମିଳିଲେ ଭାସିଯିବ ପରିବାର ସୋର: ଦିନେ ଖାକି ପୋଷାକ ପିନ୍ଧି ଲୋକଙ୍କୁ ସୁରକ୍ଷା ଦେଉଥିଲେ, ଆଇନଶୃଙ୍ଖଳାକୁ ବି ସଜାଡୁ ଥିଲେ। ପୋଲିସ ଚାକିରୀ କରି ବେଶ ଖୁସିରେ ମଧ୍ୟ ଥିଲେ। ଚାକିରୀ କରି ଯେତିକି ଦରମା ମିଳୁଥିଲା ସେତିକି ଟଙ୍କାରେ ଦୁଃଖେ କଷ୍ଟେ ପରିବାର ଚଳୁଥିଲା। ଦରମା ଟଙ୍କାରେ ସ୍ୱାମୀ-ସ୍ତ୍ରୀଙ୍କ ସହ ପୁଅ ଆଉ ଝିଅ ଖାଇବା ପିଇବା ସହ ପାଠ ପଢାର ଖର୍ଚ୍ଚ ମଧ୍ୟ ଉଠୁଥିଲା। ସୁଃଖର ସଂସାରରେ ଘୋଟି […]

  • Wednesday, 14 July 2021
khola-katha-Khabar
ଆମେ ବି କେତେ ବେଳେ ମରିଯିବୁ କେହି କହିପାରିବେ ନାହିଁ -ପ୍ରକାଶ ବେହେରା

ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଇତିହାସ ପୃଷ୍ଠାକୁ ଲେଉଟାଇ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼େ। ଯୁଦ୍ଧ ପିପାସୁ ସମ୍ରାଟ ଅଶୋକ ଏଇଠି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ। କିନ୍ତୁ ସାମ୍ପ୍ରତିକ ଓଡ଼ିଶା ରଜନୀତି ମଣିଷ ରକ୍ତରେ ଏବେ ହୋଲି ଖେଳୁଛି। ରାଜନୀତିରେ ବଢିବାରେ ଲାଗିଛି ଅପରାଧ ପ୍ରବଣତା। ଆଉ ଏହାର ପ୍ରୟୋଗଶାଳା କରାଯାଇଛି କଟକର ମାହାଙ୍ଗାକୁ। ତେଣୁ ମାହାଙ୍ଗା ରାଜନୀତି କାହା ପାଇଁ ମହଙ୍ଗା ପଡିବ? ଏନେଇ ଜାଣନ୍ତୁ କଣ କହୁଛନ୍ତି କଟକ ବିଜେପି ଜିଲ୍ଲା ସଭାପତି […]

corona
୧୦୦ ତଳେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କିନ୍ତୁ ଏବେବି ଛାଡ଼ୁନି ଡର

କ୍ରମାଗତ ଭାବରେ ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ୧୬ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜିଲ୍ଲାରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

Kotia
କୋଟିଆ ମାମଲା: ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ

jagannath-land-pkg
ଭୁଲ କଲେ ସରକାର, ଭୋଗୁଛନ୍ତି ସାଧାରଣ ଲୋକେ

ସରକାରୀ ବ୍ୟବସ୍ଥାର ତ୍ରୁଟି ଯୋଗୁ ୯ ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି ଲୋକେ। ନିଜ ବାପା ଜେଜେ ଅମଳର ସ୍ଥିତିବାନ ସମ୍ପତ୍ତିର ମାଲିକାନା ହରାଇ ବସିଛନ୍ତି ଖୋର୍ଦ୍ଧା ସହ ପୁରୀ ଜିଲ୍ଲାର ୩୬ଟି ମୌଜାର ଲୋକେ। ୨୦୧୨ରେ ଶହ ଶହ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଭୁଲବଶତଃ ଜଗନ୍ନାଥ ମହାପ୍ରଭୂଙ୍କ ନାମକୁ ଚାଲିଯାଇଛି।

  • Wednesday, 14 July 2021
By-low
NMAର ଏକାମ୍ର କ୍ଷେତ୍ର ବାଇ-ଲକୁ ନେଇ ବଢୁଛି ବିବାଦ

ଏକାମ୍ର କ୍ଷେତ୍ର ପାଇଁ NMAର ଚିଠା ଅଧିନିୟମକୁ ନେଇ ତେଜୁଛି ଅସନ୍ତୋଷ। ଲିଙ୍ଗରାଜ ମନ୍ଦିର ଚିଠା ଅଧିନିୟମ ବା ବାଇ-ଲ ଜାରି ହୋଇନଥିଲେ ମଧ୍ୟ ଏହା ପ୍ରତ୍ୟାହାର ଲାଗି NMA କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

  • Wednesday, 14 July 2021
Eswar
ମହଙ୍ଗା ପଡିଲା ଦେଶ ବିରୋଧୀ ଷଡଯନ୍ତ୍ର: ଈଶ୍ୱର ବେହେରାକୁ ଆଜୀବନ ସଜା

ଦେଶଦ୍ରୋହ ଅପରାଧରେ ଚାନ୍ଦିପୁର ଆଇଟିଆରର ପୂର୍ବତନ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

  • Wednesday, 14 July 2021
bhubaneswar
ମିଳିଲା କଟାମୁଣ୍ଡ, ହଟିଲା ସସ୍‌ପେନ୍ସ

କଟାମୁଣ୍ଡ ମିଳିଲା, ସସ୍ପେନ୍ସ ବି ହଟିଲା। ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ରାସ୍ତାରୁ ୮ଦିନ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଉନ୍ମୋଚିତ ହୋଇଛି ଜଘନ୍ୟ ହତ୍ୟାର ରହସ୍ୟ।

  • Wednesday, 14 July 2021
Eswar-behera
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟ ISIକୁ ଦେବା ପ୍ରସଙ୍ଗ: ଇଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ ଦେଲେ ଏଡିଜେ

ISI ଲିଙ୍କରେ ଗିରଫ ହୋଇଥିବା ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଈଶ୍ୱରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଲେଶ୍ୱର ଏଡିଜେ କୋର୍ଟ। ସୂଚନା ଅନୁସାରେ, ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହେବା ପରେ, ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ।

  • Wednesday, 14 July 2021
Kotia
ଆନ୍ଧ୍ରପ୍ରଦେଶ ପଟକୁ କାହିଁକି ଢଳିଲେ କୋଟିଆ ବାସିନ୍ଦା?

କୋଟିଆକୁ ନେଇ ଥମୁନି ରାଜନୀତି ବିବାଦ, ବିତର୍କ ଓ ବିରୋଧ। ସେପଟେ କିନ୍ତୁ ଆନ୍ଧ୍ର ସରକାର ଏଠାକାର ୩ଟି ଗାଁରେ ନିର୍ବାଚନ କରାଉଥିବା ବେଳେ ଆଜି ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ବିଜେପିର ସ୍ୱତନ୍ତ୍ର ପ୍ରତିନିଧି ଦଳ। କୋଟିଆରେ ଏ ସ୍ଥିତି ପାଇଁ ଦଳ ରାଜ୍ୟ ସରକାରଙ୍କୁ ସିଧାସଳଖ ଦୋଷ ଦେଇଛି

  • Wednesday, 14 July 2021
SCB
ଅବସ୍ଥା ଆଉ ବ୍ୟବସ୍ଥା ମଧ୍ୟରେ ବଡ଼ ଫରକ, କେବଳ କଥାରେ ରହିଯାଇଛି କି SCB ର ଭାଗ୍ୟ?

କଟକ ବଡ଼ ମେଡିକାଲ ରାଜ୍ୟର ସବୁଠୁ ବଡ଼ ଡାକ୍ତରଖାନା ଭାବେ ଆମେ ସମସ୍ତେ ଜାଣିଛନ୍ତି। ପୂର୍ବ ଭାରତର ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ।

  • Wednesday, 14 July 2021
corona
ପଞ୍ଜୀକରଣ କରି ଟିକା ନନେଲେ କଟିବ ଦରମା?

ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯାଇପାରେ। ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏହି ଚେତାବନୀ ଦେଇଛି। କୋଓ୍ବିନ୍ ଆପରେ ପଞ୍ଜୀକରଣ କରି ଟିକା ନେଉନଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୧୦ ତାରିଖ ମଧ୍ୟରେ ଟିକା ନନେଲେ ଦରମା କଟାଯିବା ସମ୍ଭାବନା ଥିବା ବିଭାଗ ଚେତାବନୀ ଦେଇଛି