• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sunflower-pkg
ନବବିବାହିତା ମହିଳାଙ୍କ ସୁନାର ସୂର୍ଯ୍ୟମୁଖୀ କ୍ଷେତ, ହସୁଛି କେନ୍ଦୁଝର

ସମୟର କେମିତି ସଦୁପଯୋଗ କରିହୁଏ, ତାହା ତେଲକୋଇର ନବବିବାହିତା ମହିଳାଙ୍କ ପାଖରୁ ଶିଖିବାକୁ ପଡିବ । ସ୍ୱାମୀ ବାହାରେ ଚାକିରି କରୁଛନ୍ତି । ଗାଁରେ ଘରକାମ ପରେ ବୋର୍ ହେଉଥିଲେ ପତ୍ନୀ। ଆଉ ଏବେ ସ୍ୱାମୀଙ୍କ ପରାମର୍ଶରେ କରିଛନ୍ତି ସୂର୍ଯ୍ୟମୁଖୀ ଚାଷ। ଏହି ଚାଷ କରିବା ପରେ ସାରା ଅଞ୍ଚଳ ସେମାନଙ୍କୁ ପ୍ରଶଂସା କରୁଛି।

  • Wednesday, 14 July 2021
sura
ହେ ଭଗବାନ ! ଏମିତି ଟଙ୍କା ଖାଇଲେ, ରାଜ୍ୟ ରହିବ ତ?

କାଳିଆ ଯୋଜନାକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ। ସେ କହିଛନ୍ତି ଯେ, କାଳିଆ ଯୋଜନାରେ ଏତେ ପରିମାଣରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ସାଢେ ୪ କୋଟି ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେ ଲୋକଙ୍କର ହେରଫେର ହୋଇଥିବା ବାହାରିଲାଣି।

  • Wednesday, 14 July 2021
OTV-PORTAL-assembly
ପ୍ରଶ୍ନକାଳରେ ଉଠିଲା ଏମଏସପି ପ୍ରସଙ୍ଗ

ଆଜି ବିଧାନସଭାର ପ୍ରଶ୍ନକାଳରେ ଉଠିଛି ଏମ୍ଏସ୍ପି ପ୍ରସଙ୍ଗ। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯ ଶହ ୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା

  • Wednesday, 14 July 2021
pradipta-nayak
କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା ହୋଇଛି। ଆଜି ଏ ସମ୍ପର୍କୀତ ଏକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

  • Wednesday, 14 July 2021
corona-positive
୨୪ ଘଣ୍ଟାରେ ୬୮ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଅଛନ୍ତି ଆକ୍ରାନ୍ତ?

୨୪ ଘଂଟାରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟିନ ସେଂଟର ତଥା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ଲୋକାଲ କେସ୍ ବା ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି

  • Wednesday, 14 July 2021
CBI MEET CP
CPଙ୍କୁ ଭେଟିଲେ CBI ଟିମ୍: ଜାଣନ୍ତୁ କଣ ଥିଲା ପୂରା ଘଟଣା

୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଟ୍ୱିନ୍‌ ସିଟି କମିଶନରଙ୍କୁ ଭେଟିଲେ ସିବିଆଇ ଟିମ୍। ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀକୁ ଭେଟିଛନ୍ତି ସିବିଆଇର ୨ ଜଣିଆ ଟିମ୍।

  • Wednesday, 14 July 2021
Congress
ବେକାବୁ ତୈଳଦର: ସାଇକେଲ ଚଲାଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବିଧାୟକ ସାଇକେଲ୍ ଚଲାଉଥିବା ଦେଖିବାକୁ ମିଳିଛି।  ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ। ବିଧାୟକ ତାରାପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ, ସୁରେଶ ରାଉତରାୟ ପ୍ରମୁଖ ନେତା ସାଇକେଲ୍ ଚଲାଇ ବିଧାନସଭାକୁ ଆସିଛନ୍ତି। ତୈଳ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ। କେନ୍ଦ୍ର ଦର ବୃଦ୍ଧି କରୁଥିବା ବେଳେ ରାଜ୍ୟ ବି […]

  • Wednesday, 14 July 2021
Oppsition
ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଆଜି ପୁଣି ଘେରିଲେ ବିରୋଧୀ

ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟୟକୁ ନେଇ ବିଧାନସଭାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଆଜି ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିବା ଦେଖିବାକୁ ମିଳିଛି। ସାରା ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି

  • Wednesday, 14 July 2021
pipili-rajaniti
ଉଠୁଛି ପଡୁଛି ପିପିଲି ରାଜନୀତି: ସରକାରଙ୍କ ଆଜିର କାର୍ଯ୍ୟକ୍ରମକୁ ବିରୋଧୀଙ୍କ ତୀବ୍ର ସମାଲୋଚନା

ଏବେ ଉଠୁଛି ପଡୁଛି ପିପିଲି। ପିପିଲିବାସୀଙ୍କ ମନ ଜିଣିବା ଲାଗି ରାଜ୍ୟର ପ୍ରମୁଖ ତିନୋଟି ରାଜନୈତିକ ଦଳ ନିଜନିଜ ସ୍ତରରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖାଯାଉଛି। ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ପରଲୋକ ପରେ ରାଜ୍ୟରେ ପିପିଲି ପଲିଟିକ୍ସକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା।

mandi
ଧାନବିକ୍ରି ସମସ୍ୟାକୁ ନେଇ ତାତିଲେଣି ଚାଷୀ

ସରିବାକୁ ବସିଲାଣି ଖରିଫ ଋତୁ। ଅଥଚ ରାଜ୍ୟରେ ଧାନସଂଗ୍ରହରେ ଲାଗିରହିଥିବା ଘୋର ଅବ୍ୟବସ୍ଥାର ସମାଧାନ ହୋଇପାରୁନି। ଆଶା କରାଯାଉଥିଲା ଆଜି ଗୃହରେ ଆଲୋଚନା ପରେ ବାଟ ଫିଟିଯିବ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଆଉ କୌଣସି ପ୍ରତିବନ୍ଧକ ବାଟ ଓଗାଳିବନି

  • Wednesday, 14 July 2021
Anjana-mishra
୨୨ ବର୍ଷ ପରେ ଧରାପଡ଼ିଲା ଅଞ୍ଜନା ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ, ବିବନକୁ ମିଳିବ କେଉଁପ୍ରକାର ଦଣ୍ଡ?

ଭୁବନେଶ୍ୱର:  ଦୀର୍ଘ ୨୨ବର୍ଷ ପରେ ବିବନ ଗିରଫ ହୋଇଛି। ବିବନ ହେଉଛି ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଯିଏକି ଖାଲି ଓଡ଼ିଶା ପୋଲିସ୍ ନୁହେଁ ବରଂ ସିବିଆଇ ପାଇଁ ବି ଥିଲା ମୋଷ୍ଟ ଓ୍ୱାଣ୍ଟେଡ। ଛଦ୍ମ ନାଁରେ ନଭିମୁମ୍ବାଇରେ ରହୁଥିବା ସୁରାଗ୍ ପାଇ ତାକୁ ଧରିବାକୁ ୩ମାସ ତଳୁ କମିଶନରେଟ୍ ପୋଲିସ୍ ଚଳାଇଥିଲା ସାଇଲେଣ୍ଟ ଭାଇପର୍ । ଶେଷରେ ତାକୁ ଧରିବା ପରେ ତା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି ସିପି। ଏଣେ ପୀଡ଼ିତା […]

kalia budget
ଏଥର କାଳିଆ ଯୋଜନା ପାଇଁ କମ୍‌ ଅର୍ଥ ବ୍ୟୟବରାଦ

ଭୁବନେଶ୍ୱର: ଏଥର ବଜେଟରେ କାଳିଆ ଯୋଜନା ପାଇଁ କମ୍ ଅର୍ଥ ବ୍ୟୟବରାଦ ହୋଇଛି। କୃଷି ବଜେଟରେ ଏଥର କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ଗତ ଆର୍ଥିକ ବର୍ଷରେ ଏହା ୩ ହଜାର ୧୯୫ କୋଟି ଥିଲା। ଚଳିତ ଆର୍ଥିକ ବର୍ଷରେ କୃଷି ବଜେଟ ପାଇଁ ମୋଟ ୧୭, ୪୬୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚାଷୀଙ୍କୁ ସୁଧ ରିହାତି ଲାଗି ୮୧୯ କୋଟି ବ୍ୟୟବରାଦ […]

  • Wednesday, 14 July 2021
budget-4
ଚଳିତ ଥର ପ୍ରାୟ ୪୪ ହଜାର କୋଟିର ଋଣ କରିବେ ରାଜ୍ୟ ସରକାର

ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୪ ହଜାର କୋଟିର ଋଣ କରିବେ ରାଜ୍ୟ ସରକାର। ବଜେଟ ଉପସ୍ଥାପନ ବେଳେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ରାଜ୍ୟ ସରକାର ୨୭ ହଜାର ୨୫୦ କୋଟି ଋଣ କରିଥିବା ବେଳେ ଚଳିତ ବର୍ଷ ଏହା ୪୩ ହଜାର ୯୮୬ କୋଟିକୁ ବୃଦ୍ଧି ପାଇବ ବୋଲି ଜଣାଯାଇଛି।

  • Wednesday, 14 July 2021
budget-9
ସ୍ୱାସ୍ଥ୍ୟ କ୍ଷେତ୍ରକୁ ସରକାରଙ୍କ ଗୁରୁତ୍ୱ, ବଜେଟ୍‌ରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଲା ୧୩ ହଜାର କୋଟି...

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ମୋଟ୍ ୧୩ ହଜାର କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର।ଜନସ୍ୱାସ୍ଥ୍ୟ ପାଇଁ ୯ ହଜାର ୧୬୪ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହଜାରେ ୩୫୩ କୋଟି ବ୍ୟୟବରାଦ ହୋଇଛି। ରାସ୍ତାରେ ଘଟୁଥିବା ବିଭିନ୍ନ ଦୁର୍ଘଟଣାକୁ ନଜରରେ ରଖି ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ ୪୦ କୋଟି ବ୍ୟୟ ବରାଦ କରାଯାଇଛି। କଟକ SCB ମେଡିକାଲ୍କୁ ଏମ୍ସ ପ୍ଲସ […]

  • Wednesday, 14 July 2021
assembly
ଆଲୋଚନା ବେଳେ କକ୍ଷତ୍ୟାଗ କଲେ ବିରୋଧୀ

ଧାନ କିଣା ସମସ୍ୟା ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ କଲେ କକ୍ଷତ୍ୟାଗ। ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି

  • Wednesday, 14 July 2021
cp on anjana
କେମିତି ଧରାପଡ଼ିଥିଲା ଅଞ୍ଜନା ଘଟଣାର ମୁଖ୍ୟ ଅପରାଧୀ?

୨୨ ବର୍ଷ ତଳର ବହୁଚର୍ଚ୍ଚିତ  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ।

Corona School
"ସ୍କୁଲରେ ସଠିକ୍ ଭାବରେ ପାଳନ କର କରୋନା ନିୟମ"

କୋଭିଡ୍ ଗାଇଡ୍ଲାଇନ୍ ପାଳନ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ଗଣ ଶିକ୍ଷା ବିଭାଗ। ମିଳିଥିବା ସୂଚନା ଅନୁସାରେ,  ସମସ୍ତ DEOଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ। SRC ଜାରି କରିଥିବା ଗାଇଡ୍ଲାଇନ୍ ପାଳନ ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଗଶଣିକ୍ଷା ସଚିବ

  • Wednesday, 14 July 2021
corona
କରୋନା ଆକ୍ରାନ୍ତଙ୍କ ଉପରେ ନଜର, ୨୪ ଘଣ୍ଟାରେ ୬୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପୁଣି ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି।

mada-dokana
ସରକାରୀ ଜମିରେ ଖୋଲିଛି ବିଦେଶୀ ମଦ ଦୋକାନ

ଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାର ପର୍ଯ୍ୟଟନ କ୍ଷେତ୍ରରେ ସାରା ବିଶ୍ୱରେ ସ୍ୱତ୍ୱନ୍ତ୍ର ସ୍ଥାନ ରହିଛି। ତେବେ ଜାତୀୟ ଉଦ୍ୟାନ ଲାଗି ଭିତ୍ତିଭୂମି ଗଠନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା। ଜାତୀୟ ଉଦ୍ୟାନ ନିକଟରେ ରହିଛି ସରକାରୀ ବିଦେଶୀ ମଦ ଦୋକାନ

  • Wednesday, 14 July 2021
Karanjia
ଦିନ ପରେ ଦିନ ବିତୁଛି କିନ୍ତୁ କାମ ସରୁନି

୨୮ ବର୍ଷ ବିତିଲାଣି ହେଲେ ଏ ପର୍ଯ୍ୟନ୍ତ ସରିପାରୁନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ଦେଓ ନଦୀବନ୍ଧ ପ୍ରୋଜେକ୍ଟ। ୫୨ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ନଦୀବନ୍ଧ ଯୋଜନାର ବ୍ୟୟ ଅଟକଳ ଏବେ ୯୦୦କୋଟିରେ ପହଞ୍ଚିଲାଣି।

  • Wednesday, 14 July 2021
corona
ବଢୁଛି ସଂକ୍ରମଣଙ୍କ ସଂଖ୍ୟା, ପୁଣି ଥରେ ଆରମ୍ଭ ହୋଇପାରେ ଲକଡାଉନ୍‌

ଭୁବନେଶ୍ୱର: ପୁଣି ଧୀରେ ଧୀରେ ବଢିବାରେ ଲାଗିଛି କରୋନା। କ୍ରମାଗତ ଭାବରେ ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। କେବଳ ଯେ ବଢୁଛି ତାହା ନୁହେଁ ବରଂ ଚିନ୍ତା ବି ବଢାଉଛି। ସରକାରଙ୍କ ପକ୍ଷରୁ କରୋନା କୁ ନେଇ ଏବେ ବି କଟକଣା ଜାରି ହୋଇଥିବା ବେଳେ ତାହାର ସଠିକ ଭାବରେ ଅନୁପାଳନ କରୁନାହାନ୍ତି ଲୋକେ। ଯାହାଦ୍ୱାରା ପୁଣି ଥରେ ଲକଡାଉନ ଓ ସଟଡାଉନ ହେବା ନେଇ ଆରମ୍ଭ ହେଉଛି ଚର୍ଚ୍ଚା। ରାଜ୍ୟରୁ କରୋନା କୋପ କମିଥିଲେ […]

  • Wednesday, 14 July 2021
0165_NAGA-BABA-BYTE-2
ଖଣ୍ଡଗିରି ମାଘମେଳାରେ ସିଦ୍ଧି ପାଇଁ ସାଧୁଙ୍କ ଭିଡ଼

ମାଘମେଳା ପାଇଁ ଖଣ୍ଡଗିରି ପାଲଟିଛି ତପୋଭୂମି। ସାଧନାର ସିଦ୍ଧି ପାଇଁ ଏକାଠି ହୋଇଛନ୍ତି ଶତାଧିକ ତପସ୍ୱୀ। ଯଜ୍ଞ, ଆହୁତି ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଆଖପାଖ ପରିବେଶ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଏକତ୍ରିତ ହୋଇଛନ୍ତି ଶତାଧିକ ସାଧୁସନ୍ଥ

  • Wednesday, 14 July 2021
andhra
ଗାଁର ନା ବଦଳାଇ ଦେଇ ଓଡ଼ିଶା ଜମିକୁ ହାତେଇଛି ଆନ୍ଧ୍ର

କଥାରେ ଅଛି କଅଁଳ ଲୁହାକୁ ଉଈ ଖାଏ ବୋଲି। ସେଇଆ ହିଁ ହେଉଛି ।ଆମ ସରଳତା କୁହନ୍ତୁ କି ବ୍ୟବସ୍ଥାର ନିକମାପଣ ପାଇଁ ସୀମାରେ ବର୍ଷ ବର୍ଷ ଧରି ଦାଦାଗିରି ଦେଖାଇ ଚାଲିଛି ଆନ୍ଧ୍ର।

  • Wednesday, 14 July 2021
paddy
ବିଧାନସଭାରେ ଥମୁନି ଚାଷୀ ସମସ୍ୟାର ଝଡ଼

ଉଦବେଗ ସ୍ଥିତିରେ ପହଞ୍ଚିଲାଣି ଧାନ ସଂଗ୍ରହ ସମସ୍ୟା। ଟୋକନ୍ ଅବଧି ସରିଯାଇଥିବାରୁ ପଶ୍ଚିମରୁ ଉପକୂଳ ଯାଏଁ ଖୋଲାମେଲାରେ ପଡ଼ିରହିଛି ହଜାର ହଜାର କ୍ୱିଣ୍ଟାଲ୍ ଧାନ। କେଉଁଠି ଅଦିନିଆ ବର୍ଷା ମାଡ଼ରେ ଧାନ ତିନ୍ତୁଛି, ତ ଆଉ କେଉଁଠି ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନରେ ବସିଛି ଚାଷୀ

  • Wednesday, 14 July 2021
corona-lockdown
ଚିନ୍ତା ବଢାଉଛି କରୋନା: ପୁଣି ଫେରିପାରେ ଲକଡାଉନ

ସତର୍କତାରେ ଢିଲା ପଣ ପାଇଁ ରାଜ୍ୟକୁ ପୁଣି ଫେରିପାରେ ଲକଡାଉନ। ରାଜ୍ୟରୁ କରୋନା କୋପ କମିଥିଲେ ବି ଏବେ କୋଭିଡର ପରିବର୍ତ୍ତିତ ରୂପ ପୁଣି ଡରାଇବା ଆରମ୍ଭ କରିଥିବା ଦେଖିବାକୁ ମିଳିଲାଇଣି। ବିଦେଶ ପରେ ଦେଶର ୫ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଏ ଭୟ ପୁଣି ଚିନ୍ତା ବଢାଇଲାଣି।

  • Wednesday, 14 July 2021