• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

missing-final
କୁନିକୁନି ପିଲାଙ୍କ ଉପରେ ରହିଛି କାହାର ପିଶାଚ ନଜର ?

ଭୁବନେଶ୍ୱର: ଦିନେ ଯେଉଁ ପୁଅ କାନ୍ଧରେ ମଶାଣିକୁ ଯାଇଥାନ୍ତା ବାପା, ସେହି ପୁଅକୁ ଏବେ କାନ୍ଧେଇ ଛାତିଫଟା କୋହରେ ଭାଙ୍ଗିପଡ଼ିଛନ୍ତି ସେ। ମା ବି ଆଉ ଧୈର୍ଯ୍ୟ ଧରିବା ଅବସ୍ଥାରେ ନାହାଁନ୍ତି। ୩ ବର୍ଷର ପୁଅର ମୃତ୍ୟୁରେ ସତେ ଯେମିତି ପାଦତଳୁ ଧସିଯାଇଛି ମାଟି। ଢେଙ୍କାନାଳ ନିହଲପ୍ରସାଦ ଥାନା ଖଙ୍କିରା ଗାଁର ଚନ୍ଦନ ସାହୁଙ୍କ ପୁଅ କାଳିଆ। ଗତକାଲି ସଂଧ୍ୟାରୁ ହଠାତ୍ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଲି ପରେ ବି ପାଇଲେନି ପରିବାର। ଆଜି ସକାଳୁ ଘର […]

  • Thursday, 15 July 2021
bardi
ବେଆଇନ୍ ଭାବେ କଲେଜ ଛାତ୍ରୀଙ୍କ ଗର୍ଭ ପରୀକ୍ଷା କରାଇଲେ ପୋଲିସ ବାବୁ !

କଟକ: ପୁଣି ଲାଗିଲା ବର୍ଦ୍ଦିରେ ଦାଗ। କଟକ ନରସିଂହପୁର ପୋଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ। ନରସିଂହପୁର ଥାନାର ଜଣେ ପୋଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି। ବିନା ମହିଳା ପୋଲିସରେ ଏସବୁ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ନରସିଂହପୁୁର ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ତାଙ୍କ […]

  • Thursday, 15 July 2021
sures
'ତଦନ୍ତ ବାଟବଣା ପାଇଁ ଚାଲିଛି ବୋଦା ଖୋଜା'

ନୟାଗଡ଼: ପରୀ ହତ୍ୟାକାଣ୍ଡର ତଦନ୍ତ ବାଟବଣା କରିବାକୁ ଚାଲିଛି ପ୍ରୟାସ। ଏକଥା କହିଛନ୍ତି ସାଂସଦ ସୁରେଶ ପୁଜାରୀ। ନୟାଗଡ଼ କଲେକ୍ଟୋରେଟ ସାମ୍ନାରେ ବିଜେପି ପକ୍ଷରୁ ଚାଲିଥିବା ଧାରଣାରେ ସାମିଲ ହୋଇ ସାଂସଦ କହିଛନ୍ତି ଯେ ଅରୁଣ ବୋଥ୍ରାଙ୍କର ପୋଲିସ କ୍ଷମତା ନାହିଁ। ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ ଚାଲିଛି। ପ୍ରକୃତ ଦୋଷୀକୁ ପଛଦ୍ୱାର ଦେଇ ଚାଲିଯିବାକୁ ବ୍ୟବସ୍ଥା ହେଉଛି। ତଦନ୍ତ ବାଟବଣା ପାଇଁ ବୋଦା ଖୋଜା ଚାଲିଛି ସୁରେଶ ପୂଜାରୀ କହିଛନ୍ତି। ପରୀ ମୃତ୍ୟୁକୁ ନେଇ ଥମିବାରେ […]

  • Thursday, 15 July 2021
kidnapp
ରାଉଲକେଲାରୁ ଚୋରି, ପଶ୍ଚିମବଙ୍ଗରୁ ଉଦ୍ଧାର ହେଲା ଶିଶୁପୁତ୍ର

ରାଉରକେଲା: ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁପୁତ୍ର। ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦନାପୁରରୁ ଉଦ୍ଧାର କଲା ପୋଲିସ।ଚୋରି ରାକେଟରେ ସଂପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ। ଗତ ୪ ତାରିଖରେ ରାଉରକେଲା ଷ୍ଟେସନ ଅଞ୍ଚଳରୁ ଚୋରି ହୋଇଥିଲା। ଶିଶୁକୁ ଚୋରାଇ ନେଇଥିଲେ ରାକେଟର ୨ ମହିଳା ଓ ଜଣେ ପୁରୁଷ। ଚୋରାଇ ନେଇ ମିଦନାପୁରର ଜଣେ ମହିଳାଙ୍କୁ ୧ ଲକ୍ଷରେ ବିକିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ତନାଘନା କରିଥିଲା ପୋଲିସ। ଘଟଣାରେ […]

  • Thursday, 15 July 2021
high-court
ପରୀ ହତ୍ୟାର ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି: ହାଇକୋର୍ଟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ପରୀ ହତ୍ୟା ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି। ପରୀ ହତ୍ୟା ମାମଲା SIT ଷ୍ଟାଟସ ରିପୋର୍ଟ ଦାଖଲ ପରେ ଏହା କହିଛନ୍ତି ହାଇକୋର୍ଟ। ଏହାସହ ୨୪ ସୁଦ୍ଧା ପରବର୍ତ୍ତୀ ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ SIT ମୁଖ୍ୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ରେ ଏହି ମାମଲାର […]

  • Thursday, 15 July 2021
arrest
ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଲିଙ୍କରେ ଶେଷରେ ବନ୍ଧା ହେଲେ ସର୍ବେଶ୍ୱର ରାଓ। କ୍ରାଇମବ୍ରାଂଚ ଏସଆଇଟି ଆଜି ତାଙ୍କୁ ଗିରଫ କରିଛି। ଆଜି ସକାଳୁ ସର୍ବେଶ୍ୱରଙ୍କୁ ଡାକି ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଏସଆଇଟି ସ୍ପଷ୍ଟ କରିଛି। ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ଡେଭିଡ୍ ପିଟରଙ୍କୁ ଜେରା ବେଳେ ସେ ସର୍ବେଶ୍ୱରଙ୍କ ନାଁ ନେଇଥିଲେ। ସେ କହିଥିଲେ କି, ଟାଟାରେ ଚାକିରି ଦେବା ନାଁରେ ଆଶାୟୀଙ୍କ ତାଲିକା ଯୋଗାଉଥିଲେ ସର୍ବେଶ୍ୱର। […]

  • Thursday, 15 July 2021
barsha2
ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର: ବର୍ଷା-ଅନୁଭବ ବିବାଦରେ ପୁଣି ଆସିଛି ନୂଆ ମୋଡ। ପାରିବାରିକ କଳହକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଗତ ଡିସେମ୍ବର ୯ ତାରିଖରେ ଥାନାରେ ଏକ ମାମଲା ରୁଜୁ କରିଥିଲେ। ସୋସିଆଲ୍‌ ମିଡିଆରେ ତାଙ୍କ ବିରୋଧରେ ହେଉଥିବା ଅପପ୍ରଚାର ଓ କୁମନ୍ତବ୍ୟକୁ ନେଇ ପୁରୀଘାଟ ଥାନାରେ  ଅଭିଯୋଗ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ […]

  • Thursday, 15 July 2021
church
ବଡ଼ଦିନ ପାଳନ ପାଇଁ ଚର୍ଚ୍ଚକୁ ଅନୁମତି, ୩ରେ ଖୋଲିପାରିବେ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର: ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ମିଳିପାରିବ ସ୍ୱତନ୍ତ୍ର ଅନୁମତି। ୨୫ ତାରିଖ ପାଇଁ ଚର୍ଚ୍ଚକୁ ମିଳିପାରିବ ସ୍ୱତନ୍ତ୍ର ଅନୁମତି ଦିଆଯାଇପାରିବ। ଏହି ଅନୁମତି ପାଇଁ ପୂର୍ବରୁ ଆବେଦନ କରିବାକୁ ପଡ଼ିବ। କେତେ ସଂଖ୍ୟକ ଅତିଥି ଏକାଠି ହେବେ, ଦର୍ଶାଇଲେ ଅନୁମତି ମିଳିବ। ସେହିପରି ଜାନୁଆରୀ ୩ ତାରିଖ ଠାରୁ ଖୋଲିପାରିବ ଅନ୍ୟ ଧାର୍ମିକ ଅନୁଷ୍ଠାନ। ଯେଉଁମାନେ ୩ରୁ ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରଟେକିଂ ଦେବେ। ସଂପୃକ୍ତ ଅନୁଷ୍ଠାନ ପରିଚାଳନାରେ ଥିବା କମିଟି ଅଣ୍ଡରଟେକିଂ ଦେବେ। କୋଭିଡ଼ […]

  • Thursday, 15 July 2021
celebration
ଜିରୋ ନାଇଟ୍‌ ସେଲିବ୍ରେସନ ମନା

ଭୁବନେଶ୍ୱର: ଫିକା ପଡ଼ିବ ଏ ବର୍ଷର ଶେଷ ରାତି, ଏଥର ଜିରୋ ନାଇଟ୍‌ ସେଲିବ୍ରେସନ ମନା । ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏବର୍ଷ ଜିରୋ ନାଇଟ ସେଲିବ୍ରେସନ ହେବନି କମିଶନର କହିଛନ୍ତି। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୩୧ ରାତି ଉତ୍ସବ ମନା କରାଯାଇଛି।  ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି। ସେହିପରି ଜାନୁଆରୀ ୩ ତାରିଖ ଠାରୁ ଖୋଲିପାରିବ ଅନ୍ୟ ଧାର୍ମିକ ଅନୁଷ୍ଠାନ। ଯେଉଁମାନେ […]

  • Thursday, 15 July 2021
lingaraj-temple
୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସୂଚନା ଦେଲେ ଦୁଇ ସେବାୟତ। ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଥିବା ଦୁଇ ସେବାୟତ କମଳାକାନ୍ତ ବଡୁ ଓ ବିରଞ୍ଚି ପତି ସୂଚନା ଦେଇଛନ୍ତି। ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ। ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି। ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ ଅନୁମତି। […]

  • Thursday, 15 July 2021
naveen
୨୮୯ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: MSME ପାଇଁ ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ ଘୋଷଣା। ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ  ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି। ମୁଖ୍ୟତଃ ମହିଳା ଏବଂ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ମହିଳାମାନଙ୍କ ଦ୍ୱାରା ଚାଲୁଥିବା ୪୦% MSME ପାଇଁ ୧୦୮ କୋଟିର ବ୍ୟବସ୍ଥା ରହିଛି। କିଛି ଦିନ ତଳେ ଫିକି ପକ୍ଷରୁ ଆୟୋଜିତ ଏହାର ବାର୍ଷିକ […]

  • Thursday, 15 July 2021
press-meet
ଅନଲାଇନ୍ ଟ୍ରାଞ୍ଜାକସନ ବେଳେ ସତର୍କ ରୁହ: ସିପି

ଭୁବନେଶ୍ୱର: ସାଇବର ଠକ ଜମତରା ଗ୍ୟାଙ୍ଗ ପ୍ରତି ସତର୍କ ରହିବାକୁ କହିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କେହି ଟେଲିଫୋନ କରି ବ୍ୟାଙ୍କ ସଂପର୍କିତ ତଥ୍ୟ ମାଗିଲେ ନଦେବାକୁ କହିଛନ୍ତି ସିପି। ସେହିଭଳି ଅନଲାଇନ ଟ୍ରାଞ୍ଜାକସନ କଲା ବେଳେ ଯଥେଷ୍ଟ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଯଦି ଅନଲାଇନ କାରବାର କରୁଛନ୍ତି, ବ୍ୟାଙ୍କର ଅଥରାଇଜ ସାଇଟ୍ ଖୋଲିବାକୁ ଅନୁରୋଧ କରିଛନ୍ତି। କମିଶନର କହିଛନ୍ତି ଏହା ଏକ ନୂଆ ପ୍ରକାର ଡକାୟତି। ତେଣୁ ସମସ୍ତେ ସତର୍କ ରହିବାକୁ କହିଛନ୍ତି। […]

  • Thursday, 15 July 2021
misssing
ମିଳିଲା ନିଖୋଜ ସ୍ୱାତୀର ମୃତଦେହ

ନୟାଗଡ଼: ବଧିପାଟଣା ଗାଁରୁ ୩ ବର୍ଷର ଝିଅ ନିଖୋଜ ଝିଅର ମିଳିଲା ମୃତଦେହ।  ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତଦେହ ମିଳିଛି। ଘର ଠାରୁ କିଛି ଦୂରରେ ଅନ୍ୟ ଏକ ସାହିରେ ଥିବା ପୋଖରୀରୁ ମିଳିଛି। ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା ୩ ବର୍ଷର ଝିଅ ସ୍ୱାତୀ। ଶୁକ୍ରବାର ଦିପହରୁ ଗାଁ ଦାଣ୍ଡ, ବାଡ଼ି, ସାହି ପଡ଼ିଶା କୂଅ ପୋଖରୀ ସବୁ ଘାଣ୍ଟି ସାରିଥିଲେ। ହେଲେ ହେଲେ କୋଉଠି ବି ତିନି ବର୍ଷର କଅଁଳ କଢ଼ିର […]

  • Thursday, 15 July 2021
anm
ଧାରଣାରେ ବସିଥିବା ଜଣେ ANMଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ଧାରଣାରେ ବସିଥିବା ଜଣେ ANMଙ୍କ ଆତ୍ମାହୁତି ଉଦ୍ୟମ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣା ସ୍ଥଳରେ ଆତ୍ମାହୁତି ଉଦ୍ୟମ। କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ANMଙ୍କୁ ଉଦ୍ଧାର କରାଯାଇଛି। ଧାରଣା ଦେଉଥିବା ଅନ୍ୟ ସହଯୋଗୀ ସଂପୃକ୍ତ ANMଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ସୂଚନା ମିଳିଛି। ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନାରାରେ କମ୍ପୁଛି ରାଜଧାନୀର ଲୋୟର ପିଏମଜି। ଆନ୍ଦୋଳନକାରୀଙ୍କ ଏକା ଯିଦ୍, ଦାବି ପୂରଣ ନହେଲେ ଧାରଣାରୁ ହଟିବୁନି। ସ୍ଥାୟୀ […]

  • Thursday, 15 July 2021
court
ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ୪ ଅଭିଯୁକ୍ତ ପକ୍ସୋ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ।  ୧୮ ତାରିଖରେ କେସ୍ ଡାଏରୀ ମଗାଯାଇଛି। ୧୮ ତାରିଖରେ ରାୟ ପ୍ରକାଶ ପାଇପାରେ। ତେବେ ଆସନ୍ତା ୧୮ ଯାଏଁ ୪ ଅଭିଯୁକ୍ତ ବିଚାରବିଭାଗୀୟ ହାଜତକୁ ଗଲେ। ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । […]

  • Thursday, 15 July 2021
strike
୬ ଘଣ୍ଟିଆ ଓଡ଼ିଶା ବନ୍ଦ

ବାମଦଳର ଓଡ଼ିଶା ବନ୍ଦ ଡାକରା । ଆଜି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି ୪ଟି ବାମଦଳ । ସିପିଆଇ,ସିପିଆଇଏମ୍,ସିପିଆଇଏମ୍‌ଏଲ୍ ଏବଂ ଫରୱାଡ ବ୍ଲକ୍ ପ‍କ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

mother
ଟାର୍ଗେଟ୍‌ରେ ଥିଲା ପୁଅ, ରକ୍ଷା କବଚ ସାଜିଲେ ମା'

ରାଉଲକେଲା: ଟାର୍ଗେଟ୍‌ରେ ଥିଲା ପୁଅ କିନ୍ତୁ ରକ୍ଷା କବଚ ସାଜିଲେ ମା। ପୁଅକୁ ଗୁଳିମାଡ଼ କରାଯାଇଥିଲା କିନ୍ତୁ ଆଗରେ ରହିଗଲେ ମା। ମାଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ରାଉଲକେଲା ସହରରେ। ପ୍ରକାଶ ପ୍ରସାଦ ନାମକ ସୁନା ବେପାରୀ ତାଙ୍କ ମାଙ୍କ ସହିତ ରାଉରକେଲାରୁ ସିଂ ଟୋଲା ଘରକୁ ଫେରୁଥିଲେ। ରାଉରକେଲା ସହରର ବ୍ରହ୍ମାଣୀ ତରଙ୍ଗ ଥାନା ଅନ୍ତର୍ଗତ ସିଂ ଟୋଲାରେ ହଠାତ୍ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ […]

  • Thursday, 15 July 2021
medical
ଓଡ଼ିଶାରେ ଆଉ ୨ ମେଡିକାଲ କଲେଜ

ଭୁବନେଶ୍ୱର: ପୁରୀ ଓ ଯାଜପୁର ମେଡିକାଲ କଲେଜ ନେଇ କ୍ୟାବିନେଟ ମଂଜୁରୀ ମିଳିଛି। ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ହେବ। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ। ସେହିପରି  ଯାଜପୁରରେ ୧୦୦ ସିଟ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ ହେବ।ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ୪୨୬ କୋଟି ୫୧ ଲକ୍ଷ ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ୩ […]

  • Thursday, 15 July 2021
lingaraj-temple
ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ ମିଳିଲା ମଂଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟର ମଂଜୁରୀ ମିଳିଛି। ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ ମଂଜୁରୀ ମିଳିଛି। ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା ହୋଇଛି। ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବ୍ୟବସ୍ଥା ହୋଇଛି। ଏହି ଅଧ୍ୟାଦେଶ ଅନୁସାରେ ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ […]

  • Thursday, 15 July 2021
chest-pain
ପୋଲିସ ଛାଉଣୀରେ ସାରା ଗାଁ, ଯେତେ ଖୋଜିଲେ ବି ମିଳୁନି ସ୍ୱାତୀ !

ଭୁବନେଶ୍ୱର: ତିନିଦିନ ହେଲାଣି ସ୍ୱାତୀ ମିଳୁନି। ସନ୍ଧାନୀ କୁକୁର ବୁଲି ସାରିଲାଣି। ଅଗ୍ନିଶମବାହିନୀ ପରେ ଆଜି ଓଡ୍ରାଫ୍ ଟିମ୍ ଓ ସ୍କୁବା ଡାଇଭର ବି ପାଣିରେ ବୁଡ଼ି ଘାଣ୍ଟି, ଦରାଣ୍ଡି ସାରିଲେଣି। ହେଲେ କୋଉଠି ବି ସ୍ୱାତୀର ପତ୍ତା ନାହିଁ। ମା-ବାପାଙ୍କ ଧୈର୍ଯ୍ୟ ଭାଙ୍ଗୁଛି। ଗାଁ ଲୋକଙ୍କ ଆଶଙ୍କା ବଢୁଛି। ନିଜ ପିଲା ପିଣ୍ଡା ତଳକୁ ଖସିଲେ ଛାତି ଥରୁଛି। ସ୍ୱାତୀ ନିଖୋଜ ପରଠୁ ଏବେ ରଣପୁର ବଧିପାଟଣା ଗାଁକୁ ରାଜନେତାଙ୍କ ସୁଅ ଛୁଟୁଛି। ବିଜେଡି ବିଧାୟକ […]

  • Thursday, 15 July 2021
anubhab--jagruti
ଅନୁଭବଙ୍କୁ ଭଲ ବନ୍ଧୁର ପରିଚୟ ଦେଲେ ଜାଗ୍ରତି

ଭୁବନେଶ୍ୱର: ବର୍ଷା-ଅନୁଭବ ବିବାଦରେ ନୂଆ ଟ୍ୱିଷ୍ଟ୍। ସାମ୍ନାକୁ ଆସିଛି ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ବୟାନ ଫେସବୁକରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବନ୍ଧୁ ବୋଲି ପରିଚୟ ଦେଇଛନ୍ତି ଜାଗ୍ରତି। ଏଥିସହ ଜାଗ୍ରତି ଲେଖିଛନ୍ତି, ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ସେମାନଙ୍କ ବ୍ୟକ୍ତିଗତ କିନ୍ତୁ କିଛି ଦିନ ହେବ ତାଙ୍କୁ ବିବାଦ ଭିତରକୁ ଟଣାଯାଉଛି। ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି। ତାଙ୍କ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଏଥିରେ ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ […]

  • Thursday, 15 July 2021
car-kid
ଅପହରଣ କରି ନିଆଯାଉଥିବା ଗାଡ଼ିକୁ ଧରିଲା ପୋଲିସ୍

ଭୁବନେଶ୍ୱର: ଅପହରଣ କରି ନିଆଯାଉଥିବା ଗାଡ଼ିକୁ ଧରିଲା ପୋଲିସ୍। ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଧରାପଡ଼ିଲେ ୮ ଅପହର୍ତ୍ତା। ସୂଚନା ଅନୁସାରେ, ଭୁବନେଶ୍ୱରରୁ ଗୋଟିଏ ଗାଡ଼ିକୁ ଅପହରଣ କରି ନିଆଯାଉଥିଲା। ଡ୍ରାଇଭର ସନ୍ଦେହ କରି କୌଶଳ କ୍ରମେ ମାଲିକଙ୍କୁ ଖବର ଦେଇଥିଲେ। ଭୁବନେଶ୍ୱରର ଗାଡ଼ି ମାଲିକ ପୋଲିସକୁ ଜଣାଇଥିଲେ। ପୋଲିସ ଆଗରୁ ପ୍ରସ୍ତୁତ ରହିଥିବା ସହ ବୌଦ୍ଧ ଜିଲ୍ଲା କଣ୍ଟିଆଣି ନିକଟରେ ଇନୋଭାକୁ ଧରିଥିଲା। ପୁରୁଣାକଟକ ପୋଲିସ୍ ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର ସହ ୮ ଅପହର୍ତ୍ତାଙ୍କୁ […]

  • Thursday, 15 July 2021
bus
ବସ୍ ଓଲଟି ୪୦ ଆହତ

ଧର୍ମଗଡ଼: ପୁଣି ବସ୍ ଦୁର୍ଘଟଣା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। କୋକସରା ନିକଟବର୍ତ୍ତୀ ବଡ଼କେନ୍ଦୁଗୁଡ଼ାରେ ଭାରସାମ୍ୟ ହରାଇ ଏହି ବସ୍‌ଟି ଓଲଟିପଡ଼ିଥିଲା। ଆହତ ୪୦ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ #odisha pic.twitter.com/HNtjsaBkyq — ଓଟିଭି (@otvkhabar) December […]

  • Thursday, 15 July 2021