• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Abhaya
ରାଜ୍ୟରେ ଅପରାଧର ମାତ୍ରା କମିଛି: ଅଭୟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ପୋଲିସ ଡିଜି ଅଭୟ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମିଳନୀକୁ ସମ୍ବୋଧନ କରି ଅଭୟ କହିଛନ୍ତି ଯେ, ୨୦୨୦ରେ ପୋଲିସ ବାହିନୀ ଭଲ ଭାବେ କରୋନା ମୁକାବିଲା କରିଛି। କରୋନା ସହ ଲଢ଼େଇରେ ୪୭ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି। ଏହାସହ ୯୦୦ରୁ ଅଧିକ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ଏହାସହ ଚଳିତ ବର୍ଷ ମାଓ ମୁକାବିଲା […]

  • Thursday, 15 July 2021
santa-cluz
ପତ୍ରରୁ ସାଣ୍ଟା କହିଲା ହାପି ଖ୍ରୀଷ୍ଟମାସ୍

ରାତି ପାହିଲେ ବଡ଼ ଦିନ। ଏଭଳି ଦିନରେ ଛୋଟ ପିଲାଠୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଏହି ଅବସରରେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ। ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ପତ୍ର ଆର୍ଟ। ଏକ ନିଆରା କଳା ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ଖ୍ରୀଷ୍ଟ ଧର୍ମର ଲୋକଙ୍କୁ। ଏକ ଗଛର ଛୋଟ ପତ୍ରରେ ଅତି ନିଖୁଣ ଭାବେ ଖ୍ରୀଷ୍ଟମାସର ଶୁଭେଚ୍ଛା ଓ ତାହା ସହ କରୋନା ସଚେତନତାର […]

  • Thursday, 15 July 2021
Death
କୋକେଇରେ ଶୋଇଥିଲେ ବାପା, ଷ୍ଟେଥୋସ୍କୋପ ପକାଇ ଚିକିତ୍ସା କଲା ପୁଅ

ଜୟପୁର(ଟି. ଗୌରୀ ଶଙ୍କର): ବାପାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହେବ ଲୋକଙ୍କ ସେବା କରିବ, ଆଉ ତାହା ଭାବି ପୁଅକୁ ଡାକ୍ତରୀ ପାଠ ପଢାଇଲେ ବାପା। ଆଉ କିଛି ଦିନ ପରେ ପୁଅର ଡାକ୍ତରୀ ପାଠ ବି ସରିଥାନ୍ତା ହେଲେ ପୁଅର ସେବା ଦେଖିବା ଆଗରୁ ଚାଲିଗଲେ ବାପା। ପୁଅର ଡାକ୍ତରୀ ପାଠ ସରିନି କି ଡାକ୍ତର ହୋଇ ଲୋକଙ୍କ ସେବା କରିବା ବି ବାପା ଦେଖିପାରିଲେନି। କିନ୍ତୁ ବାପାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ […]

  • Thursday, 15 July 2021
lootera
ଫୁଲ୍ ଫିଲ୍ମି ଷ୍ଟାଇଲ୍‌ରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ

ଭୁବନେଶ୍ୱର: ପୁଣି ଲୁଟେରାଙ୍କ ଟାର୍ଗେଟ୍‌ରେ ବରିଷ୍ଠ ନାଗରିକ। ହେଲେ ଏଥର ଫୁଲ୍ ଫିଲ୍ମି ଷ୍ଟାଇଲ୍, ଜବରଦସ୍ତ ପ୍ରି ପ୍ଲାନିଂ  ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ କହି, ସଚେତନ କରିବା ନାଁରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା। ଘଟଣା ଘଟିଛି ଭୁବନେଶ୍ୱର ପଟିଆ ସ୍ୱର୍ଣ୍ଣପୁରୀ ରୋଡ୍ RJ ଲଞ୍ଜ୍ ସମ୍ମୁଖରେ। ସିସିଟିଭିରେ କଏଦ୍ ହୋଇଛି ଗତ ସୋମବାରର ପୁରା ଘଟଣା। ଅଭିଯୋଗ ଅନୁସାରେ, ବାସୁଦେବ ଏନକ୍ଲେଭରେ ରହୁଥିବା ବିଶ୍ୱରଞ୍ଜନ ଆଚାର୍ଯ୍ୟଙ୍କ ବାପା ବିଭୂତି ଭୂଷଣ ଓ ମାଆ […]

  • Thursday, 15 July 2021
new-strain
ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ୩୪ ବର୍ଷିୟ ଯୁବକ ଜଣକ ଗତ ୧୮ ଡିସେମ୍ବରରେ ଏକ ଘରୋଇ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର ସାମାନ୍ୟ ଫ୍ଲୁ ଲକ୍ଷଣ ଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଓ ପରିବାରର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। […]

  • Thursday, 15 July 2021
high-court
ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କଲେ ହାଇକୋର୍ଟ

କଟକ: ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତର ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ। ଏହା ସହ ମାମଲାର ପୁନଃ ଶୁଣାଣୀ ପାଇଁ ଅନୁଗୁଳ ପୋକ୍ସୋ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜାନୁଆରୀ ୨୦ ତାରିଖରେ ଅନୁଗୁଳ ଥାନା ଅଧୀନରେ ଏକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ନେଇ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଶ୍ରୀନିବାସ ଦେଉରି ଓରଫ୍ ଅନାମ ଦେଉରିକୁ ଅଭିଯୁକ୍ତ ଦର୍ଶାଇ ପୋଲିସ କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର କରି […]

  • Thursday, 15 July 2021
pari-case
ହାତକଡ଼ି ପରେ ବି ଥମୁନି ବିବାଦ, ହଟୁନି ଦ୍ୱନ୍ଦ୍ୱ

ଭୁବନେଶ୍ୱର: ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ହାତରେ ହାତକଡ଼ି ପରେ ବି ଥମୁନି ବିବାଦ। ୫ ମାସ ତଳର ମର୍ଡର ମିଷ୍ଟ୍ରିର ମହାଖୁଲାସା ପରେ ମଧ୍ୟ ହଟୁନି ଦ୍ୱନ୍ଦ୍ୱ। କୁନିଝିଅ ପରୀ କେସ୍‌ରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ଗତକାଲି ଖୋଲିଥିଲା ମର୍ଡର ପ୍ଲଟ୍‌ର ତମାମ ଦିଗ। ଆଉ ସଂଧ୍ୟାରେ ଯଦୁପୁର ପୋଖରୀରୁ ପ୍ରମାଣ ଅପେକ୍ଷାରେ ଥିବା SITକୁ ମିଳିଥିଲା ଏକ ଲେଙ୍ଗିଙ୍ଗ୍ସ। ଏସବୁ ପରେ ବି SIT ତଦନ୍ତ […]

  • Thursday, 15 July 2021
pratyush
ଆଇପିଏସ ସ୍ତରରେ ଅଦଳବଦଳ, ବଦଳିଲେ ନୟାଗଡ଼ ଏସପି

ଭୁବନେଶ୍ୱର: ବଦଳିଲେ ନୟାଗଡ଼ ଏସପି। ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରି ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ତାଳଚେର ଏସିଡିପିଓ ଥିବା ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ର ନୂଆ ଏସପି ଭାବେ ଅବସ୍ଥାପିତ କରାଯାଇଛି। ପରୀ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ନିଶାନା ପରେ ବିବାଦରେ ଥିଲେ ପ୍ରତ୍ୟୁଷ ଦିବାକର। ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଦୁର୍ବଳ ତଦନ୍ତକୁ ନେଇ ନୟାଗଡ଼ ଏସ୍‌ପିଙ୍କ ଉପରେ […]

  • Thursday, 15 July 2021
bothra
ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଏସଆଇଟି ତଦନ୍ତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ମନଗଢ଼ା କାହାଣୀ କହୁଛି ଏସଆଇଟି। ଆଗରୁ ଆମର ଏପରି ସନ୍ଦେହ ହୋଇଥିଲା, ଏବେ ତାହା ସତ ହୋଇଛି। ଅଙ୍ଗତସ୍କରିକୁ ଲୁଚାଇବା ପାଇଁ କାହାଣୀ କୁହାଯାଉଛି। DNA ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇନାହିଁ। ପଲିଗ୍ରାଫ ଟେଷ୍ଟ ମଧ୍ୟ ନିର୍ବିବାଦୀୟ ନୁହେଁ। ପରିବାର ଲୋକେ ବାବୁଲି ନାୟକର ନାଁ ନେଇଥିବା […]

pari
ଯଦୁପୁର ଗାଁ ପୋଖରୀରୁ ମିଳିଲା ମୃତ ନାବାଳିକାଙ୍କ ଲେଗିଙ୍ଗସ

ନୟାଗଡ଼: ଯେତିକି ତଦନ୍ତ ଆଗଉଛି, ସେତିକି ରହସ୍ୟ ଫିଟୁଛି। ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ନାବାଳିକାଙ୍କ ଲେଗିଙ୍ଗସ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ମିଳିଲା। ମିଳିଥିବା ଲେଗିଙ୍ଗସକୁ ଜବତ କରିବା ସହ ନିଜ ହେପାଜତକୁ SIT ନେଇଛି। ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟା ମାମଲାର ଗୁମର ଆଜି ଖୋଲିଛନ୍ତି ତଦନ୍ତକାରୀ ଟିମ୍‌ SITର ମୁଖ୍ୟ ଅରୁଣ ବୋଥ୍ରା। ନାବାଳିକା  […]

  • Thursday, 15 July 2021
winter
ଆବଶ୍ୟକ ନଥିଲେ ଘରୁ ବାହାରନି: SRC

ଭୁବନେଶ୍ୱର: ଥଣ୍ଡାରେ ଥରୁଛି ଓଡ଼ିଶା। ରାଜ୍ୟରେ ଶୀତର ପ୍ରକୋପ ବଢୁଥିବାରୁ ସତର୍କ ରହିବାକୁ SRC ପରାମର୍ଶ ଦେଇଛନ୍ତି। ନିହାତି ଆବଶ୍ୟକ ନଥିଲେ ଘରୁ ପଦାକୁ ନବାହାରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ରାତିରେ ୨ ଚକିଆ ଯାନରେ ନଯିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସବୁ ଜିଲ୍ଲାପାଳ ଓ ମୁନିସପାଲିଟି କମିଶନରଙ୍କୁ ଚିଠି ଲେଖି ତତ୍କାଳ ସଚେତନତା ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏପଟେ ପ୍ରବଳ ଶୀତ ଲହରୀ […]

arunanka-surakhya-kabacha
ଯଦି ବୁଦା ମୂଳେ ଶବ ଥିଲା, ଡଗ୍ ସ୍ୱାଡ୍‌ ଜାଣିପାରିଲାନି କେମିତି ?

ଭୁବନେଶ୍ୱର: ନାବାଳିକା ହତ୍ୟା ମାମଲାରେ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଅରୁଣ ବୋଥ୍ରାଙ୍କ ପ୍ରେସମିଟ ପରେ ଗୋଲକ କହିଛନ୍ତି ଯେ ଜଣେ ଅରୁଣ ଆଉ ଜଣେ ଅରୁଣଙ୍କୁ ସୁରକ୍ଷା ଦେଉଛନ୍ତି। ଶବ ଯଦି ବୁଦା ମୂଳେ ଥିଲା, ଡଗ୍ ସ୍ୱାଡ୍‌ ଜାଣିପାରିଲାନି କେମିତି ? ନାବାଳିକାର ବାପା ମାଆ ଅରୁଣ ସାହୁଙ୍କ ନାଁ ନେଉଛନ୍ତି। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହାସହ CBI ତଦନ୍ତ ହେଉ। ଅଙ୍ଗତସ୍କରୀ ଘଟଣା ଲୁଚାଇବାକୁ ଏହା […]

  • Thursday, 15 July 2021
Arrest
'ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ମୋତେ ରକ୍ଷା କର'

ନାୟାଗଡ଼: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ SIT। ଆସନ୍ତାକାଲି ଠାରୁ ୨୪ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ଦେଇଛନ୍ତି। ୪ ଦିନ ରିମାଣ୍ଡ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଥିଲା SIT। ଅପରପଟେ ଗିରଫ ଅଭିଯୁକ୍ତକୁ ସାବାଳକ ଦର୍ଶାଇଲା SIT। କୋର୍ଟ ହାଜର ପରେ ଅଭିଯୁକ୍ତକୁ ନୟାଗଡ଼ ସବଜେଲ୍ ନିଆଯାଇଛି। ଆଜି ରାତିରେ ଜେଲ୍‌ରେ ରହିବ, କାଲିଠୁ ରିମାଣ୍ଡରେ ଯିବ। ତେବେ କୋର୍ଟ […]

space
୮ ଶହ ବର୍ଷ ପରେ ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ମହାକାଶରେ ମହାମିଳନ। ବିରଳ ମହାଜାଗତିକ ଦୃଶ୍ୟ। ଆକାଶରେ ଅତି ନିକଟରେ ଦୃଶ୍ୟମାନ ହୋଇଛନ୍ତି ସୌରଜଗତର ୨ଟି ବୃହତ୍ ଗ୍ରହ। ଗୋଟିଏ ଗ୍ରହମାନଙ୍କ ମଧ୍ୟ ରାଜା ବୃହସ୍ପତି ଏବଂ ଅନ୍ୟଟି ବଳୟ ଗ୍ରହ ଶନି।  ବୃହସ୍ପତି ଓ ଶନି ଗ୍ରହକୁ ଉତ୍ତର-ପଶ୍ଚିମ ଦିଗ୍‌ବଳୟର ଠିକ୍ ଉପରକୁ ଅତି ଲାଗିଲାଗି ହୋଇ ଦେଖିବାକୁ ମିଳିଛି।  ଉଜ୍ଜ୍ୱଳ ବୃହସ୍ପତିର ଠିକ୍ ଉପରକୁ ରହିଛି ଶନି। ସେମାନଙ୍କ ମଧ୍ୟରେ ଦୂରତା ରହିଛି ମାତ୍ର ୦.୧ ଡିଗ୍ରୀ। ପ୍ରାୟତଃ ପ୍ରତି ୧୨ ବର୍ଷରେ […]

  • Thursday, 15 July 2021
tv-recharge
ଟିଭି ରିଚାର୍ଜ କରି ଫସିଗଲେ ଯୁବତୀ

ଭୁବନେଶ୍ୱର: ନିତିଦିନ ଅନ୍‌ଲାଇନ୍‌ ଠକେଇ ନେଇ ଅଭିଯୋଗ ଆସୁଛି। ଏ ଦିଗରେ ଠକଙ୍କୁ ଧରିବା ପାଇଁ ସାଇବର୍‌ ଏକ୍ସପର୍ଟ ବିଭିନ୍ନ ଟେକ୍‌ନିକ୍ ଅବଲମ୍ବନ କରି ଏହି ଠକମାନଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି। କିନ୍ତୁ ପୋଲିସ୍ ଆଖିରେ ଅଙ୍ଗୁଳି ଗେଞ୍ଜି ସବୁକିଛି ଲୁଟ୍ କରି ନେଇଯାଉଛନ୍ତି। ପୋଲିସ୍ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି। ଆଉ ଟାର୍ଗେଟ୍‌ରେ ଅଛନ୍ତି ଅନ୍‌ଲାଇନ୍‌ ରିଚାର୍ଜ କରୁଥିବା ବ୍ୟକ୍ତି। ରିଚାର୍ଜ କରିବା ପାଇଁ ଫେକ୍ ଲିଙ୍କ୍‌ ପଠାଇ ଆଖାଉଣ୍ଟକୁ […]

  • Thursday, 15 July 2021
naveen
'ସମସ୍ତଙ୍କ ପାଇଁ ସଂପତ୍ତି ତାଲିକା ବାଧ୍ୟତାମୂଳକ'

ଭୁବନେଶ୍ୱର:  ବିଜେଡି ଶାସନରେ ସରପଞ୍ଚଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ତଳ ସ୍ତରର ସରକାରୀ କର୍ମଚାରୀଙ୍କଠୁ ମୁଖ୍ୟ ସଚିବଙ୍କ ଯାଏଁ ସମସ୍ତଙ୍କ ପାଇଁ ସଂପତ୍ତି ତାଲିକା ବାଧ୍ୟତାମୂଳକ। ପ୍ରତିବର୍ଷ ଏହି ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟକୁ ପଠାଯିବ ଏବଂ ପବ୍ଲିକ୍  ଡୋମେନରେ ମଧ୍ୟ ଉପଲବ୍ଧ ହେବ। ବିଜେଡି ରାଜ୍ୟ ପରିଷଦ ବୈଠକରେ ଆଜି ଏଭଳି ପ୍ରସ୍ତାବ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦକୁ ସମ୍ବୋଧନ କରି ନବୀନ କହିଛନ୍ତି ଦୁର୍ନୀତି ହିଁ ବିକାଶର ସବୁଠୁ ବଡ଼ ଶତ୍ରୁ। […]

  • Thursday, 15 July 2021
khabr-odisha-naveen
'ଦୁର୍ନୀତି ନ ହଟାଇଲେ ଆମ ଲଢେଇ ମୂଲ୍ୟହୀନ'

ଭୁବନେଶ୍ୱର: ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଦୁର୍ନୀତିର ମୂଳୋତ୍ପାଟନ ନକଲେ ଆମର ସବୁ ଲଢ଼େଇ ମୂଲ୍ୟହୀନ। ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏକଥା କହିଛନ୍ତି। ଉଦବୋଧନ ଦେବା ଅବସରରେ ସେ କହିଛନ୍ତି ଯେ  ଆମ ସରକାର ମୂଳରୁ ଦୁର୍ନୀତି ବିରୋଧରେ ଲଢ଼େଇ କରିଆସିଛି। ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଆମେ ଗରିବୀ, ରୋଗ, ଆଞ୍ଚଳିକ ବୈଷମ୍ୟ ବିରୋଧରେ ଲଢୁଛୁ। ଆମେ ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା […]

  • Thursday, 15 July 2021
anubhab-notice-kb
ଅନୁଭବଙ୍କୁ ଡ଼କାଇଲେ ମହିଳା କମିଶନ୍

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। କମିଶନରେ ହାଜର ହେବାକୁ ସମସ୍ତ ୩ ଜଣଙ୍କୁ ନୋଟିସ କରାଯାଇଛି। ଆସନ୍ତା ୨୯ ତାରିଖରେ ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ମହିଳା କମିଶନ ନିକଟରେ ହାଜର ହେବାପାଇଁ ନୋଟିସ ଜାରି ହୋଇଛି। ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ଯେମିତି ଥମିବାର ନାଁ ନେଉନି ପାରିବାରିକ ବିବାଦ। […]

  • Thursday, 15 July 2021
narsingh-misra
'ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି'

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ କଂଗ୍ରେସ SIT ତଦନ୍ତ ଦାବି କରିଥିଲା, ଆଜି SIT ଅଭିଯୁକ୍ତକୁ ଗିରଫ କରିଛି। ବିଜେପି କହୁଛି ଗିରଫ ବ୍ୟକ୍ତି ଦୋଷୀ ନୁହଁନ୍ତି, ପ୍ରକୃତ ଦୋଷୀ କିଏ ବିଜେପି କହୁ। ସ୍ଥାନୀୟ ମନ୍ତ୍ରୀଙ୍କ ବିରୋଧରେ ଫୋନ୍ ବାର୍ତ୍ତାଳାପ ଅଭିଯୋଗ ଆସିଥିଲା। ଏସ୍‌ଆଇଟି ଉକ୍ତ ଫୋନ୍ ବାର୍ତ୍ତାଳାପର ମଧ୍ୟ ତଦନ୍ତ କରୁ ବୋଲି ନରସିଂହ ଦାବି କରିଛନ୍ତି। ସେ ଆହୁରି […]

bjd
'ଆହୁରି ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି କାମ କରିବ'

ଭୁବନେଶ୍ୱର: ନବୀନଙ୍କ ନୂଆ ଟିମ୍ ଗଠନ ପରେ ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ। ପ୍ରସ୍ତୁତ ହୋଇଛି ଦଳର ଭବିଷ୍ୟତ ରୋଡମ୍ୟାପ୍। ଯେଉଁଥିରେ ଫୋକସ୍ ରହିଛି ସଂଗଠନକୁ ମଜଭୁତ୍ ଓ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା। ଦଳର ବରିଷ୍ଠ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛନ୍ତି। ତାସହିତ ରାଜନୈତିକ ଓ ସାଙ୍ଗଠନନିକ ପ୍ରସ୍ତାବ ଉପରେ ହୋଇଛି ବିସ୍ତୃତ ଆଲୋଚନା। କେନ୍ଦ୍ରୀୟ ଅବହେଳା, ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ, ଧାନର ଏମ୍ଏସ୍‌ପି ବୃଦ୍ଧି, […]

  • Thursday, 15 July 2021
sAMIR
'୨ ଦଶନ୍ଧି ପରେ ନବୀନଙ୍କ ମନେପଡୁଛି ଓଡ଼ିଆ ଅସ୍ମିତାର କଥା?'

ଭୁବନେଶ୍ୱର: କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ନେଇ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ ହୋଇନି ବୋଲି କହି ପ୍ରଶ୍ନ କରିଛନ୍ତି ସମୀର। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ କେନ୍ଦ୍ରର ପ୍ରତିବଦ୍ଧତାକୁ ଭୁଲ ଦର୍ଶାଇବା ପାଇଁ ଓଡ଼ିଶାବାସୀଙ୍କୁ ମିଛ କହୁଛନ୍ତି। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ […]

  • Thursday, 15 July 2021
'ପରୀକୁ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ'

ନୟାଗଡ଼: ପରୀକୁ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ। ପୁଣି ଆତ୍ମାହୁତି ଧମକ ଦେଲେ ପରୀ ବାପା ଅଶୋକ ସାହୁ। ପରୀ ହତ୍ୟା ମାମଲାରେ ଜଣେ ଗିରଫ ପରେ ଅଶୋକ ସାହୁ କହିଛନ୍ତି ଯେ ବିଜେପିର ରାଲିକୁ ଦୃଷ୍ଟିରେ ରଖି ଗିରଫଦାରି କରାଯାଇଛି। ଗୋଟିଏ ପିଲାକୁ ଗିରଫ କରିଦେଲେ ପରୀକୁ ନ୍ୟାୟ ମିଳିବନି। ଅଙ୍ଗତସ୍କରୀରେ ସଂପୃକ୍ତ ଥିବା ରାକେଟକୁ ଧରାଯାଉ। ଏହି ଘଟଣାରେ ଜଣେ ସଂଶ୍ଲିଷ୍ଟ ନୁହେଁ। ଅନ୍ୟମାନେ କୁଆଡେ ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି। […]

  • Thursday, 15 July 2021
pari-6-30
ପରୀ ହତ୍ୟା ମାମଲାରେ ଜଣେ ଗିରଫ

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଜଣେ ଗିରଫ। ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା SIT। ନୟାଗଡ଼ ଯଦୁପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି SIT। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛି SIT। ଆସନ୍ତାକାଲି ପକ୍ସୋ କୋର୍ଟରେ SIT ହାଜର କରିବ। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଓ ପକ୍ସୋ ଆକ୍ଟ ସେକ୍ସନ୍ -୬ରେ ମଧ୍ୟ ମାମଲା ରୁଜୁ କରାଯାଇଛି।ସେ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ିନାହିଁ। ଗିରଫଦାରୀକୁ ନେଇ ପରୀର […]