• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Pafulla-biswal-KO
ପ୍ରଫୁଲ୍ଲ ପୁଅକୁ ଯାହା କହିଥିଲେ, ତାହା ସତ ହୋଇଗଲା ?

କଟକ: ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଏବେବି ସନ୍ଦେହ ଘେରରେ ରହିଛି। ତାଙ୍କର ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ଏନେଇ ଅନେକ କଥା ସାମନାକୁ ଆସୁଛି। ତାଙ୍କ ମୃତ୍ୟୁକୁ ନେଇ ଏଯାଏଁ ଥଳକୂଳ ପୋଲିସ ପାଉନି। ଗତକାଲି ଜଣେ ବ୍ୟକ୍ତିଙ୍କ ଏତଲା କପି ସାମନାକୁ ଆସିବା ଓ ଆଜି ପୁଣି ପ୍ରଫୁଲ୍ଲଙ୍କ ପୁଅଙ୍କ ପ୍ରତିକ୍ରିୟା ଘଟଣାରେ ଟୁଇଷ୍ଟ ଆଣିଛି। ମୃତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାବାଳକ ପୁଅ କହିଛନ୍ତି ଯେ ଘଟଣା […]

supreme-court
କୋଟିଆ ପ୍ରସଙ୍ଗ: ସୁପ୍ରିମ୍‌କୋର୍ଟରେ ପିଟିସନ୍ କରିବେ ସରକାର

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପିଟିସନ ଦାଖଲ କରିବାକୁ ରାଜ୍ୟ ଆଇନ ବିଭାଗର ଉପସଚିବଙ୍କ ପକ୍ଷରୁ AOR ଶିବଶଙ୍କର ମିଶ୍ରଙ୍କୁ ଚିଠି ହୋଇଛି। କୋଟିଆର ୩ଟି ଗାଁରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଉଛି। ଏମିତିକି କିଛି ଆଶାୟୀ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି। କୋଟିଆ ପ୍ରସଙ୍ଗରେ ଗତକାଲି କଟକରେ ଆଡୋଭୋକେଟ୍ ଜେନେରାଲଙ୍କ ସହ କୋରାପୁଟ ଏଡିଏମ୍ ଓ ସରକାରୀ […]

  • Thursday, 15 July 2021
Patap---KO
ମୃତ୍ୟୁ ପୂର୍ବରୁ ପ୍ରଫୁଲ୍ଲ କହିଥିଲେ: ମନ୍ତ୍ରୀ ପ୍ରତାପ ଜେନା ମୋତେ ଫସାଇ ଦେଲେ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିିଛି। ମୃତ୍ୟୁ ପୂର୍ବରୁ ବିଜେପି ନେତା ରମାକାନ୍ତ ବରାଳଙ୍କୁ ପ୍ରଫୁଲ୍ଲ ବିଶ୍ୱାଳ ଫୋନ୍ କରିଥିଲେ। ଆଉ ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଫସାଇ ଦେଇଥିବା ନେଇ ରମାକାନ୍ତ ବରାଳଙ୍କୁ ଫୋନରେ ବାର୍ତ୍ତାଳାପ ବେଳେ ପ୍ରଫୁଲ୍ଲ ବିଶ୍ୱାଳ କହିଥିବା ଅଭିଯୋଗ ଆଣିଛନ୍ତି ରମାକାନ୍ତ। ଏକଥା ଆମେ କହୁନୁ, ରମାକାନ୍ତ ଥାନାରେ ଦେଇଥିବା ଏତଲାରେ ଏଭଳି ଦର୍ଶାଇଛନ୍ତି। […]

  • Thursday, 15 July 2021
dance-teacher
ଶିକ୍ଷକଙ୍କୁ କାନ୍ଧରେ ଧରି ନାଚିଲେ ଗ୍ରାମବାସୀ

ନାରାୟଣାପାଟଣା: ଶିକ୍ଷକଙ୍କୁ କାନ୍ଧରେ ଧରି ନାଚଗୀତରେ ମସ୍‌ଗୁଲ। ଗ୍ରାମବାସୀ ପାରଂପରିକ ବାଦ୍ୟ ତାଳେତାଳେ ଚାଲିଛି ନାଚଗୀତ। ପିଲାଠୁ ବୁଢ଼ା ସଭିଏଁ ଗୋଟିଏ ତାଳରେ ନାଚୁଛନ୍ତ॥ ଏ ଦୃଶ୍ୟ ଆନ୍ଧ୍ରପ୍ରଦେଶ ବିଜୟ ନଗରମ୍ ଜିଲ୍ଲା ଗୁମ୍ମା ଲକ୍ଷ୍ମୀପୁରମ୍ ବ୍ଲକ୍ ମାଲୁଗୁଡ଼ା ଗାଁର। ମଣ୍ଡଳ ପରିଷଦ ବିଦ୍ୟାଳୟର ଶିକ୍ଷକ ଗୌଡ଼ୁ ନରେନ୍ଦ୍ରଙ୍କୁ କାନ୍ଧରେ ଉଠାଇ ଗାଁ ପରିକ୍ରମା କରୁଛନ୍ତି। ଲୋକେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ଶିକ୍ଷକଙ୍କୁ ଛାଡ଼ିବାକୁ ଅମଙ୍ଗ ଥିଲେ […]

  • Thursday, 15 July 2021
matric exam
ମେ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି। ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା କରାଯିବ। ସେହିପରି ୫ରେ ଦ୍ୱିତୀୟ ଭାଷା ଇଂଲିଶ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ ପରୀକ୍ଷା କରାଯିବ। ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା, ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ, ୧୦ଟା ଯାଏ ଚାଲିବ, ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ […]

  • Thursday, 15 July 2021
OTV-portal-Jatra
କୋଭିଡ୍ କଟକଣା ଭିତରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ: ବିଏମ୍‌ସି କମିଶନର

ଭୁବନେଶ୍ୱର: କରୋନା ଟିକାକରଣ ପରେ ଏବେ ମହାମାରୀ ହାରୁଛି।  କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଗତ ବର୍ଷ ପର୍ବପର୍ବାଣୀ ସମେତ ମେଳା ଓ ଉତ୍ସବ ଫିକା ପଡ଼ିଥିଲା। ମହାମାରୀର ପ୍ରକୋପ କମିବା ପରେ ଧିରେ ଧିରେ ସବୁ କିଛି ସ୍ୱାଭାବିକ ସ୍ଥିତିକୁ ଆସିଲାଣି। ବିଭିନ୍ନ ମେଳା ଓ ଉତ୍ସବ ଆୟୋଜନ କରିବା ପାଇଁ ସରକାର ଗ୍ରୀନ୍ ସିଗ୍‌ନାଲ ଦେଇଛନ୍ତି।  ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ତୋଷାଳୀ ମେଳା ଆରମ୍ଭ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଖଣ୍ଡଗିରି ମେଳାକୁ […]

  • Thursday, 15 July 2021
kotia
କୋଟିଆକୁ ହାତେଇବାକୁ ଆନ୍ଧ୍ର ଷଡ଼ଯନ୍ତ୍ର କରୁଛି କାହିଁକି?

କୋରାପୁଟ: ଆନ୍ଧ୍ର-ଓଡ଼ିଶା ସୀମା ଟଣାଭିଡ଼ା ଭିତରେ କୋଟିଆ ଏବେ ରାଜନୈତିକ ପଶାପାଲିର ଗୋଟି ପାଲଟିଛି। ହେଲେ କାହିଁକି କୋଟିଆକୁ ନେଇ ଏତେ ହଟଚମଟ, ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଇ ତ ଆଉ କେବେ ସରକାରୀ ସୁବିଧା ଯୋଗାଇ ଆନ୍ଧ୍ର କୋଟିଆକୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛି। ଏହାର ମୂଳ କାରଣ ହେଉଛି ସୌନ୍ଦର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦ। ଏଠାରେ ଥିବା ପାହାଡ଼କୁ ସ୍ଥାନୀୟ ଲୋକେ ସୁନା ପାହାଡ଼ ବୋଲି […]

palas-pali
ସେକ୍ସ ରାକେଟ୍ ମାମଲା: ରାଣୀ ମହୁମାଛି ସହ ବଡ଼ ବାବୁ ଗିରଫ

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଗିରଫ ହୋଇଛନ୍ତି। ଭୁବନେଶ୍ୱର ପଲାସପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସାଧାରଣ ସମ୍ପାଦକ ସୁରେଶଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅନ୍ୟ ୬ ଜଣଙ୍କୁ ବି ଗିରଫ କରାଯାଇଛି। ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାଶ ବି ଅଛନ୍ତି। ଏହାଛଡ଼ା ଭିନ୍ନକ୍ଷମ ତାଲିମ କେନ୍ଦ୍ରର ୨ ଜଣ କର୍ମଚାରୀଙ୍କୁ ବି ଗିରଫ କରାଯାଇ ତଦନ୍ତ କରାଯାଉଛି। ମାମଲାରେ […]

  • Thursday, 15 July 2021
school-khabar
ଓଷ୍ଟାର ଚେତାବନୀ: ଛୁଟି ନ ଦେଲେ ଆଇନ୍‌ର ଆଶ୍ରୟ ନେବୁ

ଭୁବନେଶ୍ୱର: କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଅନେକ ମାସ ଧରି ସ୍କୁଲ ବନ୍ଦ ରହିଥିଲା। ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ଦଶମ, ଦ୍ୱାଦଶ ପରେ ନବମ ଓ ଏକାଦଶ କ୍ଲାସ୍ ଆରମ୍ଭ ହୋଇଥିଲା।  ଫେବୃଆରୀ ଶେଷ ଆଡ଼କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିପାରେ। ଏନେଇ ବିଭାଗୀୟ ସ୍ତରରେ ପ୍ରସ୍ତୁତ ଆରମ୍ଭ ହେଲାଣି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍ଓପି ପ୍ରସ୍ତୁତ କରାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିଲେ ଶିକ୍ଷକ ଓ […]

  • Thursday, 15 July 2021
accident
'ମନ୍ତ୍ରୀଙ୍କ ନାଁ କହିଦେବା ଭୟରେ ପ୍ରଫୁଲ୍ଲକୁ ହତ୍ୟା କରାଯାଇଛି'

ଭୁବନେଶ୍ୱର: ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର ଅଭିଯୋଗ ମାମଲାର ମୁଖ୍ୟ ଅଭିଯୁକ୍ତର ବୀଭତ୍ସ ମୃତ୍ୟୁ ହୋଇଛି। ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳ ଡବଲ୍ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ ରାସ୍ତାକଡ଼ରେ ଖିନ୍‌ଭିନ୍‌ ହୋଇଯାଇଛି। ରକ୍ତରଂଜିତ ଅବସ୍ଥାରେ ଚେହେରା ବାରି ହେଉଛି ନା ସାରା ଶରୀରକୁ ଜାଣିହେଉଛି।  କଟକ ଟାଙ୍ଗି ନୂଆବନ୍ଦାଳ ଛକ ନିକଟରେ ଗତରାତିରେ ଏଭଳି ଅବସ୍ଥାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ବାଇକ୍ ସହ […]

kisko (2)
ସରକାରୀ ସୁବିଧା ଯୋଗାଇବା ନାଁରେ ବିଶ୍ୱାସରେ ଦେଲେ ବିଷ

ବାଲେଶ୍ୱର: ଅସହାୟ ଅବସ୍ଥାରେ ସାହା ହେବାର  ପ୍ରତିଶ୍ରୁତି ଦେଇଥିଲେ। ସେଇ ପ୍ରତିଶ୍ରୁତି ଉପରେ ଭରସା ରଖି କାଗଜପତ୍ର ଦେଇଥିଲେ । ହେଲେ ଯାହାକୁ ସେ ଭରସା କରିଥିଲେ ସେମାନେ ତାଙ୍କୁ ଏବେ ବିପଦ ମୁହଁକୁ ଠେଲି ଦେଇଛନ୍ତି। ଭତ୍ତା କରାଇଦେବେ ବୋଲି କହି ଦିବ୍ୟାଙ୍ଗଙ୍କଠାରୁ ଦସ୍ତଖତ ଓ କାଗଜପତ୍ର ନେଲେ। ଏହା କାଗଜପତ୍ର ଜରିଆରେ ଦିବ୍ୟାଙ୍ଗଙ୍କ ନାଁରେ  ବ୍ୟାଙ୍କରୁ ଲୋନ୍ କରି ଛୁ ମାରିଛନ୍ତି  । ଦୀର୍ଘ ବର୍ଷ ପରେ ଲୋନ୍ ସୁଝିବା ଲାଗି ନୋଟିସ ଆସିବା […]

  • Thursday, 15 July 2021
lingaraj
ବିନା ASI ଅନୁମତିରେ ଚାଲିଛି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର: ଐତିହ୍ୟ ପ୍ରକଳ୍ପ ନାଁରେ ରାଜ୍ୟ ସରକାରଙ୍କ ସୌନ୍ଦର୍ଯ୍ୟକରଣ କାମକୁ ନେଇ ଏଏସ୍‌ଆଇ ପ୍ରଶ୍ନ ଉଠାଇଛି।  ଅଭିଯୋଗ ହେଉଛି, ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ନାଁରେ ପ୍ରାଚୀନ କୀର୍ତ୍ତିରାଜି ନଷ୍ଟ କରାଯାଉଛି। ଐତିହ୍ୟ କ୍ଷେତ୍ରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଏଏସଆଇର ଅନୁମତି ନେଇନାହାଁନ୍ତି। ଏନସିଆଣ୍ଟ ମନୁମେଣ୍ଟ ଆଣ୍ଡ ଆରକିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮ ଅନୁଯାୟୀ, ସଂରକ୍ଷିତ କୀର୍ତ୍ତୀରାଜିର ୧୦୦ ମିଟର ନିଷିଦ୍ଧାଞ୍ଚଳ ଏବଂ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳ ହେଉଛି ରେଗୁଲେଟେଡ୍ ଅଞ୍ଚଳ। ସଂରକ୍ଷିତ […]

  • Thursday, 15 July 2021
pm-kissan
କେନ୍ଦ୍ରକୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଲା କିଏ?

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ପ୍ରାୟ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ବେଳେ ଏବେ ପୁଣି ପିଏମ୍-କିଷାନରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ସାମ୍ନାକୁ ଆସିଛି। କେନ୍ଦ୍ର କୃଷି ମନ୍ତ୍ରାଳୟର ତଥ୍ୟ କହୁଛି, ଓଡ଼ିଶାରୁ ୮ ହଜାର ୭୯୦ ଜଣ ଅଯୋଗ୍ୟ ହିତାଧୀକାରୀ ପିଏମ୍-କିଷାନ ଯୋଜନାରେ ଟଙ୍କା ପାଇଛନ୍ତି। ବିଭିନ୍ନ କିସ୍ତିରେ ୪ କୋଟି ୬୮ ଲକ୍ଷ ଟଙ୍କା ବେଆଇନ ଭାବେ ହାତେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରୁ ଟଙ୍କାଟିଏ ବି ଆଦାୟ ହୋଇପାରିନି। […]

  • Thursday, 15 July 2021
odisha-border
କୋଟିଆର ୩ ଗାଁରେ ଆନ୍ଧ୍ର କରିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

କୋରାପୁଟ: ବର୍ଷ ବର୍ଷ ଧରି କୋରାପୁଟ ସୀମାନ୍ତ ପଞ୍ଚାୟତ କୋଟିଆରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ସବୁ ସୀମା ଏବେ ପାର କରିଛି। କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ଆନ୍ଧ୍ର ସରକାର ନିଜ ଦଖଲକୁ ନେଇଛିି। ଉଦବେଗର ବିଷୟ ହେଉଛି, ଏହି ଗାଁରେ ଖାଲି ପ୍ରଶାସନିକ ରାଜ୍ କରୁନି ବରଂ ଆନ୍ଧ୍ରରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ କରିଦେଇଛି। ପଞ୍ଚାୟତ ନିର୍ବାଚନ […]

8lane
ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ହେବ କୋଷ୍ଟାଲ ହାଇୱେ

ଭୁବନେଶ୍ୱର: ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୮ ଲେନ୍ ବିଶିଷ୍ଟ ରାସ୍ତା ହେବ। ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି। ପାରାଦୀପରୁ ବଡ଼ବିଲ ଯାଏଁ ୩ଶହ କିମି ରାସ୍ତାକୁ ୮ ଲେନ୍ ବିଶିଷ୍ଟ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ-ଡୁବୁରି-କେନ୍ଦୁଝର-ରିମୁଳି-ବଡ଼ରସାହି ଦେଇ ବଡ଼ବିଲ୍‌ ଶେଷ ହେବ। ଏହି ପ୍ରସ୍ତାବିତ ଅର୍ଥନୈତିକ କରିଡର୍ ଚଣ୍ଡିଖୋଲ ସମେତ […]

  • Thursday, 15 July 2021
egggggg
ଛୁଆଙ୍କ ଅଣ୍ଡା ଖାଇଗଲେ ଅଙ୍ଗନୱାଡି ଦିଦି !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଜାଲ ଦସ୍ତଖତ ମାରି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଅଙ୍ଗନୱାଡି ଦିଦି ଖାଇଗଲେ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏଭଳି ଅଭିଯୋଗ ଆସିଛି। ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଖାଦ୍ୟକୁ ଦିିଦି ମାମିନା ନାଏକ ଆତ୍ମସାତ୍ କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପାଖାପାଖି ୪ ମାସ ହେଲାଣି ଛୁଆଙ୍କୁ ଚାଉଳ, ଛତୁଆ କିମ୍ବା ଅଣ୍ଡା ପ୍ରଦାନ କରାଯାଇନାହିଁ। ମାତ୍ର କାଗଜ କଲମରେ […]

  • Thursday, 15 July 2021
OTV-KHABAR-jail-gale-madam
ଆତ୍ମସମର୍ପଣ ପରେ ଜେଲ୍ ଗଲେ ଏଇ ମହିଳା ପୋଲିସ୍ ଅଧିକାରୀ

ବାଲେଶ୍ୱର: ଟାଉନ ଥାନା ପୋଲିସ ଅଧିକାରୀ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ମହିଳା ପୋଲିସ ଅଧିକାରୀ ସରୋଜିନୀ ନାୟକ ଏକ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଗତ ଜୁଲାଇରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ମାମଲା ପରଠାରୁ ସେ ଫେରାର ହୋଇଯାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଆଜି ବାଲେଶ୍ୱର ସ୍ଥିତ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ଆତ୍ମସମର୍ପଣ […]

  • Thursday, 15 July 2021
Sita-KO
ଅସହ୍ୟ ଜାଡ଼ରେ ଥରିବ ଅଧା ଓଡ଼ିଶା, ୨୩ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାକୁ ପ୍ରବଳ ଶୀତ ମାଡ଼ିଆସୁଛି। କାଲି ଓ ପଅରଦିନ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨ ଦିନ ପାଇଁ ଆଉ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, […]

  • Thursday, 15 July 2021
andhara-ratire-
ପ୍ରାଣ ନେଲା 'ପିକ୍‌ଅପ୍': ଚାଲିଗଲା ୯ ଜୀବନ

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ପିକ୍ ଅପ୍ ଭ୍ୟାନ ଓଲଟି ପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ୧୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୋଟିଏ ଗାଁର ଲୋକ ସିନ୍ଧିଗୁଡ଼ା ଗାଁର ଏକ ଦଶାହ କର୍ମରେ ଯୋଗ ଦେଇ ଘରକୁ ଫେରୁଥିଲେ। ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ NH […]

  • Thursday, 15 July 2021
Minor-raped 1
ବଞ୍ଚିଯିବା ଭୟରେ ଝିଅର ମୁଣ୍ଡକୁ ଇଟାରେ ଛେଚିଲେ

ବ୍ରହ୍ମପୁର: ଏକ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାଞ୍ଚଲ୍ୟକର ଖୁଲାସା କରିଛି ବ୍ରହ୍ମପୁର ପୋଲିସ। ଗଞ୍ଜାମ ଜିଲ୍ଲାର ସୋରଳରେ ଏହି ଘଟଣା ଘଟିଥିଲା।   ଜଣ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ହୋଇଛି। ପୋଲିସ କହିବା ଅନୁସାରେ, ଅଭିଯୁକ୍ତମାନେ ନାବାଳିକାକୁ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ। ତା ପରେ ତାକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ ପୀଡ଼ିତାର ମୁଣ୍ଡ, ମୁହଁ, ନାକ, କାନକୁ ଭଙ୍ଗା ଇଟାରେ ପିଟିଥିଲେ। ଏଥିରେ ତାର […]

  • Thursday, 15 July 2021
nirmal
ରାତି ପାହିଲେ ଖୋଲିବ ନିର୍ମଳାଙ୍କ ପେଡ଼ି !

ନୂଆଦିଲ୍ଲୀ: କଣ ହେବ କେନ୍ଦ୍ର ବଜେଟ୍‌ର ରୂପରେଖ? ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡିରେ ରହିଛି କଣ? କରୋନା ମାଡ଼ରେ ଧ୍ୱସ୍ତ ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ଲାଗି କି ପଦକ୍ଷେପ ନେବେ ନିର୍ମଳା? ବିକାଶ ଦର ତ୍ୱରାନ୍ୱିତ ଲାଗି କେଉଁ କେଉଁ କ୍ଷେତ୍ରକୁ ତେବେ ଗୁରୁତ୍ୱ ? ଏହାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ଅର୍ଥମନ୍ତ୍ରୀଙ୍କ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ଋଣାତ୍ମକ ବିକାଶ ଦରକୁ ଅତିକ୍ରମ କରି ସ୍ୱାଭାବିକସ୍ତରକୁ ଆଣିବା ଇତି ମଧ୍ୟରେ ଭାରତୀୟ ଅର୍ଥନୀତିରେ ସକାରାତ୍ମକ ସଂକେତ […]

police
ମାଙ୍କଡା ଖଣିରେ ଚଢ଼ାଉ: ପୋଲିସ୍-ଗ୍ରାମବାସୀ ଠେଲାପେଲା

ଭୁବନେଶ୍ୱର: ବେଆଇନ ଭାବେ ଚାଲିଥିବା ଖଣିରେ ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ବାଣପୁର ଥାନା ଟାଙ୍ଗୀ ବନବିଭାଗ ଅଧିନ ନାଚୁଣୀ ନିକଟସ୍ଥ ମତପୋଖରାରେ ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ଖୋର୍ଦ୍ଧା, ରଣପୁର, ଟାଙ୍ଗି ଓ ବାଲୁଗାଁ ବନ କର୍ମଚାରୀ ମିଳିତ ଭାବେ ମତପୋଖରା ନିକଟ ମାଙ୍କଡା ଖଣିରେ ଚଢ଼ାଉ କରିବାକୁ ଆସିଥିଲେ। ଖଣିଠାରୁ କିଛି ଦୂରରେ ଥିବା ଜେସିବି ଜବତ କରିବାକୁ ବନବିଭାଗ ଯାଇଥିଲା। […]

  • Thursday, 15 July 2021
barricade
୫ ଖଣ୍ଡ ବାଉଁଶ ବାନ୍ଧି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା !

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମହାମାରୀବେଳେ ମହାଲୁଟ୍ ହୋଇଛି। ଲକଡାଉନ୍ ସମୟରେ ସରକାରୀ ଅର୍ଥ ଆତ୍ମସାତ୍‌ରେ ଅସାଧୁ ଅଫିସର କେମିତି ମାତିଥିଲେ, ଏ ନେଇ ବଲାଙ୍ଗୀରରୁ ସାଂଘାତିକ ଅଭିଯୋଗ ସାଙ୍ଗକୁ ତଥ୍ୟଗତ ପ୍ରମାଣ ଆସିଛି। ସହରର ବିଭିନ୍ନ ପଡ଼ାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ କେମିତି ବ୍ୟାରିକେଡ୍ ଲଗା ବାବଦରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଛି, ଇଏ ତାର ଦସ୍ତାବିଜ୍। ୫ରୁ ୧୦ ଖଣ୍ଡ ଲେଖାଏଁ ବାଉଁଶ ବାନ୍ଧି ବିଲ୍ କରାଇ ଉଠାଇଛନ୍ତି ଲକ୍ଷାଧିକ ଟଙ୍କା। ପୂର୍ତ୍ତ ବିଭାଗର […]

  • Thursday, 15 July 2021
anganwadi-33
୧ରୁ ଖୋଲିବ ଅଙ୍ଗନୱାଡି, SOP ଜାରି କଲା ରାଜ୍ୟ

ଭୁବନେଶ୍ୱର: ରାଜ୍ୟର ସବୁ ଅଙ୍ଗନୱାଡ଼ି କେନ୍ଦ୍ର ଫେବୃୟାରୀ ୧ରୁ ଖୋଲିବ। ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ SOP ଜାରି କରାଯାଇଛି। ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ SOP ସମ୍ବଳିତ ଚିଠି ହୋଇଛି। କଣ ରହିଛି ନିୟମ ଜାଣନ୍ତୁ:- କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସବୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବ। ମାସରେ ୨୫ ଦିନ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ। କଣ୍ଟେନମେଣ୍ଟ ଜୋନ୍ ଭିତରେ ପିଲାଙ୍କ ଘରେ […]

  • Thursday, 15 July 2021