• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

niranjan
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ। ନିରଞ୍ଜନ ପଟ୍ଟନାୟକଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ନେଇ ନିରଞ୍ଜନଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ତେବେ ପରିବାର ପକ୍ଷରୁ କୁହାଯାଇଛି ଯେ, ସେ ତାଙ୍କର ରେଗୁଲାର ହାର୍ଟ ଚେକଅପ୍ ପାଇଁ ମେଡିକାଲରେ ଭର୍ତ୍ତି ହୋଛନ୍ତି। ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶରେ ସେ ଦିଲ୍ଲୀ ଚିକିତ୍ସା ପାଇଁ ଦିଲ୍ଲୀ […]

  • Thursday, 15 July 2021
rec=search
ବିଶେଷଜ୍ଞଙ୍କ ମତ: ଯେମିତି ବଢୁଛି, ସେମିତି କମିବ କରୋନା

ଭୁବନେଶ୍ୱର: ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ୍, ଛତିଶଗଡ଼ କରୋନା ପାଇଁ ଚାରିଆଡ଼େ ହାହାକାର। ସବୁଠି ଦୁର୍ଦ୍ଦଶାର ଦୟନୀୟ ଚିତ୍ର। କେଉଁଠି ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ବେଡ୍ ନାହିଁ। ଆକ୍ରାନ୍ତଙ୍କୁ ଧରି ଧାଡ଼ିରେ ଶହ ଶହ ଆମ୍ବୁଲାନ୍ସ ତ କେଉଁଠି ଶବ ପାଇଁ ଶ୍ମଶାନରେ ବି ଜାଗା ମିଳୁନି। ଆଉ ଏସବୁ ଭିତରେ ଭୟକୁ ଦ୍ୱିଗୁଣ କରି ଆଜି ଦେଶରେ ଦୁଇ ଲକ୍ଷ ଡେଇଁ ଯାଇଛି। ଦୈନିକ ସଂକ୍ରମଣ ଦୁଇଦିନ ଧରି ହଜାରେ ଉପରେ ବି ଦୈନିକ ମୃତ୍ୟୁର ଧାରା। […]

  • Thursday, 15 July 2021
Hyder
ହଜାରେ କିଲୋମିଟର ଦୂରରେ ଲୁଚିଥିବା ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

କଟକ: ଶେଷରେ ପୋଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଗାଙ୍ଗଷ୍ଟର ସେଖ୍ ହାଇଦର। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଛି କଟକ ପୋଲିସ। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଛି। ଏ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ହାଇଦରକୁ ଆଜି ସଂଧ୍ୟାରେ କଟକ ପୋଲିସ ତେଲେଙ୍ଗାନାରୁ ଗିରଫ କରିଥିବା ପୋଲିସ କମିଶନର କହିଛନ୍ତି। ଗତ ଏପ୍ରିଲ […]

  • Thursday, 15 July 2021
ramjan
ରମଜାନ ମାସ ପାଇଁ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ପବିତ୍ର ରମଜାନ ମାସ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି। ଏଥିଲାଗି ଖୁବ୍‌ଶୀଘ୍ର ଏସ୍ଓପି ଜାରି ହେବ। ଧାର୍ମିକ ଅନୁଷ୍ଠାନରେ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ହେବ ନମାଜ ପାଠ। ଏଥିସହ ମାସ୍କ, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ହୋଇଛି। ଏନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି। ଏହାକୁ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର। ସିଏମ୍‌ସି ପକ୍ଷରୁ ମଧ୍ୟ ରମଜାନ […]

  • Thursday, 15 July 2021
bijaymahapatra
ହାଇଦର ଫେରାର ଫଛରେ ବଡ଼ ଅଫିସରଙ୍କ ହାତ: ବିଜୟ

ଭୁବନେଶ୍ୱର: ହାଇଦରକୁ ଫେରାର କରିଦିଆଯାଇଛି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି। ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଇଛି। ପ୍ରଥମେ STF ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜୟ କହିଛନ୍ତି। ଡିଜି, STF ମୁଖ୍ୟ, ଏଡିଜି, ଡିସିପି ନିଜ ଦାୟିତ୍ୱ ସଠିକ ତୁଲାନ୍ତୁ। ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ […]

Hyder
ହାଇଦରକୁ ଫେରାର କରାଇଛି କିଏ? ସୂଚନା ଦେଲେ କଟକ ଡିସିପି

କଟକ: ହାଇଦର ଫେରାର ପଛରେ ରହିଛି ସହଯୋଗୀ ସଲ୍ଲୁର ହାତ ରହିଛି। ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା କହିଲେ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିଛନ୍ତି। […]

cm
ପିପିଲି ଓ ଡେଲାଙ୍ଗ ବିକାଶ କଥା ମୁଁ ବୁଝିବି: ନବୀନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ବିଜେଡି ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ୍‌ରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ସେ ନିର୍ବାଚନ ପ୍ରଚାର କରିଛନ୍ତି। ବସୁଆପୁର ପଞ୍ଚାୟତର କୁମାରପୁର ମେଲଣ ପଡିଆରେ ସଭା କରାଯାଇଥିଲା। ପିପିଲି ବ୍ଲକର ଦାଣ୍ଡମକୁନ୍ଦପୁର, କୁମାରେଶ୍ୱର, ପାଟସାହାଣିପୁର ଏବଂ ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଲା ଓ ସିଂ ବରମ୍ପୁରରେ ଭର୍ଚୁଆଲ ବୈଠକର ଆୟୋଜନ ହୋଇଥିଲା। ୬ଟି ଜିଲ୍ଲା […]

  • Thursday, 15 July 2021
sambit-alligation
ପଳାତକ ଘୋଷିତ ଅପରାଧୀ ବିଜେଡି ପାଇଁ କରୁଛନ୍ତି ପ୍ରଚାର: ସମ୍ବିତ

ପିପିଲି: ପିପିଲିରେ ମୁକ୍ତ, ଅବାଧ ନିର୍ବାଚନରେ ବାଧକ ସାଜିଛି ପୋଲିସ। ଏହି ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର। ଏମିତିକି ଅବାଧ ନିର୍ବାଚନ ଅଟକାଇବାକୁ ପୋଲିସ ସହାୟତାରେ ବିଜେଡି ଲାଗିଛି ବୋଲି କହିବା ସହ ପିପିଲିରେ ଭୟ, ଆତଙ୍କର ବାତାବରଣ ସୃଷ୍ଟି ପାଇଁ ପୋଲିସ ଚେଷ୍ଟିତ ବୋଲି କହିଛନ୍ତି। ଏମିତିକି କୋର୍ଟ ଦ୍ୱାରା ପଳାତକ ଘୋଷିତ ଅପରାଧୀ ମଧ୍ୟ ବିଜେଡି ପାଇଁ ଲାଗିଛନ୍ତି ବୋଲି ଅଭିଯୋଗ ଆଣିବା ସହ ଫଟୋ ସହ ପ୍ରମାଣ ଦେଖାଇଛନ୍ତି। […]

  • Thursday, 15 July 2021
haider-ali
କେଉଁଠି ଲୁଚିଛି ହାଇଦର? ସାମନାକୁ ଆସିଲା ବଡ଼ ତଥ୍ୟ

କଟକ: ସାମନାକୁ ଆସିଲା ହାଇଦର ଫେରାର ପଛର କାହାଣୀ। ଗତ ଶନିବାର ଏସ୍‌ସିବି ମେଡିକାଲ ସର୍ଜରୀ ଓ୍ୱାର୍ଡର କ୍ୟାବିନ ନମ୍ବର ୫ରୁ କେମିତି ଫେରାର ହୋଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର? ସେଦିନ କଟକ ବଡ ମେିକାଲରେ ହାଇଦର କ୍ୟାବିନରେ ପହରା ଦେଉଥିବା ପୋଲିସ କନଷ୍ଟେବଲ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଏତଲାରେ ବିସ୍ତୃତ ଭାବେ ସେଦିନର ଘଟଣାର ବିଷୟରେ ଉଲ୍ଲେଖ କରିଛନ୍ତି। ହାଇଦର ଫେରାର ପଛରେ ତାର ପୁଅ ସମେତ ନିକଟ ସମ୍ପର୍କୀୟଙ୍କର ଷଡଯନ୍ତ୍ର ଥିବା […]

  • Thursday, 15 July 2021
purandeswari
ନାରୀ ସଶକ୍ତିକରଣ ନାଁରେ ମହିଳାଙ୍କୁ ଧମକାଇ ଭୋଟ ମାଗୁଛି ବିଜେଡି: ପୁରନ୍ଦେଶ୍ୱରୀ

ପିପିଲି: ପିପିଲିରୁ ଆରମ୍ଭ ହେବ ପରିବର୍ତ୍ତନର ସ୍ୱର। ଏହି ଉପନିର୍ବାଚନରେ ବିଜେପିକୁ ଲୋକେ ଭୋଟ ରୂପରେ ଆର୍ଶୀବାଦ ଅଜାଡ଼ି ଦେଇ ଦଳକୁ ନିଶ୍ଚିତ ଭାବେ ବିଜୟୀ କରାଇବେ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ। ପିପିଲି ପାଇଁ ପ୍ରଚାର କରିବା ପରେ ଆଜି ସେ ଭୁବନେଶ୍ୱର ଛାଡ଼ିଛନ୍ତି। ଏହି ସମୟରେ ସେ କହିଛନ୍ତି, ନବୀନ ସରକାର ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି ନାରୀ ସଶକ୍ତିକରଣ ନାଁରେ ମହିଳାଙ୍କୁ ଧମକାଇ ଭୋଟ ମାଗୁଛି ବିଜେଡି। ୨ ବର୍ଷ […]

  • Thursday, 15 July 2021
kotia
ପୁଣି ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର

ଭୁବନେଶ୍ୱର: ଫେବ୍ରୁୟାରୀ ୧୩ରେ ପଞ୍ଚାୟତ ନିର୍ବାଚନ। ଆଉ ଆଜି ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟ୍। ଷଡ଼ଯନ୍ତ୍ର କରି କୋଟିଆରୁ ପୁଣି ଥରେ ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର। କୋରାପୁଟ ଜିଲ୍ଲା ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ସକାଳ ୭ଟାରୁ ଆନ୍ଧ୍ର କରାଇଥିଲା ଭୋଟିଂ। ସୁରୁଖୁରୁରେ ନିର୍ବାଚନ ସାରିବାକୁ ଆନ୍ଧ୍ର ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏହି ବୁଥ୍‌ରେ। ହେଲେ ଭୋଟ୍ ପଡ଼ିବା କ୍ଷଣି ଭୋଟିଂ ସେଣ୍ଟର ପରିସରରେ ମୁହାଁମୁହିଁ ହୋଇଗଲେ ଓଡ଼ିଶାର […]

kotia-yw
କୋଟିଆର ୨୨ଟି ଗାଁରେ ଜାରି ହେଲା ୧୪୪ ଧାରା

ଜୟପୁର: କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଆସନ୍ତାକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି। ମଙ୍ଗଳବାର ଆନ୍ଧ୍ରପ୍ରଦେଶ […]

thunder
୩ ଦିନ ବର୍ଷିବ, ୯ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୩ ଦିନ ବର୍ଷିବ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ୮ ତାରିଖ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହିସବୁ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି। ଆଜି […]

  • Thursday, 15 July 2021
nagin
ନାଗିନ୍‌ ଗୀତରେ ନାଚି ପୋଲିସ୍‌ ବାବୁ ସସ୍‌ପେଣ୍ଡ୍‌

ଯାଜପୁର: ପାଣିକୋଇଲି ଥାନାରେ ପୋଲିସ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଘଟଣାରେ ASI ନିଲମ୍ବିତ। ପ୍ରାଥମିକ ତଦନ୍ତ ପରେ ପାଣିକୋଇଲି ଥାନାର ଏଏସ୍‌ଆଇ ସଞ୍ଜୟ ଦାସଙ୍କୁ ଯାଜପୁର ଏସ୍‌ପି ନିଲମ୍ବନ କରିଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି। ଥାନା ଭିତରେ ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡଙ୍କ ଉନ୍ନତ ନାଗିନ ଡ୍ୟାନ୍ସ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର […]

bhubanesar
ଭୁବନେଶ୍ୱରରେ ଶହେ ଟପିଲା କରୋନା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ବିଏମ୍‌ସି। ୧୦୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧, ଲୋକାଲ କେସ୍- ୮୦ ରହିଛି।  ଖଣ୍ଡଗିରିରୁ ସର୍ବାଧତ୍କ ୧୨, ରସୁଲଗଡ଼- ୭, ଓଲ୍ଡ ଟାଉନ-୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ-୩୨,୮୩୨ ଥିବାବେଳେ ଆକ୍ଟିଭ କେସ୍‌ ୫୫୫ ରହିଛି। ଏଯାବତ୍ ୩୨,୦୦୬ ସୁସ୍ଥ ହୋଇଛନ୍ତି। Update on newly detected #COVID19 cases in the last 24 hrs […]

  • Thursday, 15 July 2021
kotia
କୋଟିଆ ସହ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ

ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ । ନିର୍ବାଚନ ସ୍ଥଗିତ ଆଦେଶ ଦେଇଛନ୍ତି ଆନ୍ଧ୍ର ହାଇକୋର୍ଟ। ବିଜ୍ଞପ୍ତିର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ସ୍ଥଗିତ କରାଯାଇଛି। ଆସନ୍ତା ୮ ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହେବାର ଥିଲା। ୮ରେ ଭୋଟ ଗ୍ରହଣ ହୋଇ ୧୦ରେ ଗଣତି ହେବାର ଥିଲା। ୮ରେ ଭୋଟ ହେବାର ଥିଲା ବେଳେ ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ହେବାର ଥିବାରୁ ବିରୋଧ ହୋଇଥିଲା। […]

  • Thursday, 15 July 2021
tension
ବଡ଼ମ୍ୱାରେ ଗୋଷ୍ଠୀ ସଂଘର୍ଷ: ବୋମା, ଗୁଳିମାଡରେ ଗଲା ୨ ଜୀବନ

ଆଠଗଡ଼: ବଡ଼ମ୍ବାରେ ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୧୦ ଆହତ। ଆଠଗଡ ବଡମ୍ବା ବ୍ଲକ ଭଗତପୁର ଓ ବୁଢାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ବୋମା ମାଡ ଓ  ଗୁଳିମାଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗାଁ ପାଖ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁରେ ବିବାଦ ଲାଗିରହିଥିଲା। ଦୀର୍ଘଦିନ ଧରି ଏ ବିବାଦ ନତୁଟିବା ଯୋଗୁଁ  ଏହା ଉଗ୍ର ରୂପ ନେଇଥିଲା। ଭଗତପୁର ଓ ବୁଢାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ହୋଇଥିଲା। ବୋମା ମାଡ […]

  • Thursday, 15 July 2021
school
ଦିନକୁ ୨ଟି କ୍ଲାସ୍‌ ନେବେ ପ୍ରଧାନଶିକ୍ଷକ

ଭୁବନେଶ୍ୱର: ପ୍ରଧାନ ଶିକ୍ଷକଙ୍କୁ ଦୈନିକ ୨ଟି କ୍ଲାସ୍ ନେବେ। ଏହି ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ।କେବଳ ସେତିକି ନୁହେଁ ବରଂ ଅନ୍ୟ ଶିକ୍ଷକ କରୁଥିବା କ୍ଲାସ୍‌ର ତଦାରଖ କରିବେ ପ୍ରଧାନଶିକ୍ଷକ। ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ବିଭାଗ ତାଗିଦ କରିଛି। କିଛି ସ୍କୁଲକୁ ପ୍ରମୁଖ ସଚିବ ପରିଦର୍ଶନ ଯାଇଥିଲା ବେଳେ ଏହି ପ୍ରକାରର ତ୍ରୁଟି ଦେଖିଥିଲେ। ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନାରେ ବ୍ୟସ୍ତ ରହୁଥିବାରୁ ତାଗିଦ କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳିଆ […]

petrolium
ଓଡ଼ିଶାରେ ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭୟର

ଭୁବନେଶ୍ୱର: ୧୦ ହଜାର କୋଟି ବ୍ୟୟରେ ଚଣ୍ଡିଖୋଲରେ ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭୟର। ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ତରୁଣ କପୁର। ସେହିପରି ଉତ୍ପାଦନ କ୍ଷମତା ବୃଦ୍ଧି ସହ ପାରାଦୀପ ରିଫାଇନାରୀର ସଂପ୍ରସାରଣ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଏହାର କ୍ଷମତା ୧୫ରୁ ୨୫ ମିଲିଅନ୍ ଟନ୍‌ ବୃଦ୍ଧି ପାଇବ ଓ ଅନୁମୋଦନର ୬ ବର୍ଷରେ […]

  • Thursday, 15 July 2021
kotia
ଆନ୍ଧ୍ର ସରକାରଙ୍କ ବିରୋଧରେ ପୁଣି ସୁପ୍ରିମ୍‌କୋର୍ଟ ଗଲା ଓଡ଼ିଶା

ଭୁବନେଶ୍ୱର: କୋଟିଆ ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଓଡ଼ିଶା। କୋଟିଆରେ ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ଆନ୍ଧ୍ର ସରକାରଙ୍କ ବିରୋଧରେ ଓଡ଼ିଶା ପକ୍ଷରୁ ଇଞ୍ଜକସନ୍ ଦାୟର କରାଯାଇଛି। ପୂର୍ବରୁ ଏନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାଳେ ଆଜି ପୁଣି ସୁପ୍ରିମକୋର୍ଟ ଯାଇଛି ଓଡ଼ିଶା। ସେପଟେ ଆନ୍ଧ୍ରର ନିର୍ବାଚନ ବିଜ୍ଞପ୍ତି ପରେ ରାଜନୀତି ମଧ୍ୟ ଜୋର ଧରିଛି। ସୀମା ବିବାଦ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସୀମାବର୍ତ୍ତୀ ଗାଁକୁ ସୁବିଧା ଯୋଗାଇବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ […]

  • Thursday, 15 July 2021
pipili
ପିପିଲି ଯାଉଥିବା ବାଇକ୍‌ରେ ଥିଲା ୫୦ ଲକ୍ଷ ଟଙ୍କା !

ପୁରୀ: ପିପିଲି ତରାକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ। ଏକ ବାଇକରେ ଯାଉଥିବା ୨ ଯୁବକଙ୍କଠାରୁ ଏହି ବିପୁଳ ପରିମାଣର ଟଙ୍କା ଜବତ କରିଛି ପିପିଲି ପୋଲିସ। ପିପିଲି ଟୋଲଗେଟ୍‌ରେ ପୋଲିସର ରୁଟିନ୍ ଚେକିଂ ବେଳେ ଏକ ନୀଳ ପଲସରରେ ଆସୁଥିବାଏହି ଦୁଇ ଯୁବକଙ୍କୁ ଅଟକାଇଥିଲା ପୋଲିସ। ତେବେ ଏମାନେ ନ ଅଟକି ପଳାଇଥିଲେ। ପିପିଲି ପୋଲିସ ପିଛା କରି ଦୁଇ ଜଣଙ୍କୁ ତରାକାଜ ଛକରେ ଧରିଥିଲା। ଉଭୟ ଯୁବକ ପୁରୀ ଜିଲ୍ଲା ବଳଙ୍ଗା […]

  • Thursday, 15 July 2021
pari
୧୯ରେ ସୁପ୍ରିମ୍‌କୋର୍ଟରେ 'ପରୀ' ଶୁଣାଣି

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ମାମଲର ସୁପ୍ରିମକୋର୍ଟରେ ହେବ। ନାବାଳିକା ମାମଲାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍‌କୋର୍ଟରେ ଆବେଦନ ପ୍ରସଙ୍ଗରେ ଶୁଣାଣି ହେବ। ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଛନ୍ତି। ପ୍ରତି ଜବାବ ଦାଖଲ ପରେ ଆଜି ରେଜିଷ୍ଟ୍ରାର କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମ୍‌କୋର୍ଟ ଏକ ବେଞ୍ଚରେ ହେବ ମାମଲାର ଶୁଣାଣି ହେବ। ଏପ୍ରିଲ୍ ୧୯ରେ ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି ହେବ ବୋଲି ରେଜିଷ୍ଟ୍ରାର କୋର୍ଟ ଶୁଣାଇଛନ୍ତି। ପୁଲିସ ପ୍ରଶାସନଠାରୁ […]

vishal-mega-mart
ଭୁବନେଶ୍ୱର ପରେ କଟକ ବିଶାଲ୍ ମେଗା ମାର୍ଟ ସିଲ୍

କଟକ: ବଜ୍ରକବାଟି ରୋଡ୍ ସ୍ଥିତ ଭିସାଲ ମେଗା ମାର୍ଟ ଦୋକାନ ସିଲ୍। କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍ କରାଯାଇଛି। ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢାଉ ପରେ ଦୋକାନକୁ ସିଲ୍ କରାଯାଇଛି। ଅଧିକ ଗହଳି ଥିବାରୁ କୋଭିଡ ନିୟମ ଦୋକାନୀ ଉଲ୍ଲଂଘନ କରିଥିଲେ। ଗତ ଏପ୍ରିଲ ୨ ତାରିଖରେ ଭୁବନେଶ୍ୱରର ବିଭିନ୍ନ ସପିଂ ମଲ ଓ ରେଷ୍ଟ୍ରୁରାଣ୍ଟରେ ଚଢାଉ କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୨ ସ୍ଥିତ ମାର୍କେଟ୍ ବିଲ୍ଡିଂରେ ଥିବା ବିଶାଲ୍ ମେଗା ମାର୍ଟକୁ ଶୁକ୍ରବାର […]

  • Thursday, 15 July 2021
curfew relaxation odisha
ଦିନରେ କର୍ଫ୍ୟୁ ହେବ କି? ସ୍ପଷ୍ଟ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ କୌଣସି ଡେ କର୍ଫ୍ୟୁର ଯୋଜନା ନାହିଁ। ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି। ତଥାପି ରାଜ୍ୟ ସରକାର ତାଉପରେ ନଜର ରଖିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି। ବର୍ତ୍ତମାନ ବଢ଼ିଚାଲିଥିବା କୋଭିଡ୍ ରୋଗୀଙ୍କ ସଂଖ୍ୟାକୁ ଦେଖି ବାଚସ୍ପତି ଡେକର୍ଫ୍ୟୁ ଜାରି ନେଇ ୪/୫ ଦିନ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରିଥିଲେ। ଏନେଇ […]

  • Thursday, 15 July 2021
OTV-Portal-Odisha-tala-adu-1number
ମୁଖ୍ୟମନ୍ତ୍ରୀ ଦେଶରେ ପ୍ରଥମ କିନ୍ତୁ ରାଜ୍ୟ ତଳଆଡ଼ୁ ପ୍ରଥମ: ନିରଞ୍ଜନ

ଭୁବନେଶ୍ୱର: ସବୁ କ୍ଷେତ୍ରରେ ଓଡ଼ିଶା ତଳ ଆଡୁ ୧ ନମ୍ବର। ସିଏଜି ରିପୋର୍ଟକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପୂର୍ତ୍ତ, NREGS, ଜଳସେଚନ ସବୁ କ୍ଷେତ୍ରରେ ଦୁର୍ନୀତି ହୋଇଛି। ମାସ୍କ କିଣା ଦୁର୍ନୀତିରେ ଲୋକାୟୁକ୍ତ ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦେଲେ। ଅନ୍ୟ ରାଜ୍ୟ ମାସ୍କ ୩ ଟଙ୍କାରେ କିଣିଥିବା ବେଳେ ଓଡ଼ିଶା ୧୬ ଟଙ୍କାରେ କିଣିଛି। କରୋନା ଏମାନଙ୍କ ପାଇଁ କରୁଣା ହୋଇଗଲା ନିରଞ୍ଜନ କହିଛନ୍ତି। ଓରମାସ୍ […]

  • Thursday, 15 July 2021