• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tathagata
ନିର୍ବାଚନ ପରେ ବଦଳିବ କି ବିଜେଡିର ସମଦୂରତା ନୀତି ?

ଭୁବନେଶ୍ୱର : ପରିବର୍ତ୍ତନ ହେବ କି ବିଜେଡିର ସମଦୂରତା ନୀତି ? ବଦଳୁଥିବା ରାଜନୈତିକ ହାଓ୍ୱାକୁ ଦେଖି ନୂଆ ଚକ୍କରରେ ଅଛି କି ଦଳ ? ଜାତୀୟ ଗଣମାଧ୍ୟମକୁ ଦଳର ବରିଷ୍ଠ ସାଂସଦ ତଥାଗତ ସତପଥୀ ଦେଇଥିବା ପ୍ରତିକ୍ରିୟା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି। ତଥାଗତ କହିଛନ୍ତି, ନବୀନ ସ୍ଥିର ସରକାର ସପକ୍ଷରେ ରହିବେ। ସେ ଦୃଷ୍ଟିରୁ ଦେଶର ହିତ ଓ ଓଡ଼ିଶାର ସ୍ୱାର୍ଥ ପ୍ରତି ଯେଉଁ ଦଳ ଧ୍ୟାନ ଦେବ ବିଜେଡି ତାକୁ ସମର୍ଥନ […]

  • Friday, 16 July 2021
sai
N-6 ସାଇ ପରିବାର ତରଫରୁ ବୀର ଯବାନଙ୍କ ପାଇଁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱରରେ ଜୟଦେବ ବିହାର ସ୍ଥିତ N-6 ସାଇପରିବାର ତରଫରୁ ବୀର ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ମନ୍ଦିରର ଉପଦେଷ୍ଟା, ସଭାପତି ଓ ମହିଳା ସମିତି ସଭ୍ୟାଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ଲୋକ ଯୋଗ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଜମ୍ମୁ-କାଶ୍ମୀରର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପି କଡ଼ା ନିନ୍ଦା କରାଯାଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ […]

  • Friday, 16 July 2021
sahid-6
ଆସନ୍ତା ୧୮ତାରିଖରେ ସାରା ଦେଶରେ ବନ୍ଦ ରହିବ ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର : ବ୍ୟବସାୟ ବନ୍ଦ ରଖି ପୁଲୱାମା ଆତଙ୍କୀ ହମଲାର ପ୍ରତିବାଦ କରିବା ସହ ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବ୍ୟବସାୟୀ। ଆସନ୍ତା ୧୮ ତାରିଖରେ ସାରା ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ଆହ୍ୱାନ ଦେଇଛି। ବନ୍ଦ ଜରିଆରେ ଆତଙ୍କବାଦୀ ଓ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ୟବସାୟୀ ସଂଘ। ଅଖିଳ ଭାରତୀୟ ବ୍ୟବସାୟୀ ସଂଘର ଆହ୍ୱାନରେ ରାଜ୍ୟରେ ମଧ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଆହ୍ୱାନ […]

  • Friday, 16 July 2021
p11
ଦିନକର ଦରମା ଦେବେ IPS

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ ହମ୍‌ଲାରେ ସହିଦ୍‌ ହୋଇଥିବା ପରିବାରକୁ ସହାୟତା ପାଇଁ ହାତ ବଢ଼ାଇଛି ଓଡ଼ିଶା IPS ସଂଘ। ସହିଦଙ୍କ ପରିବାରକୁ ଦିନକର ଦରମା ଦେବାକୁ ନିଷ୍ପତ୍ତି ନେଇଛି ସଂଘ। ଏହି ଅର୍ଥ CRPF […]

  • Friday, 16 July 2021
mela byasa sarobar
ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଛି ବ୍ୟାସ ସରୋବର ମେଳା

ଯାଜପୁର  : ଯାଜପୁର ବ୍ୟାସନଗର ସହରର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଛି ବ୍ୟାସ ସରୋବର ମେଳା। ପୌର ପରିଷଦ ପକ୍ଷରୁ ପବିତ୍ର  ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ଏହି ମେଳା ଓ ମହୋତ୍ସବ। ମନ୍ଦିରରେ ୧୧ ଦିନ ଧରି ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା ଚାଲିବ। ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସି ଠାକୁରଙ୍କ ଦର୍ଶନ କରିବା ସହିତ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜନ […]

  • Friday, 16 July 2021
file
ଅନୁକମ୍ପାମୂଳକ ସହାୟତା ରାଶି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ପୁଲୱାମାରେ ସହିଦ୍‌ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାର ଲାଗି ଅନୁକମ୍ପାମୂଳକ ସହାୟତା ରାଶି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଦୁଇ ସହିଦ୍‌ଙ୍କ ପିଲାମାନଙ୍କ ପାଠ ପଢ଼ା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ସେହିପରି ଦୁଇ ସହିଦ୍‌ଙ୍କ ଗାଁକୁ ଆଦର୍ଶ ପଞ୍ଚାୟତ କରାଯିବା ସହିତ ସହିଦ୍‌ଙ୍କ ସ୍କୁଲକୁ ସେମାନଙ୍କ ନାମରେ ନାମିତ କରାଯିବ […]

  • Friday, 16 July 2021
tt
ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲରେ ୨ ମିନିଟ୍‌ ନିରବ ପ୍ରାର୍ଥନା

ଭୁବନେଶ୍ୱର : କାଶ୍ମୀରର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନରେ ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍‌ର ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଦିନ ୧୧ଟା ସମୟରେ ଏକକାଳୀନ ରାଜ୍ୟବ୍ୟାପୀ ଏହି ନିରବ ପ୍ରାର୍ଥନା କରାଯିବ। ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା ସହିଦ୍ ହୋଇଥିଲେ। ଦୁଇ ସହିଦ୍‌ଙ୍କ […]

  • Friday, 16 July 2021
otv 4
ଓଟିଭି ନେଟଓ୍ୱର୍କ ମୁଖ୍ୟ କାର୍ଯ୍ୟାଳୟରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପଟିଆ ସ୍ଥିତ ଓଟିଭି ନେଟଓ୍ୱର୍କ ମୁଖ୍ୟ କାର୍ଯ୍ୟାଳୟରେ ଓଟିଭି, ତରଙ୍ଗ, ପ୍ରାର୍ଥନା ଚ୍ୟାନେଲର ଅଧିକାରୀ ଓ କର୍ମକର୍ତ୍ତା କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଏ ବର୍ବର କାଣ୍ଡକୁ କଡ଼ା ନିନ୍ଦା କରାଯିବା ସହ ସହିଦ୍‌ ଯବାନଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆଯାଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ଦୁଇ ଓଡ଼ିଆ ଏବଂ ସମସ୍ତ ଯବାନଙ୍କ […]

  • Friday, 16 July 2021
congress-screening-
କଂଗ୍ରେସର ପ୍ରାର୍ଥୀ ଖୋଜା କସରତ ; ନେତା ଓ କର୍ମୀଙ୍କ ମତ ନେଲା ସ୍କ୍ରିନିଂ କମିଟି

ଭୁବନେଶ୍ୱର: ଲଗାତର ତୃତୀୟ ଦିନ ପାଇଁ ରାଜ୍ୟ କଂଗ୍ରେସ୍‌ ମୁଖ୍ୟାଳୟରେ ଦଳୀୟ ତୁଙ୍ଗ ନେତା ଓ ଆଶାୟୀ ପ୍ରାର୍ଥୀଙ୍କର ଲାଗିଛି ଗହଳି ଚହଳି। ଆଉ ଏପଟେ ଜୟପୁରରେ ବି ଜୟପୁର ଓ କୋରାପୁଟ ଲାଗି ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ମୁଡ୍‌ରେ ଥିବା କଂଗ୍ରେସ୍‌ ଦଳ ଆଜି ପ୍ରଥମ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ଶେଷ କରିଛି। ତିନି ଦିନ ଧରି କଂଗ୍ରେସ୍‌ […]

  • Friday, 16 July 2021
o
ଓଡ଼ିଶାରୁ ରାଜସ୍ଥାନକୁ ଚାଲାଣ ହେଉଛନ୍ତି ଓଡ଼ିଆ ଯୁବତୀ

ଭୁବନେଶ୍ୱର : ଓଡ଼ିଶାରୁ ରାଜସ୍ଥାନ। ଚାଲିଛି ଯୁବତୀ ଚାଲାଣ। ସୁନ୍ଦରଗଡ଼ ଲାଠିକଟାର ନାବାଳିକା ରାଜସ୍ଥାନର ଝୁନ୍‌ଝୁନ୍‌ରୁ ଉଦ୍ଧାର ହେବା ମାମଲା ହେଉ କି ସମ୍ବଲପୁରର ଅପହୃତ ଯୁବତୀ ରାଜସ୍ଥାନରୁ ଉଦ୍ଧାର ଘଟଣା। ଏହି ଦୁଇ ଦୁଇଟି ଘଟଣା ରାଜ୍ୟରେ ଯୁବତୀ ଚାଲାଣ ରାକେଟ ସକ୍ରିୟ ଥିବା ସ୍ପଷ୍ଟ କରିଛି। ଏପଟେ ସୁନ୍ଦରଗଡ଼ ଲାଠିକଟାର ନାବାଳିକା ଗର୍ଭବତୀ ଥିବାରୁ ତାଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ ସିଡବ୍ଲୁସି ଦିଲ୍ଲୀ ଶିଶୁ ମଙ୍ଗଳ କମିଟିକୁ ଚିଠି ଲେଖିଛି। ଚିଠି ମୁତାବକ ନାବାଳିକାଙ୍କୁ […]

  • Friday, 16 July 2021
cctv-2
ରାଜଧାନୀରେ ବଢୁଛି ଗୁଣ୍ଡାରାଜ ; ସିସିଟିଭିରେ କଏଦ୍‌ ଭିଜୁଆଲ୍‌

ଭୁବନେଶ୍ୱର : ରାଜଧାନୀରେ ବଢୁଛି ଅପରାଧ। ସଂଗଠିତ ଅପରାଧର ଚିତ୍ର କଏଦ ହୋଇଛି ସିସିଟିଭିରେ। ଥାନାରେ ଅଭିଯୋଗ ହୋଇଛି ହେଲେ। ଦୁର୍ବୃତ୍ତଙ୍କ ଟେର ପାଉନି କମିଶନରେଟ୍ ପୁଲିସ। ଭୁବନେଶ୍ୱରର ୩ଟି ସ୍ଥାନରେ ଘଟିଥିବା ଅପରାଧର ସିସିଟିଭି ଫୁଟେଜ୍‌ରୁ ପୁଲିସ୍‌ର ନଜରକୁ ଆସିଛି କିଛି ଘଟଣା। ଜାଗମରାସ୍ଥିତ ଏକ ଟ୍ରାଭେଲ ଏଜେନ୍ସି ଭିତରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ। ମଦ୍ୟପାନ କରି ଗାଳି ଗୁଲଜ କରିବାକୁ ବିରୋଧ କରିବାରୁ ଟ୍ରାଭେଲ ଏଜେନ୍‌ସି କର୍ମଚାରୀଙ୍କୁ ଅଫିସ୍ ଭିତରେ ପଶି […]

  • Friday, 16 July 2021
naveen
୨ ଓଡ଼ିଆ ସହିଦ୍‌ଙ୍କ ପରିବାରଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨ ଓଡ଼ିଆ ସହିଦ୍‌ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସହିଦ୍‌ଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ସହିଦ୍‌ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ଏବଂ ସହିଦ୍‌ଙ୍କ ମା’ ଓ ପତ୍ନୀଙ୍କ ସହ ମଧ୍ୟ ଟେଲିଫୋନ୍‌ରେ କଥା ହୋଇଛନ୍ତି ନବୀନ। ଆଜି ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ସହିଦ୍‌ଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି।

  • Friday, 16 July 2021
congress screening
ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଆସନ୍ତା ୨୫ ସୁଦ୍ଧା କଂଗ୍ରେସର ବିଧାନସଭା ଓ ଲୋକସଭା ସମସ୍ତ ପ୍ରାର୍ଥୀ ତାଲିକା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସିଙ୍କୁ ଦିଆଯିବ। କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ ଭି.ଡି ସାଥିସାନ୍ ଏହି ସୂଚନା  ଦେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ ବୋଲି ସେ କହିଛନ୍ତି। ସେହିପରି ସ୍କ୍ରିନିଂ କମିଟିର ଅନ୍ୟତମ ସଦସ୍ୟ ନୌସାଦ୍ ସୋଲାଙ୍କି […]

  • Friday, 16 July 2021
yoga3
ବାହାଦୁଲ୍‌ ନଗର ଯୁବ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭଣ୍ଡାରୀ ପୋଖରୀ  : ଗତ ଶନିବର ଦିନ ଭଣ୍ଡାରୀ ପୋଖରୀ ବ୍ଲକ୍‌ ଅନ୍ତର୍ଗତ ସାନ ଶାସନ ପଞ୍ଚାୟତ ବାହାଦୂଲ ନଗରର ଯୁବ ସଂଗଠକ ପକ୍ଷରୁ ,ରକ୍ତଦାନ ଶିବିର ଗ୍ରାମ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳୀ ଯୁବ ଭାରତର ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ପିତାମ୍ବର ସାହୁଙ୍କ ସଂଚାଳନରେ ଅନୁଷ୍ଠିତ ଶିବିରକୁ ଭଦ୍ରକ ଅତିରିକ୍ତ ଏସ୍‌ପି  ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପରିଡ଼ା ଉଦ୍‌ଘାଟନ କରିଥିଲେ। ଭଦ୍ରକ ବ୍ଲଡ୍‌ ବ୍ୟାଙ୍କ୍‌ ପକ୍ଷରୁ ଶ୍ରୀ ରବି ନାରାୟଣ ଖୁଣ୍ଟିଆ, ରତିକାନ୍ତ ବଳ […]

  • Friday, 16 July 2021
peetha --1
‘ପିଠା’ କାର୍ଯ୍ୟକ୍ରମ ବେଳେ ଫାୟାରିଂ

ବିନିକା : ବିନିକା ଡୁଙ୍ଗୁରୀପାଲିରେ ‘ପିଠା’ କାର୍ଯ୍ୟକ୍ରମ ବେଳେ ଫାଙ୍କା ଗୁଳି ଚାଳନା। ‘ପିଠା’ ଶିବିରରେ ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଅଚିହ୍ନା ଯୁବକ ଚମ୍ପଟ। ମିଳିଥିବା ସୂଚନା ଅନୁସାରେ, ରାଜୀବ ଭବନରେ ଚାଲିଥିଲା ‘ପିଠା’ କାର୍ଯ୍ୟକ୍ରମ। ତା ଭିତରକୁ ପଶି ଆସିଥିଲା ଏହି ଯୁବକ ଜଣକ। ଏହି ଯୁବକ ଲୋକଙ୍କୁ ଅସୌଜନ୍ୟ ବ୍ୟବହାର କରିବାରୁ ପ୍ରତିବାଦ କରିଥିଲେ ଲୋକେ। ଲୋକଙ୍କୁ ଡ଼ରାଇବାକୁ ପିସ୍ତଲରୁ ଫାଙ୍କା ଗୁଳି ଚଳାଇଥିଲା ସଂପୃକ୍ତ ଯୁବକ।

  • Friday, 16 July 2021
jundice
ବାଲୁଗାଁରେ ଜଣ୍ଡିସ୍ ଆତଙ୍କ

ନୟାଗଡ଼ : ନୟାଗଡ଼ ବାଲୁଗାଁରେ ଜଣ୍ଡିସ୍ ଆତଙ୍କ। ପ୍ରାୟ ୧୦ ଦିନ ହେଲାଣି ଗାଁରେ ୫୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ପିଇବା ଯୋଗୁ ଏହା ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁକୁ ଯୋଗାଣ ହେଉଥିବା ପାଣି ପାଇପ୍ ଅଧିକାଂଶ ସ୍ଥାନରେ ଫାଟି ଯାଇଛି। ସେହିପରି ଯେଉଁ ସ୍ଥାନରୁ ପାଣି ସପ୍ଲାଇ କରାଯାଉଛି, ସେଠାରେ ଦୂଷିତ ପାଣି ଜମା ହୋଇ ରହିଥିବାରୁ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି […]

  • Friday, 16 July 2021
Capture
୭  ବର୍ଷର ଶିଶୁକୁ ୧୦ ଚେଙ୍କ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଦାମଡ଼ାପଡା ଅଞ୍ଚଳରେ ପୁଣି ଚେଙ୍କ ଚିକିତ୍ସା ଘଟଣା ସାମ୍ନାକୁ ଆସିଛି। ଏପରି ଅନ୍ଧବିଶ୍ୱାସର ଶିକାର ହୋଇ ଜଣେ ୭ ବର୍ଷର ପିଲା ଗୁରୁତର ହୋଇପଡ଼ିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ୧୦ଟି ଚେଙ୍କ ଚିହ୍ନ ରହିଛି । କିଛି ଦିନ ପୂର୍ବେ ଅସୁସ୍ଥ ହୋଇପଡିଥିବା ଶିଶୁକୁ ପରିବାର ଲୋକେ ଡାକ୍ତର ନ ଦେଖାଇ ଚେଙ୍କ ଚିକିତ୍ସାର ଆଶ୍ରୟ ନେଇଥିଲେ।  ସେଠାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହାପରେ  ଅବସ୍ଥା ଗୁରୁତର […]

  • Friday, 16 July 2021
hanging death
ଘର ଭିତରୁ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା  : ଖୋର୍ଦ୍ଧା ଜଟଣୀ ଥାନା ଅଞ୍ଚଳରେ ଲଜ୍ଜା। ନବମଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର। ତେବେ ଝିଅଟିକୁ ଦୁଷ୍କର୍ମ ପରେ ହତ୍ୟା କରି ଝୁଲାଇ ଦିଆଯାଇଥିବା ମୃତ ଛାତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି। ପଡ଼ୋଶୀ ଭଡ଼ାଟିଆ ଜଣେ ଯୁବକ ଦୁଷ୍କର୍ମ ପରେ ମାରି ଝୁଲାଇ ଦେଇଥିବା ସେ  ଅଭିଯୋଗ କରିଛନ୍ତି। ଏନେଇ ଜଟଣୀ ଥାନାରେ ଅଭିଯୋଗ ପରେ ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

  • Friday, 16 July 2021
bhadrak
ଝୁଲନ୍ତା ଅବସ୍ଥାରେ ସାନ ଭଉଣୀର ମୃତଦେହ ଉଦ୍ଧାର ,ବିଷ ପିଇ ବଡ଼ ଭଉଣୀ ଗୁରୁତର

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିରେ ଅଭାବନୀୟ ଘଟଣା। ଗାଁର ଲକ୍ଷ୍ମୀଧର ଦାସଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବାପା, ମା’ଙ୍କ ଅନୁପସ୍ଥିତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ପୁଲିସର ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ଏହାପରେ ସାନ ଭଉଣୀ ରୂପା ଦାସ […]

  • Friday, 16 July 2021
nav
ବିଜୁ ଯୁବ ବାହିନୀ ଆଞ୍ଚଳିକ ଯୁବ ସମାବେଶରେ ଯୋଗଦେଲେ ନବୀନ

କନ୍ଧମାଳ  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ନବୀନ ଆଜି ଏହି ଜିଲ୍ଲା ପାଇଁ ମୋଟ ୨୫୦ କୋଟିର ଭିନ୍ନ ଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହାସହ କନ୍ଧମାଳ ଷ୍ଟାଡିୟମ୍‌ରେ ଆୟୋଜିତ ବିଜୁ ଯୁବ ବାହିନୀର ଆଞ୍ଚଳିକ ଯୁବ ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମ, କନ୍ଧମାଳ, ଗଜପତି, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ବିଜୁ ବାହିନୀର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ […]

  • Friday, 16 July 2021
rape
ଖାକିରେ ଲାଗିଲା କଳଙ୍କ ; ଥାନା ଏଏସ୍ଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ବରଗଡ଼ : ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପଦାକୁ ଆସିଛି ଏମିତି ଏକ କଦର୍ଯ୍ୟ ମାନସିକତାର ଚିତ୍ର। ଜଣେ ଥାନା ଏଏସ୍ଆଇ ଓ ଆଉ ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି। ଉଭୟ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ,ନାବାଳିକା ଜଣକ ଟ୍ୟୁସନ୍‌ ସାରି ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିଲା। ପରେ ଉଭୟ ଏଏସ୍ଆଇ ଓ ଯୁବକ ସମ୍ପୃକ୍ତ ଝିଅକୁ ଦୁଷ୍କର୍ମ କରିଥିବା ସୋହେଲା ଥାନାରେ ପୀଡ଼ିତାଙ୍କ […]

  • Friday, 16 July 2021
jogesh-kusum
ସୁନ୍ଦରଗଡ଼ ବିଜେଡିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ

ସୁନ୍ଦରଗଡ଼ : ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ ବିଜେଡି ନେତ୍ରୀ କୁସୁମ୍ ଟେଟେଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ବଢ଼ୁଛି ଗୋଷ୍ଠୀ ବିବାଦ। ଉଭୟେ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ୬ ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ସିଂ ବିଜେଡିରେ ସାମିଲ ହେବା ପରେ ୮ତାରିଖରେ ସୁନ୍ଦରଗଡ଼ରେ ବାଇକ୍ ରାଲି ସହ ବାଣ ଫୁଟାଇ ରାଲି କରିଥିଲେ। ହେଲେ ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ତଥା ସ୍ୱତନ୍ତ୍ର ଉନ୍ନୟନ […]

  • Friday, 16 July 2021
pension
ଅସହାୟଙ୍କ ଭତ୍ତା ଟଙ୍କା ଚଳୁ କରିଦେଲେ ସରକାରୀ ବାବୁ !

ଭୁବନେଶ୍ୱର :  ଭତ୍ତା ଟଙ୍କା ଚଳୁ କରିନେଲେ ସରକାରୀ ବାବୁ। ବିଧବା, ବୃଦ୍ଧ, ଭିନ୍ନକ୍ଷମ କେହି ବି ବାଦ୍‌ ପଡିଲେନି। ଗୋଟିଏ ବର୍ଷର ହିସାବ ରାଜ୍ୟ ସରକାରଙ୍କ ସ୍ୱଚ୍ଛତାର ମୁଖା ଖୋଲିଛି। ୨୦୧୭- ୧୮ ବର୍ଷ ପାଇଁ ହୋଇଥିବା ଲୋକାଲ୍ ଫଣ୍ଡ ଅଡିଟ୍‌ର ରିପୋର୍ଟ ଉପରେ ନଜର ପକାଇଲେ ଜଣାପଡ଼େ ବ୍ଲକ୍‌ ସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଛି।  ବ୍ଲକସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଥିବାର ଏ ତଥ୍ୟରୁ ଜଣାପଡ଼େ।୨୦୧୬-୧୭ ମସିହାରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା […]

  • Friday, 16 July 2021
police
କମିଶନରେଟ୍‌ ପୁଲିସ୍‌ର ଆପୋଷ ଯୋଜନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ସହ ପୁଲିସ୍‌ର ସଂପର୍କ ଯୋଡିବାକୁ ପ୍ରୟାସ। କମିଶନରେଟ୍‌ ପୁଲିସ୍‌ ଦ୍ୱାରା ଆରମ୍ଭ ହେବାକୁ ଯାଉଛି ଆପୋଷ ଯୋଜନା କାର୍ଯ୍ୟକ୍ରମ। ଏଥିରେ ସାମିଲ ହେବେ ବସ୍ତି ଅଂଚଳରେ ରହୁଥିବା ଯୁବକ ଓ କିଶୋର। ବସ୍ତି ଅଂଚଳରେ ଅପରାଧ ରୋକିବା, ଅପରାଧୀଙ୍କ ସଂପର୍କରେ ସୂଚନା ଦେବା, ବସ୍ତିବାସିନ୍ଦାଙ୍କ ସହ ସଂପର୍କ ଯୋଡିବା ଉଦ୍ଦେଶ୍ୟରେ ଏହି ଯୋଜନା କାମ କରିବ। ଏଥିରେ ବସ୍ତିରେ ଥିବା ବିଭିନ୍ନ କ୍ଲବ୍ ମାନଙ୍କୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦେବା ସହ […]

  • Friday, 16 July 2021
chain----2
ମାନସିକ ବିକାରଗ୍ରସ୍ତ ପୁଅକୁ ଚେନ୍‌ରେ ବାନ୍ଧିଛନ୍ତି ପରିବାର ଲୋକ

ଢେଙ୍କାନାଳ : ମାନସିକ ବିକାରଗ୍ରସ୍ତ ପୁଅକୁ ଘରେ ଚେନ୍‌ରେ ତାଲା ପକାଇ ରଖିଛନ୍ତି ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ସାନ୍ଦା ଶାନ୍ତିନଗର ଗାଁର ଅକ୍ଷୟ କୁମାର ପଧାନଙ୍କ ବଡ଼ ପୁଅ ଅନିଲ କୁମାର ପଧାନଙ୍କ ଗୋଡ଼ରେ ଚେନ୍‌ ବାନ୍ଧି ରଖାଯାଇଛି। ୩ ବର୍ଷ ତଳେ ଦେହ ଖରାପ ହେବାରୁ ପରିବାର ଲୋକେ ଚିକିତ୍ସା କରିଥିଲେ। କିନ୍ତୁ ପୁଅର ସ୍ୱାସ୍ଥ୍ୟାବସ୍ଥା ଭଲ ହୋଇନଥିଲା। ଅକ୍ଷୟଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୁଅର ଅଧିକ ଚିକିତ୍ସା କରି ପାରିନଥିଲେ। ଫଳରେ […]

  • Friday, 16 July 2021