• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rain
ପୁଣି ଲଘୁଚାପ, ଆସନ୍ତା ୨୦ ଓ ୨୧ରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ଏସ୍‌ଆରସି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୦ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ […]

  • Tuesday, 20 July 2021
bxb
ଢେଙ୍କାନାଳ ୭ ହାତୀ ମୃତ ଘଟଣାରେ ବିଦ୍ୟୁତ୍ ବିଭାଗକୁ ଦାୟୀ କଲେ PCCF ଓ ମନ୍ତ୍ରୀ

ଢେଙ୍କାନାଳ: ଢେଙ୍କାନାଳ କମଳାଙ୍ଗରେ ୭ ହାତୀଙ୍କ ମୃତ୍ୟୁ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି PCCF ସନ୍ଦୀପ ତ୍ରିପାଠୀ। ଘଟଣାସ୍ଥଳରେ ଓହଳି ପଡ଼ିଥିବା ବିଦ୍ୟୁତ୍‌ ତାରକୁ ନ ଉଠାଇବା ଯୋଗୁ ଏତେ ବଡ଼ ଦୁର୍ଘଟଣା ହୋଇଥିବା କହିଛନ୍ତି ପିସିସିଏଫ୍। ଏ ନେଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି ପିସିସିଏଫ୍। ଟ୍ରାନ୍ସମିଶନ୍‌ ଲାଇନ୍‌କୁ ବି କେବୁଲ୍ କରାଯାଇ ନଥିବା କଥା ଏଥିରେ ଉଲ୍ଳେଖ ହୋଇଛି। ତେବେ ଏନେଇ ଗତବର୍ଷ ଢେଙ୍କାନାଳ ଡିଏଫ୍ଓ ସେସୁକୁ ଜଣାଇଥିଲେ। ହେଲେ […]

  • Tuesday, 20 July 2021
court
ରାଜ୍ୟରେ ଆଇନସେବା ସମ୍ପୂର୍ଣ୍ଣ ଅଚଳ, ଲୋକେ ହନ୍ତସନ୍ତ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅଧିକାଂଶ ଜିଲ୍ଲାରେ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ନା ଆଇନସେବା ମିଳୁଛି, ନା କୌଣସି ମାମଲାର ବିଚାର ହୋଇପାରୁଛି। ହାଇକୋର୍ଟ ଆଇନଜୀବୀଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ହେଉ କିମ୍ବା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି, ଜିଦ୍‌ରେ ଆଇନଜୀବୀ ଅଟଳ ଥିବାରୁ ଦୀର୍ଘ ଦିନ ହେଲାଣି ଅଧିକାଂଶ କୋର୍ଟ ବନ୍ଦ ରହିଛି। ଫଳରେ ଆଇନସେବା ନ ପାଇ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ୨୮ […]

  • Tuesday, 20 July 2021
nukj
ବିଭିନ୍ନ ଦାବି ନେଇ ରାସ୍ତା ଅବରୋଧ କଲେ ୫ ଗାଁର ଚାଷୀ

ଝାରସୁଗୁଡ଼ା: ବିଭିନ୍ନ ଦାବି ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍‌ ସୋଡ଼ାମାଲ ପଞ୍ଚାୟତ ଅଫିସ୍‌ ଆଗରେ ରାସ୍ତା ଅବରୋଧ କରିଛନ୍ତି ୫ଟି ରାଜସ୍ୱ ଗ୍ରାମର ଚାଷୀ। ୨୦୧୬ ମସିହାରେ ମରୁଡ଼ି ଘୋଷଣା ପରେ ବି ଚାଷୀଙ୍କୁ ବୀମା ରାଶି ପ୍ରଦାନ ନ କରାଯିବା ଓ ଚଳିତବର୍ଷ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମରୁଡ଼ି ଘୋଷଣା କରିବା ସହ କୃଷି ଋଣ ଛାଡ଼ କରାଯିବା ଦାବି ନେଇ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଝାରସୁଗୁଡ଼ା ଡେପୁଟି କଲେକ୍ଟର୍‌ ଘଟଣାସ୍ଥଳକୁ […]

  • Tuesday, 20 July 2021
navbin
ବୈଜୟନ୍ତଙ୍କ ଉପରେ ତରବରିଆ କାର୍ଯ୍ୟାନୁଷ୍ଠାନ କାହିଁକି ?

ଭୁବନେଶ୍ୱର: ସି ପ୍ଲେନ୍ ନା ହେଲିକପ୍ଟର ? ଚିଲିକା ଉପରେ କିଏ ଉଡ଼ିଥିଲା ବା ଓହ୍ଲାଇଥିଲା, ଏପର୍ଯ୍ୟନ୍ତ ତା’ର ତଦନ୍ତ ହୋଇନି। କିନ୍ତୁ ପ୍ରଶାସନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା କରି ତରବରିଆ ଭାବେ ଭୁବନେଶ୍ୱର ବିମାନବନ୍ଦରରେ ଥିବା ତାଙ୍କ ହାଙ୍ଗରକୁ ସିଜ୍‌ କରିଛି। ଅନ୍ୟପଟେ ଚିଲିକା ଉପରେ ହେଲିକପ୍ଟର୍‌ ଉଡ଼ିବା ଲାଗି କୌଣସି ପ୍ରତିବନ୍ଧକ ନାହିଁ ବୋଲି ସିଡିଏ କର୍ତ୍ତୃପକ୍ଷ ସୁଶାନ୍ତ ନନ୍ଦ କହିଛନ୍ତି। ସେହିପରି ହେଲିକପ୍ଟର୍‌ ଉଡ଼ାଇବା ଦ୍ୱାରା ଜୈବ ବିବିଧତା […]

  • Tuesday, 20 July 2021
bradha
କାଲିଠୁ ୩ ଦିନ ଯାଏ ବର୍ଷା

ଭୁବନେଶ୍ୱର: କାଲିଠୁ ୩ ଦିନ ଯାଏ ବର୍ଷା ହେବ। ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ତିନି ଯାଏ ବର୍ଷା ସମ୍ବାବନା ରହିଛି। ତେବେ ଏହି ଘୂର୍ଣ୍ଣିବଳୟ ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉପକୂଳରେ କାଲିଠୁ ୩୦ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିବା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍. […]

  • Tuesday, 20 July 2021
bath
ଗାଧୋଉଥିବା ବେଳେ ଫଟୋ ଉଠାଇବାକୁ ନେଇ ମାରପିଟ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଗୋପୀ କାଙ୍କୁବାଡ଼ି ଗ୍ରାମରେ ଫଟୋ ଉଠାଇକୁ ନେଇ ତୁମୁଳ କାଣ୍ଡ ହୋଇଛି। ନଦୀରେ ଗାଧୋଉଥିବା ବେଳେ ମହିଳାଙ୍କ ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କିଛି ମହିଳା ନଦୀରେ ଗାଧୋଉଥିବା ବେଳେ କିଛି ଯୁବକ ସେମାନଙ୍କ ଫଟୋ ଉଠାଇଥିଲେ। ମହିଳାମାନେ ଯୁବକମାନଙ୍କୁ ଫଟୋ ଡିଲିଟ୍ କରିବାକୁ କହିବା ସତ୍ତ୍ୱେ ଯୁବକମାନେ ଫଟୋ ଡିଲିଟ୍ ନକରିବାରୁ ଗଣ୍ଡଗୋଳର ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ […]

  • Tuesday, 20 July 2021
Capture
ବୈଜୟନ୍ତଙ୍କ ହ୍ୟାଙ୍ଗର୍‌ ଓ ହେଲିକପ୍ଟର୍‌ ସିଲ୍ ଘଟଣା: ପୁଲିସ୍‌ର ନୀରବତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର୍‌ ସିଲ୍ ଘଟଣାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ଦେଇଥିବା ରିପୋର୍ଟକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ପୁରୀ ପୁଲିସ୍‌ ପାଖକୁ ପଠାଇ ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା। ରିପୋର୍ଟ ପାଇବା ପରେ ପୁରୀ ପୁଲିସ୍‌ ତା’ର ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସେ ସୂଚନା ଦେଇଛନ୍ତି।  ତେବେ ରିପୋର୍ଟ ପାଇବା ପରେ ପୁରୀ ପୁଲିସ୍‌ […]

  • Tuesday, 20 July 2021
konarka
କାକଟପୁର ମା’ ମଙ୍ଗଳା ପୀଠରେ ଦୂର ହେଲା ଅଚଳାବସ୍ଥା

ପୁରୀ: ୪୮ ଘଣ୍ଟା ପରେ କୋଣାର୍କ କାକଟପୁର ମା’ ମଙ୍ଗଳା ପୀଠରେ ସେବାୟତଙ୍କ ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମଙ୍ଗଳବାର କାକଟପୁର ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ସେବାୟତଙ୍କ ଦାବି ପୂରଣ ନେଇ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଦୁଇ କନଷ୍ଟେବଲ୍‌ଙ୍କ ବଦଳି ସହିତ ସେବାୟତଙ୍କ ଅନ୍ୟ ଦାବି ପୂରଣ ନେଇ ତହସିଲଦାର୍ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଯାଇ ଆନ୍ଦୋଅଳନ ପ୍ରତ୍ୟାହାର ହୋଇଥିଲା। ପ୍ରକାଶ ଥାଉକି, ପୁରୀ ବାଲିଘାଟ ଅଞ୍ଚଳର […]

  • Tuesday, 20 July 2021
odishaassembly.nic.in
ଗୃହ ଆରମ୍ଭରୁ ବିଜେଡିକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସମବାୟ ଦୁର୍ନୀତି ପ୍ରସଙ୍ଗରେ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲା। ସେହିଭଳି ଶାସକ ବିଜେଡି ମଧ୍ୟ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍‌ ଉଡ଼ାଣ ପ୍ରସଙ୍ଗ ଉଠାଇଥିଲା। ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ସୋଶାଲ୍‌ ମିଡିଆରେ ଅପ୍ଲୋଡ୍‌ କରିଥିବା ଭିଡିଓକୁ ପ୍ରସଙ୍ଗ କରିଥିଲା ଶାସକ ବିଡେଜି। ଏହା ସାମ୍ପ୍ରଦାୟିକତା ଏବଂ ଓଡ଼ିଶାର ସ୍ୱାଭିମାନକୁ […]

  • Tuesday, 20 July 2021
jay panda
 ହେଲିକପ୍ଟର୍‌ ଉଡ଼ାଣ ନେଇ ଟୁଇଟ୍‌ରେ ପ୍ରତିକ୍ରିୟା ରଖିଲେ ବୈଜୟନ୍ତ

ଭୁବନେଶ୍ୱର: ହେଲିକପ୍ଟର୍‌ ସିଜ୍ ଘଟଣାରେ ଟୁଇଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।  ସେ ଲେଖିଛନ୍ତି, ଶନିବାର ସେ କେନ୍ଦ୍ରାପଡ଼ାର ନରଡ଼ା ଗ୍ରାମରେ ଜଣେ ଶୋକସନ୍ତପ୍ତ ମାତାପିତାଙ୍କ ଦୁଃଖରେ ସହଭାଗୀ ହେବା ପାଇଁ ହେଲିକପ୍ଟର୍‌ ଉଡ଼ାଇଥିଲେ। ଏବଂ ଯେଉଁ ସମୟରେ ଚିଲିକା ହ୍ରଦରେ ଅବତରଣ କରାଯାଇଥିବା FIRରେ ଅଭିଯୋଗ କରାଯାଇଛି, ସେହି ସମୟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲେ ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି। ଏହାର ଏଟିସି ରେକର୍ଡ ଯାଞ୍ଚ୍‌ କରାଯାଉ […]

  • Tuesday, 20 July 2021
puri
ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

ପୁରୀ: ଚିଲିକା ଉପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉଡ଼ିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଥାନାରେ ଏତଲା ଦେଇଛି ପୁରୀର ସଚେତନ ନାଗରିକ ମଞ୍ଚ। ଏସ୍‌ପିଙ୍କ ଜରିଆରେ ଅରଖକୁଦା ଥାନାରେ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି। ବୈଜୟନ୍ତଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ପାଇଁ ଏତଲାରେ ଆବେଦନ କରାଯାଇଛି। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଅନ୍ୟ କିଛି ନେତାଙ୍କ ନାଁରେ ବି ମାମଲା ରୁଜୁ ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବେଦନ କରାଯାଇଛି। […]

  • Tuesday, 20 July 2021
cda
ସି-ପ୍ଲେନ୍ ଉଡ଼ାଣ ମାମଲା: ସିଡିଏ କର୍ତ୍ତୃପକ୍ଷ କହିଲେ ଏମିତି

ଭୁବନେଶ୍ୱର: ଚିଲିକା ଉପରେ ସି ପ୍ଲେନ୍‌ ଉଡ଼ାଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ-(ସିଡିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଚିଲିକା ଉପରେ ଉଡ଼ାଣ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ନାହିଁ। ଏନେଇ ଡିଜିସିଏ ସ୍ପଷ୍ଟ କହିପାରିବେ। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍‌ ଉଡ଼ାଣ ଘଟଣାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍‌ ଉଡ଼ାଣ ଘଟଣା ବର୍ଷକ ତଳର ବୋଲି କୁହାଯାଉଛି। ସେତେବେଳେ […]

  • Tuesday, 20 July 2021
3
କେଉଁ ଆଧାରରେ ହେବ ମହାନଦୀ ବିବାଦର ଶୁଣାଣି ?

ଟ୍ରିବ୍ୟୁନାଲ୍‌ରେ କେନ୍ଦ୍ରର ଗାଇଡ୍‌ଲାଇନ୍‌ ସ୍ପଷ୍ଟ ନଥିବାରୁ ବର୍ଷିଲା ବିଜେଡି, ବିଜେପି କହିଲା ଗୋଳିଆ ପାଣିରୁ ଫାଇଦା ନେବା ଉଦ୍ଦେଶ୍ୟ

  • Tuesday, 20 July 2021
rat
ଶ୍ରୀଜୀଉଙ୍କୁ ମୂଷା ଭୟ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷା ବିପଦ। ଗର୍ଭଗୃହରେ ଉପଦ୍ରବ କରୁଥିବା ମୂଷାଙ୍କୁ ଧରିବାକୁ ୩ମାସ ହେଲା ଜନ୍ତା ବସାଯାଇଥିବା ବେଳେ ସେଥିରେ ୩ଟି ମୂଷା ପଡ଼ିଛନ୍ତି। ଗର୍ଭଗୃହରେ ମୂଷା କିଛିଦିନ ହେଲା ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀକୁ କାଟି ପକାଇବା ସହ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି କରୁଥିଲେ। ଯାହାକୁ ନେଇ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ଚିନ୍ତିତ ଥିଲେ। ତେବେ ବସା ଯାଇଥିବା ଯନ୍ତାରେ ୩ଟି ମୂଷା ପଡ଼ିବା ପରେ ଏବେ […]

  • Tuesday, 20 July 2021
chasi
ବାଟବଣା ଫସଲବୀମା ଯୋଜନା

ସମ୍ବଲପୁର: ବାଟବଣା ହେଲାଣି ଫସଲବୀମା ଯୋଜନା। ଚାଷୀଙ୍କ ସହ ଖେଳୁଛନ୍ତି ବୀମା କମ୍ପାନୀ ଓ ସରକାରୀ ଅଧିକାରୀ। ଦୁହିଁଙ୍କ କଳିରେ ପେଶି ହୋଇଗଲେଣି ସର୍ବସ୍ୱାନ୍ତ ହୋଇଥିବା ଚାଷୀ। ବୀମାଟଙ୍କା ନ ମିଳିବାରୁ ତାତିଛନ୍ତି ଚାଷୀ। ବାଧ୍ୟ ହୋଇ ସେମାନେ ଆଜି ସମ୍ବଲପୁରରେ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ରାସ୍ତାରେ ଚକାଜାମ୍ କରି ନିଜର ହକ୍ ମାଗିଛନ୍ତି। ଗତବର୍ଷ ମରୁଡ଼ିମାଡ଼ ପରେ ଚାଷ ଜମିରେ ଚକଡ଼ା ପୋକ ଚରି ଯାଇଥିଲେ। ଏଥିପାଇଁ ବରଗଡ଼, ସମ୍ବଲପୁର ସମେତ […]

  • Tuesday, 20 July 2021
dsfsdf
ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ମିଳିଲା ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ମିଳିଛି।  ତାଙ୍କର କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ପାଇଁ ସେ ୩୯ତମ ଶାରଳା ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦକୁ  ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିଭଳି ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ୨ କୃତୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଇଲା ପଣ୍ଡା ସଂଗୀତ […]

  • Tuesday, 20 July 2021
court
୩୦ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବ ହାଇକୋର୍ଟ ବାର୍‌ ଆସୋସିଏସନ୍‌

କଟକ: ଆନ୍ଦୋଳନରେ ଅଟଳ ରହିଲା ଓକିଲ ସଂଘ। କଟକରେ ଆଇନଜୀବୀଙ୍କୁ ମାଡ଼ ଅଭିଯୋଗ ଘଟଣାରେ ସମସ୍ତ ପୁଲିସ୍‌ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଆସନ୍ତା ୩୦ ତାରିଖ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସୂଚନା ଦେଇଛି। ବିବାଦର ସମାଧାନ ଲାଗି ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କୁ ଆସନ୍ତା ୩୦ ତାରିଖ ଯାଏ ଅଲ୍‌ଟିମେଟମ୍ ଦେଇଛି ହାଇକୋର୍ଟ ବାର୍‌ ଆସୋସିଏସନ୍‌। ସଂଘ ସଂପାଦକ କହିଛନ୍ତି, ଏହି ସମୟ ମଧ୍ୟରେ ଯଦି […]

  • Tuesday, 20 July 2021
ଆକାଶ ଛୁଆଁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; କଟକରେ ପେଟ୍ରୋଲ ଦର ଛୁଇଁଲା ୮୧ ଟଙ୍କା

ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି କଟକରେ ପେଟ୍ରୋଲ ଦର ୮୧ ଟଙ୍କା ୨୧ ପଇସା ଥିବା ବେଳେ ଡିଜେଲ ଦର ୭୯ଟଙ୍କା ୪୮ ପଇସା ରହିଛି। ସେହିପରି କୋରାପୁଟରେ ପେଟ୍ରୋଲ ଦର ୮୪ଟଙ୍କା ୩୭ ପଇସା ଥିବା ବେଳେ ଡିଜେଲ ଦର ୮୨ଟଙ୍କା ୬୪ ପଇସା ରେ ପହଞ୍ଚିଛି। ନବରଙ୍ଗପୁରରେ ପେଟ୍ରୋଲ ୮୩ ଟଙ୍କା ୯୭ ପଇସା, ଡିଜେଲ ଦର ୮୨ଟଙ୍କା ୨୫ ପଇସାରେ ପହଞ୍ଚିଛି। ମାଲକାନଗିରିରେ ପେଟ୍ରୋଲ ୮୪ଟଙ୍କା […]

  • Tuesday, 20 July 2021
dfg
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। କ୍ୟାମେରା ଡ୍ରୋନ୍ ଉଡ଼ାଉଥିବା ୮ ଯୁବକଙ୍କୁ ପୁଲିସ୍ ଅଟକ ରଖିଛି। ଏମାର ମଠ ଛାତ ଉପରେ ୮ ଜଣ ଯୁବକ ଡ୍ରୋନ୍ ଉଡ଼ାଉଥିବା ଅଭିଯୋଗ ହୋଇଛି। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ସର୍ଟ ଫିଲ୍ମ ପାଇଁ ସେମାନେ ଡ୍ରୋନ୍ ଉଡ଼ାଇଥିବା ସୂଚନା ମିଳିଛି।  ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ବ୍ୟାନ୍ ହୋଇଛି।

  • Tuesday, 20 July 2021
baijayant panda
ଚିଲିକାରେ ସି ପ୍ଲେନ୍‌ ଅବତରଣ ପ୍ରସଙ୍ଗ: FIR ଓ ଏୟାରପୋର୍ଟ ରେକର୍ଡ୍ସରେ ତାଳମେଳ ନାହିଁ

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ହେବା ଘଟଣା ପରେ ବହୁ ସଂଖ୍ୟକ ଟ୍ୱିଟର ୟୁଜର୍‌ ସେମାନଙ୍କ ମତାମତ ରଖିଛନ୍ତି। ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଅବତରଣ ଘଟଣାକୁ ନେଇ FIR ଓ ଏୟାରପୋର୍ଟ ରେକର୍ଡସ୍‌ରେ ତାଳମେଳ ନାହିଁ ବୋଲି ଜଣେ ଟ୍ୱିଟର ୟୁଜର କହିଛନ୍ତି। ଏହି ଘଟଣାକୁ ନେଇ ଟ୍ୱିଟର ୟୁଜର ଜଣକ କହିଛନ୍ତି ‘FIRରେ ଉଲ୍ଲେଖ ଯେ, ସେପ୍ଟେମ୍ବର ୧୫ ତାରିଖରେ ଦିନ ୧ଟା ୩୦ରେ ଚିଲିକାରେ ହେଲିକପ୍ଟର ଅବତରଣ କରିଥିଲା। […]

  • Tuesday, 20 July 2021
imfa-hangar
ପଦାରେ ପଡ଼ିଲା ସରକାରଙ୍କ ଷଡ଼ଯନ୍ତ୍ର, ବୈଜୟନ୍ତଙ୍କୁ DGCAଙ୍କ କ୍ଲିନ୍‌ଚିଟ୍‌

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍‌ ଓ ୩ ହେଲିକପ୍ଟର୍‌ ସିଜ୍ ନେଇ ସରକାରଙ୍କ ଷଡ଼ଯନ୍ତ୍ର ପଦାରେ ପଡ଼ିଛି। ବୈଜୟନ୍ତଙ୍କ ହେଲିକପ୍ଟର୍‌ ଉଡ଼ାଣରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ଦେଇଛନ୍ତି ଡିଜିସିଏ। ଗତମାସ ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଚିଲିକା ଉପରେ ବିପଦଜନକ ଭାବେ ଉଡ଼ିଥିବା ଅଭିଯୋଗ ଆଣି ପୁରୀ ପୁଲିସ୍ ଭୁବନେଶ୍ୱର ଏୟାର୍‌ପୋର୍ଟରେ ଥିବା ତାଙ୍କ ହ୍ୟାଙ୍ଗର୍‌ ସମେତ ୩ଟି ଯାକ ହେଲିକପ୍ଟର୍‌କୁ ସିଲ୍ କରିଥିଲେ। ତେବେ ଡିଜିସିଏ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତପକ୍ଷଙ୍କୁ […]

  • Tuesday, 20 July 2021
Odisha CM
ବକୁଳ ବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ବକୁଳ ବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏଥିପାଇଁ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବକୁଳ ବନର ପରିବେଶ ଓ ଐତିହ୍ୟକୁ ଦୃଷ୍ଟିରେ ରଖି ଏଠାରେ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଓଡ଼ିଆ […]

  • Tuesday, 20 July 2021
iStock
ବନ୍ଧୁ ସାଜିଲା ବୈରୀ

ବ୍ରହ୍ମପୁର: ସାମାନ୍ୟ ବଚସାକୁ ନେଇ ସାଙ୍ଗର ତଣ୍ଟି ଚିପି ହତ୍ୟା କଲେ ୨ ସାଙ୍ଗ। ଏଭଳି ଅଭିଯୋଗ ଆସିଛି ଭଞ୍ଜନଗର ବଡ଼ଗଡ଼ ଥାନା ଏକଲପୁର ଗାଁରୁ। ମୃତକ ହେଲେ ସେହି ଗାଁର ସୀତାରାମ। ସୂଚନା ଅନୁସାରେ, ସାଙ୍ଗ ଜିତୁ ରାଉତ ଓ ଜିଲୁ ନାୟକଙ୍କ ସହିତ କୌଣସି ଏକ କାରଣକୁ ନେଇ ସୀତାରାମଙ୍କ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଜିତୁ ଓ ଜିଲୁ ଅତର୍କିତ ଭାବେ ସୀତାରାମଙ୍କ ତଣ୍ଟି ଚିପିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପରେ […]

  • Tuesday, 20 July 2021
car
ଦୀପାବଳି ବାଣଫୁଟା ପାଇଁ ସର୍କୁଲାର ଜାରି

ଭୁବନେଶ୍ୱର: ବାଣ ଫୁଟା କଟକଣା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ କଡ଼ାକଡ଼ି ପାଳନ କରାଯିବ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦୀପାବଳି ବାଣଫୁଟା ପାଇଁ ରାଜ୍ୟରେ ସର୍କୁଲାର ଜାରି କରାଯାଇଛି। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାତ୍ର ୨ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିବ ବୋଲି ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। କଟକ ପୁଲିସ୍‌ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସମ୍ବେଦନଶୀଳ ଜାଗାରେ ବାଣ ଫୁଟାଇବାକୁ କଡ଼ାକଡ଼ି ବାରଣ କରାଯାଇଛି। ଗୋଟିଏ […]

  • Tuesday, 20 July 2021