• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

temple
ନଦୀରୁ ମିଳିଲା ପୁରାତନ ମନ୍ଦିରର ଅଂଶବିଶେଷ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଅଯୋଧ୍ୟା ଗ୍ରାମ ଦେଇ ଯାଇଥିବା ସୋନ ନଈରୁ ମିଳିଛି ପୁରାତନ ମନ୍ଦିରର ଅଂଶ ବିଶେଷ। ପୂର୍ବରୁ ଏହି ଅଞ୍ଚଳର ଅନେକ ସ୍ଥାନରୁ ବୌଦ୍ଧ, ଜୈନ ଓ ଶୈବ କିର୍ତ୍ତିରାଜି ମିଳିଥିଲା। ମାଛ ଧରିବା ଲାଗି ଜାଲ ବିଛାଇଥିବା ବେଳେ କିଛି ମତ୍ସ୍ୟଜୀବୀ ମନ୍ଦିରର ଗୋମୁଟ ଦେଖିବାକୁ ପାଇଥିଲେ। ଏ ନେଇ ଖବର ପାଇବା ପରେ ଗାଁ ଲୋକେ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ସହାୟତାରେ ଏହାର ଖନନ […]

  • Tuesday, 20 July 2021
home
ପୁଣି ଦୁଇଦିନ ରିମାଣ୍ଡରେ ଗଲା ରେହମାନ୍‌

ଢେଙ୍କାନାଳ: ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ କେଳେଙ୍କାରୀର ଗୁମର ଖୋଲୁଛି। ଏହି ଘଟଣାରେ ସେଲ୍‌ଟର୍‌ ମୁଖ୍ୟ ଫୟାଜ ରେହମାନ୍‌କୁ ଆଉ ଦୁଇଦିନ ରିମାଣ୍ଡରେ ନେଇଛି ପୁଲିସ୍‌। ପୂର୍ବରୁ ଦୁଇଦିନ ରିମାଣ୍ଡରେ ନେଇଥିଲା ଢେଙ୍କାନାଳ ପୁଲିସ୍‌। ଆଜି ରିମାଣ୍ଡ ସମୟ ସରିବା ପରେ ରେହମାନକୁ କୋର୍ଟରେ ହାଜର କରାଯାଇଛି। ଢେଙ୍କନାଳ ଏସପି ସନ୍ତୋଷ ନାୟକ କହିଛନ୍ତି, “ସେଲଟର୍‌ ହୋମ ପକ୍ଷରୁ ବିଭିନ୍ନ ସୂତ୍ରରୁ ବାର୍ଷିକ ପ୍ରାୟ ୧୬କୋଟି ଟଙ୍କା ସଂଗ୍ରହ କରାଯାଉଛି। ଏଥିରୁ ପ୍ରାୟ ୧୪/୧୫ କୋଟି ଟଙ୍କା […]

  • Tuesday, 20 July 2021
dhana
ମୟୂରଭଞ୍ଜ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଯାଇ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି। ଏଥିରେ ୭ ହଜାର ୪୫୩ ମହିଳା ଏସ୍‌ଏଚ୍‌ଜିକୁ ୧୫ ହଜାର ଟଙ୍କା ଲେଖାଏ ସିଡ୍ ମନି ଦିଆଯାଇଛି। ଏହା ସହିତ ୧୨ଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୨୫ ଲକ୍ଷ  ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଛି। କେବେ ସେତିକି ନୁହେଁ ୭ ହଜାରରୁ ଅଧିକ ମହିଳା ଏସ୍‌ଏଚ୍‌ଜିକୁ ଡିଜିଟାଲ୍ ସଶକ୍ତିକରଣ ପାଇଁ ୩ ହଜାର ଟଙ୍କା ଲେଖାଏ ଦିଆଯାଇଛି। ଏହି ଗସ୍ତ […]

  • Tuesday, 20 July 2021
nuapada
ଧାନ କିଣାରେ ଅନିୟମିତତା: କାଣ୍ଟଛାଣ୍ଟରେ ଚାଲିଛି ଶୋଷଣ

ନୂଆପଡ଼ା: ଧାନ କିଣା ନେଇ ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ଅନିୟମତତା ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ଖୋଲାଯାଇଥିବା ୬୧ଟି ମଣ୍ଡି ମଧ୍ୟରୁ ଅଧିକାଂଶ ସ୍ଥାନରେ ଧାନର ଏଫଏକ୍ୟୁକୁ ନେଇ ଦେଖାଦେଇଛି ବିବାଦ। ମିଲର୍‌ ଚାଷୀଙ୍କଠାରୁ ଧାନ କିଣୁନଥିବା ବେଳେ ଯେଉଁ ସ୍ଥାନରେ ଧାନ କିଣା ଯାଉଛି ସେଠି କାଣ୍ଟଛାଣ୍ଟ ହେଉଥିବା ଅଭିଯୋଗ ହୋଇଛି। ନୂଆପଡ଼ା ତୋରବଡ଼ ଧାନମଣ୍ଡିରେ ପଡ଼ରହିଛି ଶହ ଶହ ବସ୍ତା ଧାନ। ତିନି ଦିନ ଧରି ଧାନ ବିକିବା ଲାଗି ଅପେକ୍ଷାରେ ରହିଛନ୍ତି […]

  • Tuesday, 20 July 2021
atm
ଲୁଟି ନପାରି ଏଟିଏମ୍‌ ମେସିନ୍‌ ଭାଙ୍ଗିଦେଲେ

କେନ୍ଦୁଝର: ଏଟିଏମ୍‌ରୁ ଲୁଟିବାକୁ ଆସିଥିଲେ, ହେଲେ ଲୁଟି ନପାରି ଭାଙ୍ଗି ଦେଇ ଚାଲିଗଲେ। ଏମିତି ଘଟଣା ଘଟିଛି, କେନ୍ଦୁଝର ଜିଲ୍ଳା ତୁରୁମୁଙ୍ଗା ଥାନା ଖିରିଇଟାଙ୍ଗିରେ। ସ୍ଥାନୀୟ ଏନ୍ଏଚ୍ ୪୯ କଡ଼ରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏଏମ୍‌କୁ ପୂରା ଭାଙ୍ଗି ଦେଇଛନ୍ତି ଦୁବୃର୍ତ୍ତ। ମିଳିଥିବା ସୂଚନା ମୁତାବକ ଟିଏମ୍‌ରୁ ଟଙ୍କା ଲୁଟିବାକୁ ଆସିଥିଲେ ଦୁବୃର୍ତ୍ତ। ହେଲେ ଟଙ୍କା ନପାଇ ଏଟିଏମ୍‌କୁ ଭାଙ୍ଗି ଦେଇଛନ୍ତି। ଘଟଣା ପରେ ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି।

  • Tuesday, 20 July 2021
nuapada
ଏମିତି ଚାଲିଛି ବିଜୁ ସ୍ୱାସ୍ଥ୍ୟ ଯୋଜନା: ନବୀନଙ୍କ ପୋଷ୍ଟର ବୟଙ୍କୁ ମିଳିନି ଟଙ୍କାଟେ

ନୂଆପଡ଼ା: ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଉଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମରେ ଦିଆଯାଉଛି ବଡ଼ ବଡ଼ ବିଜ୍ଞାପନ। ହେଲେ ବାସ୍ତବ ଚିତ୍ର ଅଲଗା। ଏମିତିକି ବିଜ୍ଞାପନରେ ପୋଷ୍ଟର ବୟ ସାଜିଥିବା ନୂଆପଡ଼ା ଜିଲ୍ଲା ଭେଲା ଗାଁର ହୃଦରୋଗୀ ଲକ୍ଷ୍ମଣ କୁମାରଙ୍କୁ ଟଙ୍କାଟିଏ ବି ମିଳି ନ ଥିବା ସେ ଅଭିଯୋଗ ଆଣିଛନ୍ତି । ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ସରକାର ସବୁ ସୁବିଧା ଯୋଗାଇଥିବା ନେଇ ବିଜ୍ଞାପନରେ ତାଙ୍କ ଫଟୋ ଛାପିଥିଲେ। ହେଲେ […]

  • Tuesday, 20 July 2021
burla
କୁଳପତିଙ୍କ ଅଜବ ନୋଟିସ୍‌: ରାସ୍ତାରେ ଛିଡ଼ା ହୋଇ କଥା ହୋଇପାରିବେନି ଛାତ୍ରଛାତ୍ରୀ

ସମ୍ବଲପୁର: ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଏକ ଅଜବ ନୋଟିସ୍ ଜାରି କରିଛନ୍ତି। ନୋଟିସ୍‌ ଅନୁସାରେ ରାସ୍ତାକଡ଼ରେ ଛିଡ଼ା ହୋଇ ଛାତ୍ରଙ୍କ ସହ କୌଣସି ଛାତ୍ରୀ କଥାବାର୍ତ୍ତା କରିପାରିବେ ନାହିଁ। ରୋହିଣୀ ଛାତ୍ରୀ ନିବାସର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ୍ ଜାରି କରାଯାଇଛି। ଏହାସହ ନୋଟିସରେ ଦର୍ଶାଯାଇଛି ଯେ, ଯଦି କେହି କଟକଣା ମାନିବେନି ତେବେ ତାଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦଣ୍ଡବିଧାନ ହେବ। ଏନେଇ କୁଳପତିଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଭିସୁଟ୍‌ର ଭାରପ୍ରାପ୍ତ ଡିନ୍ କହିଛନ୍ତି, “ଛାତ୍ରଛାତ୍ରୀମାନଙ୍କ ପାଇଁ ଭଲ ପଦକ୍ଷେପ […]

  • Tuesday, 20 July 2021
dfd
ଟ୍ରକ୍ ଅଟକାଇ ବିଚ୍ ରାସ୍ତାରେ ଚାଳକଙ୍କୁ ହତ୍ୟା

ସୁନ୍ଦରଗଡ଼: ଟ୍ରକ୍ ଅଟକାଇ ବିଚ୍ ରାସ୍ତାରେ ଚାଳକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଭୀମଘାଟି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଚାଳକଙ୍କୁ ହତ୍ୟା  କରିବା ପରେ ମୃତଦେହକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଟ୍ରକ୍ ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ର ତନାଘନା ପରେ ବାରକୋଟ ଅଞ୍ଚଳରୁ ଟ୍ରକ୍ ଜବତ ହୋଇଛି। ତେବେ ଦୁର୍ବତ୍ତ ଫେରାର୍ ଥିବାବେଳେ ପୁଲିସ୍ ତଦନ୍ତ ଜାରି ରଖିଛି।

  • Tuesday, 20 July 2021
bjd
ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ  ଶାସକ ଦଳର ବିରାଟ ସମରସଜ୍ଜାକୁ ନେଇ ଚର୍ଚ୍ଚା

ରାଇରଙ୍ଗପୁର: ଏହା ଗୋଟିଏ ଜିଲ୍ଲା ପରିଷଦ ଉପନିର୍ବାଚନ, ହେଲେ ପ୍ରଚାର କିନ୍ତୁ କୌଣସି ବିଧାନସଭା ନିର୍ବାଚନଠୁ କମ୍ ନୁହଁ। ଆସନ୍ତା ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ଉପ ନିର୍ବାଚନ ପାଇଁ ସ୍ଥାନୀୟ ରାଜନୀତିରେ ସରଗରମ ପରିବେଶ। ଏଥିରେ ନିଜର ପତିଆରା ଦେଖାଇବା ପାଇଁ ଆଣ୍ଠୁଗଣ୍ଠି ଲଗାଇ ଦେଇଛି ଶାସକ ବିଜେଡି। ଜିଲ୍ଲା ପରିଷଦ ଉପନିର୍ବାଚନ ହୋଇଥିଲେ ବି ରାତି ଦିନ ଏକ କରିଦେଇଛନ୍ତି ବିଜେଡିର ମାଳ ମାଳ […]

  • Tuesday, 20 July 2021
abhijit
ମୁକ୍ତ ହେବେ ଅଭିଜିତ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଣାର୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ରଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି। ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ତାଙ୍କୁ କ୍ଷମା ଦେଇ ସାରିଥିବାରୁ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ତେଣୁ ଅଭିଜିତ୍‌ ମୁକ୍ତ ହେବା ରାସ୍ତା ପରିଷ୍କାର ହୋଇଯାଇଛି। […]

  • Tuesday, 20 July 2021
pitha
ନିର୍ବାଚନ ପୂର୍ବରୁ ସରକାରଙ୍କ 'ପିଠା' ପଲିଟିକ୍ସ: ବିରୋଧୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନୂଆ ଯୋଜନା ମାଧ୍ୟମରେ ବିଜେଡି ସରକାର ପ୍ରଚାର ଷ୍ଟ୍ରାଟେଜି ଆପଣାଇଛି। ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନାର ପ୍ରଚାର ଓ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ନୂଆ ସ୍କିମ୍ ‘ପିଠା’। ତେବେ ଗାଁ ଭୋଟ୍ ହାତରୁ ନଖସିବା ଲାଗି ଏହା ଆଉ ଏକ ଚାଲ୍ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିରୋଧୀ କହିଛନ୍ତି, “ସରକାର ବିରୋଧୀ ହାଓ୍ୱାରୁ ବର୍ତ୍ତିବା ପାଇଁ ଏଭଳି ପ୍ରୟାସ କରୁଛି।” ଏବେ ଗାଁ ଗାଁରେ ହେବ […]

  • Tuesday, 20 July 2021
home
ଶେଲ୍‌ଟର ହୋମ୍‌ ବିବାଦ: କାଠଗଡ଼ାରେ ରାଜ୍ୟ ସରକାର

ଭୁବନେଶ୍ୱର: ଢେଙ୍କାନାଳ ବେଲଟିକିରି ଶେଲ୍ଟର୍‌ ହୋମ୍ କେଳେଙ୍କାରୀ ଘଟଣା ପଦାକୁ ଆସିବା ପରେ ସରକାର ତତ୍ପରତା ଦେଖାଇଛନ୍ତି। ଏହି କେଳେଙ୍କାରୀର ଖଳନାୟକ ଫୟେଜ ରେହମାନଙ୍କ ନାଁରେ ନିରୀହ ନାବାଳିକା ଓ ଯୁବତୀଙ୍କ ଧର୍ମପରିବର୍ତ୍ତନ ଅଭିଯୋଗର ତଦନ୍ତ ହେବ ବୋଲି ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜାଗାରେ ଥିବା ଗୁଡ ନ୍ୟୁଜ୍‌ ଇଣ୍ଡିଆର ସେଲ୍ଟର ହୋମ୍‌ ଗୁଡିକରେ ଚଢ଼ଉ ଚାଲିଛି। ଏହି ଚଢ଼ଉ ବେଳେ ଶାଖା ଗୁଡିକ ମଧ୍ୟ ବେଆଇନ ଭାବେ ଚାଲୁଥିବା ତଥ୍ୟ ପଦାକୁ ଆସିଛି। […]

  • Tuesday, 20 July 2021
aabada
ସରିଲା ସ୍ୱତନ୍ତ୍ର ଅବଢ଼ା ପ୍ରସ୍ତୁତି: ଶୀଘ୍ର ଆସିବ ରେଟ୍‌ ଚାଟ୍‌

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଅବଢ଼ାର ଉଚିତ ମୂଲ୍ୟ ଦେବେ ଭକ୍ତ। ମହାପ୍ରସାଦ କିଣିବା ବେଳେ ଆଉ ମନଇଚ୍ଛା ମୂଲ୍ୟ ନିଆଯିବ ନାହିଁ। ରେଟ୍‌ ଚାଟ୍ ଅନୁସାରେ ମୂଲ୍ୟ ପୈଠ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଆନନ୍ଦବଜାରରେ ଏହି ବହୁ ପ୍ରତିକ୍ଷୀତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆରମ୍ଭ ହୋଇଛି ବିଧିବଦ୍ଧ ପ୍ରକ୍ରିୟା। ଅବଢ଼ାର ପ୍ରକୃତ ଦର ନିର୍ଦ୍ଧାରଣ ଲାଗି ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଅବଢ଼ା। ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ସୁଆର ଓ ମହାସୁଆର […]

  • Tuesday, 20 July 2021
simtran
ଆଲବମ୍ ଅଭିନେତ୍ରୀ ସିମ୍‌ରନ୍ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍

ଅଭିନେତ୍ରୀ ସିମ୍‌ରନ୍ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ଅନଶନରେ ବସିଲେ ପରିବାର ଲୋକେ

  • Tuesday, 20 July 2021
jail
ଜେଲ୍ ଭିତରେ କଏଦୀଙ୍କ ଭିଡିଓ ଭାଇରାଲ୍ ଘଟଣାର ତଦନ୍ତ ଆରମ୍ଭ

କଟକ: ଚୌଦ୍ୱାର ଜେଲ୍‌ ଭିତରେ କଏଦୀଙ୍କ ଭିଡିଓ ଭାଇରାଲ ଘଟଣା ପରେ ଜେଲ୍‌ ବିଭାଗର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଦୁଇଟି ଭିନ୍ନ ଭିନ୍ନ ଭିଡିଓରେ ଜେଲ୍‌ ଅନ୍ତେବାସୀଙ୍କ ପାଖରେ ମୋବାଇଲ, ଚାର୍ଜର ସମେତ ନିଶା ବଟିକା ଅତି ସହଜରେ ପହଁଞ୍ଚିପାରୁଥିବା ଜଣାପଡ଼ିଛି। କିଛି ଅନ୍ତେବାସୀଙ୍କୁ ଜେଲ୍‌ରେ ସ୍ୱତନ୍ତ୍ର ସୁବିଧା ଯୋଗାଯାଉଥିବା ମଧ୍ୟ ଭିଡିଓରେ ଅଭିଯୋଗ କରାଯାଇଛି। ସେପଟେ ଜେଲ୍‌ ଭିତରୁ କଏଦୀଙ୍କ ଭିଡିଓ କିପରି ଭାଇରାଲ ହେଲା, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଜେଲ୍‌ ଡିଆଇଜି […]

  • Tuesday, 20 July 2021
dhana
ମଣ୍ଡି ସମସ୍ୟାରେ ଯୁଝୁଛନ୍ତି ଛାଷୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ମଣ୍ଡି ସମସ୍ୟା। ମଣ୍ଡି ଆରମ୍ଭ ହେବାର ୨ ମାସ ପରେ ବି କିଣା ନ ହୋଇ ପଡ଼ି ରହିଛି ବସ୍ତା ବସ୍ତା ଧାନ। ଜିଲ୍ଲାର ୬୨ଟି ମଣ୍ଡିରେ ୩ ଲକ୍ଷ ୪୬ ହଜାର ୨୬୪ ପ୍ୟାକେଟ୍ ଧାନ ପଡ଼ି ରହିଛି। ଏନେଇ ଚାଷୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେପଟେ ମିଲରଙ୍କ ସହ ଆଲୋଚନା […]

  • Tuesday, 20 July 2021
pitha
ଆରମ୍ଭ ହେଲା ଆମ ଗାଁ ଆମ ବିକାଶର ‘ପିଠା ଯୋଜନା’

ଭୁବନେଶ୍ୱର: ଏଥର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ୍‌ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍‌ ବା ‘ପିଠା ଯୋଜନା’। ‘ଆମ ଗାଁ ଆମ ବିକାଶ”ର ଏକ ଉପ ଯୋଜନା ଭାବେ ଏହା କାର୍ଯ୍ୟ କରିବ। ଲୋକଙ୍କୁ ସଶକ୍ତ କରିବା ସହିତ ସରକାରୀ ଯୋଜନାର ସ୍ୱଚ୍ଛତା ବଜାୟ ରଖିବା ତଥା ଉତ୍ତରଦାୟିତ୍ୱ ନିର୍ଧାରଣ କରିବା ପାଇଁ ସରକାର ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି। ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ […]

  • Tuesday, 20 July 2021
puri
ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧନ ଶେଷ

ପୁରୀ: ପୁରୀ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଚାଲିଥିବା ମହାପ୍ରସାଦ ରନ୍ଧନ ସରିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସୁଆର ନିଯୋଗ ସହ ଆଲୋଚନା ପରେ ଦର ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି। ତେବେ ଏ ନେଇ କୌଣସି ସମୟସୀମା ଧାର୍ଯ୍ୟ ହୋଇନଥିବା ବେଳେ ଖୁବଶୀଘ୍ର ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲାଗିବ ବୋଲି ସେ କହିଛନ୍ତି। ସୂଚନା ମୁତାବକ, ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେତେ ଖର୍ଚ୍ଚ […]

  • Tuesday, 20 July 2021
girl
ଶିଶୁ କନ୍ୟାର ହାତ ପାପୁଲି ଛିଡ଼ାଇନେଲା ବାର୍‌ହା

ଖୋର୍ଦ୍ଧା: ଖୋର୍ଦ୍ଧାରେ ଜଙ୍ଗଲୀ ବାର୍‌ହା ଆତଙ୍କ। ଦେଢ଼ ବର୍ଷର ଶିଶୁର ହାତ ପାପୁଲି ଛିଡ଼ାଇ ନେଲା ବାର୍‌ହା। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଦଧିମାଛଗାଡ଼ିଆ ନିକଟରେ। ବାପାମା କ୍ରସରରେ କାମ କରୁଥିବା ବେଳେ ପାଖରେ ତାଙ୍କ ଝିଅ ଖେଳୁଥିଲା। ଏହି ସମୟରେ ଜଙ୍ଗଲି ବାର୍‌ହା ଆସି ଆକ୍ରମଣ କରି ଶିଶୁ କନ୍ୟାର ହାତ ପାପୁଲି ଛିଡ଼ାଇ ନେଇଛି। ଛିଣ୍ଡା ପାପୁଲି ସହ ଶିଶୁ କନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହେଲେ ଅବସ୍ଥା ଗୁରୁତର […]

  • Tuesday, 20 July 2021
shelter home
ପ୍ରଶାସନର ତତ୍ପରତା: ବିଭିନ୍ନ ସେଲ୍ଟର୍‌ ହୋମ୍‌ରେ ଯାଞ୍ଚ

ଢେଙ୍କାନାଳ/ ବାଲେଶ୍ୱର/ଭଦ୍ରକ: ଢେଙ୍କାନାଳ ବେଲଟିକିରି ସେଲ୍ଟର୍‌ ହୋମ୍‌ ଘଟଣା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ଆଜି ସିଡବ୍ଲ୍ୟୁସି ଓ ପୁଲିସ୍‌ ରାଜ୍ୟର ବିଭିନ୍ନ ସେଲ୍ଟର୍‌ ହୋମ୍‌ରେ ଯାଞ୍ଚ କରିଛନ୍ତି। ଉଦଳା ଚୁଳିଆପାଣି ନିକଟରେ ଥିବା ସେଲ୍ଟର ହୋମ୍‌କୁ ପ୍ରଶାସନ ଖାଲି କରିଛି। ସେହିପରି ଛତ୍ରପୁରରେ ଥିବା ସେଲ୍ଟର ହୋମ୍‌କୁ ବି ଖାଲି କରାଯାଇଛି। ଏଠାରେ ରହୁଥିବା ୧୪୪ ଜଣ ଅନ୍ତେବାସୀଙ୍କୁ ବ୍ରହ୍ମପୁରରେ ଥିବା ସିଡବ୍ଲ୍ୟୁସି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁରରେ ଅନ୍ୟ ସବୁ ସେଲ୍ଟର୍ ହୋମ୍‌ରେ ପ୍ରଶାସନର […]

  • Tuesday, 20 July 2021
mahesh
ଧର୍ମେନ୍ଦ୍ରଙ୍କୁ ମହେଶଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ବିଧାନସଭା ଆସନରୁ ଲଢ଼ିବା ଚର୍ଚ୍ଚା ପରେ ଆଜି ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ମହେଶ ସାହୁ। ପାଲଲହଡ଼ାରେ ବର୍ତ୍ତମାନ ବିଧାୟକ ଥିବା ମହେଶ କହିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ଲଢ଼ିଲେ ମୁଁ ସ୍ୱାଗତ କରିବି।” ସେ ଆହୁରି କହିଛନ୍ତି, “ମୁଁ ଯେତିକି ଜାଣିଛି ଧର୍ମେନ୍ଦ୍ର ପ୍ରଧାନ ନା ଲୋକସଭା ନା ବିଧାନସଭା, ଓଡ଼ିଶାର କୌଣସି ସ୍ଥାନରୁ ଲଢ଼ିବେ ନାହିଁ। ଯଦି ଲଢ଼ନ୍ତି, ତେବେ ବିଜେଡି ତାଙ୍କୁ ସ୍ୱାଗତ କରିବ। […]

  • Tuesday, 20 July 2021
shelter home md .
ରିମାଣ୍ଡରେ ଗଲେ ‘ଡାଡି’

ଢେଙ୍କାନାଳ: ଆଜିଠୁ ରିମାଣ୍ଡରେ ଗଲେ ‘ଡାଡି’। ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍‌ଟର୍‌ ହୋମ୍ ନିର୍ଯାତନା ଘଟଣାରେ ଆଜିଠୁ ଦୁଇଦିନ ପାଇଁ ସେଲ୍‌ଟର୍‌ ହୋମ୍ ମୁଖ୍ୟ ଫୟାଜ୍ ରେହମାନ ରିମାଣ୍ଡରେ ଯାଇଛନ୍ତି। କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍‌ଟର୍‌ ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲା ଯୌନ ଶୋଷଣ ଏବଂ ସେଲ୍‌ଟର୍‌ ହୋମ୍‌ରେ କିପରି ଧର୍ମ ପରିବର୍ତ୍ତନ ଚାଲିଥିଲା, ସେସବୁ ଘଟଣା ଉପରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବ ପୁଲିସ୍‌। ଗତକାଲି ସ୍ୱତନ୍ତ୍ର […]

  • Tuesday, 20 July 2021
firing
ପୁଲିସ୍‌-ଅପରାଧୀ ମଧ୍ୟରେ ଗୁଳି ବିନିମୟ

ଜୟପୁର: ଜୟପୁରରେ ପୁଲିସ୍‌-ଅପରାଧୀ ମଧ୍ୟରେ ଗୁଳି ବିନିମୟ। ପାଓ୍ୱାର ହାଉସ୍ ଛକରୁ ଜୟନଗର ମଧ୍ୟରେ ପାଟ୍ରୋଲିଂ ବେଳେ ଗତକାଲି ବିଳମ୍ବିତ ରାତିରେ ଏହି ଗୁଳି ବିନିମୟ ହୋଇଛି। ସୂଚନା ଅନୁସାରେ ଏକ ଗଞ୍ଜେଇ ଚାଲାଣ ଗାଡିକୁ ଏସ୍‌କୋର୍ଟ (ସୁରକ୍ଷା) ଦେବା ନେଇ ଦୁଇଜଣ ଯୁବକ ବାଇକ୍‌ରେ ଯାଉଥିଲେ। ତେବେ ରାସ୍ତାରେ ପୁଲିସ୍‌ ପାଟ୍ରୋଲିଂ ଗାଡିକୁ ଦେଖି ଦୁର୍ବୃତ୍ତମାନେ ପୁଲିସ୍‌ ଉପରକୁ ଗୁଳି ଚଲାଇଥିଲେ। ଯାହାର ପାଲଟା ଜବାବରେ ପୁଲିସ୍‌ ଦୁର୍ବୃତ୍ତଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। […]

  • Tuesday, 20 July 2021
bus
ଜଳିଗଲା ଦୁଇଟି ବସ୍‌

ଢେଙ୍କାନାଳ: ହୁତୁହୁତୁ ହୋଇ ଜଳିଗଲା ବସ୍‌। ଢେଙ୍କାନାଳ ଜିଲ୍ଲା କାଲ୍‌ଟେକ୍ସ ଛକ ନିକଟରେ ୨ଟି ବସ୍‌ ଜଳି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଅନେକ ଦିନ ହେଲା ଏଠାରେ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ୨ଟି ବସ୍‌ରେ ଆଜି ନିଆଁ ଲାଗି ଯାଇଥିଲା।  ବସ୍‌ରେ ନିଆଁ ଲାଗି ଯାଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ତେବେ କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହା […]

  • Tuesday, 20 July 2021