• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Capture--5.....
ଭଉଣୀ ବାହାଘର ଭୋଜି ଖାଇ ଭାଇ ମୃତ

କେନ୍ଦୁଝର: ଭଉଣୀ ବାହାଘର ଭୋଜି ଖାଇ ଆଖି ବୁଜିଲା ଭାଇ । ତାଙ୍କ ଛଡ଼ା ଆଉ ୧୧ ଜଣ ଗୁରୁତର ହୋଇ ପଡିଛନ୍ତି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୂଆଗାଁରେ ଘଟିଛି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର କରାଯାଇଛି । ବାହାଘର ଲାଗି ଦିନକ ପୂର୍ବରୁ ମାନସଙ୍କ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିବା ସହ ଭୋଜିଭାତରେ ସାହି ଭାଇ ଆପାୟିତ ହୋଇଥିଲେ। ହେଲେ ବିଧିର ବିଧାନ ଅଲଗା। ଯେଉଁ ଘର କାଲି […]

  • Tuesday, 20 July 2021
Capture-4..............
ଜୟପୁରରେ ଦୁଇଦିନିଆ ଅର୍ଥନୈତିକ ଅବରୋଧ

କୋରାପୁଟ : ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କ୍ରମଶଃ ତେଜିବାରେ ଲାଗୁଛି। ପ୍ରତିବାଦରେ ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଜୟପୁରରେ ଦୁଇଦିନିଆ ଅର୍ଥନୈତିକ ଅବରୋଧ କରାଯାଇଛି। ସହରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ କମିଟି ପକ୍ଷରୁ ବନ୍ଦ କରାଯାଇଛି। ତେବେ ସହରରେ ଦୋକାନ ବଜାର ଖୋଲା ରହିଛି । କୋରାପୁଟ ଜିଲ୍ଲାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସେପ୍ଟେମ୍ବର ୪ତାରିଖରୁ କମିଟି […]

  • Tuesday, 20 July 2021
Capture-2-.......
ହାତ ଗୋଡ଼ ବାନ୍ଧି ୨୫୦ ଗ୍ରାମ ସୁନା ଲୁଟି ନେଲେ

ଭୁବନେଶ୍ୱର :   ଭୁବନେଶ୍ୱର କାନନବିହାରସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍‌ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଲୁଟେରା ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ଏହାପରେ ସେମାନଙ୍କ ହାତ ଗୋଡ଼ ବାନ୍ଧି ୨୫୦ ଗ୍ରାମର ସୁନା ଅଳଙ୍କାର ଓ ନଗଦ ଟଙ୍କା ମଧ୍ୟ ଲୁଟି ନେଇଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରର ଦାମୀ ଆସବାବପତ୍ର ମଧ୍ୟ ନେଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ […]

  • Tuesday, 20 July 2021
Capture-4-...
ଭୁବନେଶ୍ୱର ହେଲା ‘ପରିଚ୍ଛନ୍ନତା ଓ ପରିବେଶ ବନ୍ଧୁ’   

ଭୁବନେଶ୍ୱର:  ସ୍ମାର୍ଟ ସିଟି ଭୁବନେଶ୍ୱର ପରିଚ୍ଛନ୍ନତା ଏବଂ ପରିବେଶ ବନ୍ଧୁ ଭାବେ ପୁଣି ଥରେ ନିଜ ଯୋଗ୍ୟତା ପ୍ରତିପାଦନ କରିଛି । ଏଥିପାଇଁ ଭୁବନେଶ୍ୱରକୁ ସୋମବାର ନୂଆଦିଲ୍ଲୀରେ ମିଳିଛି ସମ୍ମାନ ଜନକ ସ୍କଚର ରୌପ୍ୟ ଏବଂ କାଂସ୍ୟ ସମ୍ମାନ। ରାଜ୍ୟର ଅଗ୍ରଣୀ ତଥା ସର୍ବବୃହତ ସ୍ୱାୟତ୍ତ ସଂସ୍ଥା ଭାବେ କଠିନ ବର୍ଜ୍ୟ ବସ୍ତୁ ସଂଗ୍ରହ ଏବଂ ପରିବହନ ପାଇଁ ମଧ୍ୟ ଭୁବନେଶ୍ୱରକୁ ମିଳିଛି ରୌପ୍ୟ ଉପାଧି। ସହରରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଏବଂ ପରିଚାଳନା ନିମନ୍ତେ ସ୍ୱଚ୍ଛ […]

  • Tuesday, 20 July 2021
train
ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନ୍‌ ରହଣି ଦାବିରେ ରେଳରୋକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ସଇଁତଳା ଷ୍ଟେସନ୍‌ରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନ୍‌ ରହଣି ଦାବିରେ ଆଜି ରେଳରୋକ କରାଯାଇଛି। ସଇଁତଳା ବିକାଶ ପରିଷଦ ଓ ଜନସାଧାରଣଙ୍କ ପକ୍ଷରୁ ଏହି ରେଳରୋକ କରାଯାଇଛି। ଆନ୍ଦୋଳନକାରୀମାନେ ସଇଁତଳା ଷ୍ଟେସନ୍‌ରେ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସକୁ କିଛି ସମୟ ପାଇଁ ଅଟକାଇ ଦେଇଥିଲେ । ପରେ ଆନ୍ଦୋଳନକାରୀ ଅଟକାଇ ଥିବା ଟ୍ରେନକୁ ଛାଡ଼ିଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି।

  • Tuesday, 20 July 2021
Capture-3....
ଝାଡୁ ଧରି ମହିଳାଙ୍କ ବିକ୍ଷୋଭ

ବାଲେଶ୍ୱର : ଗାଁରେ ବିକ୍ରି ହେଉଛି ଦେଶୀ ମଦ। ଏହାର ବିକ୍ରି ବନ୍ଦ ନିମନ୍ତେ ଦୀର୍ଘ ଦିନର ଦାବି ସତ୍ତ୍ୱେ କୌଣସି ପଦେକ୍ଷପ ନେଉନି ପୁଲିସ, ଅବକାରୀ ବିଭାଗ। ଶେଷରେ ଏଥିରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଲେ ମହିଳାମାନେ। ସେମାନ ହାତରେ ଝାଡୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମଦ ବିକ୍ରି ବନ୍ଦ ଦାବି କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ସଦର ବ୍ଲକ ଅଧୀନ କୁଡ଼ଇା ଗାଁର ମହିଳାମାନଙ୍କୁ […]

  • Tuesday, 20 July 2021
Capture--2.........
ହାଇ ପରଫରମାନ୍ସ କ୍ରୀଡ଼ା ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୪ଟି କ୍ରୀଡ଼ା ହାଇ ପରଫରମାନ୍ସ ଏକାଡେମୀର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଏକାଡେମୀର ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ, ବ୍ୟାଡମିଣ୍ଟନ କୋଚ୍ ପି.ଗୋପିଚାନ୍ଦ ଉପସ୍ଥିତ ରହିଥିଲେ। ଏହି ୪ଟି ଏକାଡେମୀରେ ଭାରଉତ୍ତୋଳନ, ବ୍ୟାଡମିଣ୍ଟନ, ଫୁଟବଲ୍ ଏବଂ ସ୍ପୋଟର୍ସ ମ୍ୟାନେଜମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନଠାରୁ ଏହି ସବୁ ଏକାଡେମୀ ପାଇଁ ଖେଳାଳି ଚିହ୍ନଟ କରାଯାଇ ପ୍ରଶିକ୍ଷଣ ଦିଆଯିବ। ଏକାଡେମୀ ଉଦ୍‌ଘାଟନ […]

  • Tuesday, 20 July 2021
Capture-1......
ପାଣି ପଞ୍ଚାୟତରେ ଆର୍ଥିକ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର : ପାଣି ପଞ୍ଚାୟତରେ ବ୍ୟାପକ ଆର୍ଥିକ ଅନିୟମିତତା ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ଆବେଦନକାରୀ ଆଇନଜୀବୀ ବିନୟ ନୃସିଂହ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଏଇ ନୋଟିସ୍  ଦେଇଛନ୍ତି । ୨୦୦୨ ମସିହାରେ ଜଳସେଚନ ସୁପରିଚାଳନା ପାଇଁ ଓଡ଼ିଶା ପାଣି ପଞ୍ଚାୟତ ଆଇନ ୨୦୦୨ ପ୍ରଣୟନ କରାଯାଇଥିଲା । ଏହି ଆଇନ୍ ଅନୁଯାୟୀ, ରାଜ୍ୟବ୍ୟାପୀ ୩୦ ହଜାର ପାଣି ପଞ୍ଚାୟତ ଗଠନ କରାଯାଇଥିଲା । ତେବେ ପାଣି […]

  • Tuesday, 20 July 2021
hailstones
କଟକରେ କୁଆପଥର ବର୍ଷା

କଟକ: କଟକ ଜିଲ୍ଲା ବାଙ୍କୀ ଓ ନରସିଂହପୁର ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ କୁଆପଥର ବର୍ଷା ହୋଇଛି। ସଂଧ୍ୟାରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। ଏତେ ବଡ଼ ବଡ଼ କୁଆପଥର ବର୍ଷିଥିଲା ଯେ ଲୋକେ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ଗୋଟିଏ ଗୋଟିଏ କୁଆପଥର ୨ ଶହ ଗ୍ରାମ୍‌ରୁ ପାଖାପାଖି ୧ କିଲୋ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ନରସିଂହପୁର ଅଞ୍ଚଳରେ ମଧ୍ୟ ପ୍ରବଳ କୁଆପଥର ବର୍ଷା […]

  • Tuesday, 20 July 2021
congress
ନିର୍ବାଚନ ପାଇଁ କଂଗ୍ରେସର ଜୋରଦାର କସରତ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା ଲାଗି କଂଗ୍ରେସ ଜୋରଦାର କସରତ ଚଳାଇଛି। ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସି ବାରିପଦା ଓ ସମ୍ବଲପୁରରେ ଆଶାୟୀଙ୍କ ସହ AICC ସ୍କ୍ରିନିଂ କମିଟି ଆଲୋଚନା କରିଛି। ଆଜି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥୀସାନ୍  ବାଲେଶ୍ୱର, ଭଦ୍ରକ ଲୋକସଭା ଏବଂ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ସ୍କ୍ରିନିଂ କମିଟି […]

  • Tuesday, 20 July 2021
jaga1-750x420
ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜମାନ କରୁଥିବା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହୋଇଛି। ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ପରେ ଏହି ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଶ୍ରୀଜିଉଙ୍କ ଘୋଷଯାତ୍ରା ବେଳେ […]

  • Tuesday, 20 July 2021
gs
ରାଜ୍ୟ ସରକାରଙ୍କ ଶିଳ୍ପାୟନ ପ୍ରୟାସ୍ ଫେଲ୍

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ହୋଇଥିବା ୩୦୧ଟି ଏମଓୟୁ ମଧ୍ୟରୁ କାର୍ଯ୍ୟକାରୀ ହୋଇଛି ମାତ୍ର ୫୧ଟି। ତେବେ ଏଥିରୁ ୧୦ଟି ସଂସ୍ଥା ସଂପୂର୍ଣ ବନ୍ଦ ବି ହୋଇଯାଇଛି। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଏଭଳି  ତଥ୍ୟ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ସରକାରଙ୍କ ଆନ୍ତରିକତାର ମୁଖା ଖୋଲିଛି। ଗତ ୪ ବର୍ଷରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ୧୦ଟି ଦେଶରେ ରୋଡସୋ କରିଥିଲେ ବି ସେମିତି କିଛି […]

  • Tuesday, 20 July 2021
Indian-Railways
ଅଟକି ରହିଥିବା ରେଳ ପ୍ରକଳ୍ପର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିଅରାନ୍ସ ଓ ଅନ୍ୟ କାରଣ ପାଇଁ ରାଜ୍ୟରେ ଅଟକି ରହିଛି ଏକାଧିକ ରେଳ ପ୍ରକଳ୍ପ। ଏ ନେଇ ରେଳ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଚିଠି ଲେଖିଥିଲେ। ସମାନ ପ୍ରସଙ୍ଗ ଉଠାଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ରେଲୱେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ। ଆଜି ଭୁବନେଶ୍ୱରେ ଆୟୋଜିତ ସାମ୍ୱାଦିକ […]

  • Tuesday, 20 July 2021
bijyaa
ପ୍ରଚାରରେ କମ୍ପୁଛି ମୈଦାନ୍; କାହାର ହେବ ପାଟକୁରା ?

କେନ୍ଦ୍ରାପଡ଼ା: ପାଟକୁରା ମହାଲଢ଼େଇକୁ ଆଉ ମାତ୍ର ୬ ଦିନ ବାକି ରହିଲା। ଏଥିପାଇଁ ପ୍ରଚାରରେ କମ୍ପୁଛି ପାଟକୁରା ନିର୍ବାଚନୀ ମୈଦାନ୍। କଳେବଳେ କୌଶଳେ ଗଡ଼ ଅକ୍ତିୟାର ପାଇଁ ଦିନରାତି ଏକ କରିଦେଇଛନ୍ତି ଦଳ। ରାଲି, ସଭା, ରୋଡ୍ ଶୋ’ ସହିତ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ବି ଚାଲିଛି। ଗାଁଠୁ ବଜାର, ଘର ଘର-ସାହି ସାହି ବୁଲି ପ୍ରଚାର କରୁଛନ୍ତି ନେତା। ପ୍ରଚାର ପାଇଁ ହାତରେ ଆଉ ମାତ୍ର ୪ ଦିନ ଥିବା ବେଳେ ଆଜି ବିଜେପି […]

  • Tuesday, 20 July 2021
BJD-Mps
ସାଂସଦଙ୍କୁ ପ୍ରତି ଦୁଇ ମାସର ହିସାବ ମାଗିଲେ ନବୀନ

ଭୁବନେଶ୍ୱର: କାମର ହିସାବ ଦେବାକୁ ବିଜେଡି ସାଂସଦଙ୍କୁ ନବୀନଙ୍କ ଗାଇଡ୍‌ଲାଇନ୍। ସଂସଦକୁ ନିର୍ବାଚିତ ବିଜେଡି ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମର ହିସାବ ମାଗିଛନ୍ତି। ଅଗଷ୍ଟ ମାସଠାରୁ ପ୍ରତି ଦୁଇ ମାସରେ ଥରେ ଲିଖିତ ଭାବେ ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମାସର ୧୦ ତାରିଖ ସୁଦ୍ଧା ସାଂସଦମାନେ ଲିଖିତ ଭାବେ ରିପୋର୍ଟ ଦେଲେ, ନବୀନ ସେଗୁଡ଼ିକ ଉପରେ ସମୀକ୍ଷା କରିବେ। ହିସାବ ମାଗିବା ସହିତ ସାଂସଦମାନଙ୍କୁ ନିଜ ଅଞ୍ଚଳ ଗସ୍ତ କରି ସମସ୍ୟାର ସମାଧାନ […]

  • Tuesday, 20 July 2021
sammpti
ବିଚ୍‌ ରାସ୍ତାରେ ୩ ଜଣଙ୍କୁ ଗୋଡ଼ା ଗୋଡ଼ାଇ ହାଣିଲା ଦୁର୍ବୃତ୍ତ: ୩ ମୃତ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆରେ ଟ୍ରିପଲ୍ ମର୍ଡର ହୋଇଛି। ବିଚ୍ ରାସ୍ତାରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ମୃତକମାନେ ହେଲେ, ସ୍ଥାନୀୟ ସଦାନନ୍ଦପୁରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା। ଏମାନେ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆକୁ ଆସିଥିବା ବେଳେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା […]

  • Tuesday, 20 July 2021
oscl
ଖଟୁଛି ଶ୍ରମିକ, ଲାଭ ଉଠଉଛି ମାଲିକ; ହେଲେ ପାଉଣା ଦେଉନି

କେନ୍ଦୁଝର: କେନ୍ଦୁଝର ସ୍ଥିତ ଓ.ଏସ୍.ଆଇ.ଏଲ୍ କାରଖାନା ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମରୁ କୋଟି କୋଟି ଟଙ୍କାର ମୁନାଫା କମାଇବା ପରେ ମାଲିକ ବର୍ଷ ବର୍ଷର ପାଉଣା ଦେଉନଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ଦୀର୍ଘ ଦିନର ଦରମା ନ ଦେଇ କମ୍ପାନୀକୁ ଲକ୍‌ ଆଉଟ କରିବା ପରେ ଶ୍ରମିକ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ବଞ୍ଚିବା ଲାଗି ସଂଗ୍ରାମ କରୁଥିବା ଅବସ୍ଥାରେ ଅର୍ଥାଭାବରୁ ଏ ମଧ୍ୟରେ ୨୪ ଜଣ ଶ୍ରମିକଙ୍କର ମୁତ୍ୟୁ ହେଲାଣି। ତେବେ ସ୍ୱାର୍ଥପର ମାଲିକ ଏବେ ପୁଣି ଓ.ଏସ୍.ଆଇ.ଏଲ୍. […]

  • Tuesday, 20 July 2021
man tied up
ଅନ୍ୟହାତରେ ଦଣ୍ଡ ଦେଉଛି ପୁଲିସ୍‌ !

ମୟୂରଭଞ୍ଜ: ନିଜେ ପଦକ୍ଷେପ ନନେଇ ଅନ୍ୟହାତରେ ଦଣ୍ଡ ଦେଉଛି ପୁଲିସ୍‌। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଆସ୍କିପାଲ ଗାଁରେ। କୌଣସି କାରଣରୁ ଆସ୍କିପାଲି ଗାଁର ଜଣେ ଯୁବକ ପୋଡ଼ୋଶୀଙ୍କ ସହ ପାଟିତୁଣ୍ଡ କରିବା ସହ ଅସଭ୍ୟ ଭାଷାରେ ଗଳିଗୁଲଜ କରିଥିଲେ। ଏ ନେଇ ତାଙ୍କ ପଡ଼ୋଶୀ ଘରର ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ତାଙ୍କୁ ପାଟି କରିବାକୁ ବାରଣ କରିବା ସହ କାବୁ କରି ଗଛରେ ବାନ୍ଧି ଦେଇଥିଲେ। କିଛି […]

  • Tuesday, 20 July 2021
deadbody
ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ

ବାଲେଶ୍ୱର: ରାଇବଣିଆ ଥାନା ଅନ୍ତର୍ଗତ ପ୍ରସାଦଶୂଳ ଜଙ୍ଗଲରୁ ମାଟିରେ ପୋତା ହୋଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦଣକ ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁର କିଆଖାଳି ଗାଁର ଶଙ୍କର ବାରିକ ବୋଲି ଜଣାପଡ଼ିଛି। ସକାଳ ସମୟରେ ଗୋରୁଚରାଳିମାନେ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ସନ୍ଧାନୀ କୁକୁର ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।  

  • Tuesday, 20 July 2021
police
ବହୁ ଚର୍ଚ୍ଚିତ ରାଣୀ ମିଶ୍ର ହତ୍ୟା ମାମଲାର ପରଦା ହଟିଲା: ୩ ଗିରଫ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କାଠୁଆଗଣ୍ଡ ଲୁଣା ଘେରି ନିକଟରେ ବହୁ ଚର୍ଚ୍ଚିତ  ରାଣି ମିଶ୍ର ହତ୍ୟା ମାମାଲାରେ ପୁଲିସ ୩ ଜଣଙ୍କୁ ଗିରଫ୍‌ କରିଛି। ରାଣୀଙ୍କ ସ୍ୱାମୀ ଅଭିଯୁକ୍ତ ରଞ୍ଜନ ରାଉତ ଓ ତାଙ୍କ ଭାଇ ବିଜୟ କୁମାର ରାଉତଙ୍କୁ ଏବଂ ସଂପର୍କୀୟ ଡେରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶୁକଦେବ ଭଦ୍ରାଙ୍କୁ ପୁଲିସ ଗିରଫ କରିଛି। ଗତ ମାସ 28 ତାରିଖରେ ଦିନ ଅଖା ଭିତରୁ ମହିଳାଙ୍କ ଶବ ମିଳିବା ପରେ […]

  • Tuesday, 20 July 2021
elephant
ଝରେନ୍‌ ଗାଁରେ ହାତୀ ଆତଙ୍କ

ସୁନ୍ଦରଗଡ଼: ସୁନ୍ଦରଗଡ଼ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଝରେନ୍ ଗ୍ରାମରେ ଆତଙ୍କ ଖେଳାଇଛନ୍ତି ହାତୀପଲ। ପ୍ରାୟ ୧୫ରୁ ୧୭ଟି ବଣୁଆ ହାତୀ ଗାଁରେ ଆତଙ୍କ ସୃଷ୍ଟି କରିବା ସହ ଘର ଦ୍ୱାର ଭାଙ୍ଗି ଦେଇଛନ୍ତି। ସୂଚନା ଅନୁସାରେ ଶନିବାର ରାତିରେ ପ୍ରାୟ ୧୭ଟି ହାତୀ ନୂଆଗାଁ ପଞ୍ଚାୟତର ଝରେନ ଗାଁକୁ ପଶିଆସିଥିଲେ। ସେହି ଗାଁର ମାଝିଆ ତିଗାଙ୍କ ଘର ଭାଙ୍ଗିବା ସହ ମହଜୁଦ ଥିବା ଧାନ ଖାଇବା ସହ ଆସବାବ ପତ୍ର ନଷ୍ଚ କରିଦେଇଥିଲେ। ଗାଁର ହାତୀ ମାତୁଥିବାରୁ […]

  • Tuesday, 20 July 2021
kendujhar
ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ

କେନ୍ଦୁଝର: ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ଘଟିଛି। ରାତିରେ ଶୋଇଥିବାବେଳେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି, କେନ୍ଦୁଝର ସଦର ଥାନା ସେଣ୍ଡକାପ ଗାଁରେ।  ମୃତକ ହେଲେ ଦୀନବନ୍ଧୁ ମୁଣ୍ଡା। ସେ ଗାଁ ଶ୍ମଶାନରୁ ହାଡ଼ ଆଣି ଗୁଣିଗାରେଡ଼ି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପୂର୍ବରୁ ମଧ୍ୟ ଗାଁରେ ବିବାଦ ଲାଗିରହିଥିଲା। ଗତକାଲି ରାତିରେ ଗାଁର ୭ଜଣ ବ୍ୟକ୍ତିଙ୍କ ସହ ଦୀନବନ୍ଧୁ ମଦ ପିଇଥିଲେ। ପରେ ସେ ଘରେ ଶୋଇଥିବା ସମୟରେ ୭ଜଣ ବ୍ୟକ୍ତି […]

  • Tuesday, 20 July 2021
fg
ଇଞ୍ଜିନିୟରିଂ ପ୍ରତି ଆଗ୍ରହ କମୁଛି: ୪ ବର୍ଷରେ ବନ୍ଦ ହେଲାଣି ୫ କଲେଜ୍

ଭୁବନେଶ୍ୱର: ଚାରିବର୍ଷରେ ବନ୍ଦ ହେଲାଣି ୫ ଇଞ୍ଜିନିୟରିଂ କଲେଜ୍ । ବର୍ଷକୁ ବର୍ଷ ଇଞ୍ଜିନିୟରିଂ ସିଟ୍ କମୁଛି। ତଥାପି ସେଥିରୁ ଖାଲି ପଡୁଛି ପ୍ରାୟ ୭୦ ପ୍ରତିଶତ ସିଟ୍। ନିଯୁକ୍ତି ସୁଯୋଗ ନଥିବାରୁ ରାଜ୍ୟରେ ଇଞ୍ଜିନିୟରିଂ ପାଠ ଲାଗି ମନବଳାଉ ନାହାଁନ୍ତି ଛାତ୍ରଛାତ୍ରୀ। ଭୁବନେଶ୍ୱରର ରାଜେଶ ନାୟକଙ୍କ କଥା ପଢନ୍ତୁ। ଦୁଇ ବର୍ଷ ହେବ ବି.ଟେକ୍ ସାରି ଇଞ୍ଜିନିୟରିଂ ଡିଗ୍ରୀ ହାତରେ ଧରି ଚାକିରି ପାଇଁ ଏ ଅଫିସ୍‌ ସେ ଅଫିସ୍‌ ଦଉଡ଼ୁଛନ୍ତି। ହେଲେ ବହୁ ଚେଷ୍ଟା […]

  • Tuesday, 20 July 2021
chit
୫ ଲକ୍ଷ ଜମାକାରୀ ଚିହ୍ନଟ: କେବେ ମିଳିବ ଚିଟ୍‌ଫଣ୍ଡ ଟଙ୍କା ହତାସ ଜମାକାରୀ

ଭୁବନେଶ୍ୱର: ସରକାରଙ୍କୁ ଦେଇଥିବା ସପ୍ତମ ଅନ୍ତରୀଣ ରିପୋର୍ଟରେ ପୁଣି ପାଖାପାଖି ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ଚିଟ୍‌ଫଣ୍ଡ ତଦନ୍ତ କମିଶନ। ତା’ମଧ୍ୟରେ ଅଛନ୍ତି ୧ ଲକ୍ଷ ୩୬ ହଜାର ୨୭ଜଣ କ୍ଷୁଦ୍ର ଜମାକାରୀ। ତେବେ କେବେ ଏହି ଜମାକାରୀଙ୍କ ଟଙ୍କା ମିଳିବ ସେ ନେଇ ହତାଶ ଆଉ ନିରାଶା ଭିତରେ ବଞ୍ଚୁଛନ୍ତି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ। ପେଟରୁ କାଟି ସଞ୍ଚୟ କରିଥିବା ଅର୍ଥକୁ ଚିଟ୍‌ଫଣ୍ଡରେ ଲଗାଇ ସର୍ବସ୍ୱାନ୍ତ ହେବା ପରେ ଆଶା ଆଉ ଆଶଙ୍କାରେ କଟୁଛି ସେମାନଙ୍କ […]

  • Tuesday, 20 July 2021