• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

broun sugar
ବ୍ରାଉନ୍‌ ସୁଗାର ଜବତ, ଦୁଇ ଗିରଫ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୁଲିସ ଚଢଉ କରି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାସହ ଗୋଟିଏ ପିସ୍ତଲ, ଗୋଟିଏ ଜବନ୍ତ ଗୁଳି, ୪ଟି ମୋବାଇଲ, ୨ଟି ବାଇକ ସହ ନଗଦ ୨ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ ଜବତ କରିଛି ପୁଲିସ। ଜଟଣୀର ବାଲି ଛକ ସାହିରେ ଏକ ଭଡା ଘର ଉପରେ ପୁଲିସ ଚଢଉ କରିଥିଲା। ଅଭିଯୁକ୍ତ ଏସ୍.କେ ପୟଦ ଓ ଏସ୍.କେ ଚାନ୍ଦକୁ ଗିରଫ କରି କୋର୍ଟ ଚାଲାଣ […]

  • Tuesday, 20 July 2021
deadbody
ଅଟୋରେ ବୁହା ହେଲା ଶବ

ଟିଟିଲାଗଡ଼: ଶବକୁ ଅସମ୍ମାନ ଓଡ଼ିଶାରେ କିଛି ନୂଆ କଥା ନୁହେଁ। କେତେବେଳେ ଏଠି କାନ୍ଧରେ ତ ଆଉ କେତେବେଳେ ରିକ୍ସାରେ ଶବ ବୁହା ହେବାର ବହୁ ନଜିର ରହିଛି। ଏପରି ଘଟଣା ଯେତେବେଳେ ଲୋକଲୋଚନକୁ ଆସେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ଚେତା ପସେ। ଆଗକୁ ଏପରି ଘଟଣା ଘଟିବ ନାହିଁ ବୋଲି ଦମ୍ଭୋକ୍ତି ବାଢ଼ନ୍ତି। ହେଲେ ସ୍ଥିତିରେ କିଛି ସୁଧାର ହେବା ପରି ଲାଗୁନାହିଁ। କାରଣ ନିର୍ବାଚନୀ ଉଷ୍ମତା ଭିତରେ ଆଜି ରାଜ୍ୟରେ ପୁଣି […]

  • Tuesday, 20 July 2021
accident
ନାଳକୁ ଖସିଲା ବସ୍‌, ୧୦ରୁ ଊର୍ଦ୍ଧ୍ୱ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟରେ ମା ତାରାତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ହିଞ୍ଜିଳିକାଟୁ ନିକଟରେ ବସ୍‌ଟି ଏକ କଲଭର୍ଟରେ ଧକ୍କା ହୋଇ ନାଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି। ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

  • Tuesday, 20 July 2021
naveen
ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଭୁବନେଶ୍ୱର: ଆଜି ଜଣେ ମହିଳା ନବୀନ ନିବାସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ତାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କଲା ବେଳେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ। ମହିଳା ଜଣଙ୍କ ବିଜେଡିର ଉଦଳା ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ଶ୍ରୀନାଥ ସୋରେନ୍ ତାଙ୍କ ଇଜ୍ଜତ ସହିତ ଖେଳିଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ ମୋତେ ନ୍ୟାୟ ମିଳିନାହିଁ। ସେଥିପାଇଁ ମୁଁ […]

  • Tuesday, 20 July 2021
khordha
ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼

ଖୋର୍ଦ୍ଧା: ଟାଉନ ଥାନା ଜାମୁ ସାହି ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହେବା ସହ ବୋମାମାଡ଼ ହୋଇଛି। ଏଥିରେ କିଛି ଗାଡ଼ି, ଘର ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଦୋଳ ମେଳଣକୁ ନେଇ ଆଗରୁ ଦୁଇ ସାହି ମଧ୍ୟରେ ବିବାଦ ଥିଲା। ଗତ ରାତିରେ ତାହା ଉଗ୍ରରୂପ ଧାରଣ କରିଥିଲା। ୨୦ରୁ ୨୫ ଲୋକ ଆସି ସାହିରେ କାର୍ ଭଙ୍ଗାରୁଜା କରିବା ସହ ବୋମା ଫିଙ୍ଗିଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ଖବର […]

  • Tuesday, 20 July 2021
baripada
ବିଷାକ୍ତ ଖାଦ୍ୟ ଖାଇ ୫୦ ଛାତ୍ରଛାତ୍ରୀ ଆକ୍ରାନ୍ତ

ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ପୁରୁଣାପାଣି କମଳି ସେବାଶ୍ରମ ବିଦ୍ୟାଳୟରେ ବାସି ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ୫୦ରୁ ଅଧିକ ଛାତ୍ରଛାତ୍ରୀ। ରବିବାର ଦିନ ସେବାଶ୍ରମରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ବଳକା ଖାଦ୍ୟକୁ ସୋମବାର ଅନ୍ତେବାସୀଙ୍କୁ ଖାଇବାକୁ ଦିଆଯାଇଥିଲା। ବାସି ଖାଦ୍ୟ ଖାଇବା ପରେ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ବାନ୍ତି ହୋଇଥିଲା। ଏହି ୫୦ଜଣଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଏବେ ଡୁକୁରା ଡାକ୍ତରଖାନାରେ ପିଲାମାନଙ୍କର ଚିକିତ୍ସା […]

  • Tuesday, 20 July 2021
kamakhyanagar
ଧରାପଡ଼ିଗଲା ଆତଙ୍କରାଜ୍ ଚଳାଇଥିବା ଡକାୟତ ଗ୍ୟାଙ୍ଗ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କାମାକ୍ଷାନଗର ଓ ଆଖପାଖ ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଏକ ଡକାୟତ ଗ୍ରୁପ୍‌କୁ ପୁଲିସ ଗିରଫ କରିଛି। ଗତ ମାସକ ମଧ୍ୟରେ ସାରୁଆଳି ଜଙ୍ଗଲ ରାସ୍ତାରୁ ଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟ୍, ବିଜାଦିହ ଜଙ୍ଗଲ ରାସ୍ତାରୁ ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ୍ କରିଥିଲେ ଏହି ଡକାୟତ ଗ୍ୟାଙ୍ଗ। କେବଳ କାମାକ୍ଷାନଗର, ଢେଙ୍କାନାଳ ନୁହେଁ ଭୁବନେଶ୍ୱରର ଅନେକ ସ୍ଥାନରେ ହୋଇଥିବା ଲୁଟ୍ ଘଟଣାରେ ମଧ୍ୟ ଏହି ଡକାୟତ ଗ୍ୟାଙ୍ଗ ସାମିଲ ଥିବା କାମାକ୍ଷାନଗର […]

  • Tuesday, 20 July 2021
vlcsnap-error957
ଅପହରଣ ହୋଇଥିବା ଦୁଇ ନାବାଳକ ଭାଇ ଉଦ୍ଧାର

କଳାହାଣ୍ଡି (ରାଜକିଶୋର ସିଂଦେଓ): କଳାହାଣ୍ଡି ଜିଲ୍ଲା କାର୍ଲପଡ଼ା ଫାଣ୍ଡି ଗୁଡ଼ିପଦର ଗାଁର ଦୁଇ ନିଖୋଜ ନାବାଳକଙ୍କୁ ଉଦ୍ଧାର କରିଛି ପୁଲିସ୍‌। ଗତ ୩୦ତାରିଖରୁ ନିଖୋଜ ଥିବା ଦୁଇ ଭାଇଙ୍କୁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ କୌଣସି ସନ୍ଧାନ ନମିଳିବାରୁ ଗତକାଲି ପୁଣି ପରିବାର ଓ ଗାଁ ଲୋକେ କଳାହାଣ୍ଡି ଏଏସପିଙ୍କୁ ଭେଟି ସେମାନଙ୍କୁ ଖୋଜି ବାହାର କରିବାକୁ ନିବେଦନ କରିଥିଲେ। ଦୁଇ ନାବାଳକଙ୍କୁ ଚାରବାହାଲ ଗାଁରୁ ଉଦ୍ଧାର କରିଛି ପୁଲିସ। […]

  • Tuesday, 20 July 2021
attack
ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ସହର ଦର୍ଜି ପୋଖରୀ ଛକରେ ଜଣେ ଯୁବତୀ ମରଣାନ୍ତକ ଆକ୍ରମଣର ଶିକାରହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଯୁବତୀ ଜଣଙ୍କ ଘରକୁ ଫେରୁଥିବା ବେଳେ ମହେଶ୍ୱର ମହାନ୍ତି ନାମକ ଜଣେ ଯୁବକ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ। ତାଙ୍କ ବେକ ଓ ଗାଲରେ କ୍ଷତ ହୋଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି। ଖବର ପାଇ […]

  • Tuesday, 20 July 2021
accident
ଆମ୍ବୁଲାନ୍ସ ଧକ୍କାରେ ଦୁଇ ମୃତ

ବାରିପଦା (ମାଣିକଲାଲ ପାଣି): ବାରିପଦା-ଉଦଳା ରାସ୍ତାରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଉଠାଣି ନୂଆଗାଁର ହୃଷିକେଶ ସରଘରିଆ ଓ ଅନ୍ୟ ଜଣେ ବିଶିକେସନ ପୃଷ୍ଟି। କରଞ୍ଜିଆ ଛକରେ ଏକ ଘରୋଇ ଆମ୍ବୁଲାନ୍ସ ତାଙ୍କ ବାଇକ୍‌ ସହ ଧକ୍କା ହେବାରୁ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ଗତକାଲି ବାରିପଦା ସହରର ଏକ ଲୁଗା ଦୋକାନର ଦୁଇ କର୍ମଚାରୀ ହୃଷିକେଶ ଏବଂ ବିଶିକେସନ କାମ ସାରି ନିଜ ଘରକୁ ଫେରୁଥିଲେ। ଏହି […]

  • Tuesday, 20 July 2021
water
ନଳକୂପରୁ ବାହାରୁଛି ଫ୍ଲୋରାଇଡ୍ ପାଣି: ନାଳ ପାଣି ହିଁ ଶେଷ ଭରସା

ବାରିପଦା (ମାଣିକଲାଲ ପାଣି): ଗାଁରେ ନଳକୂପ ଅଛି, ହେଲେ ଏଥିରୁ ବାହାରୁଛି ଫ୍ଲୋରାଇଡ୍ ପାଣି। ଫଳରେ ବାଧ୍ୟ ହୋଇ ବର୍ଷ ବର୍ଷ ନଦୀ ଓ ନାଳ ପାଣି ପିଇବାକୁ ପଡୁଛି। ନେତାଠାରୁ ପ୍ରଶାସନ ସମସ୍ତଙ୍କୁ ଜଣାଇଲେ ମଧ୍ୟ ଜଳକଷ୍ଟରୁ ମିକ୍ତି ମିଳୁନି। ଏପରି ସମସ୍ୟା ଭୋଗୁଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଯୋକା ଗାଁର ହାଟସାହି ଲୋକେ। ଏଥର ଖାରଦିନେ ପାଣି ସମସ୍ୟା ଦୂର ନହେଲେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ନଳକୂପରୁ ଫ୍ଲୋରାଇଡ୍ […]

  • Tuesday, 20 July 2021
athagarh fire
ଜଳିଗଲା ବିଜେଡି ପ୍ରଚାର ଗାଡ଼ି

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ନିକଟରେ ବିଜେଡିର ପ୍ରଚାର ଗାଡ଼ି  (led van) ରେ ନିଆଁ ଲାଗିଯାଇଛି। ଗାଡ଼ିଟି ସଂପୂର୍ଣ୍ଣ ଜଳି ଯାଇଛି। ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେମିତି ନିଆଁ ଲାଗିଲା,ତାହା ଜଣାପଡ଼ି ନାହିଁ।

  • Tuesday, 20 July 2021
chandabali accident
ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକର ଧାମରା ପୋର୍ଟ କମ୍ପାନୀକୁ କାମ କରିବାକୁ ଯାଉଥିବା ଜଣେ ଶ୍ରମିକର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକ ହେଲେ କାର୍ତ୍ତିକ ଭୁଇଁଆ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ବଳଭଦ୍ରପ୍ରସାଦ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଚାନ୍ଦବାଲି ତହସିଲଦାର ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ଆନ୍ଦୋଳନକାରୀମାନେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି।

  • Tuesday, 20 July 2021
venkeya-naidu
ଶିକ୍ଷାର ଉଦ୍ଦେଶ୍ୟ ଉତ୍ତମ ନାଗରିକ ସୃଷ୍ଟି କରିବା ହେଉ: ଉପରାଷ୍ଟ୍ରପତି

ଭୁବନେଶ୍ୱର: ଦିନିକିଆ ଓଡିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱର ସାଇ ଇଣ୍ଟରନାସନାଲ ସ୍କୁଲ ପ୍ରତିଷ୍ଠାର ୧୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଉତ୍କଳ ଦିବସ ପାଇଁ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଥିଲେ। ସ୍କୁଲରେ ଭ୍ୟାଲୁ ଏଜୁକେସନ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ। ଶିକ୍ଷାର ଉଦ୍ଦେଶ୍ୟ ଉତ୍ତମ ନାଗରିକ ସୃଷ୍ଟି କରିବା ହେଉ ବୋଲି ସେ କହିଥିଲେ। ଏହାସହ ଉପରାଷ୍ଟ୍ରପତି ରେଲ ଭବନ ଅଡିଟୋରିୟମ୍‌ରେ ଯୁବ ଉଦ୍ୟୋଗୀଙ୍କୁ ସମ୍ବୋଧିତ କରିଥିଲେ।

  • Tuesday, 20 July 2021
accident kantabanji
ବିଜେଡି ପ୍ରଚାର ଗାଡ଼ି ଧକ୍କାରେ ୨ ଗୁରୁତର

କଣ୍ଟାବାଞ୍ଜି (ସୁରଦାସ ବାଗ) : ନିର୍ବାଚନ ପ୍ରଚାର ବଲାଙ୍ଗିର ଜିଲ୍ଲା ମୁରିବାହାଲ ରାସ୍ତାରେ ବିଜେଡି ପ୍ରଚାର ଗାଡି ଧକ୍କାରେ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କ ଲାଗି ପ୍ରଚାର ବେଳେ ଏହି ଅଘଟଣ ଘଟିଛି। ବିଜେଡି ପ୍ରଚାର ଗାଡି ଦୁଇ ଜଣ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଆହତମାନେ ପଖନମୁଣ୍ଡା […]

  • Tuesday, 20 July 2021
dutti
ଦୂତିଙ୍କ ବିରୋଧରେ ଅଶାଳୀନ ପୋଷ୍ଟ କରି ହରଡ଼ଘଣାରେ ଯୁବକ

ଯାଜପୁର (ଅଭୟ ପତି): ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି ଫେସବୁକ୍‌ରେ ଅଶାଳୀନ ପୋଷ୍ଟ କରିବା। ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇ ଘରଡ଼ଘଣାରେ ପଡ଼ିଛନ୍ତି ଯୁବକ ଜଣଙ୍କ। ସେ ହେଲେ ଯାଜପୁରର ଧୀରେନ୍ଦ୍ର ନାଥ। ଧୀରେନ୍ଦ୍ର ଶୋସାଲ ମିଡିଆରେ ଦୂତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାର ଉତ୍ତର ଦୂତି ନଦେବାରୁ ସେ ତାଙ୍କ ଚରିତ୍ର ସଂହାର କରିବା ସହ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଧୀରେନ୍ଦ୍ରଙ୍କ ଲେଖିଥିବା ସମସ୍ତ ଲେଖାକୁ ନିଜ ପେଜ୍‌ରେ ପୋଷ୍ଟ […]

  • Tuesday, 20 July 2021
jharsuguda
ଝାରସୁଗୁଡ଼ାରୁ ପୁଣି ଉଡ଼ିଲା ବିମାନ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ବିମାନସେବା। ଘରୋଇ ସଂସ୍ଥା ସ୍ପାଇସ ଜେଟ ଏହି ସେବା ଆରମ୍ଭ କରିଛି। ୧୮୯ ସିଟ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିଥିବା ବେଳେ କୋଲକତା ଓ ହାଇଦ୍ରାବାଦକୁ କ୍ୟୁ-୪୦୦ ମଡେଲ ୭୮ ସିଟ ବିଶିଷ୍ଟ ବିମାନ ଉଡିଛି। ସେପଟେ ଝୁରସୁଗୁଡାର ଦେଶର ୩ ପ୍ରମୁଖ ସ୍ଥାନରୁ ବିମାନ ସେବା ଆରମ୍ଭ ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ […]

  • Tuesday, 20 July 2021
d
ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌ରେ ସୂର୍ଯ୍ୟ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦିଗପହଣ୍ଡିରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, “ମନ୍ତ୍ରୀ ଓ ତାଙ୍କ ପୁଅ ଚିଟ୍‌ଫଣ୍ଡ ଠକେଇରେ ସମ୍ପୃକ୍ତ ଅଛନ୍ତି। ଆଗକୁ ଉଭୟେ ଜେଲ୍ ଯିବେ।” ସେ ଆହୁରି କହିଛନ୍ତି, “ଏଠାରେ ଗାଁକୁ ପାଣି ନାହିଁ, ଚାଷ ଜମିକୁ ପାଣି ନାହିଁ। ଶୀତଳଭଣ୍ଡାର ନାହିଁ। ବାଘଲଟି, ଛେଳିଗଡ଼ ପ୍ରକଳ୍ପ ପୁନରୁଦ୍ଧାର ହୋଇପାରୁ ନାହିଁ। ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ମହିଷ ମର୍ଦ୍ଦିନୀ […]

  • Tuesday, 20 July 2021
amiya
ଅବସର ନେଲେ ଅମୀୟ

ଭୁବନେଶ୍ୱର: ଶେଷରେ ଅବସର ନେଲେ ବିଧାନସଭା ସଚିବ ଅମୀୟ କୁମାର ଷଡଙ୍ଗୀ। ୨୦୧୩ରେ ତାଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ ୪ ଥର ଏକ୍ସଟେନସନ୍ ଦେଇଥିଲେ ରାଜ୍ୟ ସରକାର। ଫଳରେ ୨୦୧୩ ଏପ୍ରିଲରୁ ଆଜି ଯାଏଁ ସେ ଦାୟିତ୍ୱରେ ଥିଲେ। ତାଙ୍କ କାର୍ଯ୍ୟକାଳ ଆଉ ଥରେ ବଢାଇବା ଲାଗି ମଧ୍ୟ ରାଜ୍ୟ ସରକାର ସୁପାରିଶ କରିଥିଲେ। ମାତ୍ର ରାଜ୍ୟପାଳ ଏଥିରେ ଆପତ୍ତି ଉଠାଇଥିଲେ। ତେବେ ଅଭିଜ୍ଞତା ଦୃଷ୍ଟିରୁ ଅମୀୟଙ୍କ ନାଁ ସୁପାରିଶ କରାଯାଇଥିବା ବାଚସ୍ପଚି ରାଜ୍ୟପାଳଙ୍କୁ ଜଣାଇଥିଲେ। ଅମୀୟ […]

  • Tuesday, 20 July 2021
basudevpur
କ୍ଷେତରେ ହସୁଛି ସୁନା ଫସଲ: ବୀମାଭୁକ୍ତ ହୋଇ ନଥିବାରୁ ଚିନ୍ତାରେ ଚାଷୀ

ବାସୁଦେବପୁର (କିରିଟି ଦାସ): ତିନିମାସ ଭିତରେ ଚାଷୀଙ୍କୁ କମ୍ ଖର୍ଚ୍ଚରେ ଭଲ ଲାଭ ଦେଉଛି  ଅର୍ଥକାରୀ ଫସଲ ସୂର୍ଯ୍ୟମୂଖୀ। ଅନ୍ୟ ଫସଲ ତୁଳନାରେ ଅଧିକ ଲାଭ ଦେଉଥିବାରୁ ଏହାକୁ ଆଦର ନେଇଛନ୍ତି ବାସୁଦେବପୁରର ଚାଷୀ। ବ୍ଲକରେ ଦେଢ ଶହ ଏକର ଜମିରେ ସୂର୍ଯ୍ୟମୂଖୀ ଚାଷ କରିଛନ୍ତି ଚାଷୀ। ଫସଲ ଭଲ ହୋଇଥିବାରୁ ଚାଷୀମାନେ ବି ବେଶ୍ ଖୁସି ଅଛନ୍ତି। କ୍ଷେତକୁ ଚାହିଁଲେ ମନ ଭରି ଯିବ। ଏମିତି ଲାଗିବ ସୁନା ଖିଲି ଖଇଲି ହସରେ ସୂର୍ଯ୍ୟମୂଖି ଡାକୁଛି […]

  • Tuesday, 20 July 2021
kandhamal
୫ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ, ଚୁଆ ପାଣି ଶେଷ ଭରସା

କନ୍ଧମାଳ (ତ୍ରିନାଥ ସାହୁ): ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଚଳ ହେବା ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। କନ୍ଧମାଳ ଜିଲ୍ଲାର ଚକାପାଦ ପଞ୍ଚାୟତରେ ଦେଖାଦେଇଛି ଏଭଳି ସମସ୍ୟା। ୫ ବର୍ଷ ପୂର୍ବେ ଏଠାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପାଞ୍ଚ ବର୍ଷ ହେବ ଅଚଳ ହୋଇ ପଡ଼ିଥିଲେ ବି ଏହାର ମରାମତି କରାଯାଉନାହିଁ। ବାରମ୍ବାର ଦାବି […]

  • Tuesday, 20 July 2021
amiya
ସାତ ବର୍ଷ ହେଲା ବଢ଼ି ଚାଲିଛି କାର୍ଯ୍ୟକାଳ, ପ୍ରଶ୍ନ ଉଠାଇଲେ ରାଜ୍ୟପାଳ

ଭୁବନେଶ୍ୱର: ଜଣେ ସରକାରୀ ବାବୁଙ୍କୁ ଏତେ ଅନୁକମ୍ପା କାହିଁକି? ବର୍ଷେ ନୁହେଁ କି ଦୁଇ ବର୍ଷ, ଦୀର୍ଘ ସାତ ବର୍ଷ ହେଲା ବଢ଼ି ଚାଲିଛି ତାଙ୍କ କାର୍ଯ୍ୟକାଳ। ଏହି ସରକାରୀ ବାବୁ ଜଣଙ୍କ ହେଲେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ। ପଞ୍ଚମ ଥର ଲାଗି ତାଙ୍କ ଏକ୍ସଟେନସନ ଲାଗି ସୁପାରିସ କରାଯିବାକୁ ନେଇ ରାଜ୍ୟପାଳ ପ୍ରଶ୍ନ ଉଠାଇବାରୁ ପଦାରେ ପଡ଼ିଛି ସରକାରଙ୍କ କାରସାଦି। ରାଜ୍ୟରେ ବହୁ ଯୋଗ୍ୟ ବ୍ୟକ୍ତି ରହିଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର […]

  • Tuesday, 20 July 2021
CCTV-OTV
ବିଡିଓଙ୍କ ଅପହରଣ ପଛରେ ବ୍ଲକ ଉପାଧ୍ୟକ୍ଷ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ଅପହୃତ ହୋଇଥିବା ବଲାଙ୍ଗିର ଜିଲ୍ଲା ପୁଇଁତଳା ବିଡିଓ ସରୋଜ ମିଶ୍ର ଫେରିଛନ୍ତି। ତାଙ୍କୁ ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡି ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଅନ୍ୟ କିଛି ଲୋକଙ୍କ ହାତ ରହିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବଲାଙ୍ଗିର ଏସ୍‌ପି କେ. ଶିବା ସୁବ୍ରମଣୀ କହିଛନ୍ତି। ବର୍ତ୍ତମାନ ବିଡିଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତେବେ କ’ଣ ପାଇଁ ତାଙ୍କୁ ଅପହରଣ କରାଯାଇଥିଲା, ସେନେଇ ଏସ୍‌ପି କିଛି […]

  • Tuesday, 20 July 2021
aganwadi
ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଦେବଗଡ଼: ଦେବଗଡ ଜିଲ୍ଲା ଝରାକଣ୍ଢଳ ପଞ୍ଚାୟତ ପୁରୁଣାପାଣି ଗାଁରେ ଅଙ୍ଗନଓ୍ୱାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗ ହୋଇଛି।  ଯୋଗ୍ୟ ପ୍ରାର୍ଥୀନୀଙ୍କୁ ନିଯୁକ୍ତି ଦିଆ ନଯାଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜଣଙ୍କୁ କର୍ମୀ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ପୁରୁଣାପାଣି ଅଙ୍ଗନଓ୍ୱାଡି କେନ୍ଦ୍ରର କର୍ମୀ ନିଯୁକ୍ତି ପାଇଁ ୯ ଜଣ ଆବେଦନ କରିଥିଲେ। ଆବେଦନ କରିଥିବା ଜୟନ୍ତୀ ତିର୍କୀ ଜାଲ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରି ଆବେଦନ […]

  • Tuesday, 20 July 2021
bus
କେବେ ସୁଧୁରିବ ବାଙ୍କୀ ବସଷ୍ଟାଣ୍ଡର ଅବସ୍ଥା ?

କଟକ: ସୁଧୁରିବାର ନାଁ ଧରୁନି କଟକ ବାଙ୍କୀ ବସଷ୍ଟାଣ୍ଡର ଅବସ୍ଥା। ରାସ୍ତା କଡରେ ବସ୍ ଛିଡ଼ା ହେଉଥିବାରୁ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ଲୋକେ। ଏମିତିକି ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଦିନକୁ ଦିନ ବାଙ୍କୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମୁଖ୍ୟରାସ୍ତାରେ କେବଳ ବସ୍‌ ଛିଡା ହେଉନାହିଁ, ଛୋଟ ବଡ ଗାଡି ମଧ୍ୟ ପାର୍କିଂ ହେଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି। ଏଠାରେ ଯାତ୍ରୀଙ୍କ ପାଇଁ […]

  • Tuesday, 20 July 2021