• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kumbha
କୁମ୍ଭମେଳାରେ ସାମିଲ ହୋଇଥିବା ମହିଳା ହେଲେ ସୁପରସ୍ପ୍ରେଡର

ଦେଶରେ କରୋନାର ଦ୍ୱିତୀୟ ଲହରୀ ପାଇଁ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ଦୈନିକ ସଂକ୍ରମିଣ ସବୁଦିନ ତିନି ଲକ୍ଷ ଉପରେ ରହୁଛି ଏବଂ ପ୍ରତିଦିନ ୪ ହଜାର ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଏହାରି ଭିତରେ କୁମ୍ଭମେଳା ଆୟେଜନ…

corona
ରାଜ୍ୟରେ ପୁଣି ୧୦ ହଜାର ଉପରେ କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୧୦,୬୪୯ ଜଣ ନୂଆ ପଜିଟିଭ୍‌

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ…

guleria
କରୋନା ଟିକାର ତୃତୀୟ ଡୋଜ୍‌ ମଧ୍ୟ ନେବାକୁ ପଡ଼ିବ କି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ..

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଚିନ୍ତାରେ ପକାଇଛି । ଏହାରି ଭିତରେ ଏବେ ସାଧାରଣରେ ଏକ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି । କରୋନା ଟିକାର ଦୁଇଟି ଡୋଜ୍‌ ନେବା ପରେ କ’ଣ ତୃତୀୟ ବୁଷ୍ଟର ଡୋଜ୍‌…

Corona Virus
କୌଣସି ପରିଚୟ ପତ୍ର ନଥିଲେ ବି ମିଳିବ କରୋନା ଟିକା

ଦ୍ୱିତୀୟ ଲହରରେ ବୟସ୍କଙ୍କ ସହ ଯୁବବର୍ଗ ବି ଅଧିକ ସଂକ୍ରମିତ ହେଉଥିବା ବେଳେ ଆଶଙ୍କା କରାଯାଉଛି ତୃତୀୟ ଲହର ପିଲାଙ୍କୁ ଟାର୍ଗେଟ୍ କରିବ ବୋଲି। ତେବେ ଆଶ୍ୱସ୍ତିର କଥା, ଶିଶୁ ଓ କିଶୋରଙ୍କ ପାଇଁ ବି ଖୁବଶୀଘ୍ର ଆସିପାରେ କରୋନା ଟିକା

Eid
୧୪ ତାରିଖରେ ପାଳନ ହେବ ପବିତ୍ର ଇଦ୍ ପର୍ବ

ଓଡ଼ିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ଇଦ୍ ପର୍ବ। ଅଂଜୁମାନ ଇସ୍ଲାମିଆ ଏହଲେ ସୁନ୍ନତଅଲ୍ ଜମାତ ଚାନ୍ଦ୍ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି।

Astrazeneca
ଗର୍ଭବତୀଙ୍କ ପାଇଁ ଏହି କରୋନା ଟିକା ବିପଦଜ୍ଜନକ, ବ୍ୟାନ୍‌ କଲେ ବ୍ରାଜିଲ ସରକାର..

ଲଣ୍ଡନ: ବ୍ରାଜିଲ ସରକାର ଗର୍ଭବତୀଙ୍କୁ ଆଷ୍ଟ୍ରାଜେନିକା ଟିକା ଦେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରିଓ ଡି ଜେନେରୋରେ ଟୀକାକରଣ ସହ ଜଡିତ ସମ୍ଭାବିତ ଷ୍ଟ୍ରୋକ୍ କାରଣରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବା ପରେ ବ୍ରାଜିଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି…

Corona Virus
ରାଜ୍ୟରେ ପ୍ରତି ୫ ଜଣଙ୍କରେ ଜଣେ ପଜିଟିଭ୍‌ !

ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତି। ୫ ଜଣଙ୍କୁ ପରୀକ୍ଷା କଲେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ ରହିଛି।

mask
ଦିନକରେ ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା  ୪୭୩୬୮୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା…

violations
କୋଭିଡ୍ ଗାଇଡଲାଇନକୁ କେନ୍ଦ୍ର କରି ବିବାହ ଉତ୍ସବରେ ଗଣ୍ଡଗୋଳ, ୪ ଗୁରୁତର

ଭଦ୍ରକ: ବିବାହ ସମୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର । ପୂର୍ବ ଶତ୍ରୁତା ଓ କୋଭିଡ୍ ଗାଇଡଲାଇନକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣା ଘଟିଛି ଧୁଷୁରୀ ଥାନା ଅଧିନ ନିଧିବିନ୍ଧା…

Corona
ମରିବାର ୧୦ ଦିନ ପରେ ଘରକୁ ଫୋନ୍‌ କଲ ଯାଉଛି ଆପଣଙ୍କ ବାପା ଭଲ ଅଛନ୍ତି...ତାଙ୍କ ଅକ୍ସିଜେନ୍‌ ଲେବଲ ଠିକ୍‌ ଅଛି

ଏକ ଫୋନ୍ ବାର୍ତ୍ତାଳାପରୁ ଏମିତି ଖବର ସମ୍ପର୍କରେ ଜାଣିବାକୁ ମିଳିଛି। ଜଣେ ଚିକିତ୍ସାଧିନ କୋଭିଡ୍ ରୋଗୀ ସମ୍ପର୍କରେ କେମିତି ଓ କିଭଳି ଅପଡେଟ୍ ପାଉଥିବେ ତାଙ୍କ ପରିବାର ଲୋକେ?

ସନ୍ଧ୍ୟା ଜଳଖିଆରେ ଏଗ୍ ଡେଭିଲ୍ ଫ୍ରାଏ

ସନ୍ଧ୍ୟା ଜଳଖିଆରେ ଆପଣ ଆଳୁ ଓ ପିଆଜ ପକୋଡା ଖାଇ ଖାଇ ବିରକ୍ତ ହୋଇଗଲେଣି କି? ତେବେ ସନ୍ଧ୍ୟା ଜଳଖିଆକୁ ଆଉ ଟିକେ ନିଆରା କରିବା ପାଇଁ ଚାଲନ୍ତୁ ଏଥର କିଛି ନୂଆ କରିବା। ଯଦି ଆପଣ ଆମିଷ ଖାଇବାକୁ ପସନ୍ଦ…

black fongaus
ଛତିଶଗଡରେ ବଢୁଛି ବ୍ଲାକ ଫଙ୍ଗସର ପ୍ରକୋପ, ରାୟପୁର ଏମ୍ସରେ ୧୫ ଆକ୍ରାନ୍ତ

ରାୟପୁର: କରୋନା ପରେ ଏବେ ଡରେଇଲାଣି ବ୍ଲାକ ଫଙ୍ଗସ୍‌ । ବ୍ଲାକ ଫଙ୍ଗସ ଓଡ଼ିଶାରୁ ଗୋଟିଏ ଚିହ୍ନଟ ହୋଇଥିବାବେଳେ ଛତିଶଗଡରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଏହି ରାଜ୍ୟରେ ୧୫ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି । ବ୍ଲାକ…

corona
ଭୁବନେଶ୍ୱରରେ ଆଉ ୧୨୯୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୧ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ଜଣାପଡ଼ିଛି। ନୟାପଲ୍ଲୀରୁ ୬୨, ପଟିଆରୁ ୫୭, ଓଲଡ ଟାଉନରୁ ୪୨, ବରଗଡରୁ ୪୬, ଜଗମୋହନ ନଗରରୁ…

shibangi
ଅକ୍ସିଜେନ ମାତ୍ରା ୧୮କୁ ଖସିଗଲା, ଫୁସଫୁସ୍‌ରେ ପାଣି ଜମିଗଲା, ତଥାପି କରୋନାକୁ ମାତ ଦେଇ ପର୍ବତ ଚଢିଲେ...

ହିସାର: କରୋନା ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା ଥମୁନି. ପୁଣି ଆସିବ ତୃତୀୟ ଲହରୀ..ଏମିତି ଖବର ସବୁ ପଢିପଢି ହତାଶାଭାବ ବଢୁଛି । ଏବେ କରୋନାକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାହାସର ସହ ମୁକାବିଲା କଲେ…

ଏସବୁ ଖାଇଲେ ଭିଟାମିନ-ଇ ମିଳିବା ସହ ଇମ୍ୟୁନିଟ୍ ଷ୍ଟ୍ରଙ୍ଗ ହୁଏ

ଶରୀର ପାଇଁ ସମସ୍ତ ପ୍ରକାରର ଭିଟାମିନ୍ ଆବଶ୍ୟକ। ଭିଟାମିନ୍ ଇ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଭିଟାମିନ୍ ଇ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ ବରଂ ଏହା କେଶ ଓ ଚର୍ମ ପାଇଁ ମଧ୍ୟ ବହୁତ ଭଲ।

Williamsan
ଇଂଲଣ୍ଡ ପରେ ଏବେ ନ୍ୟୁଜଲ୍ୟାଣ୍ଡ ଖେଳାଳିମାନେ ମଧ୍ୟ ଆଉ ଖେଳିବେନି IPL 2021, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: କରୋନା ମହାମମାରୀ କାରଣରୁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ ରଖାଗଲା । ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏବେ ଅବଶିଷ୍ଟ ୩୧ଟି ମ୍ୟାଚ୍ ସେପ୍ଟେମ୍ବରରେ କରିବା ପାଇଁ ବିସିସିଆଇ ଯୋଜନା…

Rp Sing
କରୋନାରେ ପୂର୍ବତନ ଦ୍ରୁତ ବୋଲର ଆରପି ସିଂହଙ୍କ ପିତାଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆରପି ସିଂହଙ୍କ ପିତା ଶିବ ପ୍ରସାଦ ସିଂହଙ୍କର କରୋନାରେ ଦେହାନ୍ତ ହୋଇଛି । ଏନେଇ ନିଜ ଟ୍ୱିଟ୍‌ ଜରିଆରେ ଆରପି ସିଂହ ସୂଚନା ଦେଇଛନ୍ତି । ଆରପି ସିଂହଙ୍କ ପିତା ଅନେକ ଦିନ ଧରି…

6e2hkrho_giant-frog-cornufer-guppyi_625x300_12_May_21
ମଣିଷ ହାତରେ ବିରାଟକାୟ ବେଙ୍ଗ ! ମଣିଷ ଛୁଆର ଉଚ୍ଚତାଠୁ ବି ଅଧିକ

ବିରାଟକାୟ ବେଙ୍ଗକୁ ଦେଖି ଡରିଗଲେ ଗାଁ ଲୋକୋ ବେଙ୍ଗ ଯୁଆଡେ ବି ଯାଉଥିଲା, ଭୟରେ ଗାଁ ଲୋକ କିଛି ଦୂର ପଳାଉଥିଲେ, ଆଉ ଶେଷରେ ଧରିଲେ । ସୋଲମନ ଦ୍ୱୀପପୁଞ୍ଜରେ ବିରଳ ପ୍ରଜାତିର ବେଙ୍ଗକୁ ଉଦ୍ଧାର କରାଯାଇଛି । ମଣିଷ ଛୁଆର…

ଶବ କାହିଁକି ପାଣିରେ ଭାସେ, ଜାଣନ୍ତୁ…

ଆପଣ ନିଶ୍ଚିତ ଦେଖିଥିବେ ଯେ ଯଦି ଜଣେ ପହଁରା ନ ଜାଣିଥିବା ବ୍ୟକ୍ତି ପାଣିରେ ଗଳିପଡେ ତେବେ ବହୁ ଚେଷ୍ଟା ପରେ ବି ସେ ନିଜକୁ ବଞ୍ଚେଇ ପାରେନି। କିନ୍ତୁ ଏକ ଶବ ବିନା କୌଣସି ପ୍ରୟାସରେ ପାଣିରେ ଭାସୁଛି କିପରି!

mental patient
"ଭୟ କଲେ ବଢିବ କରୋନା"

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛିଉ କରୋନା ସଂକ୍ରମଣ। ତେବେ ଏହାରି ମଧ୍ୟରେ କରୋନା ରୋଗୀଙ୍କ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ସାରଦା ସ୍ୱାଇଁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ସେ କହିଛନ୍ତି ଯେ,  ଭୟ କଲେ କରୋନା ବଢ଼ିବ ବରଂ କମିବ ନାହିଁ।

corona
‘ଏତେ ସହଜରେ ଥମିବନି ଦ୍ୱିତୀୟ ଲହରର ପ୍ରକୋପ’, ଏବେ ବି ଅନେକ ରାଜ୍ୟରେ ବଢ଼ୁଛି ସଂକ୍ରମଣ..

ନୂଆଦିଲ୍ଲୀ: ଭାରତରେ ଗତ ଏକ ସପ୍ତାହ ହେବ ପ୍ରତ୍ୟେକ ଦିନ ଚାରି ଲକ୍ଷରୁ କମ୍‌ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କେମ୍ବ୍ରିଜ୍ ଜଜ୍ ବିଜନେସ୍ ସ୍କୁଲ୍ ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଆଣ୍ଡ ସୋସିଆଲ୍ ରିସର୍ଚ୍ଚ ପକ୍ଷରୁ…

Israel
ପୁଣି ଅଶାନ୍ତ ପବିତ୍ର ସହର ଜେରୁଜେଲମ୍: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ

ଣି ଅଶାନ୍ତ ପବିତ୍ର ସହର ଜେରୁଜେଲମ୍ । ପୁଣି ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ ହୋଇଛି। ସଂଘର୍ଷ ପରେ ଗଡ଼ିଛି ମୁଣ୍ଡ, ରକ୍ତରଂଜିତ ହୋଇଛି ଇହୁଦୀ, ଇସଲାମ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ପ୍ରମୁଖ ଧର୍ମୀପୀଠ ଥିବା ଐତିହାସିକ ସହର ପାଲେଷ୍ଟାଇନ୍

lockdown
କରୋନା ଚେନ୍‌ ଭାଙ୍ଗିବାକୁ ଲକଡାଉନ୍‌ ପାଇଁ କେନ୍ଦ୍ରକୁ ପରାମର୍ଶ ଦେଲେ ଡାକ୍ତର: ଜାଣନ୍ତୁ କେବେଠୁ ଓ କେମିତି ହେବ ତାଲାବନ୍ଦ?

କରୋନାରେ ଅଧିକ ପ୍ରଭାବିତ ଜିଲ୍ଲାରେ ଲକଡାଉନ୍‌ ଆବଶ୍ୟକ ରହିଛି। ଦେଶରେ ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ସେଠି ୬ରୁ ୮ ସପ୍ତାହ ଲକଡାଉନ୍‌ ଦରକାର। ଆଜି ଏଭଳି କିଛି କହିଛନ୍ତି ICMR ଡିଜି ଡାକ୍ତର ବଳରାମ ଭାର୍ଗବ।

ସୋସିଆଲ ମିଡିଆରେ ନିଆଁ ଲଗେଇଲେ ନିକ୍କି

ମୁମ୍ବାଇ: ରିଆଲିଟି ଶୋ ‘ବିଗ୍ ବସ୍ ୧୪’ ଯୋଗୁଁ ନିକ୍କି ତମ୍ବୋଲି ପ୍ରସିଦ୍ଧ ହୋଇ ଯାଇଛନ୍ତି। ତାଙ୍କର ଏହି ପ୍ରସିଦ୍ଧି ତାଙ୍କ ପାଇଁ ସୁଯୋଗ ତିଆରି କରିଛି। ଏହି ଶୋ ପରେ ନିକ୍କି କିଛି ମ୍ୟୁଜିକ୍ ଭିଡିଓ ବ୍ୟତୀତ, ବର୍ତ୍ତମାନ ପୁଣି…

otv
ଏଣିକି ଏହି ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବ ଓଟିଭି

କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା