• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ankita
ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଘରୁ ବାହାରିଲେ ଅଙ୍କିତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍‌ ଯିବାର ଇତି ମଧ୍ୟରେ ଦେଢମାସ ବିତି ଗଲାଣି। ଜୁନ୍‌ ୧୪ ତାରିଖ ତାଙ୍କର ବାନ୍ଦ୍ରା ସ୍ଥିତ ଘରେ ସୁଶାନ୍ତଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ତାଙ୍କର ଏକ୍ସ ଗର୍ଲ ‍ଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କ ଅକସ୍ମାତ ମୃତ୍ୟୁ ତାଙ୍କ ପାଇଁ ଥିଲା ଏକ ବଡ ଧକ୍କା। ପ୍ରାୟ ଦେଢ ମାସ ପରେ ଅଙ୍କିତା ପ୍ରଥମ ଥର ପାଇଁ ଘରୁ ବାହାରକୁ ଆସିଥିବା ଦେଖିବାକୁ ମିଳିଛି। ତାଙ୍କର […]

india corona
ଦେଶରେ କରୋନା ସ୍ଥିତି; ୪୭ ହଜାର ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଚିନ୍ତା ବଢାଉଥିବାବେଳେ ଏବେ ନଜରକୁ ଆସିଛି ଏକ ଖୁସି ଖବର। ଦିନକୁ ଦିନ କରୋନା ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ  ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି।  ଏବେ ଯାଏ ଦେଶରେ ମୋଟ୍ ୬୪ ଦଶମିକ ୨୩ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୪ ନୂଆ କରୋନା ଆକ୍ରାନ୍ତ […]

docter
ରୋଗୀ ଚିକିତ୍ସା ପାଇଁ ଡାକ୍ତରଙ୍କ ନିଆରା ପଦକ୍ଷେପ, ୟୁଜର୍ସ କହିଲେ...

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଗୋଟେ ପଟେ କରୋନା ଭାଇରସଠୁ ରକ୍ଷା ପାଇବା ପାଇଁ ଲୋକମାନେ ଘରେ ରହୁଥିବାବେଳେ, ଅନ୍ୟପଟେ ଡାକ୍ତର ନିଜ ପରିବାରକୁ ଛାଡ଼ି ଏହି ଭାଇରସ ସହିତ ଲଢ଼େଇ କରୁଛନ୍ତି। ଏଭଳି ପରିସ୍ଥିତିରେ  ସୋସିଆଲ ମିଡିଆରେ ଏକ ଡାକ୍ତରଙ୍କ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଡାକ୍ତର ବିନା ପିପିଇ କିଟ୍‌ରେ ରୋଗୀର ଚିକିତ୍ସା କରୁଛନ୍ତି। ନିଜର ଷ୍ଟେଥୋସ୍କୋପ୍ ତାରକୁ […]

china
କରୋନା ଟିକା ଯୋଗାଇବା ନାଁରେ ଏହି ରାଷ୍ଟ୍ରମାନଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛି ଚୀନ

ବେଜିଂ:କରୋନାକୁ ନେଇ ଆମେରିକା, ଅଷ୍ଟ୍ରେଲିଆ, ଭାରତ ତଥା ଅନ୍ୟାନ୍ୟ ରାଷ୍ଟ୍ର ଚୀନକୁ ଦୋଷ ଦେଉଛନ୍ତି। ଆନ୍ତର୍ଜାତିକ ସ୍ତରରେ ପ୍ରମୁଖ ରାଷ୍ଟ୍ର ସହ ସମ୍ପର୍କ ବିଗିଡିବା ତଥା ଦକ୍ଷୀଣ ଚୀନ ସାଗରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖିବା ପରେ ଏବେ ଚୀନ ତାହାର ରଣନୀତି ବଦଳାଇଛି। ପାକିସ୍ତାନ, ନେପାଳ, ଆଫଗାନିସ୍ତାନକୁ ନିଜ ସପକ୍ଷକୁ ଆଣିବା ପାଇଁ ଚେଷ୍ଟା କରୁଛି। ଏହି ରାଷ୍ଟ୍ରମାନଙ୍କ ସହ  ଆଜି ଏକ ଡିଜିଟାଲ ବୈଠକ କରିଛି।  Belt and Road Initiative ଏବଂ କରୋନା ସଂକ୍ରମଣ […]

mayabati
କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ, କହିଲେ-‘ଚୋରି କରି ଦୋଷ ଲଦୁଛି’

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ରୋଚକ ମୋଡ ନେଉଛି। କଂଗ୍ରେସର ଦଳୀୟ ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। କ୍ଷମତା ବିବାଦକୁ ନେଇ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମାୟାବତୀ। ଚୋରି କରି କଂଗ୍ରେସ ପାଲଟା ଦୋଷ ଲଦୁଛି ବୋଲି ଗେହଲଟ ସରକାରକୁ ଆକ୍ଷେପ କରି କହିଛନ୍ତି। ହିନ୍ଦୀରେ ଏହାକୁ ‘ଉଲଟା ଚୋର କୋତୱାଲ୍ କୋ ଡାଟେ’ ବୋଲି ମୟାବତୀ କହିଛନ୍ତି। ରାଜସ୍ଥାନରେ ବିଏସପିର  ୬ ଜଣ ବିଧାୟକଙ୍କୁ ନିଜ ଦଳରେ […]

white
ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ସୁନ୍ଦର ଓ ଯବାନ୍‌ ଦେଖାଯିବାକୁ ଚାହାନ୍ତି। କିନ୍ତୁ ବୟସ, ପ୍ରଦୂଷଣ ଓ ବିଜି ଲାଇଫ୍‌ ଯୋଗୁ କେଶଗୁଡ଼ିକ ବୟସ ହେବା ପୂର୍ବରୁ ଧଳା ପଡ଼ିଯାଇଥାଏ। ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ କେଶ ଧଳା ହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ଅନେକ ମହିଳା ଅଛନ୍ତି, ଯାହାଙ୍କ କେଶ ବୟସ ପୂର୍ବରୁ ଧଳା ପଡ଼ିଯାଇଥାଏ। ଯାହାଫଳରେ କି ଅନେକ ମହିଳା ଧଳା କେଶକୁ ଲୁଚାଇବା ପାଇଁ ବିଭିନ୍ନ କେମିକାଲ୍‌ ଯୁକ୍ତ ରଙ୍ଗକୁ […]

Capture
ଜନ୍ମ ନେଲେ ‘ଦୀପା ସାହୁ’

ଭୁବନେଶ୍ୱର: ଆଲବମ୍‌ ଦୁନିଆର ଚୁଲ୍‌ବୁଲି ନାୟିକା ଦୀପା ସାହୁ ଆଉ ନାହାନ୍ତି।  ଦୀର୍ଘଦିନ ଧରି କ୍ୟାନ୍ସର ସହ ଲଢିବା ପରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀପାଙ୍କ ବିୟୋଗରେ ଆଲବମ୍‌ କଳାକାରଙ୍କ ସହ ଓଲିଉଡ୍‌ର ବହୁ କଳାକାର ଶୋକ ପ୍ରକାଶ କରିଛନ୍ତି। ଓଲିଉଡ୍‌ କଳାକାର ସବ୍ୟସାଚୀ ମିଶ୍ର ମଧ୍ୟ ଦୀପାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୀପାଙ୍କ ବିୟୋଗ ପରେ ସେ ଟ୍ୱିଟ କରି କହିଥିଲେ-‘ଦୀପା ଆଲବମ୍‌ ଦୁନିଆର ଜଣେ ସଫଳ ଅଭିନେତ୍ରୀ ଥିଲେ। […]

kumkum`
ଆଉ ନାହାନ୍ତି ବର୍ଷୀୟାନ୍ ଅଭିନେତ୍ରୀ କୁମକୁମ୍

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ କୁମକୁମଙ୍କର ପରଲୋକ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କୁମକୁମଙ୍କର ଦେହାନ୍ତ ନେଇ ପ୍ରକ୍ୟାତ କମେଡିଆନ୍ ଜନ୍ନି ୱାକରଙ୍କ ପୁଅ ନାସିର୍ ଖାନ୍ ଟ୍ୱିଟରରେ ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ସାୟା ଖେଳିଯାଇଛି। କୁମକୁମ୍ ‘ମଦର୍ ଇଣ୍ଡିଆ’, ‘ଉଜାଲା’, ‘ଏକ ସପେରା ଏକ ଲୁଟେରା’ ଏବଂ ‘ନୟା ଦୌର୍’ ଭଳି ଅନେକ ଫିଲ୍ମରେ ନିଜର ନୁଖଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିଲେ। […]

masa
କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ମଶାମାନେ କ’ଣ ପାଇଁ ରକ୍ତ ପିଅନ୍ତି? ସେମାନେ କେବେଠାରୁ ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ?  ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ସାରିଛନ୍ତି। ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣ ଜାଣି ପାରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଦୁନିଆ ଆରମ୍ଭରୁ ମଶାମାନେ ରକ୍ତ ପିଇବାରେ ଅଭ୍ୟସ୍ତ ନଥିଲେ। ଏହା ଧୀରେ ଧୀରେ ମଶାଙ୍କର ଅଭ୍ୟାସ ହୋଇଛି। ମଶାମାନେ ଶୁଖିଲା ସ୍ଥାନରେ ବସବାସ କରୁଥିଲେ। ଏନେଇ ମଶାମାନେ ମଣିଷ ଓ ଅନ୍ୟପ୍ରାଣୀମାନଙ୍କର […]

police
ଦିନକରେ ୧୩୮ ପୋଲିସ କର୍ମୀ କରୋନା ପଜିଟିଭ, ୩ମୃତ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନାଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣର ଗତି ଏପରି ବୃଦ୍ଧି ପାଇଛି ଯେ ଲୋକଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ପୋଲିସ କର୍ମଚାରୀମାନେ ଏହାର ଶୀକାର ହେଉଛନ୍ତି। ଏନେଇ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୩୮ ପୋଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଜଣ ପୋଲିସ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୬୬୭୦ ପୋଲିସ କର୍ମଚାରୀ ସୁସ୍ଥ ହୋଇ […]

vaccine
ଏକାଥରକେ ୩୦ହଜାର ଲୋକଙ୍କୁ ଦିଆଗଲା କରୋନା ଭ୍ୟାକସିନ୍

ୱାଶିଂଟନ୍: ଗୋଟିଏ ପରେ ସାରା ଦୁନିଆରେ କରୋନାଭାଇରସ୍ ବଢ଼ିଚାଲିଥିବା ବେଳେ ଆମେରିକାରେ ଏହାକୁ ନେଇ ଆଶ୍ବସ୍ତିକର ଖବର ମିଳିଛି। ଆମେରିକାରେ ଏକାସାଙ୍ଗରେ ୩୦ହଜାର ଲୋକଙ୍କ ଉପରେ କରୋନାଭାଇରସ୍ ଭ୍ୟାକସିନର ଟ୍ରାଏଲ୍ କରାଯାଇଛି, ଯାହା ଦୁନିଆର ସବୁଠାରୁ ବଡ଼ କୋଭିଡ୍-୧୯ ଭ୍ୟାକସିନ୍ ପରୀକ୍ଷଣ ବୋଲି କୁହାଯାଉଛି। ସମସ୍ତ ଭଲ୍ୟୁଣ୍ଟିୟରଙ୍କୁ ମଡର୍ନା ଆଇଏନସି ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ୍ ଦିଆଯାଇଛି। ତେବେ ଏହି ଭ୍ୟାକସିନ୍ ମଣିଷକୁ ଭାଇରସରୁ ବଞ୍ଚାଇପାରିବ କି ନାହିଁ, ତାକୁ ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇନାହିଁ। ଯେଉଁ ଭଲ୍ୟୁଣ୍ଟିୟରଙ୍କୁ […]

police susanta
କରନ୍‌ ଜୋହରଙ୍କ ସିଇଓଙ୍କୁ ଜେରା

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଘନ ଘନ ଜେରା କରାଯାଉଛି। ଗତକାଲି ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା ହେବା ପରେ ଆଜି କରନ୍ ଜୋହରଙ୍କ ସଂସ୍ଥାର କର୍ମଚାରୀଙ୍କୁ ଜେରା ହୋଇଛି । କରନ୍‌ଙ୍କ ଧର୍ମା ପ୍ରଡକ୍ସନ୍‌ର ସିଇଓ ଅପୂର୍ବା ମେହେଟ୍ଟାଙ୍କୁ ଆମ୍ବୋଲି ପୋଲିସ୍ ଷ୍ଟେସନ୍‌ରେ ପଚରାଉଚରା କରାଯାଇଛି । ସୁଶାନ୍ତଙ୍କ ଫିଲ୍ମ ଡ୍ରାଇଭ୍ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା । ତେବେ ଏହା ପ୍ରାୟ ଦୁଇ ବର୍ଷ ବିଳମ୍ବରେ ରିଲିଜ୍ ହୋଇଥିବାରୁ ସୁଶାନ୍ତ ଏଥିପ୍ରତି […]

broad
୫୦୦ ୱିକେଟ୍‌ କ୍ଲବରେ ଷ୍ଟୁଆର୍ଟ ବ୍ରଡ୍

ମାଞ୍ଚେଷ୍ଟର୍: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବ୍ରଡ୍ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଅନ୍ତିମ ଦିବସରେ ବ୍ରଡ୍ ଭ୍ରମଣକାରୀ ଦଳର ଓପ୍ନର କ୍ରେଗ୍ ବ୍ରାଥୱେଟଙ୍କୁ ଆଉଟ୍ କରି ସଫଳତା ଅର୍ଜନ କରିଛନ୍ତି। ଏଥିସହ ବ୍ରଡ୍ ଦୁନିଆର ସପ୍ତମ ବୋଲର ଭାବେ ଟେଷ୍ଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ସେ ମଧ୍ୟ ଇଂଲଣ୍ଡର ୨ୟ ବୋଲର […]

susa
ସୁଶାନ୍ତ ମୃତ୍ୟୁର ରହସ୍ୟ ଖୋଲୁଛି, ରିଆ ମୁଖ୍ୟ ଷଡ଼ଯନ୍ତ୍ରକାରୀ କି?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଟୁଇଷ୍ଟ। ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ବିହାର ପୋଲିସ୍ ମାମଲା ରୁଜୁ କରିଛି। ରିଆଙ୍କ ବିରୋଧରେ ଆଉ କେହି ନୁହନ୍ତି ବରଂ ସୁଶାନ୍ତଙ୍କ ପିତା କେ.କେ. ସିଂ ଏହି ଏଫଆଇଆର୍ ଦାଖଲ କରିଛନ୍ତି। ସେ ପାଟଣାର ରାଜୀବ ନଗର ଥାନାରେ ଏହି ଏଫଆଇଆର ଦାଖଲ କରିଛନ୍ତି। କେକେ ସିଂ ଅଭିଯୋଗ ଆଣିଛନ୍ତି ଯେ ରିଆ ସୁଶାନ୍ତଙ୍କୁ ଟଙ୍କା ପାଇଁ ଏବଂ ତାଙ୍କୁ (ସୁଶାନ୍ତ)ଙ୍କୁ ଆତ୍ମହତ୍ୟା […]

eng-vs-wi
ଲକଡାଉନ୍ ବ୍ରେକ୍ ପରେ ପ୍ରଥମ ସିରିଜ୍ ଜିତିଲା ଇଂଲଣ୍ଡ

ମାଞ୍ଚେଷ୍ଟର୍: ଷ୍ଟୁଆର୍ଟ ବ୍ରଡଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୨୬୯ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। କୋଭିଡ୍‌-୧୯ କାରଣରୁ ଲମ୍ବା ବ୍ରେକ୍ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ଥିଲା, ଯାହାକୁ ଇଂଲଣ୍ଡ ନିଜ ନାଁରେ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୬୯ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ୧୯୭ ରନରେ ଅଲଆଉଟ୍ […]