• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rafel
ଫ୍ରାନ୍ସରୁ ଆସିଲା ରାଫେଲ ଫାଇଟର୍ ଜେଟ୍

ନୂଆଦିଲ୍ଲୀ: ଭାରତକୁ ଆସୁଛି ରାଫେଲ୍ ଫାଇଟର୍ ଜେଟ୍।  ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିବା ରାଫେଲ ଜେଟ୍‌ ଖୁବ୍‌ ଶୀଘ୍ର ଭାରତରେ ପହଞ୍ଚିବ। ୫ଟି ରାଫେଲ ଫାଇଟର ଏୟାର୍ କ୍ରାଫ୍ଟ ଆଜି ଫ୍ରାନ୍ସର ମେରିଗନାକରୁ ବାହାରିଛି।  ମେରିଗନାକ୍‌ରେ ଫ୍ରାନ୍ସ ଅଧିକାରୀଙ୍କ ସହ ବାୟୁ ସେନା ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତଙ୍କ ଆଲୋଚନା ପରେ ଏହି ୧୦ ଜଣ ପାଇଲଟ୍ ରାଫେଲ୍‌କୁ ନେଇ ଭାରତ ଆସୁଛନ୍ତି। ଜୁଲାଇ ୨୯ରେ ଏହା ଅମ୍ବାଲାରେ ଏୟାରଫୋର୍ସରେ ସାମିଲ ହେବ ରାଫେଲ । ସୀମାନ୍ତରେ ଚୀନ-ପାକିସ୍ତାନ […]

Capture
ଭାଗ୍ୟ ବଦଳାଇ ଦେଲେ ସୋନୁ; କାନ୍ଧରେ ଲଙ୍ଗଳ ଟାଣୁଥିବା ୨ ଭଉଣୀଙ୍କୁ ଦେଲେ ଟ୍ରାକ୍ଟର

ଅମରାବତୀ: ରିଲ୍ ଲାଇଫରେ ଭିଲିଆନ୍।  ହେଲେ ରିୟଲ୍ ଲାଇଫ୍‌ରେ ରିୟଲ ହିରୋ ହେଉଛନ୍ତି ସୋନୁ ସୁଦ୍‌। ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କ ପାଇଁ ଏବେ ସାରା ଦେଶରୁ ଆସୁଛି ଏଭଳି ପ୍ରଶଂସା। ଆନ୍ଧ୍ରପ୍ରଦେଶ ଚିତୋର୍ ଜିଲ୍ଲାର ନାଗେଶ୍ୱର ରାଓଙ୍କ ଚାଷ ଜମିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।  ଟମାଟୋ ଚାଷ କରୁଥିବା ନାଗେଶ୍ୱରଙ୍କ ପାଖରେ ଜମିରେ ଚାଷ କରିବାକୁ ବଳଦ କିମ୍ବା ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିଲା। ଦୁଇ ଝିଅ ଭେନ୍ନେଲା ଓ ଚନ୍ଦନା […]

nitin
ଶାଲିନୀଙ୍କ ହାତ ଧରିଲେ ସାଉଥ୍ ଷ୍ଟାର୍ ନୀତିନ୍

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର୍ ନୀତିନ ରେଡ୍ଡୀ ଆରମ୍ଭ କରିଛନ୍ତି ନୂଆ ଜୀବନ। ରବିବାର ହାଇଦ୍ରାବାଦର ତାଜ୍‌ଫାଲକନୁମା ପ୍ୟାଲେସରେ ସାଉଥ ସୁପରଷ୍ଟାର ନୀତିନ ରେଡ୍ଡୀ ତାଙ୍କ ମଙ୍ଗେତର ଶାଲିନୀ କାଣ୍ଡୁକୁରିଙ୍କୁ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିଛନ୍ତି। ନିତିନ ଓ ଶାଲିନୀଙ୍କ ବିହାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଛି। ଅଭିନେତାଙ୍କ ପ୍ରଶଂସକଙ୍କ ସହିତ ସେଲିବ୍ରିଟୀ‌ମାନେ ମଧ୍ୟ ଦୁହିଁଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି। କରୋନାଭାଇରସ ଯୋଗୁ ନୀତିନ ଓ ଶାଲିନୀ କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ […]

mahesh-bhatt
ସୁଶାନ୍ତଙ୍କ ମୃତ୍ୟୁ ମାମଲା, ମହେଶ ଭଟ୍ଟଙ୍କୁ ୨ ଘଣ୍ଟା ଜେରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଜେରା ଜାରି ରହିଛି। ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଆଜି ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ବୟାନ୍ ରେକର୍ଡ ହୋଇଛି। ସୋମବାର ସକାଳ ୧୧ଟା ବେଳେ ମହେଶ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ପ୍ରାୟ ୨ ଘଣ୍ଟା ଧରି ଜେରା କରାଯାଇଥିଲା। ପୂର୍ବରୁ ମହେଶ ଭଟ୍ଟଙ୍କୁ ଜେରା କରିବାକୁ ସମନ ଜାରି କରାଯାଇଥିଲା। ମହେଶ ଭଟ୍ଟଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ […]

cp-joshi
ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ରାଜସ୍ଥାନ ବାଚସ୍ପତି

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି ବାଚସ୍ପତି ସିପି ଯୋଶୀ। ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ବାଚସ୍ପତି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଆଜି ସେ ନିଜର ଅପିଲକୁ ପ୍ରତ୍ୟାହାର କରିଛନ୍ତି। ଏବେ ଏହି ମାମଲାରେ ଶୁଣାଣି ଜୟପୁର ହାଇକୋର୍ଟରେ ଜାରି ରହିବ। ବାଚସ୍ପତିଙ୍କ ତରଫରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ଯେହେତୁ ହାଇକୋର୍ଟ ନିଷ୍ପତ୍ତି ଶୁଣାଇ ସାରିଛନ୍ତି, ତେଣୁ ଆମେ ଆବେଦନ ପ୍ରତ୍ୟାହାର କରିବାକୁ […]

cuttack
କଟକ ସହରରୁ ୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୬ ଲୋକାଲ କେସ୍

କଟକ: କଟକ ସହରରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନ, ୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍‌ସି। କେଉଁ ଅଞ୍ଚଳରୁ କେତେ:- ଖଟବିନ ସାହିରୁ ଆଜି ଆଉ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେକ୍ ବଜାରରୁ ୮, ଗଣ୍ଡରପୁରରୁ ୪, ନେତାଜୀ ନଗରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଖାନ୍ ନଗରରୁ ୨, ଦେୱାନ ବଜାରରୁ ୨, ସେଲଟର ଛକରୁ […]

bachan
ଆସିଲା ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ଦୁହିଁଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏନେଇ ଅଭିଷେକ ବଚ୍ଚନ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ କରି ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଅଭିଷେକ କହିଛନ୍ତି ଯେ ସେ ଏବଂ ତାଙ୍କ ବାପା ଅମିତାଭ ବଚ୍ଚନ ଏବେ ଡାକ୍ତରଖାନାରେ ମେଡିକାଲ କର୍ମଚାରୀଙ୍କ ଅବଜରଭେସନ୍‌ରେ ରହିବେ। Mumbai: Aishwarya Rai […]

apps
ଭାରତରେ ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍ ଆପ୍ସ

ନୂଆଦିଲ୍ଲୀ: ଚୀନ୍ ଉପରେ ଆଉଏକ ଜିଡିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତ ସରକାର ବଡ଼ ପଦକ୍ଷେପ ଉଠାଇ ଚୀନର ଆଉ ୪୭ଟି ଆପ୍ସକୁ ବ୍ୟାନ୍ କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଚୀନର ୫୯ଟି ଆପ୍ସକୁ ବ୍ୟାନ୍ କରିଥିଲେ। କେବଳ ଏତିକି ନୁହେଁ, ସରକାରଙ୍କ ନଜରରେ ଏମିତି ୨୫୦ ଆପ୍ସ ଉପରେ ନଜର ରହିଛି, ଯେଉଁଥିରେ ଲୋକପ୍ରିୟ ଗେମିଂ ଆପ୍ସ ପବଜୀ ମଧ୍ୟ ସାମିଲ୍‌ ଅଛି। ଆଗାମୀ ଦିନରେ ଏହି ଆପ୍ସ ଉପରେ ମଧ୍ୟ ବ୍ୟାନ୍ ଲାଗିପାରେ। […]

rahul
କେଉଁଠି ଅଛନ୍ତି ରାହୁଲ୍ ଗାନ୍ଧି? ଜବାବ ମାଗିଲା ବିଜେପି

ନୂଆଦିଲ୍ଲୀ: କରୋନାଭାଇରସ୍ ହେଉ କି ରାଜସ୍ଥାନ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ହେଉ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଭିଡିଓ ଜରିଆରେ ନିଜର ମତ ସାବ୍ୟସ୍ତ କରିଆସୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରାହୁଲ୍‌ ସାମ୍ନାକୁ ଆସି ସିଧାସଳଖ କୌଣସି ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିନାହିଁ। ତେବେ କାହିଁକି ରାହୁଲ୍ ସର୍ବସମ୍ମୁଖକୁ ଆସୁନାହାନ୍ତି। ଏହାର ଜବାବ ଦେଇଛି ବିଜେପି। ବିଜେପିର ମୁଖପାତ୍ର ସମ୍ବିତ ପାତ୍ରଙ୍କ କହିବା ଅନୁଯାୟୀ, ରାହୁଲ୍ ଗାନ୍ଧି ହୁଏତ ବର୍ତ୍ତମାନ ଭାରତରେ ନାହାନ୍ତି। ବିଜେପିର ମୁଖପାତ୍ର […]

corona
ଏଣିକି ୩୬ ମିନିଟରେ ଆସିବ କରୋନା ରିପୋର୍ଟ!

ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣ ବଢ଼ିବାର ପ୍ରମୁଖ କାରଣ ହେଉଛି କମ୍ ଟେଷ୍ଟିଂ ଓ ପରୀକ୍ଷଣର ପରିମାଣ। ଏଭଳି ସଙ୍କଟଜନକ ସ୍ଥିତିରେ ସିଙ୍ଗାପୁରର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏମିତି ଏକ ଟେକନିକ୍ ବିକଶିତ କରିଛନ୍ତି, ଯେଉଁଥିରେ ମାତ୍ର ୩୬ ମିନିଟରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି କି ନାହିଁ, ତାହା ଜଣାପଡ଼ିଯିବ। ବର୍ତ୍ତମାନ ଯେଉଁଭଳି ପରୀକ୍ଷଣ କରାଯାଉଛି, ସେଥିରେ ରେଜଲ୍ଟ ଆସିବାକୁ କେଇ ଘଣ୍ଟା ଲାଗିଯାଉଛି ଏବଂ ସେତେବେଳକୁ ପଜିଟିଭ୍ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆଉ […]

corona
୫ ରାଜ୍ୟରେ ହେବ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଭ୍ୟାକ୍ସିନ୍‌ର ଶେଷ ପରୀକ୍ଷଣ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଭାଗିଦାରୀରେ ପ୍ରସ୍ତୁତ ଟିକାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ। ଏଥିପାଇଁ ଭାରତର ୫ଟି ରାଜ୍ୟରେ ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହୋଇଥିବାରୁ ଟିକା ଦେବା ପୂର୍ବରୁ ଦେଶର ତଥ୍ୟ ରହିବା ଆବଶ୍ୟକ ବୋଲି ଜୈବପ୍ରଯୁକ୍ତି ବିଭାଗ ସଚିବ ରେଣୁ ସ୍ୱରୂପ ସୂଚନା ଦେଇଛନ୍ତି। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନାକା ପକ୍ଷରୁ ଟିକା […]