• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

world
କରୋନା ରୋଗୀଙ୍କ ସେବା କରୁ କରୁ ଟଳି ପଡ଼ୁଛନ୍ତି ଭାରତୀୟ-ଆମରିକା ଡାକ୍ତର

ନ୍ୟୁୟର୍କ: ଆମେରିକାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା  ଭାରତୀୟ ଡାକ୍ତର ଡା.ମାଧବୀ ଶେଷ ଇଚ୍ଛା ପୂରଣ ହୋଇ ପାରିଲା ନାହିଁ । ନିଜର ଅଧୂରା ଇଚ୍ଛାକୁ ନେଇ ସବୁଦିନ ପାଇଁ ଏ ଦୁନିଆରୁ ଚାଲିଗଲେ । ୬୧ ବର୍ଷ ବୟସ୍କା ଏହି ଡାକ୍ତର ନିଜ  ସ୍ୱାମୀଙ୍କ ସହ ଆମେରିକାରେ ରହୁଥିଲେ । ଶେଷ ସମୟରେ ସେ ନିଜ ସ୍ୱାମୀ ଓ ପରିବାର ଲୋକଙ୍କୁ ପାଖରେ ଦେଖି ପାରି ନ । କେବଳ ମୋବାଇଲ ମାଧ୍ୟମରେ ଯାହା ସମ୍ପର୍କ […]

trump
ଆମେରିକାରେ ବିଦେଶୀ ନାଗରିକଙ୍କ ରହିବା ନେଇ ଟ୍ରମ୍ପ କଲେ ବଡ ଘୋଷଣା 

ୱାଶିଂଟନ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କୌଣସି ବିଦେଶୀ ନାଗରିକ  ଆମେରିକାରେ ବସବାସ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏକ  ଟ୍ୱିଟବାର୍ତ୍ତାରେ ଟ୍ରମ୍ପ କହିଛନ୍ତି   “ବର୍ତ୍ତମାନ ଆମେରିକା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି। ଏହି ଲଢ଼େଇ ସହ ଆମକୁ ମହାନ ଆମେରିକା ନାଗରିକଙ୍କ ନିଯୁକ୍ତି କଥା ମଧ୍ୟ ଚିନ୍ତା କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ମୁଁ ଆମେରିକାରେ ପ୍ରବେଶ […]

rapid
ଆମେରିକା: ଗୋଟିଏ ଦିନରେ ଗଲା ୧୪୩୩ ଜୀବନ

ୱାଶିଂଟନ: ଆମେରିକାରେ କରୋନା ସ୍ଥିତି ଜଟିଳ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୩୩ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ଧରି ଏଠାରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ ଅଧିକ ଥିଲା। ଗତ କାଲିର ମୃତ୍ୟୁ ସଂଖ୍ୟା ଯଦିଓ ସାମାନ୍ୟ କମ୍‌ ଅଛି ତଥାପି ଆମେରିକା ସ୍ଥିତିରେ ଯେ ସୁଧାର ଆସିନି ତାହା ସ୍ପଷ୍ଟ ହେଉଛି। କରୋନା ଯୋଗୁ ଆମେରିକାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି ଓ ଆକ୍ରାନ୍ତ ହୋଇଛନ୍ତି। […]

king-ping
ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ !

ନୂଆଦିଲ୍ଲୀ:ଉତ୍ତର କୋରିଆ ଡିକ୍ଟେଟର କିମ୍‌ ଜୋଙ୍ଗ ଉନ୍‌ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଏବେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କୁହାଯାଉଛି, ତାଙ୍କର କାଡିଓ ଭାସ୍କୁଲାର(cardiovascular)  ସମସ୍ୟା ରହିଛି। ଆମେରିକା ଟିଭି ଚ୍ୟାନେଲ ସିଏନଏନ ରିପୋର୍ଟ ଅନୁଯାୟୀ  କିମ୍‌ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଜଣେ ଆମେରିକା ଅଧିକାରୀଙ୍କ କହିବା ଅନୁଯାୟୀ, କିମ୍‌ ଜୀବନ ପ୍ରତି ବିପଦ ରହିଛି। ସେ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। […]

Capture
ଲକ୍‌ଡାଉନ ଗାଇଡଲାଇନ୍ କୋହଳ କରିପାରିବେନି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ: ଲକ୍‌ଡାଉନ ଗାଇଡଲାଇନ୍ ଖିଲାପ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ କଡ଼ା ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ବିପର୍ଯ୍ୟୟ ପରିଚାଳନା ଆଇନ ମୁତାବକ ସମସ୍ତ ରାଜ୍ୟ ଲକଡାଉନ୍ କଟକଣା ମାନିବାକୁ ବାଧ୍ୟ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚାହିଁଲେ ବି ଏହି ଆଇନକୁ କୋହଳ କରିପାରିବେ ନାହିଁ। କେନ୍ଦ୍ରର ଗାଇଡଲାଇନକୁ କୌଣସି ରାଜ୍ୟ କୋହଳ କରିପାରିବେ ନାହିଁ। ଲୋକଙ୍କ […]

goa
ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟ ହେଲା ଗୋଆ

ଗୋଆ: କରୋନା ଭୟ ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ଆସିଛି ଏକ ଖୁସି ଖବର। ଭାରତରେ କରୋନାକୁ ସମ୍ପୂର୍ଣ୍ଣ ମାତ୍‌ ଦେବାରେ ସଫଳ ହୋଇଛି ଗୋଆ ।  ବର୍ତ୍ତମାନ ପାଇଁ କରୋନା ମୁକ୍ତ ହୋଇଛି ଗୋଆ। ଏଠାରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି । ଦେଶର ଗୋଆ ହେଉଛି ପ୍ରଥମ ରାଜ୍ୟ, ଯେଉଁଠି ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନା ମୁକାବିଲା ପାଇଁ ଡାକ୍ତର ଓ […]

delhi
ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଆସିଲା ୧୧୦ ନୂଆ ମାମଲା

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଭାରତରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୧୯ ଛୁଇଁଲାଣି । ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ଇତିମଧ୍ୟରେ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା୨୦୦୩ରେ ପହଞ୍ଚିଲାଣି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଲାଣି । ଅନ୍ୟପକ୍ଷେ ୨୪ ଘଣ୍ଟା ମଧ୍ୟରେ ୮୩ ଜଣ ସୁସ୍ଥ ହୋଇ […]

oitv
ପାଣିରୁ ମିଳିଲା କରୋନା ଭୂତାଣୁ !

ପ୍ୟାରିସ୍‌‌: ପାଣିରେ କରୋନା ଭୂତାଣୁ ! ତାହା ପୁଣି ପିଇବା ପାଣିରୁ । ପ୍ୟାରିସ୍‌‌ରୁ ଆସିଛି ଚିନ୍ତାଜନକ ଖବର। ଯଦିଓ ପାନୀୟ ଜଳରେ କରୋନା ଭାଇରସ ସଂକ୍ରମଣର କୌଣସି ଭୟ ନାହିଁ ବୋଲି ସ୍ଥାନୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ତଥାପି ପାଣରେ କରୋନା ଭାଇରସ ଠାବ ହେବା ଖବର ଶୁଣି ଏଠାରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଲକ୍‌ ଡାଉନ ପରେ ପରେ ପ୍ୟାରିସର ଲ୍ୟାବରେ ବିଭିନ୍ନ ଇଲାକାର ୨୭ଟି ପାଣି ନମୂନା ସଂଗ୍ରହ […]