• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

america
ଭାରତରେ ୩ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର:  ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩ଶହ ଟପିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୩୦୮ ଜଣଙ୍କ ମୃତ୍ୟୁ ଘଟିଲାଣି।  ଦେଶରେ ମୋଟ ୮ ହଜାର ୩୫୦ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୭୧୬ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।  ୭,୯୮୭ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ଦୈନିକ ୧୫ ହଜାର ସାମ୍ପଲ ପରୀକ୍ଷା କରାଯାଉଛି। ଦେଶର ୨୧୯ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ […]

truck
ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଟ୍ରକକୁ ରୋକନି-କେନ୍ଦ୍ର

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଟ୍ରକକୁ ରୋକାଯାଇ ପାରିବନି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଟ୍ରକ,  ରାଜ୍ୟ ଭିତରେ ଚଳାଚଳ କରୁଥିବା ଟ୍ରକ୍ ଉପରେ କଟକଣା ରହିବନି। ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛି କେନ୍ଦ୍ର ଗୃହ ବିଭାଗ। ସେହିପରି ଖାଲି ଟ୍ରକ୍ ଗୁଡ଼ିକ ଜିନିଷ ପରିବହନ କରିବା ପାଇଁ କିମ୍ବା ଫେରିବା ବେଳେ ବି ଏହାକୁ ରୋକିବେନି ପ୍ରଶାସନ। ଟ୍ରକ୍ ଚଳାଚଳ ନେଇ ଆବଶ୍ୟକ ହେଉଥିବା ପାସ୍ […]

corona-panic
ଆମେରିକାରେ ବଢୁଛି କରୋନା ମୃତ୍ୟୁ ; ୨୪ ଘଣ୍ଟାରେ ୧୫୦୦ରୁ ଅଧିକ

ନୂଆଦିଲ୍ଲୀ: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛିି କରୋନା ସଂକ୍ରମଣ। ବିଶ୍ୱର ୨୧୦ ଦେଶରେ ବ୍ୟାପିଥିବା କରୋନା ଜନିତ ମୃତ୍ୟୁ ୧ ଲକ୍ଷ ୧୪ ହଜାର ଟପିଗଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୮ ଲକ୍ଷକୁ ପାର କରିଛି।  ବିଶେଷ କରି ଆମେରିକା, ସ୍ପେନ, ଇଟାଲି ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆମରିକାରେ କରୋନା ଜନିତ ମୃତ୍ୟୁ ୨୨ […]

camel-1
ଟ୍ୱିଟ କରି ମହିଳାଙ୍କୁ ସାହାଯ୍ୟ କଲେ ଅରୁଣ ବୋଥ୍ରା, ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚିଲା ଓଟ କ୍ଷୀର

ଜୟପୁର: ରାଜସ୍ଥାନରୁ ମୁମ୍ବାଇ ଗଲା ୨୦ ଲିଟର୍ ଓଟ କ୍ଷୀର। ଲକ୍ ଡାଉନ୍ ବେଳେ ସ୍ୱତନ୍ତ୍ର ଭାବେ ରେଳ ବିଭାଗ ପକ୍ଷରୁ ଏହି କ୍ଷୀରକୁ ରାଜସ୍ଥାନରୁ ଆଣି ମୁମ୍ବାଇରେ ପହଞ୍ଚାଯାଇଛି । ଏଠି ସାଧାରଣ ଭାବେ ଏକ ପ୍ରଶ୍ନ ଉଠେ, ରେଳବାଇ ୨୦ ଲିଟର କ୍ଷୀରକୁ କାହିଁକି ଏତେ ଗୁରୁତ୍ୱ ଦେଇ ମୁମ୍ବାଇ ଆଣିଲା ?  ହଁ, ଏହି ପ୍ରଶ୍ନର ଉତ୍ତର ଖାଲି ଆଶ୍ଚର୍ଯ୍ୟଜନକ ନୁହେଁ, ଖୁବ୍‌ ମର୍ମସ୍ପର୍ଶୀ ମଧ୍ୟ। ଗୋଟିଏସାଢେ ୩ ବର୍ଷ ଶିଶୁର ଜୀବନ […]

police
୮ ଘଣ୍ଟା ଅପରେସନ୍ ପରେ କଟା ହାତ ଲାଗିଲା, ସୁସ୍ଥ ହେଇଛନ୍ତି ପଟିଆଲାର ଏଇ ପୋଲିସ ଅଫିସର

ପଟିଆଲା: ୮ ଘଣ୍ଟାର ଅପରେସନ୍ ପରେ ଏବେ ସୁସ୍ଥ ହୋଇଛନ୍ତି ପଞ୍ଜାବ ପଟିଆଲାର ଏଏସ୍ଆଇ ହରଜିତ୍ ସିଂହ। ଚଣ୍ଡିଗଡ଼ PGI ହସ୍ପିଟାଲ୍‌ରେ ହୋଇଥିବା ଅପରେସନ୍‌ରେ ତାଙ୍କ କଟା ହାତକୁ ପୁଣି ଥରେ ଲଗାଯାଇଛି। ଯାହା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ଗତକାଲି ସାଢ଼େ ୭ ଘଣ୍ଟା ଧରି ହରଜିତ୍‌ଙ୍କ ହାତର ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। ଯାହା ବେଶ ସଂଘର୍ଷପୂର୍ଣ୍ଣ ଥିବା ଡାକ୍ତରୀ ଟିମ୍ କହିଛନ୍ତି। ତେବେ ଅପରେସନ୍‌ର କିଛି ମାସ […]

dharabi
ଚିନ୍ତା ବଢାଉଛି ଧରାବୀ ସ୍ଲମ୍‌: ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ

ମୁମ୍ବଇ: ଏସିଆ ମହାଦେଶର ସବୁଠାରୁ ବଡ ସ୍ଲମ୍‌ ମୁମ୍ବାଇର ଧାରାବୀରେ କରୋନା କାୟା ବିସ୍ତାର କରି ଚାଲିଛି। ଶୁକ୍ରବାର ଏଠାରେ ପୁଣ ୫ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ଏହି ୫ ଜଣଙ୍କ ମଧ୍ୟରୁ ୨ ଜଣ ଦିଲ୍ଲୀ ମରକଜ୍‌ କାର୍ଯକ୍ରମରେ ଯୋଗ ଦେଇ ଫେରିଛନ୍ତି। ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି, ଧାରାବୀରେ କରୋନା ଆକ୍ରାନ୍ତ ୫ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ନିଜାମୁଦ୍ଦିନ ମରକଜ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଛନ୍ତି। […]

ma-pua
ଲକ୍‌ଡାଉନ: ୧୪୦୦ କିମି ସ୍କୁଟି ଚଲାଇ ପୁଅକୁ ଘରକୁ ଆଣିଲେ ମା’

ହାଇଦ୍ରାବାଦ୍‌: ତେଲେଙ୍ଗାନାର ନିଜାମ୍‌ବାଦରେ ରହୁଥିବା ଜଣେ ମହିଳା ଶିକ୍ଷୟିତ୍ରୀ ଲକ୍‌ଡାଉନ ସମୟରେ ନିଜର ସାହସିକ କାମ ପାଇଁ ବେଶ ପ୍ରଶସିଂତ ହୋଇଛନ୍ତି। ରାଜିଆ ବେଗମ ନାମ୍ନୀ ଏହି ମହିଳା ଜଣକ ନିଜାମାବାଦର ବୋଧାନର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଲକ୍‌ଡାଉନ ଘୋଷଣା କରାଯିବା ପରେ ତାଙ୍କର ପୁଅ ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଫସି ଯାଇଥିଲେ। ପୁଅକୁ ଆଣିବା ପାଇଁ ରାଜିଆ ନିଜ ସ୍କୁଟିରେ ନେଲ୍ଲୋର ପହଞ୍ଚି ଯାଇଥିଲେ। ଆଉ ସେଠାରୁ ତାଙ୍କ ପୁଅକୁ ନେଇ […]