• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

salman
ଭାଇ ସଲମାନ୍‌ ଗିଫ୍ଟ କରିଥିବା ବିଏମଡବ୍ଲୁ କାର୍‌କୁ ବିକିବେ ଅର୍ପିତା

ମୁମ୍ୱାଇ:  ବଲିଉଡର ଭାଇଜାନ ସଲମାନ୍‌ ଖାନ୍‌ଙ୍କ ଗେହ୍ଲି ଭଉଣୀ ଅର୍ପିତା ଫିଲ୍ମ ଲାଇନରେ ସକ୍ରିୟ ନ ଥିଲେ ବି ସବୁବେଳେ ଲାଇମଲାଇଟ୍‌ରେ ଥାଆନ୍ତି। ପୁଣି ଏବେ ତାଙ୍କୁ ନେଇ ଚର୍ଚ୍ଚା। ଭାଇ ସଲମାନ୍‌ଙ୍କ ଦ୍ୱାରା ଗିଫ୍ଟ ପାଇଥିବା ଲକ୍‌ଜୁରି ବିଏମଡବ୍ଲୁ କାର୍‌କୁ ବିକ୍ରି କରିବାକୁ ଲାଗି ଅର୍ପିତା ଏବେ ମନସ୍ଥ କରିଛନ୍ତି। ଏଥିଲାଗି ସେ ଏକ ୱେବ୍‌ସାଇଟ୍‌ରେ ବିଜ୍ଞାପନ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ହେଲେ କ’ଣ ପାଇଁ ସେ ଏହି କାର ବିକ୍ରି […]

Gold
କମିଲା ସୁନା ଦର

ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ଦର ହ୍ରାସ ପାଇଛି। ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ଆଜି ସୁନା ଦର ହ୍ରାସ ପାଇଛି।

lightning death
ବଜ୍ରପାତ ନେଇଗଲା ୭୦ ଜୀବନ

ଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭୦ ଜୀବନ ନେଇଛି। ଉତ୍ତର ପ୍ରଦେଶରୁ ୪୩, ରାଜସ୍ଥାନରୁ ୨୦, ମଧ୍ୟପ୍ରଦେଶରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

china
କରୋନାରୁ ବର୍ତ୍ତିବା ପାଇଁ ଅଜ୍ଞାତବାସରେ ଥିଲେ ଚୀନ୍‌ ରାଷ୍ଟ୍ରପତି

ପେଇଚିଙ୍ଗ: କରୋନା ଭାଇରସକୁ ନେଇ ଚୀନ ଉପରେ ଅନେକ ଅଭିଯୋଗ ଆସୁଛି । କରୋନା ଭାଇରସକୁ ଭୟାବହତା ଜାଣି ମଧ୍ୟ ସେ ବିଶ୍ୱବାସୀଙ୍କୁ ଅବଗତ କରାଇନି। ସେତିକି ନୁହେଁ, କରୋନା ମୃତ୍ୟୁ ଜନିତ ତଥ୍ୟ ଏବଂ ଏହାର ଉତ୍ପତି ବିଷୟରେ ମଧ୍ୟ ଚୀନ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ନିକଟରେ ଏକ ଖବର ମିଳିଛି ଯେ, ଚୀନରେ କରୋନା ଭୟାବହତା ଲାଗି ରହିଥିବାବେଳେ ଦେଶର କମ୍ୟୁନିଷ୍ଟ ପାର୍ଟିର ଟପ୍‌ ନେତା ପେଇଚିଙ୍ଗର ଏକ ସିକ୍ରେଟ ରିସୋର୍ଟରେ […]

white house
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଟ୍ୱିଟରରେ ଅନ୍‌ଫଲୋ କଲା White House

ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍। ଅଳ୍ପ  କିଛି ଦିନ ଫଲୋ କରିବା ପରେ ପୁଣି ସେମାନଙ୍କୁ ଅନଫଲୋ କରି ଦେଇଛି । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫୋଲ କରି ଦିଆଯାଇଛି। ତେବେ ଏମାନଙ୍କୁ କାହିଁକି ଅନଫଲୋ କଲା White […]

irfan
ଏମିତି କରୁଣ ଥିଲା ଇରଫାନ୍‌ଙ୍କ ଶେଷ ଶବ୍ଦ !

ମୁମ୍ବଇ: ଆଉ ନାହାନ୍ତି ବଲିଉଡ ଅଭିନେତା ଇରଫାନ ଖାଁ। ହେଲେ ତାଙ୍କୁ ଝୁରି ହେଉଛି ବଲିଉଡ, ଝୁରି ହେଉଛନ୍ତି ତାଙ୍କର ଫ୍ୟାନ୍ସ। ତାଙ୍କର ଏପରି ଅକାଳ ବିୟାଗକୁ ଗ୍ରହଣ କରିପାରୁ ନାହାନ୍ତି ଦର୍ଶକ। ତାଙ୍କର ଅନୁପସ୍ଥିତି କେବଳ ବଲିଉଡ ନୁହେଁ,  ସାରା ଦେଶବାସୀଙ୍କୁ ଯେମିତି ଲୁହରେ ଭିଜାଇ ଦେଇଛି । ସେଲିବ୍ରିଟି ହୁଅନ୍ତୁ ବା ସାଧାରଣ ଲୋକ, ଇରଫାନଙ୍କ ମୃତ୍ୟୁ ରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି । ଇରଫାନ ଶେଷ ସମୟରେ କ’ଣ କହୁଥିଲେ ତାହାର ଏକ […]

amerika death toll
ଆମେରିକାରେ କରୋନା; ୨୪ ଘଣ୍ଟାରେ ୨୦୫୨ ମୃତ

ୱାଶିଂଟନ:ଆମେରିକାର ଚିନ୍ତା ବଢାଇଛି କରୋନା। ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ। ରବିବାର ଓ ସୋମବାର ୨ ଦିନ ମୃତ୍ୟୁ ସଂଖ୍ୟା କମିବା ପରେ ପୁଣି ମୃତକ ସଂଖ୍ୟା ବୃଦ୍ଧି ପାଇଛି।  ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକା ଜନ୍ସ ହପ୍‌କିନ୍ସ ବିଶ୍ୱବଦ୍ୟାଳୟ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ବଲ୍‌ଟିମୋର ସ୍ଥିତ ବିଶ୍ୱବିଦ୍ୟାଳୟ ଦେଇଥିବା ତଥ୍ୟ  ଅନୁସାରେ ଆମେରିକାରେ ଏହି ସଂକ୍ରାମକ ରୋଗରେ ବର୍ତ୍ତମାନ ସୁଦ୍ଧା ୬୦, […]

borish-1
ବାହାଘର ପୂର୍ବରୁ ବାପା ହେଲେ ବୋରିସ୍ ଜନସନ୍‌‌

ଲଣ୍ଡନ:ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ପ୍ରେମିକା କ୍ୟାରୀ ସାଇମଣ୍ଡସ୍‌ ମା’ ହେବାର  ସୌଭାଗ୍ୟ ଲାଭ କରିଛନ୍ତି । ବୁଧବାର ଲଣ୍ଡନର ଏକ ସରକାରୀ ଡାକ୍ତରଖାନାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଏହି ସନ୍ତାନ ଜନ୍ମ ଦେଇଥିଲେ ହେଁ ଉଭୟା ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ପୁତ୍ର ସନ୍ତାନକୁ ନେଇ ଉଭୟ ବୋରିସ୍ ଜନସନ୍‌ଓ ସାଇମଣ୍ଡସ୍‌ ଖୁସି ଅଛନ୍ତି । ଏ ନେଇଢ ଉଭୟ ଏନ୍‌‌ଏଚ୍‌‌ଏମ […]

kedarnath-1
ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରଥମ ପୂଜା

ଚମୋଲି:ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ବାବା କେଦାରନାଥ ମନ୍ଦିର ଦୀର୍ଘ ୬ ମାସ ଧରି ବନ୍ଦ ରହିବା ପରେ ବୁଧବାର ସକାଳେ ଏହାକୁ ଖୋଲା ଯାଇଛି।  ଆଜି ୬ଟା ୧୦ ମିନିଟ୍‌ରେ ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା। ଏହି ଅବସରରେ ମନ୍ଦିରକୁ ୧୦ କୁଇଣ୍ଟାଲ ଫୁଲରେ ସଜା ଯାଇଥିଲା। ଦୀର୍ଘଦିନ ପରେ ଆଜି ସକାଳୁ ବାବାଙ୍କର ପ୍ରଥମ ପୂଜା ହୋଇଥିଲା ଏବଂ ଏହି ପୂଜା ପ୍ରଧାନମନ୍ତ୍ରୀଙ୍କ ତରଫରୁ ହୋଇଥିଲା। କରୋନା ଭାଇରସ […]

cbse-compartment-stdems
ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ CBSE ଦେଲା ସୂଚନା; ଲକ୍‌ଡାଉନ ପରେ ହୋଇପାରେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଭାଇରସ ଲକ୍‌ଡାଉନ ସମୟରେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (CBSE) ପକ୍ଷରୁ ଏକ ବଡ ସୂଚନା ମିଳିଛି। ଲକ୍‌ଡାଉନ ଖୋଲିବା ପରେ ବାକି ଥିବା ବିଷୟର ପରୀକ୍ଷା କରାଯିବ । CBSEର ପକ୍ଷରୁ କୁହାଯାଇଛି, ଲକଡାଉନ ଉଠିବା ପରେ ହିଁ ବାକି ଥିବା ପରୀକ୍ଷା ନେଇ ତାରିଖ ଧାର୍ଯ୍ୟ ହେବ। ପରୀକ୍ଷାର  ୧୦ ଦିନ ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯିବ ।  ସିବିଏସ୍ଇ ଆଞ୍ଚଳିକ ମୁଖ୍ୟ ଟି. ମାଟେଙ୍କ […]

astoried
ଆଜି ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବିଶାଳ ଉଲ୍‌କାପିଣ୍ଡ !

ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡ଼ି ଆସୁଥିବା ବଡ଼ ଉଲ୍‌କା ପିଣ୍ଡ ଆଜି ପୃଥିବୀର ଅତି ପାଖ ଦେଇ ଅତିକ୍ରିମ କରିପାରେ। ଏହାକୁ ନେଇ ଗବେଷକମାନେ ବିଭିନ୍ନ ପ୍ରକାର ଆଶଙ୍କା କରୁଥିଲେ। ଏପରିକି  1998OR2 ନାମ ଥିବା ଉଲ୍‌କା ପିଣ୍ଡରେ ଛୋଟ ଛୋଟ ପାହାଡ଼ ଥିବା ଦେଖାଯାଉଥିଲା। ଆଉ ଏଥିପାଇଁ ପୃଥିବୀ ପ୍ରତି ବିପଦ ଥିବା କୁହାଯାଉଥିଲା। ଉଲ୍‌କା ପିଣ୍ଡର ଗତି ଉପରେ ଗବେଷକମାନେ ନଜର ରଖିଛନ୍ତି। ପ୍ରାୟ ଏକ ମାଇଲରୁ ଲମ୍ବା ଏଇ ଆଷ୍ଟ୍ରଏଡ୍‌ ପୃଥିବୀ ନିକଟ […]

sixx
ଦେଶରେ ୧୦୦୦ ପାର କଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ:କରୋନା ଭାଇରସ୍‌ର ଭୟାବହତା ଭାରତରେ କାୟା ବିସ୍ତାର କରୁଛି। ଦେଶରେ ପ୍ରାୟ ୩୧,୩୩୨ ମାମଲା ସାମ୍ନାକୁ ଆସି ସାରିଥିବାବେଳେ ଏଥିରୁ ୭,୬୯୬ ଲୋକ ଠିକ୍‌ ହୋଇ ପାରିଛନ୍ତି। ତେବେ ସରକାରୀ ସୂଚନା ଅନୁସାରେ ଦେଶରେ ପ୍ରାୟ ୧୦୦୭ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା। ଏହି ରୋଗରେ ସର୍ବାଧିକ ମୃତ୍ୟୁ ଘଟିଛି ମହାରାଷ୍ଟ୍ରରେ। ଏଠାରେ କରୋନାରେ ୪୦୦ ଜଣଙ୍କର ମୃତ୍ୟୁ ଘଟିଲାଣି।ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ଏଠାରେ ୯, ୩୧୮ ଲୋକ ଆକ୍ରାନ୍ତ […]

maulana
ପାକ୍ ମୌଲାନାଙ୍କ ବିବାଦୀୟ ବୟାନ-‘ମହିଳାଙ୍କ ଖରାପ କାମ ଯୋଗୁ କରୋନା ବ୍ୟାପୁଛି’

ଇସ୍‌ଲାମବାଦ: ପାକିସ୍ତାନର ଜଣାଶୁଣା ଜଣେ ମୌଲାନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଉପସ୍ଥିତିରେ ମହିଳାଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ‘ମହିଳାଙ୍କ ଖରାପ କାମ’ ଯୋଗୁ କରୋନା ଭାଇରସ ପରି ରୋଗ ସହ ପୃଥିବୀକୁ ଲଢିବାକୁ ପଡ଼ୁଛି। ମୌଲାନା ଏହି ଟିପ୍ପଣୀ ୨୩ ଏପ୍ରିଲରେ ଏକ ଟିଭି ଲାଇଭ୍ ପ୍ରୋଗ୍ରାମରେ ଦେଇଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଉପସ୍ଥିତ ଥିଲେ।  ହେଲେ ସେ ଏପରି ଆପତ୍ତିଜନକ ବୟାନବାଜିରୁ ମୌଲାନାଙ୍କୁ ନିବୃତ୍ତ କରାଇ ନ ଥିଲେ କିମ୍ବା […]