ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାନାଘାଟ ରେଲୱେ ଷ୍ଟେସନ୍ରେ ଗୀତ ଗାଇ ସୋଶାଲ୍ ମିଡିଆରେ ରାତାରାତି ସୁପର୍ଷ୍ଟାର୍ ହୋଇଥିବା ରାନୁ ମଣ୍ଡଳ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛନ୍ତି। ନିକଟରେ ସେ ହିମେଶ ରେଶମିଆଁଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍ ହୀର୍’ରେ ‘ତେରୀ ମେରୀ କାହାନୀ’ ଗୀତ ରେକର୍ଡ କରିଥିଲେ। ଏହି ଗୀତଟିର ରେକର୍ଡିଂ ବେଳର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଯାହାକୁ ନେଇ ବେଶ୍ ଚର୍ଚ୍ଚା ବି ହୋଇଥିଲା। ତେବେ ‘ତେରୀ ମେରୀ […]
ନୂଆଦିଲ୍ଲୀ: ସପ୍ତାହକ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟ ଭାଷା ଶିଖିବା ଚ୍ୟାଲେଞ୍ଜକୁ ସାଂସଦ ଶଶି ଥରୁର ଗ୍ରହଣ କରିଛନ୍ତି। ଶଶି ଥରୁର କହିଛନ୍ତି, ଏଥର ସେ ପ୍ରତ୍ୟେକ ଦିନ ହିନ୍ଦୀ, ଇଂରାଜୀ ଏବଂ ମାଲାୟାଲମରେ ଟ୍ୱିଟ୍ କରିବେ। 2/2 In response to the PM’s #LanguageChallenge, I will tweet a word daily in English, Hindi & […]
ନୂଆଦିଲ୍ଲୀ: ଗୁଜରାଟରେ ସାଂପ୍ରଦାୟିକ ହିଂସା ତଥା ଆତଙ୍କବାଦ ଆକ୍ରମଣର ଯୋଜନା କରୁଛି ପାକିସ୍ତାନ। ସମୁଦ୍ର ପଟେ ପାକିସ୍ତାନର କମାଣ୍ଡୋ କିମ୍ବା ଆତଙ୍କବାଦୀମାନଙ୍କୁ ଭାରତକୁ ଅନୁପ୍ରବେଶ କରାଇବା ନେଇ ପାକିସ୍ତାନ ଯୋଜନା ଚଲାଇଛି। ପାକିସ୍ତାନର ଏହି ତାଲିମପ୍ରାପ୍ତ କମାଣ୍ଡୋ କିମ୍ବା ଅଆତଙ୍କବାଦୀମାନେ ଛୋଟ ଛୋଟ ଡଙ୍ଗା ମାଧ୍ୟମରେ ସମୁଦ୍ର ପଥ ଦେଇ କଚ୍ଛ ଉପକୂଳ ଓ ସାର୍ କ୍ରିକ୍ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ ଗୁଜରାଟର ସମସ୍ତ […]
ନୂଆଦିଲ୍ଲୀ: ଜଣେ ଦର୍ଜୀ(ଟେଲର୍)ଙ୍କ ପୁଅ ସହ ମିଶିକି ପାଠ ପଢ଼ିବେ ମୁଖ୍ୟମନ୍ତ୍ରୀଙ୍କ ପୁଅ। କଥାଟା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକଥା ଆମେ କହୁନୁ ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହା କହିଛନ୍ତି। ଗରିବ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ କୋଚିଂ ଦେବାପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଫ୍ରି କୋଚିଂ ସ୍କିମ୍ ଆରମ୍ଭ ହୋଇଛି। ଏହି ସ୍କିମ୍ ଅନୁସାରେ ଜଣେ ଗରିବ ଶ୍ରେଣୀର ପିଲା ବି ମାଗଣାରେ ପାଠ ପଢ଼ିପାରିବେ। ଫଳରେ ଧନୀ […]
ଆଜି ୨୦୧୯ ମସିହା, ଅଗଷ୍ଟ ମାସ ୨୯ ତାରିଖ, ଗୁରୁବାର, ସିଂହ ମାସ ୧୩ ଦିନ, ଭାଦ୍ରବ ମାସ କୃଷ୍ଣପକ୍ଷ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ନୂଆଦିଲ୍ଲୀ: ଏଫ୍ଡିଆଇ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବୁଧବାର ସରକାର କୋଲ୍ ମାଇନିଂ ଏବଂ କଣ୍ଟ୍ରାକ୍ଟ ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦେଇଛନ୍ତି। ଏତଦ୍ବ୍ୟତୀତ ସିଙ୍ଗିଲ୍ ବ୍ରାଣ୍ଡ୍ ରିଟେଲର୍ସ କ୍ଷେତ୍ରରେ ନିବେଶ ପାଇଁ ମଧ୍ୟ ନିୟମ କୋହଳ କରିଛନ୍ତି। ସେହିଭଳି ଡିଜିଟାଲ ମିଡିଆ କ୍ଷେତ୍ରରେ ୨୬% ବିଦେଶୀ ନିବେଶ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଗତକାଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ […]