• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

texas
ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୫ ମୃତ

ଓଡେସା(ଟେକ୍ସାସ): ଆମେରିକାର ଟେକ୍ସାସ୍‌ରେ ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ଟେକ୍ସାସ୍‌ର ଓଡେସା ସହରରେ ଏହି ଗୁଳିକାଣ୍ଡ ଘଟିଛି। ଆହତଙ୍କ ମଧ୍ୟରେ ୩ ଜଣ ପୁଲିସ୍‌ ଅଧିକାରୀ ମଧ୍ୟ ଅଛନ୍ତି। ପୁଲିସ୍‌ର ପାଲଟା ଗୁଳି ଚାଳନାରେ ଆତତାୟୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ କ’ଣ ପାଇଁ ଉକ୍ତ ବ୍ୟକ୍ତି ଜଣକ ଏଭଳି ଆଖିବୁଜା ଗୁଳି ଚାଳନା କରିଥିଲେ, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ସୂଚନା ଅନୁସାରେ, […]

Lalbaugcha Raja
ସାମ୍ନାକୁ ଆସିଲା ଲାଲ୍‌ବାଗ୍‌ଚା ରାଜାଙ୍କ ପ୍ରଥମ ଝଲକ

ମୁମ୍ବାଇ: ଦିନକ ପରେ ସାରା ଦେଶରେ ପୂଜା ପାଇବେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ। ଏନେଇ ସାରାଦେଶ ଚଳଚଞ୍ଚଳ। ତେବେ ମୁମ୍ବାଇର ପ୍ରସିଦ୍ଧ ଲାଲ୍‌ବାଗ୍‌ଚା ରାଜାଙ୍କ ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଯାହାକୁ ଦେଖିବାପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ। ପ୍ରତିବର୍ଷ ଭିନ୍ନ ଏବଂ ନିଆରା ଥିମ୍‌ରେ ଲାଲ୍‌ବାଗ୍‌ଚାରେ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଚଳିତ ବର୍ଷ ଥିମ୍ ଚନ୍ଦ୍ରଯାନ-୨ ରହିଛି। ମୁମ୍ବାଇ ସମେତ ମହାରାଷ୍ଟ୍ରର ସବୁ ଅଞ୍ଚଳରେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ […]

astrology
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ଅଗଷ୍ଟ ମାସ ୩୧ ତାରିଖ, ଶନିବାର, ସିଂହ ମାସ ୧୫ ଦିନ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

security forces
ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ବିଳିବିଳାଉଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରୁଛି। ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ କରିବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ପାକ ଅଧିକୃତ କାଶ୍ମୀର ଉପରେ ବନ୍ଧୁକ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସରକାର ଗୁଳି ଚଳାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ପାକିସ୍ତାନର ସମର୍ଥକମାନେ କେବଳ ଜମ୍ମୁ-କାଶ୍ମୀରରେ ନୁହେଁ ଭାରତର ନାଗାଲ୍ୟାଣ୍ଡରେ ମଧ୍ୟ ହିଂସା […]

pan masala
ଏହି ସ୍ଥାନରେ ବ୍ୟାନ୍‌ ହେଲା ପାନ ମସଲା

ପାଟନା: ମଦ ପରେ ଏବେ ବିହାର ସରକାର ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁ ପାନ ମସଲାରେ ଅଧିକ ପରିମାଣର ମାଗ୍ନେସିୟମ କାରବୋନେଟ୍‌ ରହିଛି, ସେଗୁଡ଼ିକର ବିକ୍ରି, ନିର୍ମାଣ ଓ ବିତରଣ ଉପରେ ବିହାର ସରକାର ରୋକ ଲଗାଇଛନ୍ତି। ବିହାରର ଫୁଡ୍‌ ଓ ସେଫ୍ଟି ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକାଧିକ ବ୍ରାଣ୍ଡ୍‌ର ପାନ ମସଲା ପ୍ୟାକେଟ୍‌ ଜବତ କରିଥିଲା। ଏସବୁକୁ ନେଇ ପରୀକ୍ଷା କରିବା ପରେ ଜଣାପଡ଼ିଥିଲା କି ଏଥିରେ ମାଗ୍ନେସିୟମ କାରବୋନେଟ୍‌ […]