• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

india
ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପାଙ୍ଗଙ୍ଗ୍‌ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି। ପାଙ୍ଗଙ୍ଗ୍‌ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି। ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଏହି ହ୍ରଦ ଲମ୍ବିଛି। […]

nitin
‘ନୂଆ ଟ୍ରାଫିକ୍‌ ନିୟମ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ’

ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବାକୁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଦେଶରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହେଉଛି ବୋଲି ସେ କହିଛନ୍ତି। ତେବେ ନୂଆ ଟ୍ରାଫିକ ଆଇନ୍‌କୁ ନେଇ ଯେଉଁ ରାଜ୍ୟ ଏଥିରେ ପରିବର୍ତ୍ତନ କରିବ, ଏହାର ପରିଣାମ ଲାଗି ସେ ରାଜ୍ୟ ହିଁ ଦାୟୀ ରହିବ। ରାଜ୍ୟମାନଙ୍କ ପାଇଁ ଲୋକଙ୍କ ଜୀବନ ଅପେକ୍ଷା କ’ଣ ଜରିମାନା […]

milk price high in pak
ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

କରାଚି: ପେଟ୍ରୋଲ ଦର ଠାରୁ ମହଙ୍ଗା ହେଲା କ୍ଷୀର ଦର। ପାକିସ୍ତାନର ବିଭିନ୍ନ ସହରରେ ଲିଟର ପ୍ରତି କ୍ଷୀର ଦର ଏବେ ୧୪୦ ଟଙ୍କା ହୋଇଯାଇଛି। ପାକିସ୍ତାନର କରାଚି ଓ ସିନ୍ଧ ପ୍ରଦେଶରେ କ୍ଷୀର ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ଫଳରେ ସାଧାରଣ ଲୋକ କ୍ଷୀର ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ,  ସିନ୍ଧ ପ୍ରଦେଶର ଅଧିକାଂଶ ଅଞ୍ଚଳରେ କ୍ଷୀର ଲିଟର ପ୍ରତି ୧୪୦ଟଙ୍କା ବିକ୍ରି ହେଉଛି। ସବୁଠାରୁ […]

Chandrayaan 2
ମିଶନ ଚନ୍ଦ୍ରଯାନ ୨ ବିଫଳ ନୁହେଁ! ସାମ୍ନାକୁ ଆସିପାରିବ ଚନ୍ଦ୍ରପୃଷ୍ଠର ଅନେକ ତଥ୍ୟ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣର ଶେଷ ମୁହୁର୍ତ୍ତରେ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମରୁ କୌଣସି ପ୍ରକାର ସିଗନାଲ୍ ମିଳୁ ନ ଥିଲେ ମଧ୍ୟ ଅର୍ବିଟର ତା’ର କାର୍ଯ୍ୟ ଜାରି ରଖିଛି। ଚନ୍ଦ୍ରଯାନ-୨ ଅର୍ବିଟର ଏବେବି ଚନ୍ଦ୍ରକୁ ସଫଳତାର ସହ ପରିକ୍ରମା କରୁଛି। ଏହି ମିଶନ ୧ ବର୍ଷ ଧରି ଚାଲିବ। ଏହି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠର ଅନେକ ତଥ୍ୟ ପଠାଇବ ଅର୍ବିଟର୍‌। ଏହି ଅର୍ବିଟର ଲ୍ୟାଣ୍ଡର ବିକ୍ରମର ମଧ୍ୟ ଫଟୋ ପଠାଇ ପାରିବ ବୋଲି ଜଣାପଡ଼ିଛି। ଏହାପରେ […]