ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଘଟଣ ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ଖଟ୍ଲାପୁରା ଘାଟରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ି ଯିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। ଏବେବି କିଛି ଲୋକ ନିଖୋଜ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର […]
ଗୋରଖପୁର: ଫୋନ୍ରେ କଥା ହେବାବେଳେ ଅନେକ ସମୟରେ ଆମେ ଅନ୍ୟମନସ୍କ ହୋଇଯାଉ। ଏଥିପାଇଁ ବେଳେବେଳେ ଅଘଟଣର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ। ଏଠି ଆମେ ଆପଣଙ୍କୁ ଏଭଳି ଏକ ଅଘଟଣ ବିଷୟରେ କହିବୁ ଯାହା ଜାଣିଲେ ଆପଣ ଖାଲି ଆଶ୍ଚର୍ଯ୍ୟ ହେବେନାହିଁ ବରଂ ଫୋନ୍ରେ କଥା ହେବାବେଳେ ସବୁବେଳେ ମନସ୍କ ରହିବେ। ଏପରି ଅଘଟଣ ଘଟିଛି ଗୋରଖପୁରର ଜଣେ ମହିଳାଙ୍କ ସହ। ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଫୋନ୍ରେ କଥା ହେଉହେଉ କେତେବେଳେ ସେ ସାପ […]