ଇସ୍ଲାମାବାଦ୍ : ପାକିସ୍ତାନରେ ଟମାଟୋ ଦର ତିନି ଶହ ପାର୍। ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ପାକିସ୍ତାନକୁ ଭାରି ପଡ଼ିଛି। ପାକିସ୍ତାନର ପରିବା ବଜାରରେ ଏବେ ଆକାଶ ଛୁଆଁ ଦର। କିଲୋ ପିଛା ଟମାଟ ତିନି ଶହ ଟଙ୍କାରେ ବିକ୍ରି ହେଉଛି ପାକିସ୍ତାନରେ। କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ହଠାତ୍ ଦରଦାମ ବୃଦ୍ଧି ପାଇବାରୁ ପାକିସ୍ତାନରେ ଏବେ ଛନକା ପଶିଛି। ଭାରତରୁ ପାକିସ୍ତାନକୁ ଟମାଟ ଆମଦାନୀ […]
ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ରେସ୍ ୩ ପ୍ରଥମ ଦିନରେ ୨୯.୧୭ କୋଟି ଟଙ୍କା ଆୟ କରିଛି। ଆରମ୍ଭରୁ ଏହି ସିନେମାକୁ ଦର୍ଶକଙ୍କଠାରୁ ଭଲ ରେସ୍ପନ୍ସ ମିଳିଛି। ପ୍ରଥମ ସପ୍ତାହରେ ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି। ଦଶ ବର୍ଷ ତଳେ ରିଲିଜ୍ ହୋଇଥିବା ରେସ୍ ଫିଲ୍ମର ଏହା ହେଉଛି ତୃତୀୟ ସିକ୍ୱେଲ୍। ଏଥିରେ ସଲମାନଙ୍କ ସମେତ ଅନିଲ କପୁର, ବବି ଦେଓ୍ୱଲ, ଜ୍ୟାକଲିନ୍ […]
ଶ୍ରୀନଗର: ପବିତ୍ର ଇଦ୍ରେ ମଧ୍ୟ ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଶନିବାର ବିକ୍ଷୋଭ ପ୍ରଦର୍ଶନ ବେଳେ କେତେକ ବିକ୍ଷୋଭକାରୀ ପାକିସ୍ତାନର ପତାକା ଓ ଆଇଏସ୍ ପତାକା ପ୍ରଦର୍ଶନ କରିବା ସହିତ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ଫିଙ୍ଗିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ ମଧ୍ୟ ଅବସ୍ଥା ଅବସ୍ଥା ସୁଧୁରି ନ ଥିଲା। ବିକ୍ଷୋଭକାରୀ ସଂଘବଦ୍ଧ ହୋଇ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏବଂ […]
ମୁମ୍ବାଇରେ ବର୍ଷା ଏବଂ ଭୂସ୍ଖଳ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ଜୀବନ ଗଲାଣି । କେବଳ ଚେମ୍ବୁରରେ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି ।
ହଂକଂ: ହଂକଂର ବୈଜ୍ଞାନିକମାନେ ଭୟାବହ ବ୍ୟାଧି ଏଡ୍ସର ଚିକିତ୍ସାର ଏକ ନୂଆ ଆଣ୍ଟିବଡି ବାହାର କରିଥିବା ଦାବି କରିଛନ୍ତି । ହଂକଂ ବିଶ୍ୱବିଦ୍ୟାଳୟର ଏଡ୍ସ ଇନଷ୍ଟିଚ୍ୟୁଟ୍ର ବୈଜ୍ଞାନିକମାନେ ଦୀର୍ଘଦିନର ଗବେଷଣା ପରେ ଏମିତି ଆଣ୍ଟିବଡିର ସଂଧାନ ପାଇଛନ୍ତି ଯାହା ଏଡ୍ସର ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଲବ ଆଣିବ ବୋଲି କୁହାଯାଉଛି। ଏଡ୍ସ ଇନଷ୍ଟିଚ୍ୟୁଟ୍ର ପ୍ରଫେସର ଚେନ୍ ଜିହିୱେଇଙ୍କ ନେତୃତ୍ୱରେ ଏହି ଟିମ୍ ଗବେଷଣା ଚଳାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଏହି ଆଣ୍ଟିବଡିକୁ ମୂଷା ଦେହରେ ପରୀକ୍ଷଣ କରାଯାଇଥିଲା […]
ଶ୍ରୀନଗର: ଭାରତୀୟ ସେନାର ଯବାନ ଔରଙ୍ଗଜେବଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ହତ୍ୟା କରିବା ପୂର୍ବରୁ ଏହି ଭିଡିଓ ସୁଟ୍ କରିଥିବା ଜଣାପଡ଼ିଛି । ଏହି ଭିଡିଓରେ ଆତଙ୍କବାଦୀମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ବ୍ୟକ୍ତିଗତ ଜୀବନ ସହିତ ସେ କେଉଁ କେଉଁ ଏନ୍କାଉଣ୍ଟରରେ ସାମିଲ ଥିଲେ, ଏନ୍କାଉଣ୍ଟରରେ କଣ କଣ ହୋଇଥିଲା ସେ ସଂପର୍କରେ ଟିକିନିଖି ପ୍ରଶ୍ନ କରିଥିଲେ ଆତଙ୍କବାଦୀ । ଏପରିକି ଔରଙ୍ଗଜେବଙ୍କ ଆର୍ମି ଟିମ୍ […]
ଶ୍ରୀନଗର: ଜମ୍ମୁ ଓ ଶ୍ରୀନଗରରେ ପୁଣି ପାକ ସେନାର ଅସ୍ତ୍ରବିରତି ଉଲ୍ଲଂଘନ। ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିମାଡରେ ଜଣେ ଯବାନ ସହିଦ ହୋଇଛନ୍ତି ।ସହିଦ ଯବାନଙ୍କ ନାଁ ବିକାଶ ଗୁୁରୁଙ୍ଗ । ଅାର୍ଣ୍ଣିଅା ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଭୋର ୪ଟାରୁ ଭାରତୀୟ ପୋଷ୍ଟ ଉପରକୁ ଟାର୍ଗେଟ କରି ଅାକ୍ରମଣ ହୋଇଥିଲା । ବିଏସଏଫ ପକ୍ଷରୁ ଏହାର କଡା ଜବାବ ଦିଅାଯାଉଛି । ସେପଟେ ମେ ୧୬ରୁ ଘୋଷଣା ହୋଇଥିବା ଅସ୍ତ୍ରବିରତିର ଅବଧି […]
ମଣିଷ ସୁସ୍ଥ ରହିବାକୁ ଖାଦ୍ୟ ପାନୀୟ ଯେତିକି ଅାବଶ୍ୟକ, ଉତ୍ତମ ନିଦ୍ରା ମଧ୍ୟ ସେତିକି ଆବଶ୍ୟକ I ହେଲେ ବର୍ତ୍ତମାନ ବିଛଣାକୁ ଯିବାପରେ ନିଦ ନ ହେବାଟା ଅାଜିକାଲିର କର୍ମଜୀବୀ ମହିଳା ଓ ପୁରୁଷମାନଙ୍କର ନିତିଦିନିଅା ସମସ୍ୟା ହୋଇଗଲାଣି I ଦିନ ତମାମ୍ କର୍ମକ୍ଷେତ୍ରରୁ କ୍ଲାନ୍ତ ହୋଇ ଫେରିଥିବା କର୍ମଜୀବୀମାନଙ୍କୁ ନିଦ ନ ହେବାରୁ ସେମାନେ ନାନା ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ଯଦି ଅାମ ଶରୀରକୁ ନିଦର ଅଭାବ ହୋଇଥାଏ, ତାହେଲେ ଏହି ସମସ୍ୟା ଗୁଡିକ […]
ମୁମ୍ବାଇ : ଅପକମିଂ ବଲିଉଡ ଫିଲ୍ମ ‘ମିଶନ ମଙ୍ଗଲ୍’ର ଆଉ ଏକ ନୂଆ ଟ୍ରେଲର ରିଲିଜ ହୋଇଛି। ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟାବାଲାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନାଙ୍କୁ ବି ଦେଖିବାକୁ ମିଳିବ। ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଦର୍ଶକ ଏବେ ରଙ୍ଗୀନ ପରଦାରେ […]
ଜମ୍ମୁ-କଶ୍ମୀର : କଶ୍ମୀରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ସ୍ଥିତି। ପାଦେ ପାଦେ ସୁରକ୍ଷାକର୍ମୀ ସ୍ଥିତି ଉପରେ ନଜର ରଖିଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ୍ ସେବା କିନ୍ତୁ ସଂପୂର୍ଣ୍ଣ ବନ୍ଦ ରହିଛି। କିଛି ସ୍ଥାନରେ ଦୋକାନ ବଜାର ଖୋଲିବା ସହ କାଁ ଭାଁ ଯାନବାହନ ଚଳାଚଳ କରୁଛି। ପ୍ରାୟ ସପ୍ତାହେ ଧରି ଅଚଳାବସ୍ଥା ରହିବା ପରେ ଆଜି ସ୍କୁଲ ଏବଂ କଲେଜ ଖୋଲିବ। ତେବେ ବର୍ତ୍ତମାନ ବି ୧୪୪ ଧାରା ବଳବତ୍ତର ରହିଛି। ପାସ୍ ଦେଖାଇ ଲୋକେ […]
ଶ୍ରୀନଗର : ବିରାଟ ଶୋଭାଯାତ୍ରା। ଯେଉଁଥିରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ଏହା ହେଉଛି ସୁଜାତ ବୁଖାରୀଙ୍କ ମୃତଦେହର ଶୋଭାଯାତ୍ରା । ସୁଜାତ ବୁଖାରୀ, ଜାମ୍ମୁ କାଶ୍ମୀରର ଖବର କାଗଜ ରାଇଜିଂ କାଶ୍ମୀରର ମୁଖ୍ୟ ସଂପାଦକ। ଗତକାଲି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସୁଜାତ ବୁଖାରୀଙ୍କ ଜନ୍ମସ୍ଥାନ ବାରମୁଳାର କ୍ରିଏରିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ତାଙ୍କୁ କବର ଦିଆଯାଇଥିଲା। ବୁଖାରୀଙ୍କ ପରିବାରକୁ ସମବେଦନା ଜଣାଇବାକୁ ତାଙ୍କ […]
ଫିଫା ବିଶ୍ୱକପ୍କୁ ଆଖିରେ ରଖି ଟେଲିକମ୍ କମ୍ପାନୀ ଗୁଡିକ ଆରମ୍ଭ କରିଛନ୍ତି ବିଭିନ୍ନ ଅଫର। ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ଗୁରବାର ଜିଓ ଲଞ୍ଚ କରିଛି ଜିଓ ଡବଲ ଧମାକା ଅଫର। ସେହିପରି ଜିଓକୁ ଟକ୍କର ଦେବାପାଇଁ ବିଏସଏନଏଲ ପକ୍ଷରୁ ମଧ୍ୟ ଆରମ୍ଭ କରାଯାଇଛି ଫିଫା ଓ୍ୱାଲର୍ଡ କପ୍ ରିଚାର୍ଜ। ବିଏସଏନଏଲର ଏହି ଅଫର ଅନୁଯାୟୀ ୧୪୯ ଟଙ୍କା ରିଚ୍ଚାର୍ଜରେ ଗ୍ରାହକ ୪ଜିବି ଡାଟା ପାଇପାରିବେ। ଫିଫା ବିଶ୍ୱକପ୍ ଆରମ୍ଭରୁ ଅର୍ଥାତ ୧୪ ଜୁନ୍ରୁ ଜୁଲାଇ ୧୫ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଦୀର୍ଘଦିନରୁ ଦରମା ବୃଦ୍ଧି ପାଇଁ କେନ୍ଦ୍ରୀୟ କର୍ମଚାରୀମାନେ ଯେଉଁ ଦାବି କରୁଥିଲେ, ତାହା ଚଳିତ ମାସରେ ପୂରଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ଡିଅରନେସ ଆଲାଉନ୍ସ (ଡିଏ) ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି। ଜାନୁଆରୀ ୨୦୧୯ରୁ କେନ୍ଦ୍ରୀୟ କର୍ମଚାରୀମାନେ ଡିଏ ବାବଦରେ ୧୨% ଅର୍ଥ ପାଉଛନ୍ତି। ଏବେ ବର୍ଷର ଦ୍ୱିତୀୟ ଭାଗରେ ସେମାନଙ୍କ ଡିଏ ଆଉ […]