• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kerla
କେରଳରେ ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି

କେରଳ  : କେରଳରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବନ୍ୟା ବୋଲି କୁହାଯାଉଛି। ସ୍ଥିତି ଅନୁଧ୍ୟାନ ପାଇଁ ଅାଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ସେନାର ଯବାନଙ୍କ ସହ ଏନ୍‌ଡିଅାରଏଫ୍ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି। ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି […]

marisios
ବାଜପେୟୀଙ୍କ ପରଲୋକରେ ମରିସସ୍‌ରେ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର : ଅଟଳଙ୍କ ବିୟୋଗରେ କେବଳ ଭାରତ ନୁହଁ ଅନ୍ୟ ଦେଶରେ ବି ପାଳନ ହେଉଛି ଶୋକ । ମରିସସ୍‌ ସରକାର ଅଟଳଙ୍କ ବିୟୋଗକୁ ରାଷ୍ଟ୍ରୀୟ ଶୋକ ଭାବେ ପାଳନ କରୁଛନ୍ତି। ମରିସସ୍‌ର ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। Joining us in our moment of grief! In an unprecedented gesture, the Government of #Mauritius has decided that both Indian and Mauritian flag will fly half-mast on […]

atal ritual
ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଜଳିଲା ବାଜପେୟୀଙ୍କ ଚିତା

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଭାରତୀୟ ରାଜନୀତିର ଅଜାତଶତ୍ରୁ ତଥା ଭାରତୀୟ ଜନତା ପାର୍ଟିର ବିଶିଷ୍ଟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସମସ୍ତ ବୈଦିକ ରୀତୀନିତି ସହ ଶେଷ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା। PM Narendra Modi pays last respects to former PM #AtalBihariVajpayee at Smriti […]

gamail
Gmail ପାଇଁ ଗୁଗଲ୍‌ର ନୂଆ ଫିଚର୍‌ , ଅନ୍ୟ କେହି ପଢ଼ିପାରିବନି ଆପଣଙ୍କ ମେଲ୍‌

ଟେକ୍‌ କମ୍ପାନୀ ଗୁଗଲ୍‌ ନିଜର Gmailକୁ  ସୁରକ୍ଷିତ ରଖିବା ପାଇଁ ଏକ ନୂଆ ଫିଚର ‘ କନ୍‌ଫିଣ୍ଡେସିୟଲ୍‌ ମୋଡ୍‌’ ଜାରି କରିଛି। ଏହାକୁ ଅନ୍‌ କରିବା ପରେ ଜଣଙ୍କର ଇ-ମେଲ୍‌କୁ ଅନ୍ୟ କେହି ପଢ଼ିପାରିବେ ନାହିଁ ଏବଂ ଏହା ସହ ସେଣ୍ଡର ମଧ୍ୟ ସ୍ଥିର କରିପାରିବ ଇମେଲ୍‌ରେ ଦିଆଯାଇଥିବା ଆଟାଚ୍‌ମେଣ୍ଟ ରିସିଭର ଡାଉନ୍‌ଲୋଡ୍‌ , ଫରୱାର୍ଡ ବା କପି କରିପାରିବ ନାହିଁ। ଏହି ଫିଚରକୁ ଡେକ୍ସଟପ୍‌ ଭର୍ସନ ସହ ଆଣ୍ଡ୍ରଏଡ୍‌ ୟୁଜରଙ୍କ ପାଇଁ ମଧ୍ୟ ଜାରି କରାଯାଇଛି। […]

4
ବାଜପେୟୀଙ୍କ ବିଷୟରେ କିଛି ଅଜଣା କଥା ଯାହା ଅନେକଙ୍କୁ ଅଜଣା

ଜଣେ ଜନନାୟକ ଭାବେ ବେଶ୍ ଲୋକପ୍ରିୟ ଥିଲେ ଅଟଳ ବିହାରୀ ବାଜପେୟୀ।  ଅନ୍ୟ ଦଳର ନେତା ବି ତାଙ୍କୁ ବେଶ୍ ସମ୍ମାନ କରୁଥିଲେ। ବାଜପେୟୀଙ୍କୁ ନେଇ ଏମିତି ଅନେକ କଥା ଅଛି, ଯାହାକି ଅନେକ ଲୋକ ଜାଣି ନାହାନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନର ଏମିତି କିଛି ଅଜଣା ତଥ୍ୟ- ୧ – ନୈଷ୍ଠିକ ବ୍ରାହ୍ମଣ ବାଜପେୟୀ ବହୁତ ଅାମିଷପ୍ରିୟ ଥିଲେ। ତାଙ୍କର ପ୍ରିୟ ଅାମିଷ ଖାଦ୍ୟ ଥିଲା ଚିଙ୍ଗୁଡ଼ି  ଏବଂ ଓଲ୍‌ଡ ଦିଲ୍ଲୀର କରିମ୍ ରେଷ୍ଟୁରାଣ୍ଟରେ […]

Bajapayee fake photo
ବାଜପେୟୀଙ୍କ ମୃତ୍ୟୁ ଖବର ପ୍ରସଙ୍ଗରେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏହି ଫେକ୍‌ ଫଟୋ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏବେ ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯାହାର ଶିରୋନାମାରେ କୁହାଯାଇଛି ଯେ,  AIIMS ଡାକ୍ତରମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଫଟୋରେ ଏକ ଡାକ୍ତରୀ ଦଳ ମୃତଦେହ ଚାରିପଟେ ଦଣ୍ଡାୟମାନ ଅବସ୍ଥାରେ ନତମସ୍ତକ ହୋଇ ମୃତଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସତ୍ୟ। କିନ୍ତୁ ପ୍ରକୃତରେ ମୃତଦେହ ବାଜେପୟୀଙ୍କର ନୁହେଁ କି ଡାକ୍ତରମାନେ ମଧ୍ୟ ଦିଲ୍ଲୀ ଏମ୍‌ସର ନୁହଁନ୍ତି। ଏହି ଫଟୋଟି ହେଉଛି ୨୦୧୨ ମସିହାର ଆଉ ଚୀନ୍‌ ଦେଶର। […]