ଟ୍ରେଣ୍ଟବ୍ରିଜ୍: ଟ୍ରେଣ୍ଟ୍ବ୍ରିଜ୍ର ନଟିଂହାମ୍ରେ ଚାଲିଥିବା ଘରୋଇ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସ୍ରେ ୩୨୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଜବାବ୍ରେ ଇଂଲଣ୍ଡ ଶେଷ ଖବର ସୁଦ୍ଧା ବିନା କୌଣସି କ୍ଷତିରେ ୪୬ ରନ୍ କରିଛି। ନିର୍ଭରଯୋଗ୍ୟ କୁକ୍ ୨୧ ଓ ଅନ୍ୟତମ ଓପନର୍ ଜେନିଙ୍ଗ୍ସ୍ ୨୦ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି। ପୂର୍ବଦିନର ସ୍କୋର୍ ୬ ୱିକେଟ୍ରେ ୩୦୭ ରନ୍ରୁ ଖେଳ ଆରମ୍ଭ କରି ମାତ୍ର ୧୬ ରନ୍ ଯୋଡ଼ିବା […]
ମୁମ୍ବାଇ: କିଛିଦନ ହେବ କପିଲ୍ ଶର୍ମାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳୁନି। ଅନେକ ବିବାଦରେ ଛନ୍ଦି ହେବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କ ‘ଶୋ’କୁ ମଧ୍ୟ ସେ ଛାଡ଼ିଛନ୍ତି। ଆଉ ଏହି ସବୁ ପରିବର୍ତ୍ତନ ସୁନୀଲ୍ ଗ୍ରୋଭରଙ୍କ ସହିତ ଝଗଡ଼ା ହେବାପରେ ହୋଇଛି। ଅନ୍ୟପଟେ କପିଲ୍ କେବେ ଟିଭି ପରଦାକୁ ଫେରିବେ ଓ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିବେ ତାକୁ ସମସ୍ତେ ଚାହିଁ ବସିଛନ୍ତି। କପିଲ୍ ସୋଶାଲ୍ ମିଡିଆଠାରୁ ମଧ୍ୟ ନିଜକୁ ଦୂରେଇ ରଖିଛନ୍ତି। […]
ବାଶାଖାପାଟଣା(ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପେଦାବାଇଲୁ ପଞ୍ଚାୟତର ପେଦାରୋଣ୍ଡାପଲ୍ଲି ଜଙ୍ଗଲରେ ହୋଇଥିବା ଏହି ଏନ୍କାଉଣ୍ଟରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗ୍ରେହାଉଣ୍ଡ୍ ଓ ୧୯୮ ବାଟାଲିୟନ୍ ସିଆରପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରସେନ୍ ବେଳେ ପ୍ରାୟ ୨୦ ମାଓବାଦୀ ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ମାଓବାଦୀ ସୁଧୀର ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ବିଶାଖାପାଟଣା ପୁଲିସ୍ […]
ମୁମ୍ବାଇ: ପୃଥିବୀରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ନାମ ସମାନ ହୋଇଥାଏ। ହେଲେ ବହୁତ କମ୍ କ୍ଷେତ୍ରରେ ଦେଖାଯାଏ ସମାନ ନାମଧାରୀ ଉଭୟ ପବ୍ଲିକ୍ ଫିଗର ହୋଇଥିବେ। ସମସ୍ତେ ଜାଣନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ୍ ଖାନ୍ ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି। ସେହିପରି ବଲିଉଡ୍ରେ ଜଣେ ଜଣାଶୁଣା ଅଭିନେତା ଅଛନ୍ତି, ଯାହଙ୍କ ନାମ ମଧ୍ୟ ଇମ୍ରାନ୍ ଖାନ୍। ଯାହାକି ଉଭୟ ସମାନ ନାମଧାରୀ ଚର୍ଚ୍ଚିତ ଚେହେରା। ଏହି ଦୁଇ ସମାନ ନାମଧାରୀଙ୍କୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। […]
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଅାଜିଠୁ ବର୍ଷା ପରିମାଣ ବଢିବ। ବିଶେଷ କରି ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅାସନ୍ତାକାଲିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ। ଅାଜି ଓ ଅାସନ୍ତାକାଲି ପବନର ବେଗ ମଧ୍ୟ ସାମାନ୍ୟ ଅଧିକ ରହିବ। ଫଳରେ ଗଭୀର ସମୁଦ୍ରକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି। ରାଜ୍ୟର ୧୧ଟି ଜିଲ୍ଲାକୁ ସତର୍କ ସୂଚନା […]
କେରଳ : କେରଳରେ ଅାସନ୍ତାକାଲିଠାରୁ ବର୍ଷା କମିବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିବା ଦ୍ୱାରା ସାମାନ୍ୟ ଅାଶ୍ୱସ୍ତି ପ୍ରକାଶ ପାଇଛି। କୌଣସି ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି କରାଯାଇ ନାହିଁ। ଅଗଷ୍ଟ ୯ ତାରିଖ ପରେ ପ୍ରଥମ ଥର ଲାଗି କୌଣସି ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି କରାଯାଇ ନାହିଁ। ତେବେ ଏର୍ଣ୍ଣାକୁଲମ୍, ପଠନମ୍ଥିଟ୍ଟା ଓ ଅାଲ୍ଲାପୁଜାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅାଜି କେତେକ ଜଳଭଣ୍ଡାରର ଜଳସ୍ତର କମିଛି। ସେପଟେ ବର୍ଷା ଓ […]
ମୁମ୍ବାଇ: ବଲିଉଡ୍ର ବହୁଚର୍ଚ୍ଚିତ ଯୋଡ଼ି ବାଜିରାଓ ମସ୍ତାନି ରଣବୀର ସିଂ ଓ ଦୀପିକା ପାଦୁକୋନ୍ଙ୍କ ବିବାହରେ ଅତିଥି ହେବାକୁ ଏକ ସର୍ତ୍ତ ଲାଗୁ ହୋଇଛି। ଯାହା ଗଣମାଧ୍ୟମ ପାଇଁ ଏକ ବଡ଼ ଖବର ହୋଇଯାଇଛି। ଇଟାଲିର ଲେକ୍ କୋମୋରେ ବହୁ ଆଡ଼ମ୍ବରର ସହ ଏହି ବାହାଘର ହେବ। କୁହାଯାଉଛି ଯେ, ତାଙ୍କ ବିବାହରେ ମୁଣ୍ଡଗଣତି ୩୦ଜଣକୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରେ ଅତି ନିକଟ ସମ୍ପର୍କୀୟ,ପରିବାର ତଥା ଉଭୟଙ୍କ ଘନିଷ୍ଠ ବନ୍ଧୁ ଅଛନ୍ତି। ସୋଶାଲ୍ ମିଡିଆରେ ଛାଇଯାଇଥିବା […]
ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାନ୍ ଗେମ୍ସରେ ଭାରତକୁ ପ୍ରଥମ ପଦକ। ସୁଟିଂରୁ ଭାରତକୁ ମିଳିଛି ପ୍ରଥମ ପଦକ। ୧୦ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାରଙ୍କୁ ମିଳିଲା ବ୍ରୋଞ୍ଜ। ମିକ୍ସଡ୍ ଡବଲ୍ସ୍ ଟିମ୍ ଇଭେଣ୍ଟ୍ରେ ୪୨୯.୯ ପଏଣ୍ଟ ପାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଏହି ଯୋଡ଼ି। ଏହି ପ୍ରତିଯୋଗିତାରେ ଚାଇନିଜ୍ ତାଇପେକୁ ସ୍ୱର୍ଣ୍ଣ ଓ ଚୀନ୍କୁ ରୌପ୍ୟ ପଦକ ମିଳିଛି। ସେପଟେ ଏସିଅାନ ଗେମ୍ସର ପ୍ରଥନ ଦିନରେ ଭାରତୀୟ ମହିଳା କବାଡିକୁ ପ୍ରାରମ୍ଭିକ ସଫଳତା […]
ନୂଆଦିଲ୍ଲୀ: ‘ମାରୁତି ସୁଜୁକି ଇଣ୍ଡିଆ’ ଭାରତରେ ଏକ ବୃହତ୍ କାର୍ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଗଣିତ। ଏହି ସଂସ୍ଥା ତାର ସମସ୍ତ କାର୍ର ମୂଲ୍ୟ ୬,୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବସ୍ତୁ ଓ ବିତରଣ ମୂଲ୍ୟ ବୃଦ୍ଧି ଓ ପ୍ରତିକୂଳ ବିଦେଶ ମୁଦ୍ରାନୀତି ଯୋଗୁ ଏହି ଦର ବୃଦ୍ଧି କରାଯାଇଛି। ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ସଂଖ୍ୟକ ହ୍ରାସ ହୋଇଥିଲା। ଯାହାର ପ୍ରଭାବ ଭାରତୀୟ ବଜାରରେ […]
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏହି ବୈଠକରେ ୧୦୦ରୁ ଅଧିକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ନୀତିନ ଗଡକରୀଙ୍କ ସମେତ ଅନେକ ବରିଷ୍ଠ ନେତା ବୈଠକରେ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୯୧ ଲୋକସଭା ଆସନ ସହ ଆଉ କିଛି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା […]
ପୁନେ: ଯଦି ଗର୍ଲ ଫ୍ରେଣ୍ଡ୍ ରାଗି ଯାଇଥାଏ କି ଝଗଡ଼ା ହୋଇଥାଏ, ତେବେ ସେମାନଙ୍କୁ ମନାଇବା ପାଇଁ ବୟ ଫ୍ରେଣ୍ଡ୍ମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ସେ ଗୋଲାପ ଦେଇ ହେଉ କି, କିଛି ଦାମୀ ଜିନିଷ ଅବା ଡିନର୍ ଡେଟ୍ ଏମିତି ଅନେକ କିଛି। ମାତ୍ର ଆମେ ଏଠି ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହୁଛୁ ଯେଉଁଠି ଅଭିମାନୀ ଗର୍ଲ ଫ୍ରେଣ୍ଡ୍କୁ ମନାଇବା ପାଇଁ ବୟ ଫ୍ରେଣ୍ଡ୍ ଏକ ଅଭିନବ ଉପାୟ ଆପଣାଇଥିଲେ। ଯାହା ଆପଣ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ ହେବ। ଦେଶର ବିଭିନ୍ନ ନଦୀରେ ହେବାକୁ ଥିବା ଏହି ଅସ୍ଥି ବିସର୍ଜନର ଆରମ୍ଭ ହରିଦ୍ୱାରର ଗଙ୍ଗାନଦୀରେ ହେବ। ଏନେଇ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ଅଟଳ ବିହାରୀ ବାଜପେୟୀଙ୍କ ପାଳିତା କନ୍ୟା ନମିତା ଏବଂ ନାତୁଣୀ ନିହାରିକା ଭଟ୍ଟାଚାର୍ଯ୍ୟଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ […]
ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କୁ ନେଇ ଯେଉଁ ଗସିପ୍ ଚାଲିଥିଲା ସେଥିରେ ଉଭୟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଶନିବାର ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି। ଉଭୟ ପରିବାର ସଦସ୍ୟ ଓ ବନ୍ଧୁ ତଥା ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଉଭୟଙ୍କ ରୋକା ସେରିମନି ହୋଇଛି। ନିର୍ବନ୍ଧ ସରିବାପରେ ବର୍ତ୍ତମାନ ସେମାନଙ୍କ ବାହାଘର କେବେ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି କି ଆସନ୍ତା ଅକ୍ଟୋବରରେ ହିଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। […]