• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

monkey
ଗଛରୁ ଦୌଡ଼ି ଆସି ଥାନାବାବୁଙ୍କ ଉକୁଣୀ ବାଛିଲା ମାଙ୍କଡ଼; ଆଉ ପୁଲିସ୍‌ ବାବୁ...

ଲକ୍ଷ୍ନୌ: ଥାନାବାବୁଙ୍କ କାନ୍ଧରେ ମାଙ୍କଡ଼। ଉତ୍ତରପ୍ରଦେଶ ପିଲଭିଟ୍‌ର ସଦର ଥାନାରେ ଥାନା ଅଧିକାରୀ ଡ୍ୟୁଟି କରୁଥିବା ବେଳେ ଏକ ମାଙ୍କଡ଼ ଥାନା ଭିତରକୁ ପଶି ଆସିଥିଲା। ଆଉ କେହି କିଛି ବୁଝିବା ପୂର୍ବରୁ ମାଙ୍କଡ଼ଟି ସିଧା ଯାଇ ଥାନାବାବୁଙ୍କ କାନ୍ଧରେ ବସି ପଡ଼ିଥିଲା। ଆଉ କାନ୍ଧରେ ମାଙ୍କଡ଼ଟି ବସିଯିବା ଦେଖି ଥାନା ବାବୁ ବି ଡରିଗଲେ। କାଳେ କୁଆଡ଼େ କାମୁଡ଼ିଦେବ ସେଥିପାଇଁ ମାଙ୍କଡ଼କୁ କାନ୍ଧରୁ ନ ଓହ୍ଲେଇ ଚୁପ୍‌ କିନା ସେଇ ସିଟ୍‌ରେ ବସି ରହିଲେ। ମାଙ୍କଡ଼ଟି […]

imran
ଋଣରେ ବୁଡ଼ିଲା ପାକିସ୍ତାନ; ପୂର୍ବରୁ କେବେ ଏତେ ଋଣ କରିନଥିଲା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଋଣଭାର ଏବେ ଅହେତୁକ ଭାବେ ବୃଦ୍ଧି ପାଇଛି। ବର୍ଷେ ମଧ୍ୟରେ ପାକିସ୍ତାନ ସରକାର ଏତେ ପରିମାଣର ଋଣ କରିଛନ୍ତି ଯେ, ଏତେ ଋଣ କେବେ ବି ଆଗରୁ ହୋଇନଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗତବର୍ଷ  କ୍ଷମତାକୁ ଆସିବା ପରେ ଅଗଷ୍ଟ ମାସ ଶେଷ ସୁଦ୍ଧା  ୭୫୦୦ ବିଲିୟନର ପାକିସ୍ତାନୀ ଟଙ୍କାର ଋଣ କରିଛନ୍ତି। ପାକିସ୍ତାନ ୨୮୦୪ ବିଲିୟନ ଟଙ୍କା ବୈଦେଶିକ ଋଣ କରିଥିବା ବେଳେ ୪ […]

cuseil
୮୫ ବୟସରେ କ୍ରିକେଟ୍‌ରୁ ଅବସର ନେଇଥିଲେ ଏହି ବୋଲର୍‌; ନେଇଛନ୍ତି ୭ ହଜାର ୱିକେଟ୍

ଦୁବାଇ: ଦୀର୍ଘ ୬୦ ବର୍ଷ ଧରି କ୍ରିକେଟ୍ ଖେଳିବା ପରେ ଶେଷରେ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର ସେସିଲ୍ ରାଇଟ୍‌।  ସେପ୍ଟେମ୍ବର ୭ରେ ସେ ତାଙ୍କ କ୍ରିକେଟର କ୍ୟାରିୟରର ଅନ୍ତିମ ମ୍ୟାଚ୍ ଖେଳିଥିଲେ।   ସେସିଲ ରାଇଟ୍‌ ଜାମାଇକା ପକ୍ଷରୁ ଗ୍ୟାରି ସୋବର୍ସ ଓ ୱେସଲି ହଲଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ବିରୋଧରେ ପ୍ରଥମ ଶ୍ରେଶୀ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ। ଏହା ପରେ ସେ ୧୯୫୯ରେ ଇଂଲଣ୍ଡ ଚାଲିଯାଇଥିଲେ। ଏହାର ୩ ବର୍ଷ […]

shami
ଶାମିଙ୍କୁ କାହିଁକି ପ୍ରଶଂସା କଲେ ଶୋଏବ ଅଖତର୍ ?

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର୍ ଭାରତୀୟ ପେସ୍ ବୋଲର ମହମ୍ମଦ ଶାମିଙ୍କ ରିଭର୍ସ ସୁଇଂକୁ ଖୁବ୍ ପ୍ରଶଂସା କରିଛନ୍ତି। ଏହାସହ କୌଣସି ପାକିସ୍ତାନୀ ପେସ୍ ବୋଲରଙ୍କ ତାଙ୍କୁଠାରୁ ପରାମର୍ଶ ନେଉନଥିବାରୁ ଅଖତର ଦୁଃଖ ପ୍ରକାଶ କରିଛନ୍ତି। ହେଲେ ଶାମି ତାଙ୍କଠାରୁ ବୋଲିଂ ପରାମର୍ଶ ନେଇଥିବା କହି ଅଖତର ଖୁସି ହୋଇଛନ୍ତି। ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ପରିଚିତ ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦୃଢ଼ତାର ସହ କହିଛନ୍ତି, “ଶାମି ମୋ ପରାମର୍ଶ ମାନିଥିଲେ ଏବଂ […]

china
ମୋଦୀଙ୍କ ସହ ଭେଟ ହେବା ପୂର୍ବରୁ ବଦଳିଲା ଚାଇନାର ଚରିତ୍ର

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ସ୍ୱର ବଦଳାଇଲା ବେଜିଂ।  କାଶ୍ମୀର ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ, ତେଣୁ ଆଲୋଚନା ଜରିଆରେ ଏହାର ସମାଧାନ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଚୀନ୍ କହିଛି। ସେତିକି ନୁହେଁ,  ଆତଙ୍କବାଦ ବିରୋଧରେ ଲଢିବା ସହ ଭାରତ-ଚାଇନା ମିଳିତ ସମରାଭ୍ୟାସ କରିବେ ବୋଲି ଜିନ୍‌ ପିଙ୍ଗ ଭାରତକୁ ଆଶ୍ୱସ୍ତି ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ୱରରେ ଏହି ଆଣ୍ଟି-ଟେରର ସମରାଭ୍ୟାସ ହେବାକୁ ଯାଉଛି। କାଶ୍ମୀରରୁ ଭାରତ […]

modi
ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାବଣପୋଡ଼ି

ନୂଆଦିଲ୍ଲୀ: ଦେଶା ସାରା ବିଜୟା ଦଶମୀ ପାଳିତ ହେଉଥିବା ବେଳେ ଦିଲ୍ଲୀ ଦ୍ୱାରକା ରାମଲୀଳା ମୈଦାନରେ ମଧ୍ୟ ଗତକାଲି ରାବଣପୋଡ଼ି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ। ମୋଦୀଙ୍କ ସହିତ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ୱାରୀ ଓ ଦଳର ଅନ୍ୟ ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତି, ପରମ୍ପରାର ଗୁରୁତ୍ୱ ବର୍ଣ୍ଣନା କରି କହିଥିଲେ, ଆମେ […]