• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nortyh
ଉତ୍ତର କୋରିଆ ଶାସକ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଗୋପନରେ ଡାକ୍ତରୀ ଟିମ୍‌ ପଠାଇଲା ଚାଇନା

ବେଜିଂ: ଉତ୍ତର କୋରିଆ ଏକଛାତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଡାକ୍ତରି ଟମ୍‌ ପଠାଇଲା ଚାଇନା। ଗତ ସପ୍ତାହରେ ଏହି ୩୬ ବର୍ଷୀୟ କିମ୍‌ଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ କିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଚେକ୍‌ କରିବାକୁ ଡାକ୍ତରୀଟିମ୍ ପଠାଇଛି ଚାଇନା। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ବିଶେଷ ସୂତ୍ରରୁ ଏହି ଖବର ପ୍ରକାଶ କରିଛି। ରୟଟର୍ସ ଅନୁସାରେ, କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନାର ଜଣେ […]

corona
ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୯୭ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୯୭ ହଜାରରୁ ଅଧିକ ଜୀବନ। ସାରା ପୃଥିବୀରେ ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୨୮ଲକ୍ଷ ୪୬ହଜାରକୁ ବୃଦ୍ଧି ପାଇଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ବଡ଼ ବୃଦ୍ଧି ଘଟିଛି। ଆମେରିକାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାରକୁ ବୃଦ୍ଧି ପାଇଛି। ଏଠାରେ ମୃତ୍ୟୁ ସଂଖ୍ୟା ୫୨ ହଜାର ଅତିକ୍ରମ କରିଛି। ସେହିଭଳି ଇଟାଲୀରେ ୧ ଲକ୍ଷ ୯୨ […]

SUPER
କରୋନା ଅପ୍‌ଡେଟ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ମୁହାଁ, ୨୪ ଘଣ୍ଟାରେ ୫୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଛୁଇଁବାକୁ ବସିଲାଣି। ଗତ ୨୪ ଘଣ୍ଟା ଭିତରେ ୧୪୨୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୭ ଜଣଙ୍କ ଜୀବନ ଯିବା ସହ ମୋଟ ମୃତ୍ୟୁ ସଂଖ୍ୟା ୭୭୯ କୁ ଛୁଇଁଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏବେ ୧୮ ହଜାର ୯୫୩ ଆକ୍ଟିଭ୍‌ କେସ୍‌ ରହିଛି। ୫ ହଜାର ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୨୦ ଦଶମିକ […]

dress
କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବଜାରକୁ ଆସିଲା ଡ୍ରେସ୍‌

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଛି। ଏନେଇ ଲୋକମାନେ ଘରେ ରହୁଛନ୍ତି। ଅଧିକାଂଶ ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖାଯାଇଛି ଯେ, ଲକ୍‌ଡାଉନ୍‌ ସରିଯିବା ପରେ ବାହାରକୁ ଯେତେବେଳେ ବାହାରିବେ କ’ଣ ସବୁ କରିବେ? ଏହା ମଧ୍ୟ ଆମେ ସମସ୍ତେ ଜାଣିଛି ଯେ ଏହି ଲକ୍‌ଡାଉନ୍‌ ସରିଯିବା ପରେ, ପୂର୍ବଭଳି ପରିସ୍ଥିତି ସ୍ୱାଭାବିକ ହେବ। କିନ୍ତୁ ଅଧିକାଂଶ ଲୋକଙ୍କ ମନରେ କରୋନା ଭାଇରସର ଡ଼ର ଏତେ ସହଜରେ ଯିବ ନାହିଁ। ଯଦି […]

MONEY
ମାସରେ ୬ ଦିନ କଟିବ ସରକାରୀ କର୍ମଚାରୀଙ୍କ ଦରମା

କେରଳ: କରୋନା ଭାଇରସ ମହାମାରୀ ବିରୋଧରେ ସାରା ଦେଶ ଲଢ଼େଇ କରୁଥିବାବେଳେ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି କେତେକ ଘରୋଇ କମ୍ପାନୀ ଦରମା କାଟ କରିବା କଥା ଶୁଣାଯାଉଛି। ହେଲେ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ କଟିବ। କେରଳ ସରକାର ଏମିତି ଘୋଷଣା କରିଛନ୍ତି। କେରଳ ସରକାରୀ କର୍ମଚାରୀଙ୍କ ଦରମାରୁ ପ୍ରତ୍ୟେକ ମାସର ଛଅଦିନର ଦରମା କଟାଯିବ। ଏପରି ଆସନ୍ତା ପାଞ୍ଚମାସ ପର୍ଯ୍ୟନ୍ତ କରାଯିବ। ତେବେ ଯେଉଁ କର୍ମଚାରୀଙ୍କ ଦରମା ୨୦,୦୦୦ରୁ କମ୍‌ ହେଇଥିବ ସେମାନଙ୍କର ଦରମା […]

briten
ନବଜାତ ସନ୍ତାନକୁ କୋଳକୁ ନେଇ ପାରିଲେନି, ଫଟୋକୁ ଚାହିଁ ଆଖି ବୁଜିଲେ ମା’

ବ୍ରିଟେନ:  ସନ୍ତାନକୁ ଜନ୍ମ ଦେଲେ, ହେଲେ ମାତୃତ୍ୱର ଆନନ୍ଦ ତାଙ୍କ ଭାଗ୍ୟରେ ନ ଥିଲା । ସେ ଏମିତି ଏକ ଅସହାୟ ମା’, ନବଜାତ ଶିଶୁ କୁଆଁ କୁଆଁ କାନ୍ଦୁଥିଲେ ମଧ୍ୟ ଛାତିରେ ଜାକି ପାରିଲେନି, ତାଙ୍କ ବକ୍ଷରୁ ଅମୃତର ଧାରା ଦେଇ ତାର କ୍ଷୁଧା ନିବାରଣ କରିପାରିଲେନି।  ମହାମାରୀ କରୋନା ତାଙ୍କଠାରୁ ସବୁକିଛି ଛଡେଇ ନେଲା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବ୍ରିଟେନ୍‌ରେ। ଭାଇରସ ଯୋଗୁ  ସାରା ବିଶ୍ୱରେ ପ୍ରାୟ ୨ ଲକ୍ଷ ଲୋକଙ୍କର […]

new delhi
ଦେଶରେ ୨୪ ଘଣ୍ଟାରେ କରୋନା ନେଲା ୫୭ ମୁଣ୍ଡ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ-୧୯ରେ ମୃତ୍ୟୁ ସଂଖ୍ୟା ୭୭୫ରେ ପହଞ୍ଚିଥିବାବେଳେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୪,୫୦୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୨୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାସହ ୫୭ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଖ୍ୟା ସର୍ବାଧିକ ହୋଇଥିବା ସୂଚନା ମିଳିଛି। ଏହି ଭାଇରସରେ ୫,୦୬୨ଜଣ ରୋଗୀ […]

crpg
୯ ସିଆରପିଏଫ୍‌ ଯବାନ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ୯ ଜଣ ସିଆରପିଏଫ୍‌ ଯବାନଙ୍କଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସେନା ଅଧିକାରୀ। କିଛି ଦିନ ପୂର୍ବରୁ ନର୍ସିଂ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ହେଡ୍ କନଷ୍ଟେବଳଙ୍କଠାରେ କରୋନା ପଜିଟିଭ୍‌ ରହିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରାସିଂ କରାଯିବା ପରେ ଏହି ସିଆରପିଏଫ୍‌ ଯବାନମାନେ ପରୀକ୍ଷା କରାଇଥିଲେ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଜାତୀୟ ରାଜଧାନୀରେ ସିଆରପିଏଫ୍‌ର ୩୧ ବାଟାଲିୟନରେ ଏହି ଯବାନମାନେ କାର୍ଯ୍ୟ କରୁଥିଲେ। ଏହି ଆକ୍ରାନ୍ତଙ୍କ […]

corona
୨୪ ଘଣ୍ଟାରେ ୧୭୫୨ ନୂଆ କରୋନା ସଂକ୍ରମିତ ଓ ୩୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୭୫୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭  ଜଣଙ୍କ ମୃତ୍ୟୁ ହୋଇଛି। ଏହା ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୪୫୨ରେ ପହଞ୍ଚିଛି। ଏବଂ ୭୨୩ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ୍ ଏହି ସୂଚନା ଦେଇଛନ୍ତି। ତେବେ ଆରୋଗ୍ୟ ହାର ୨୦ ପ୍ରତିଶତରୁ ଅଧିକ ଥିବା ନେଇ ସେ କହିଛନ୍ତି। ଏହାସହ ଗତ ୨୮ ଦିନରେ […]

u;lsd
କେନ୍ଦ୍ରର ଚାପ ପରେ କରୋନା ମୃତ୍ୟୁସଂଖ୍ୟା ପ୍ରକାଶ କଲା ପଶ୍ଚିମବଙ୍ଗ

କୋଲକାତା: ପଶ୍ଚିମ ବଙ୍ଗଳା ସରକାରଙ୍କ ଚୀନ ମୋଡେଲ୍ ! ପ୍ରଥମଥର ପାଇଁ କରୋନା ମୃତ୍ୟୁ ସଂଖ୍ୟା ପ୍ରକାଶ କଲ ମମତା ସରକାର। ରାଜ୍ୟରେ ୫୭ ଜଣ କରୋନାରେ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି ପଶ୍ଚିମବଙ୍ଗ। ତେବେ ଏମାନଙ୍କ ମଧ୍ୟରୁ ୩୯ ଜଣ ଆକ୍ରାନ୍ତଙ୍କ ଅନ୍ୟ ରୋଗରୁ ମୃତ୍ୟୁ ହୋଇଥିବା ଦର୍ଶାଇଛି କୋଲକାତା। ତେଣୁ ମୋଟ ୧୮ ଜଣଙ୍କ କରୋନାରେ ପ୍ରାଣ ହରାଇଥିବା ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା ଗଣମାଧ୍ୟମକୁ କହିଛନ୍ତି। ଯଦିଓ ରାଜ୍ୟରେ ଆକ୍ରାନ୍ତଙ୍କ […]

rp
କରୋନା ମୁକାବିଲାରେ ସାହାଯ୍ୟ କରିବ ରୋବୋଟ୍

ନୂଆଦିଲ୍ଲୀ: କରୋନା ମୁକାବିଲାରେ ରୋବୋଟ୍ ନେବ ପ୍ରମୁଖ ଭୂମିକା। କରୋନା ରୋଗୀଙ୍କଠାରୁ ସାମାଜିକ ଦୂରତା ବଜାୟ ରଖିବାରେ ସହାୟକ ହେବ ରୋବୋର୍ଟ। ଏହା କୌଣସି ଏମିତି ସେମିତି ରୋବୋଟ୍ ନୁହେଁ, ରୋବର୍ଟ ଦ୍ୱାରା ଡାକ୍ତରମାନେ ଯେଉଁଠି ବି ଥାଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ କଥା ହୋଇପାରିବେ। ଫଳରେ ଡାକ୍ତରଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍ ରହିବ। ହରିୟାଣା ଗୁରୁଗ୍ରାମସ୍ଥିତ କୋଭିଡ୍ ହସ୍ପିଟାଲରେ ଏଭଳି ଏକ ରୋବୋର୍ଟକୁ ପରୀକ୍ଷାମୂଳକ ଭାବେ ନିୟୋଜିତ କରାଯାଇଛି। ରୋବୋଟ୍ କରୋନା […]

lodl
ମାସ୍କ ଲଗାଇ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳ ଉଲ୍‌କା ପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି ବଡ଼ ଉଲ୍‌କା ପିଣ୍ଡ। ଆସନ୍ତା ସପ୍ତାହରେ ଏହା ପୃଥିବୀ ପାଖ ଦେଇ ଅତିକ୍ରିମ କରିପାରେ ବୋଲି କୁହାଯାଉଛି ପ୍ୟୁର୍ଟୋ ରିକୋର ଅର୍‌ସିବୋ ଅବ୍‌ଜର୍ଭେଟୋରୀ (Arecibo Observatory) ରେଡିଓ ଟେଲିସ୍କୋପ୍‌ ପକ୍ଷରୁ ଏହି ଉଲ୍‌କା ପିଣ୍ଡର ଅନେକଗୁଡ଼ିଏ ଫଟୋ ଟ୍ୱିଟ୍‌ରରେ ଅପ୍‌ଲୋଡ କରାଯାଇଛି। ଏହି ଫଟୋ ଅପ୍‌ଲୋଡ୍ କରିବା ସହିତ ଉଲ୍‌କାପିଣ୍ଡଟି ମାସ୍କ ଲଗାଇଥିବା ଘଟଣାକୁ ବଡ଼ ମଜାଦାର ଶୈଳୀରେ ଦର୍ଶା ଯାଇଛି। ଅର୍‌ସିବୋ ଅବ୍‌ଜର୍ଭେଟୋରୀ  ତାଙ୍କ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି […]

rahul gandhi
କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାହୁଲ ଗାନ୍ଧୀ

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟ୍ରାର ଚଳାଇ ସଂସଦ ଭଭନ ଅଭିମୁଖେ ଆସିଛନ୍ତି । ସକାଳେ ରାହୁଲ ତୁଗଲକ ଲେନରେ ଥିବା ବାସଭବନରୁ ଟ୍ରାକ୍ଟର ଚଲାଇ ସଂସଦ ଆସିଥିଲେ

Mote Dakani
ମୃତ୍ୟୁର ପଞ୍ଝାରୁ ଜୀବନ ଖୋଜି ଥକି ଯାଇଥିଲା ସେ, ଏତେବଡ଼ ଦୁନିଆରେ ତା ପାଇଁ ଜାଗା ନଥିଲା, ଶେଷରେ ଏଇଠି ଏମିତ ଶୋଇପଡ଼ିଲା ନିରବ ନିଥର ହୋଇ

#ଫଟୋ_ପଛର_କାହାଣୀ ଆଜି ଆପଣଙ୍କୁ ଏମିତି ଗୋଟିଏ ଫଟୋ ପଛରେ ଲୁଚି ରହିଥିବା କାହାଣୀ ବିଷୟରେ କହିବୁ, ଯାହା ଦିନେ ଲୋକଲୋଚନକୁ ଆସିବା ପରେ ସାରା ବିଶ୍ୱର ମାନବିକତା ଲଜ୍ଜିତ ହୋଇଥିଲା। ଲୁହରେ ଭିଜିଥିଲା ଆଖି। ଦେଶ ବିଦେଶରେ ଉଠିଥିଲା ରାଜନୈତିକ ଝଡ଼। ୩ ବର୍ଷର କୁନି ବାଳକ ଏଲାନ୍‌ କୁର୍ଦ୍ଦୀଙ୍କର ଦୁଃଖଦ ମୃତ୍ୟୁର କାହାଣୀ ହୁଏତ ଆପଣ ଜାଣିଥିବେ। ଘଟଣାକୁ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିବାରୁ ହୁଏତ ଆପଣଙ୍କ ମାନସ ପଟହଃରେ କଥାଟି ଧୀରେ ଧୀରେ […]

two marraige
ଲକ୍‌ଡାଉନ୍‌ ଯୋଗୁ ବାପଘରୁ ଆସି ପାରିଲେନି ସ୍ତ୍ରୀ, ଏପଟେ ସ୍ୱାମୀ କଲେ ଏମିତି କାଣ୍ଡ

ବିହାର: ବିହାରରେ ଲକ୍‌ଡାଉନ୍‌ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାଟନାଠାରୁ ୬୦ କିମି ଦୂରରେ ଥିବା ଦୁଲ୍ଲହନ୍‌ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ପ୍ରଥମ ପତ୍ନୀଥିବାବେଳେ ସେ ନିଜର ଗାର୍ଲଫ୍ରେଣ୍ଡକୁ ୨ୟ ବିବାହ କରିଛନ୍ତି। ଲକ୍‌ଡାଉନ୍‌ର ସୁଯୋଗ ନେଇ ବ୍ୟକ୍ତି ଜଣଙ୍କ ଏପରି  କାଣ୍ଡ କରିଥିଲେ। ଖବର ଅନୁଯାୟୀ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଜାରି କରିଥିଲେ। ଗୁଡ଼ିଆ ଦେବୀ ନାମ୍ନୀ ଜଣେ ମହିଳା ଲକ୍‌ଡାଉନ୍‌ ହେବା ପୂର୍ବରୁ ସେ ତାଙ୍କ […]