ମୁମ୍ବାଇ: ବଲିଉଡ୍ ସିଙ୍ଗର ସୋନୁ ନିଗନଙ୍କ ୩ ବର୍ଷର ତଳର ଟ୍ୱିଟ୍କୁ ନେଇ ଏବେ ପୁଣିଥରେ ଉଠିଛି ବିବାଦର ଝଡ଼। କରୋନା ଜନିତ ଲକ୍ଡାଉନ୍ ଯୋଗୁ ସେ ବର୍ତ୍ତମାନ ଦୁବାଇରେ ଅଛନ୍ତି। ଭାରତ ଫେରିପାରୁ ନାହାନ୍ତି। ଏହି ସମୟରେ ଦୁବାଇ ପୁଲିସ୍ ତାଙ୍କୁ ଗିରଫ୍ କୁର ବୋଲି ଦାବି ଜୋର୍ ଧରିଛି। ୩ ବର୍ଷ ପୂର୍ବେ ସୋନୁ ନିଗମ ଅଜାନ୍ ପାଠକୁ ନେଇ ଏକ ଟ୍ୱିଟ୍ କରିଥିଲେ। ଯାହାକୁ ନେଇ ସେଇ ସମୟରେ ବି ବିବାଦ ଦେଖା […]
ଲକ୍ଷ୍ନୌ: ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କୁ ରାସ୍ତା ଉପରେ ପୂଜାର୍ଚ୍ଚନା କଲେ ପୋଲିସ୍। ଆଳତୀ, ଧୂପ, ଦୀପ ଲଗାଇ ପୂଜା କଲେ।ଏଭଳି କିଛି ଘଟଣା ଏବେ ଉତ୍ତରପ୍ରଦେଶ କାନପୁର ପୋଲିସ୍ ପାଇଁ ବେଶ ଚର୍ଚ୍ଚା ସାଉଁଟିଛି। ଆଜି ସକାଳୁ କିଛି ଲୋକେ ନିୟମ ଖିଲାପ କରିଥିବା ଦେଖିବାକୁ ମିଳିଥିଲା। ବିନା କାରଣରେ କିଛି ଲୋକ ବାହାରେ ବୁଲୁଥିଲେ। ଯାହାପରେ ପୋଲିସ୍ ସେମାନଙ୍କୁ ଅଭିନବ ଭାବେ ଦଣ୍ଡ ଦେଇଛି। ନା ମାଡ଼ ନା ଜେଲ୍…ବିଚ୍ ରାସ୍ତା ଉପରେ ହିଁ ପୋଲିସ୍ ସେମାନଙ୍କ […]
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଦିଆଯାଇଥିବା ବିକ୍ଷୋଭ ଡାକରା ପ୍ରତ୍ୟାହାର ହୋଇଛି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ପ୍ରତିନିଧି ଓ ଅନ୍ୟ ଡାକ୍ତରଙ୍କ ସହ ଆଲୋଚନା ହୋଇଥିଲା। ଏଭଳି କଠିନ ପରିସ୍ଥିତି ସମୟରେ ଡାକ୍ତରମାନେ କୌଣସି ଆନ୍ଦୋଳନ ନ କରିବାକୁ ସେ ଅପିଲ କରିଥିଲେ। ଏପରିକି ପ୍ରତୀକ ଆନ୍ଦୋଳନ ମଧ୍ୟ ନ କରିବାକୁ କହିଥିଲେ। ଡାକ୍ତରମାନଙ୍କ […]
ନୂଆଦିଲ୍ଲୀ: ରାଜୀବଗାନ୍ଧି ଭବନ ପରିସରରେ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ୱିଙ୍ଗ୍ କୁ ସିଲ୍ କରାଯାଇଛି। ଗତ ୧୫ ତାରିଖରେ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଥମ ମନ୍ତ୍ରାଳୟ ଭାବେ ଏହି କାର୍ଯ୍ୟାଳୟ ସିଲ୍ ହୋଇଛି। ଏହା ପୂର୍ବରୁ […]
ବିହାର: ତଳିଆ କର୍ମଚାରୀ ନିଜ କର୍ତ୍ତବ୍ୟବୋଧ ପ୍ରତି ଯେତିକି ସଚେତନ ବରିଷ୍ଠ ଅଧିକାରୀମାନେ ସେତିକି ସଚେତନ ନୁହଁନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ଜଣେ ହୋମଗାର୍ଡ ତାଙ୍କ କର୍ତ୍ତବ୍ୟକୁ ବୁଝି ଲକ୍ ଡାଉନବେଳେ ଗାଡି ଚାଳକଙ୍କୁ ପାସ୍ ମାଗିଛନ୍ତି। ଆଉ ଏଥିପାଇଁ ଗାଡିରେ ବସିଥିବା କୃଷି ବିଭାଗର ଜଣେ ଅଫିସର ତାଙ୍କୁ ଉଠବସ୍ କରାଉଛନ୍ତି। ସବୁଠାରୁ ଦୁଃଖର କଥା ହେଉଛି, ବରିଷ୍ଠ ପୋଲିସ ଅଧିକାରୀ ସେଠାରେ ଉପସ୍ଥିତି ରହି ଏହାକୁ ଦେଖୁଥିଲ ମଧ୍ୟ କିଛି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପୃଥିବୀ ଦିବସ(International Earth Day) ଅବସରରେ ଧରିତ୍ରୀ ମା’ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ନିଜ ଟ୍ୱିଟ୍ରେ କହିଛନ୍ତି ଯେ ‘ଏହି ଦିବସରେ ଆମ ଗ୍ରହ ପୃଥିବୀ ମା’ ଅପାର ଦୟା କରୁଥିବାରୁ ଓ ଆମର ଯତ୍ନ ନେଉଥିବାରୁ କୃତଜ୍ଞତା ଜଣାଉଛି। ଆସ, ଆମେ ସମସ୍ତେ ମିଶି ଆମ ଗ୍ରହକୁ ଏକ ପରିଷ୍କାର, ସ୍ୱାସ୍ଥ୍ୟକର ଏବଂ ଅଧିକ ସମୃଦ୍ଧ ଗ୍ରହ କରିବାକୁ ସଙ୍କଳ୍ପ ନେବା। କରୋନା ପରି ବିଶ୍ୱ ମହାମାରୀକୁ […]
ଭୋପାଳ: କରୋନା ଭାଇରସକୁ ଡରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ପୁଅ ତାଙ୍କ ପିତାଙ୍କ ମୃତଦେହ ନେବାକୁ ମନା କରିଦେଇଛନ୍ତି। ବାପା କରୋନାରେ ସଂକ୍ରମିତ ହୋଇଥିଲେ, ମଙ୍ଗଳବାର ଭୋପାଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଜିଲ୍ଲା ପ୍ରଶାସନ ଟିମ୍ ପୁଅକୁ ବାରମ୍ୱାର ଅନ୍ତିମ ସଂସ୍କାର କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସଂକ୍ରମଣ ଭୟରେ ପୁଅ ଅନ୍ତିମ ସଂସ୍କାର ପାଇଁ ଆସିନଥିଲେ। ଶେଷରେ ତହସିଲଦାର ନିଜେ ଅନ୍ତିମ ସଂସ୍କାର କରିଥିଲେ। ମୃତଦେହ ନେବାରେ ଅସମର୍ଥ ବୋଲି ପୁଅ ପ୍ରଶାସନକୁ ଚିଠି […]
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ କରୋନା ଭାଇରସ ଯୋଗୁ ଏପର୍ଯ୍ୟନ୍ତ ୬୦୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୯ହଜାର ଲୋକେ ଏଥିରେ ସଂକ୍ରମିତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧୫୬ରେ ପହଞ୍ଚିଛି। ହେଲେ ଏହା ଭିତରେ ଏକ ଭଲ ଖବର ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୫ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ କୌଣସି ଲୋକ ମୃତ୍ୟୁବରଣ କରିନାହାନ୍ତି। […]
ନୂଆଦିଲ୍ଲୀ: ବଳକା ଚାଉଳକୁ ବ୍ୟବହାର କରି ତିଆରି ହେବ ହ୍ୟାଣ୍ଡ ସାନିଟାଇଜର୍। ବଳକା ଚାଉଳକୁ ବ୍ୟବହାର କରି ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ଆଲକହଲ ଆଧାରିତ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତି ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଏନ୍ବିସିସି ବା ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜାତୀୟ ଖାଦ୍ୟ ନିଗମ-ଏଫସିଆଇ ସହିତ ଉପଲବ୍ଧ ବଳକା ଚାଉଳକୁ ବ୍ୟବହାର କରି ତଥା ଇଥାନଲ […]
ଚେନ୍ନାଇ: ଚେନ୍ନାଇ ସ୍ଥିତ ତାମିଲ ଚ୍ୟାନେଲ୍ରେ ୨୭ ଜଣ କର୍ମଚାରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ତାମିଲ ନ୍ୟୁଜ୍ ଚ୍ୟାନେଲ୍ ସତିୟମ୍ ଟିଭିର ୨୭ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏହି ସମସ୍ତ ଆକ୍ରାନ୍ତ ଡେସ୍କ ଏବଂ ରିପୋର୍ଟର ରହିଛନ୍ତି। ୨୪ ବର୍ଷିୟ ଜଣେ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଫିସ୍ର ୯୪ ଜଣ କର୍ମଚରୀଙ୍କ କରୋନା ପରୀକ୍ଷା ହୋଇଥିଲା। ଯେଉଁଥିରୁ ୨୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ […]