COVID-19 ମହାମାରୀ ମଧ୍ୟରେ ଖାଲି ପଡ଼ିଥିବା ଅନେକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଜନସେବା ଆୟୋଗ (UPSC) ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଉଠୁଛି ପଡ଼ୁଛି କର୍ଣ୍ଣାଟକର ରାଜନୀତି । ସୋମବାର ବି.ଏସ୍ ୟେଡିୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ସୋମବାର ତାଙ୍କ ପଦ ଛାଡ଼ିଛନ୍ତି ।
ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବା ବାଧ୍ୟତାମୂଳକ ହେବା ନେଇ ତଥ୍ୟ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଟ୍ୱିଟ୍ କରି ରାହୁଲ୍ ଲେଖିଛନ୍ତି “ଏହି ଆପ୍ ଏକ ଅତ୍ୟାଧୁନିକ ତଦାରଖ ବ୍ୟବସ୍ଥା। ଏହା ପ୍ରାଇଭେଟ୍ ଅପରେଟର ପାଇଁ ଆଉଟ୍ସୋର୍ସ ଭଳି କାର୍ଯ୍ୟ କରିବ। ଏହା ତଥ୍ୟ ସୁରକ୍ଷା ଓ ଗୋପନୀୟତା ନେଇ ଚିନ୍ତା ବଢ଼ାଇବ। ଟେକ୍ନୋଲୋଜୀ ଆମକୁ ସୁରକ୍ଷା ଦେଇପାରେ, କିନ୍ତୁ ନାଗରିକଙ୍କ ବିନା ଅନୁମତିରେ ତାଙ୍କୁ ଟ୍ରାକ୍ କରିବା […]
ନୂଆଦିଲ୍ଲୀ: ସରକାରୀ ହେଉ କିମ୍ବା ବେସରକାରୀ କର୍ମଚାରୀ, ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେଲା ଆରୋଗ୍ୟ ସେତୁ ଆପ୍। ସମସ୍ତେ ଏହି କରୋନା ଟ୍ରାକିଂ ଆପ୍କୁ ଡାଉନ୍ଲୋଡ୍ କରିବେ। ଏଥିପାଇଁ ସଂସ୍ଥାର ମୁଖ୍ୟ କର୍ମଚାରୀମାନଙ୍କୁ ଆପ୍ ଡାଉନ୍ଲୋଡ୍ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ସଂସ୍ଥାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଯେମିତ ଏହି ଆପ୍ ଡାଉନ୍ଲୋଡ୍ କରିବା ସେ ନେଇ ସୁନିଶ୍ଚି କରିବାକୁ ମଧ୍ୟ କୁହାଯାଇଛି। ସେହିଭଳି କଣ୍ଟେନ୍ମେଣ୍ଟ […]
ନୂଆଦିଲ୍ଲୀ: କରୋନା ଲକ୍ଡାଉନ୍ ଯୋଗୁ ଭୁଶୁଡ଼ି ପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବାକୁ ଦ୍ୱିତୀୟ ଆର୍ଥିକ ପ୍ୟାକେଜ୍ ଘୋଷଣା କରିପାରନ୍ତି ଭାରତ ସରକାର। ବିଶେଷ ସୂତ୍ରରୁ ମିଳିଥିବା ଆଜି ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦିଙ୍କ ନେତ୍ୱତ୍ୱରେ ଏସମ୍ପର୍କିତ ଏକ ଗରୁତ୍ୱପୂର୍ଣ୍ଣ ବୌଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥବ୍ୟବସ୍ଥା ସହିତ ଜଡ଼ିତ ମନ୍ତ୍ରୀମାନେ ସାମିଲ୍ ଥିଲେ। ଭାରତୀୟ ଅର୍ଥନୀତିକୁ ବଳ ଦେବାକୁ ଅର୍ଥମନ୍ତ୍ରାଳୟ ମଧ୍ୟ ଅନେକ ଯୋଜନା କରିଛି। ଏଥିସହିତ ଶୁକ୍ରବାର […]
ଇନ୍ଦୋର: ଲକ୍ଡାଉନରେ ଘରକୁ ଫେରିବାରୁ ଚେଷ୍ଟା କରୁଛନ୍ତି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ। ଏମିତି କି ଜୀବନକୁ ବିପଦରେ ପକାଇ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି ଏମାନେ। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଇନ୍ଦୋର ସହରରେ। ବିପଦଜନକ ଭାବେ କ୍ରଂକିଟ୍ ମିକ୍ସଚର ଟ୍ୟାଙ୍କରରେ ପଶି ୧୮ ଜଣ ଶ୍ରମିକ ମହାରାଷ୍ଟ୍ରରୁ ଲକ୍ଷ୍ନୌ ନିଜ ଘରକୁ ଫେରୁଥିଲେ। କ୍ରଂକିଟ ମିକ୍ସଚର ଟ୍ୟାଙ୍କରରେ ପଶି ଲକ୍ଷ୍ନୌ ଆସିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋରରେ ଟ୍ରକ୍କୁ ଧରିଥିଲା […]
ମୁମ୍ୱାଇ: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫ ପୋଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହା ସହ ମହାରାଷ୍ଟ୍ରର କରୋନା ପଜିଟିଭ ପୋଲିସ୍ ସଂଖ୍ୟା ୩୪୨ କୁ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୫୪ ଜଣ ପୋଲିସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଗତ ମାସରେ ୫୩ ଜଣ ସାମ୍ବାଦିକ କରୋନରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ତେବେ ଏହି ସାମ୍ବାଦିକମାନଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହେବା ପରେ ନିଜ […]