• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Food & Recipes Updates

mohanthal sweet recipe
ଦୋଳ ପୂର୍ଣ୍ଣିମାରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ମୋହନଥାଲ୍‌’

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମାରେ ଆମ ଓଡ଼ିଆ ଘରେ ବିଭିନ୍ନ ପିଠା ଓ ମିଠାର ରେସିପି ପ୍ରସ୍ତୁତ ହୋଇଥାଏ । ତେବେ ଆଜି ଆମେ ଏହି ଦୋଳ ପୂର୍ଣ୍ଣିମାରେ ଅବସରରେ ଘରେ ଏକ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ସୁଆଦିଆ ‘ମୋହନଥାଲ୍’।

Yogurt, Cumin & Potato
ଭାରି ସୁଆଦିଆ ଜୀରା ଦହି ଆଳୁ। ଗରମ ତେଲରେ ଟିକିଏ ଶୁଖିଲା ଲଙ୍କା ଦେଲେ

ଭାରି ସୁଆଦିଆ ଜୀରା ଦହି ଆଳୁ। ଗରମ ତେଲରେ ଭୃଷଙ୍ଗପତ୍ର, ଶୁଖିଲା ଲଙ୍କା, ଆମ୍ବ କଷିଆ ଅଦା ଦେଇ ହାଲକେଇକି ଫୁଟଣ ପକେଇ ଦେଲେ...ଖାଲି ତ ହାତକୁ ଚାଟୁଥିବେ...ଏବେ ଜାଣିରଖନ୍ତୁ ପୂରା ପ୍ରସ୍ତୁତ ପ୍ରଣାଳୀ

 Kadalipatra Paneer Recipe
ସୋମବାର ଚିକେନ୍ କି ମାଛ ନ କରି କରନ୍ତୁ କଦଳୀପତ୍ର ପନିର୍

ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...

spicy mutton recipe
କେବେ ଖାଇଛନ୍ତି ‘ଦହି ଗୋଲମରିଚ ମାଂସ

ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ବଢିଯାଏ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଶୈଳୀରେ ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଦହି ଗୋଲମରିଚ ମାଂସ ‘ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ପ୍ରଣାଳୀରେ ବନେଇ ପାରିବେ ।

masroom malai recipe
‘ଘରେ ବନାନ୍ତୁ 'ମଲାଇ ମସରୁମ୍’

ଛତୁର ବିଭିନ୍ନ ରେସିପି ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଗରୁ ଆମେ ଛତୁର ଭିନ୍ନ ଭିନ୍ନ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ମଲାଇ ମସରୁମ୍’’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଭାରି ସୁଆଦିଆ ଭାକୁର ମାଛ ଦହି ବେସର? ଏବେ ହିଁ ଶିଖନ୍ତୁ ରାନ୍ଧଣା
ଭାରି ସୁଆଦିଆ ଭାକୁର ମାଛ ଦହି ବେସର? ଏବେ ହିଁ ଶିଖନ୍ତୁ ରାନ୍ଧଣା

ଭାରି ସୁଆଦିଆ ଭାକୁର ମାଛ ଦହି ବେସର। ପଖାଳ ହେଉ କି ଗରମ, ଗରମ ଗରମ ଝୋଳ ଦେଖି ଦେଲେ ପାଟିରୁ ଗଳିପଡ଼ିବ ଲାଲ...ଜମା ଡେରି ନକରି ଏବେ ଶିଖନ୍ତୁ କେମିତି ତିଆରି ହୁଏ ଭାକୁର ମାଛ ଦହି ବେସର

Spicy Panasa Katha
ଆସ ଖାଇବା 'ସ୍ପାଇସି ପଣସକଠା'

ଆଜି ସୋମବାର। ନନଭେଜ ନ ଖାଇ ଖାଆନ୍ତୁ ଭେଜ୍। ମାକେର୍ଟରୁ ପଣସକଠା ଆଜି ତିଆରି କରନ୍ତୁ ଏହି ସ୍ପାଇସି ଆଇଟମ୍...

Sweet recipe 'Labangalata'
ବହୁତ କମ୍ ଖର୍ଚ୍ଚରେ ବନାନ୍ତୁ ଓଡ଼ିଆ ଘରର ଏହି ସୁଆଦିଆ ମିଠା

ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଲବଙ୍ଗଲତା’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ ।

Shahi mutton korma
ଘରେ ବନାନ୍ତୁ ସୁଆଦିଆ ‘ସାହି ମଟନ୍‌ କୋର୍‌ମା’

ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍‌ କୋର୍‌ମା’।

Taste Of Odisha- Bhakura Machcha Dahi Besara । Know How To Prepare Special Dish With Catla Fish
ଭାକୁର ମାଛ ଦହି ବେସର...ଗରମ ଭାତ ସହ ଜମିବ ଜବରଦସ୍ତ ପାଗ

ଭାକୁର ମାଛ ଦହି ବେସର। ଗରମ ଭାତକୁ ଜମିଯିବ ଜବରଦସ୍ତ ପାଗ...ଟିକିଏ କଂଚାଲଙ୍କା ଆଉ ପାଖୁଡ଼ାଏ ରସୁଣ। ଖାଲି ତ ହାମ୍ପୁଡ଼ି ହାମ୍ପୁଡ଼ି ଖାଉଥିବେ...ମାଛ କଣ୍ଟାକୁ କାଢୁଥିବେ.....

Taste Of Odisha- Learn How To Prepare Schezwan Prawn
ସ୍ପୋଶାଲ୍ ଆଇଟମ୍ ସିଜୁଆନୀ ଚିଙ୍ଗୁଡ଼ି, ହାତ ଚାଟି ନିଶ୍ଚୟ ଖାଇବେ

ମଟନ କି ଚିକେନ ନୁହେଁ, ଚିଙ୍ଗୁଡିର ଏହି ସ୍ପେଶାଲ୍ ରେସିପୀ ଦେଖିଲେ ତିଆରି କହିବାକୁ ମନ କହିବ। ଆରମ୍ଭରୁ ଶେଷ ଯାଏଁ ଟିକିନିଖି ଦେଖି ତିଆରି କରନ୍ତୁ ଏହି ଡିସ୍...

Taste Of Odisha।  How To Prepare Besar Fry Of Paniakhia Fish
ପାଣି ଆଖିଆ ବେସର ଫ୍ରାଏ

ପାଣି ଆଖିଆ ମାଛର ବେସର ଫ୍ରାଏ... କେମିତି ଘରେ କରିବେ ଏହି ଷ୍ଟାଟର ଆଇଟମ? ଦେଖନ୍ତୁ ମୂଳରୁ ଶେଷ ଯାଏଁ...

Taste Of Odisha। How To Prepare Chicken Tawa Masala
ଚିକେନର ଦମଦାର୍ ରେସିପୀ, ଆଜି ଜମିଲା ରବିବାର

ଆଜି ଖୁବ୍ ଜମିବ। ରବିବାରରେ ତିଆରି ହେବ ଚିକେନର ଦମଦାର୍ ରେସିପୀ। ଆଉ ଡେରି ନ କରି ଆରମ୍ଭ କରି ଦିଅନ୍ତୁ ଆଜିର ଏଇ ସ୍ପେଶାଲ୍ ଡିସ୍...

spring onion  chiken recipe
କେବେ ଖାଇନଥିବେ ଚିକେନର ଏହି ସୁଆଦିଆ ରେସିପି

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ଚିକେନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପିଆଜ ଶଣ୍ଢା ଚିକେନ୍‌ କଷା।’ ।

‘Bounsa Poda Chicken’
ଆସ ଖାଇବା 'ଦେଶୀ କୁକୁଡ଼ା ବାଉଁଶ ପୋଡ଼ା'

ଭାରି ସୁଆଦିଆ ଦେଶୀ କୁକୁଡ଼ା ବାଉଁଶ ପୋଡ଼ା। ପଖାଳ ହେଉ କି ଗରମ, କି ରୁଟି ଯାହାକୁ ଲଗାଇ ଖାଇଲେ ବି ଭାରି ଟେଷ୍ଟି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଆଦିଆ 'ଦେଶୀ କୁକୁଡ଼ା ବାଉଁଶ ପୋଡ଼ା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ

kalakand sweet recipe
କେବେ ଖାଇଛନ୍ତି କି ସୁଆଦିଆ ‘କାଲାକନ୍ଦ’

ଘରକୁ କୁଣିଆ ଆସିଲେ ଆମେ ସାଧାରଣତଃ ବାହାରୁ ମିଠା ଆଣିଥାଉ । କିନ୍ତୁ ଆପଣ ଚାହିଁଲେ ଘରେ ମଧ୍ୟ ସୁଆଦିଆ ମିଠଆ ପ୍ରସ୍ତୁତ କରି ଘରେ ଅତିଥି ଚର୍ଚ୍ଚା କରିପାକିବେ । ସେଥିପାଇଁ ଆଜି ଆମେ ନେଇ ଆସିଛୁ ମିଠାର ଏକ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ସୁଆଦିଆ ‘କାଲାକନ୍ଦ’ ।

prawn dum biriyani
ଆସ ଖାଇବା ‘ଚିଙ୍ଗୁଡ଼ି ଦମ୍ ବିରିୟାନି’

ଖାଇବାରେ ଚିଙ୍ଗୁଡ଼ିର ରେସିପି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେଥିପାଇଁ ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଦମ୍ ବିରିୟାନି’ ।

kaju paneer recipe
କମ୍ ଖର୍ଚ୍ଚ ଓ କମ୍ ସମୟରେ ବନାନ୍ତୁ ‘କାଜୁ ପନିର’

ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି ‘କାଜୁ ପନିର’ । ଏହି ରେସିପିଟିକୁ ଅତି ସହଜରେ ଘରେ ଆପଣ ବନେଇ ପାରିବେ ।

Achari chicken recipe
କେବେ ଖାଇଛନ୍ତି କି ଚଟ୍‌ପଟା ‘ଆଚାରି ଚିକେନ୍’

ଆପଣ ଲଞ୍ଚ୍‌ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍‌କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ଶୁକ୍ରବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ‘ଆଚାରି ଚିକେନ୍’ ।

tawa paneer recipe
କେବେ ଖାଇନଥିବେ ପନୀରର ଏହି ସୁଆଦିଆ ରେସିପି

ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ନୂଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ତାୱା ପନୀର’। ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

aloo tikki chaat recipe
ଆସ ଖାଇବା ଚଟ୍‌ପଟା ‘ଆଳୁ ଟିକ୍କି ଚାଟ୍’

ଗରମାଗରମ୍‌ ଚଟପଟା ଖାଇବାକୁ ଇଚ୍ଛା ହେଉଛି କି ? ତେବେ ଏଥିପାଇଁ ଫୁଟପାଥ୍‌ର ଷ୍ଟଲ୍‌ ଅବା କୌଣସି ରେସ୍ତୁରାଁକୁ ନଯାଇ, ଘରେ ଆଜି ହିଁ ବନାନ୍ତୁ, ଚଟ୍‌ପଟା ଆଳୁ ଟିକ୍କି ଚାଟ୍‌।

afghani chicken recipe
କମ୍ ତେଲ ଓ ମସଲାରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ କେବେ ‘ଆଫଗାନୀ ଚିକେନ’ ରେସିପି ଖାଇଛନ୍ତି । ଯଦି ଖାଇ ନାହାଁନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚିକେନ ଆଫଗାନୀ’ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

tangy achari paneer recipe
ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ସୁଆଦିଆ ‘ଟ୍ୟାଙ୍ଗି ଆଚାରୀ ପନିର’

ଆମେ ଘରେ ପନିରର ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ନିଆରା ଓ ଚଟପଟା ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଟ୍ୟାଙ୍ଗି ଆଚାରୀ ପନିର’ ।

spice mutton kasha’
କେବେ ଖାଇଛନ୍ତି ‘ଗୋଟା ମସଲା ମଟନ୍ କଷା’

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗୋଟା ମସଲା ମଟନ୍ କଷା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

chatpata mushroom recipe
କେବେ ଖାଇନଥିବେ ଛତୁର ଏହି ସୁଆଦିଆ ରେସିପି

ଆପଣ ଆଗରୁ ଛତୁର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚଟ୍‌ପଟା ମସ୍‌ରୁମ୍‌’ ।