• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

nazia
My Love ନାଜିଆ, ତୁମପାଇଁ ଜହ୍ନ ରାଇଜରେ ଜାଗାଟେ କିଣିଛି

ନାଜିଆ… ମୋ ପ୍ରାଣ ପ୍ରିୟା ନାଜିଆ… ସାହାଜାନ୍ ସିନା ତାଙ୍କ ପତ୍ନୀଙ୍କ ପାଇଁ ତାଜମହଲ୍ ତୋଳିଥିଲେ, ହେଲେ ମୁଁ ତୁମ ପାଇଁ ଜହ୍ନ ରାଇଜରେ ଜାଗାଟେ କିଣିଛି… କହିବ ଯଦି ତାରାଫୁଲ ପରି ଘର ଟେ ତୋଳିଦେବି ।

  • Tuesday, 13 July 2021
୭
ବାକ୍ସରେ କଙ୍କଡା ଚାଷ କରୁଛନ୍ତି ଯୁବକ : ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା

ପାଣି ଉପରେ ଡବା ଭଳି ଭାସୁଥିବା ବାକ୍ସରେ ହେଉଛି କଙ୍କଡା ଚାଷ। ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା। ଯୁବକଙ୍କ ଏହି ନୂଆ କୌଶଳ ଆପଣାଇ କଙ୍କଡା ଚାଷ କରୁଛନ୍ତି ଓ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି ।

  • Tuesday, 13 July 2021
mamuni
ମୁସଲିମ୍ ଯୁବତୀଙ୍କ ମୁହଁରେ ସଂସ୍କୃତ ଶ୍ଲୋକ

ମାମୁନି ଖାତୁନ୍ । ଯିଏ ମୁସଲିମ୍ ହୋଇ ବି ଗାଇପାରନ୍ତି ଅନର୍ଗଳ ସଂସ୍କୃତ ଶ୍ଲୋକ। କେତେବେଳେ ଗଶେଶ ବନ୍ଦନା ତ କେତେବେଳେ ଗାୟତ୍ରୀ ମନ୍ତ୍ର ଆଉ ଶିବ ସ୍ତ୍ରୋତ୍ର।

  • Tuesday, 13 July 2021
traffic constable
ଟ୍ରାଫିକ୍ ପୋଲିସଙ୍କୁ ସଲାମ୍ : ଲୋକଙ୍କ ଯିବା ଆସିବାରେ ସମସ୍ୟା ହେବାରୁ କୋଦାଳ ଧରି ରାସ୍ତା ସମାନ କଲେ

ଟ୍ରାଫିକ୍ ପୋଷ୍ଟରେ ଡ୍ୟୁଟି କରୁଥିଲେ। ଦେଖିଲେ ଯେ, ଏକ ଖାଲ ପାଇଁ ଲୋକେ ଅସୁବିଧାରେ ପଡୁଛନ୍ତି। ଟ୍ରାଫିକ୍ ସମସ୍ୟା ବଢୁଛି। ଏହା ପରେ ତୁରନ୍ତ ହାତରେ ଏକ କୋଦାଳ ଧରି ସେ ଓହ୍ଲାଇ ପଡ଼ିଲେ ରାସ୍ତାକୁ। ଆଉ ତା ପରର ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ସେହି ଟ୍ରାଫିକ୍ ପୋଲିସ୍ ବାବୁଙ୍କୁ ସାଲ୍ୟୁଟ୍ ମାରିବାକୁ ଇଚ୍ଛା ହେବ।

  • Tuesday, 13 July 2021
corona
ସତରେ କଣ ସୂର୍ଯ୍ୟକିରଣରେ ଭଲ ହେଉଛି କରୋନା ?

କରୋନା ମହାମାରୀରୁ ଭଲ କରି ଦେବ ସୂର୍ଯ୍ୟଙ୍କ କିରଣ। ସୂର୍ଯ୍ୟଙ୍କ ଶକ୍ତିରେ କଣ ରହିଛି?

  • Tuesday, 13 July 2021
boudh
ପତ୍ନୀବ୍ରତା ସତ୍ୟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଦିନରାତି ସ୍ତ୍ରୀ ସେବାରେ ପତି। ଟିକିନିକି କାମ ସବୁ କରୁଛନ୍ତି। ସୁନା ସଂସାରକୁ ଘାରିଛି ରୋଗର କଳାବାଦଲ। ଘର ସମ୍ଭାଳିବା ଲୋକ ଏବେ ବିଛଣାରେ। ଆଉ ରୋଜଗାରିଆ ଲୋକ ବେଉସା ଛାଡି ତାଙ୍କ ଖବର ବୁଝୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏବେ ସରକାରୀ ସହାୟତାକୁ ଅପେକ୍ଷା।

  • Tuesday, 13 July 2021
sonepur
ମାଲେସିଆରେ ଚମକିବେ କୁନି ଝିଅ ଉତ୍ପଳା, ରାଜ୍ୟ ପାଇଁ ଆଣିବେ ଗୌରବ

ଛୋଟ ବେଳୁ ପାଠପଢା ସହ ନାଚ, ଗୀତ ଏବଂ ମଡେଲିଂ ପ୍ରତି ଥିଲା ରୁଚି। ପ୍ରଥମେ ପରିବାର ଲୋକ ଏହାକୁ ଦେଖି ବିରକ୍ତି ହୋଇଥିଲେ। ହେଲେ କୁନି ଝିଅଙ୍କ ଆଗ୍ରହ ଓ ସଫଳତା ଦେଖି ଖୁସି ହୋଇ ଯାଇଛନ୍ତି। ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ତର୍ଜାତୀୟ”ବିୟୁଟି ପେଜେଣ୍ଟ’ ପ୍ରତିଯୋଗିତାରେ ସେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମାଲେସିଆ ଯାଉଛନ୍ତି।

  • Tuesday, 13 July 2021
gopabandhu
ଶବର ସାଥୀ ଗୋପବନ୍ଧୁ ସାର୍

ଆଜିକାଲି ଯେତେବେଳେ ଜୀଅନ୍ତା ମଣିଷର ସାଥୀ ହେବାକୁ କେହି ରାଜି ହେଉନାହାଁନ୍ତି,  ଏପରି ଜଣେ ନିଆରା ମଣିଷ ଅଛନ୍ତିଳ, ଯାହାଙ୍କୁ ଅଂଚଳରେ ଲୋକେ ଡାକନ୍ତି ‘ଶବର ସାଥୀ’। ପେସାରେ ସେ ଜଣେ ଶିକ୍ଷକ ହେଲେବି, ଅଧିକାଂଶ ସମୟ ତାଙ୍କର କଟେ ମଣାଣି ଭୂଇଁରେ। ଚିହ୍ନା ନାହିଁ ପରିଚୟ ନାହିଁ, କୌଣସି ମଣିଷର ମୃତ୍ୟୁ ହେଲେ ସତ୍କାର ପାଇଁ ସେ ପହଞ୍ଚି ଯାଆନ୍ତି ମଣାଣିରେ।

  • Tuesday, 13 July 2021
puja
ପୂଜାଙ୍କ ସାଇକେଲରେ ବାଜିଲା ଗୁଳି : ଜୀବନ ସିନା ବଞ୍ଚିଗଲା, ୧୨ କିମି ଚାଲିଚାଲି ଯାଉଛନ୍ତି ସ୍କୁଲ

ଦଶମ ଶ୍ରେଣୀର ଝିଅ ପୂଜା। ଘର ତାଙ୍କର ଜଙ୍ଗଲ ଭିତରେ। ନକ୍ସଲ-ପୋଲିସ୍ ସଂଘର୍ଷ ବେଳେ ଅଳ୍ପକେ ସେ ରକ୍ଷା ପାଇଯାଇଛନ୍ତି। ଗୁଳିଟି ବାଜିଥିଲା ତାଙ୍କ ସାଇକେଲରେ। ଗୁଳି ଟାୟାର ଭିତରେ ପଶି ଚିରିଦେଇଛି। ଏବେ ସେ ୧୨ କିଲୋମିଟର ଚାଲିଚାଲି ଯାଉଛନ୍ତି ସ୍କୁଲ।

  • Tuesday, 13 July 2021
ଓଡ଼ିଆ ଝିଅ ସଙ୍ଗୀତା ମହାପାତ୍ର : ବାଙ୍ଗାଲୋରରେ ଟେକ୍ସଟାଇଲ୍ କମ୍ପାନୀ ମାଲିକ

ଓଡ଼ିଆ ଝିଅ। ପାଠ ପଢ଼ିଥିଲେ ବି-ଟେକ୍। ଏବେ ସେ ବାଙ୍ଗାଲୋରରେ ଜଣେ ସଫଳ ମହିଳା ଉଦ୍ୟୋଗୀ। ସେଠାରେ ସେ ପ୍ରତିଷ୍ଠା କରିଛନ୍ତି ଏକ ଟେକ୍ସଟାଇଲ୍ କମ୍ପାନୀ। ଆଉ ଏଥିରେ କାମ କରୁଥିବା ୪୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା। ସେମାନେ ମଧ୍ୟ ସବୁ ବି-ଟେକ୍ ଇଂଜିନିୟର। ଏହି ଓଡ଼ିଆ ଝିଅଙ୍କୁ ଉତ୍ସାହିତ କରିବାକୁ ତାଙ୍କର ଏହି ଭିଡିଓକୁ ଅଧିକରୁ ଅଧିକ ଲାଇକ୍ ଓ ସେୟାର କରିବା।

  • Tuesday, 13 July 2021
Electric-Scooty
ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଝିଅ ମଧୁମିତା

ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଛନ୍ତି ଓଡ଼ିଆ ଝିଅ। ମଧୁମିତା ଏକ ଇଲେକ୍ଟ୍ରିକ୍ ଭେହିକିଲ କଂପାନି ଆରମ୍ଭ କରିଛନ୍ତି। ତାଙ୍କ କଂପାନି ପ୍ରଥମ କଂପାନି ହେବ ଯାହା ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ସ୍କୁଟି ବାହାର କରିବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି।

  • Tuesday, 13 July 2021
congress
ଭୁବନେଶ୍ୱର କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ୱର: ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ନେଇ ଭୁବନେଶ୍ୱର କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ନୂତନ ସଭାପତି ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଫାଟକରେ ତାଲା ପକାଇ ଥିବାବେଳେ ସ୍ମୃତିଙ୍କ ସମର୍ଥକ ତାଲା ଭାଙ୍ଗି କଂଗ୍ରେସ ଭବନରେ ପଶିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ […]

  • Tuesday, 13 July 2021