• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Corona
ସଂଖ୍ୟା କମୁଛି, ଡ଼ର ଯାଉନି...୨୪ ଘଣ୍ଟାରେ ୧୩୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ମୋଟ୍୧୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି

  • Wednesday, 14 July 2021
pratap sarangi
ଧାନକିଣାକୁ ନେଇ ରାଗି ଗଲେ ବାଲେଶ୍ୱର ସାଂସଦ: ଆଉ ତା'ପରେ ହେଲା କଣ?

ନନା ରାଗିକି ନିଆଁ ଧାନମଣ୍ଡିରେ ଚାଷୀଙ୍କୁ ଠକିବାରୁ ‘ପଚାରୁଛି ପରା ତତେ… ଗାଲୁଆକୁ ଚାପୁଡ଼ା ପକେଇବି ଧରିକି…’ ଠିଆ ଠିଆ ଟ୍ୟୁସନ କଲେ ନନା। ୟେ ହେଉଛି ବାଲେଶ୍ୱର ଜିଲ୍ଲା ସିନ୍ଧିଆ ଧାନ ମଣ୍ଡିର ନିଧିପଣ୍ଡାର ଦୃଶ୍ୟ। ଏଠାର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଚାଷୀ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀକୁ ଜଣାଇବାରୁ ନନା ଯାହା କଲେ ଦେଖନ୍ତୁ…  

  • Wednesday, 14 July 2021
rayagada
ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ସରକାରୀ ସହାୟତାକୁ ଅନାଇଛନ୍ତି ଟି.ଭେଙ୍କେଟ ରତ୍ନମ

ସରକାରୀ ଚାକିରି କରିବା ବେଳେ ସ୍ୱାମୀଙ୍କ ହୋଇଥିଲା ମୃତ୍ୟୁ। ୩ ବର୍ଷରୁ ଅଧିକ ସମୟ ବିତିଲାଣି ସ୍ୱାମୀଙ୍କ ମୃତ୍ୟୁକୁ। ଆଉ ଏବେ ନିଜ ମାଆଙ୍କ ପାଖରେ ନେଇଛନ୍ତି ଆଶ୍ରା। ସରକାରୀ ନିୟମ ଅନୁସାରେ ମିଳିନି କିଛି ବି ସହାୟତା। ତହସିଲ ଅଫିସରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସକୁ ବାରମ୍ବାର ଦୌଡ଼ିଲେଣି କିନ୍ତୁ କେଉଁଠାରୁ ବି ମିଳିଲା ନାହିଁ ସହାୟତା

  • Wednesday, 14 July 2021
jajpur
କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ମାମଲାରେ ତଦନ୍ତ ଆରମ୍ଭ

ଯାଜପୁର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ପହଞ୍ଚିିଛି ଭିଜିଲାନ୍ସର ୫ ଜଣିଆ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍ପି ହର ନାରାୟଣ ପତିଙ୍କ ନେତୃତ୍ୱରେ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କିପରି ଘାଇକୁ ଭଙ୍ଗା ଯାଇଛି ?

  • Wednesday, 14 July 2021
trafic rules
ପ୍ରତିଦିନ: ଦେଖନ୍ତୁ ସନ୍ଧ୍ୟା ୭ଟାରେ କଣ ରହିଛି ମୁଖ୍ୟ ଖବର

+ଓଡ଼ିଆ ଅଫିସର ସେନା ଉପମୁଖ୍ୟ +କାହା ଚାପରୁ ତଦନ୍ତ ବନ୍ଦ୍? +ବିବାଦରେ 'ତାଣ୍ଡବ' +ଚାଷୀଙ୍କୁ 'ମଣ୍ଡି' ମାଡ଼ + ଲୋଭ ଦେଖାଇ ଲୁଟ୍ + ଆକ୍ରମଣ ରାଜନୀତି

  • Wednesday, 14 July 2021
samabaya
କାହିଁକି ବନ୍ଦ ହେଲା ସମବାୟ ତଦନ୍ତ?

ତଦନ୍ତ ପାଇଁ ପ୍ରଥମେ ଗ୍ରୀନ୍ ସିଗନାଲ୍ ଆଉ ଏବେ ରେଡ୍ ସିଗନାଲ୍ ମିଳିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ବି ମାତ୍ର ବର୍ଷେ ଚାରି ମାସ ପରେ ଏବେ ସେଇ ତଦନ୍ତକୁ ସ୍ଥଗିତ ରଖିଛନ୍ତି।

  • Wednesday, 14 July 2021
Traffic
ଏଣିକି ଦିନକୁ ଥରେ କଟିବ ଫାଇନ୍, କନେଷ୍ଟବଳ କାଟିପାରିବେ ନାହିଁ ଜୋରିମାନା

ଗାଡି ଚାଳନା କରୁଥିଲେ ଜାଣିରଖନ୍ତୁ ଏହି ଟ୍ରାଫିକ୍ ନିୟମ

  • Wednesday, 14 July 2021
Corona
ରାଜ୍ୟର ୧୬୧ଟି କେନ୍ଦ୍ରରେ ଆରମ୍ଭ ହେଲା କରୋନା ଟିକାକରଣ

କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ଟିକା ଦେବା ସହିତ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ରାଜ୍ୟର ୧୬୧ଟି କେନ୍ଦ୍ରରେ ଆଜି ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଇଛି ଟିକା। ପ୍ରାଥମିକ ଭାବେ କେଉଁଠୁ ବି ପାର୍ଶ୍ୱ ପ୍ରତିକ୍ରିୟାର ଖବର ଆସିନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

  • Wednesday, 14 July 2021
kidny
କିଡ଼ନୀ କେଳେଙ୍କାରୀରେ କାହାର ରହିଛି ସଂପୃକ୍ତି? ସମସ୍ତଙ୍କ ମୁଖା ଖୋଲିବ ହିମାଂଶୁ...

ଡାକ୍ତରଙ୍କଠୁ ହସ୍ପିଟାଲ୍ କର୍ମଚାରୀଙ୍କ ଯାଏଁ ଖୋଲିବ ଅସଲ ମୁଖା। ନକଲି ଡୋନର୍ ସାଜି କେଉଁମାନେ ସାମିଲ ଥିଲେ କିଡ୍ନୀ କ୍ରାଇମରେ? ଏସବୁ ରହସ୍ୟର ପର୍ଦ୍ଦାଫାସ୍ କରିବାକୁ ଅଭିଯୁକ୍ତ ହିମାଂଶୁ ନନ୍ଦକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ।

  • Wednesday, 14 July 2021
cuttack corona
SCB ସହ ୧୧ଟି ସ୍ଥାନରେ ଚାଲିଛି ଟିକାକରଣ

କଟକରେ ଏସସିବି ମେଡିକାଲ ସହ ୧୧ଟି ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି। ବଡ ମେଡିକାଲରେ ସଫେଇ କର୍ମଚାରୀ ବର୍ଷା ଦେଇ ପ୍ରଥମ ବ୍ୟକ୍ତି ଭାବେ କୋଭିଡ୍ ଟିକା ନେଇଥିଲେ। ଟିକା ନେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। କୋଭିଡ୍ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ ଡ୍ୟୁଟି କରୁଥିଲେ

  • Wednesday, 14 July 2021