• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

headache
ମୁଣ୍ଡବିନ୍ଧାର କାରଣ କ’ଣ ?

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। ମାନସିକ ଚାପରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଅଧିକାଂଶ ଲୋକ ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି । ତେବେ ମୁଣ୍ଡବିନ୍ଧା କେତେ ପ୍ରକାରର ? ସବୁ ମୁଣ୍ଡବିନ୍ଧାର କାରଣ କ’ଣ ସମାନ ? ଦେଖନ୍ତୁ ଏହି ଭିଡିଓ…

  • Tuesday, 13 July 2021
school
ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ୍‌ ବଗିଚା

ଭଳି କି ଭଳି ଫୁଲ ଫୁଟିଛି, ପନିପରିବା ବି ଫଳିଛି। ଲାଗିଛି ୩୦ ପ୍ରକାର ଫୁଲ ଓ ୧୦ ପ୍ରକାର ପରିବା ଗଛ। ଯେଉଁଠି ଦିନେ ଘାସ ଓ ଅନାବନା ଗଛରେ ଭରି ରହିଥିଲା ଏବେ ତାହା ପାର୍କର ଭ୍ରମ ସୃଷ୍ଚି କରୁଛି। ଦେଖନ୍ତୁ ଏହି ଭିଡିଓ

  • Tuesday, 13 July 2021
od
ବଳକା ସମୟର ହେଲା ବିନିଯୋଗ, ଘରକୁ ଆସିଲା ଟଙ୍କା

ସମୟର ସଦୁପଯୋଗ କଲେ ଲାଭ ମିଳିବ । ସମୟର ଅପଚୟ ନକରି ମହିଳାମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗୃହ ଉପକରଣ । ଘରକୁ ଆସୁଛନ୍ତି ଲକ୍ଷ୍ମୀ । ୪୦ ଜଣ ମହିଳା ଏକାଠି ହୋଇ ଏହା କରି ଦେଖାଇଛନ୍ତି ।

  • Tuesday, 13 July 2021
manoj-das
ଶେଷ ବସନ୍ତରେ ଚାଲିଗଲେ ମନୋଜ ଦାସ

ରାଷ୍ଟ୍ରୀୟ ସମ୍ମାନ ସହ ହେବ ସାହିତ୍ୟ ଜଗତର ଅନ୍ୟତମ ଯୁଗପୁରୁଷ ମନୋଜ ଦାସଙ୍କ ଶେଷକୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ  ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି । ଏହି ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବେ ବୋଲି ସିଏମ୍ଓ ଟ୍ୱିଟ କରିଛି ।

  • Tuesday, 13 July 2021
ROURKELA
କରୋନା ରୋଗୀଙ୍କ ଦେବଦୂତ : ଘରେ ତିଆରି କରି ଯୋଗାଉଛନ୍ତି ମାଗଣା ଖାଦ୍ୟ

ଦିନେ ନୁହେଁ କି ଦୁଇଦିନ ନୁହେଁ, ବର୍ଷେ ହେଲା କୋଭିଡ ସଂକ୍ରମିତଙ୍କୁ ମାଗଣାରେ ଯୋଗାଉଛନ୍ତି ସୁଷମ ଖାଦ୍ୟ। ତା ପୁଣି ହୋଟେଲରେ ନୁହେଁ, ନିଜେ ଘରେ ତିଆରି କରୁଛନ୍ତି ଓ ବୁଲି ବୁଲି ବାଣ୍ଟୁଛନ୍ତି। ଏମିତି ଜଣେ ସମାଜସେବୀଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ ।

  • Tuesday, 13 July 2021
sun
ୱିଣ୍ଡ-ସୋଲାର-ହାଇବ୍ରିଡ୍ ପ୍ରୋଜେକ୍ଟ , ବଦଳିବ ଚାଷୀଙ୍କ ଭାଗ୍ୟ

ଜମିକୁ ପାଣି ଯାଉଛି , କିନ୍ତୁ ଇଲେକ୍ଟ୍ରିସିଟି ଦରକାର ପଡୁନି । ସୂର୍ଯ୍ୟକିରଣରେ ନହେଲେ ପବନ ଶକ୍ତିରେ ଉଠୁଛି ପାଣି । ରାଜ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ୱିଣ୍ଡ ସୋଲାର ହାଇବ୍ରିଡ ପ୍ରୋଜେକ୍ଟ । ଏହା ସଫଳ ହେଲେ ଅନ୍ୟ ସ୍ଥାନରେ ବି ଏହା କରାଯାଇ ଟାଙ୍ଗରା ଭୂଇଁରେ ପାଣି ମାଡିବ । ଚାଷୀଙ୍କ ଅଣ୍ଟା ସଳଖିଯିବ ।

  • Tuesday, 13 July 2021
mayurbhanj
ମରିଗଲା ମାନବିକତା : ଶବ ସହ ମୂଲଚାଲ, ପୋଷ୍ଟମର୍ଟମ ପାଇଁ ମାଗିଲେ ଟଙ୍କା

ଧୀରେ ଧୀରେ ମଣିଷ ପାଖରୁ ମରିଯାଉଛି ମାନବିକତା। ଜଣେ ବ୍ୟକ୍ତି ଏକ ମୃତଦେହର ପୋଷ୍ଟମର୍ଟମ କରିବାକୁ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ୍ ହୋଇଛି। କହୁଛନ୍ତି, କାଟିବାକୁ ନେବି ୭ଶହ, ପୁଣି ସିଲେଇ କରିବାକୁ ନେବି ୫ଶହ।

  • Tuesday, 13 July 2021
jagat
ଜଗତସିଂହପୁରରେ ସୁଗାର ଫ୍ରି ଧାନ ଚାଷ, ଡାଇବେଟିସ୍ ରୋଗୀ ଖୁସ୍

ଜଗତସିଂହପୁର : ସୁଗାର ଫ୍ରି ଧାନଚାଷ, ଲାଭ ଶହେରେ ଶହେ । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ୧୨ ଏକର ଜମିରେ କରିଛନ୍ତି ସୁଗାର ଫ୍ରି ଧାନ ଚାଷ । ଧାନରୁ ଚାଉଳ କରି କିଲୋ ବିକିବେ ଶହେ ଟଙ୍କାରେ । ଏବେ ଠୁ ଧାନ ନେବାକୁ ଲାଗିଲାଣି ଲାଇନ୍ ।

  • Tuesday, 13 July 2021
qashim
କାସିମ୍ ଚାଚାଙ୍କ ମାଗଣା ହୋଟେଲକୁ ପ୍ରଶଂସା : ବିଦେଶରୁ ମିଳିଲା ସହଯୋଗ

କାସିମ୍ ଚାଚାଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ। ଦିନେ ସେ ନିଜେ ଖାଇବାକୁ ପାଉନଥିଲେ। କିନ୍ତୁ ନିଜର ଆର୍ଥିକ ସ୍ଥିତି ଭଲ ହେବାପରେ ସେ ଗରିବ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଥିଲେ। ଏହି ଖବର ପ୍ରଚାରିତ ହେବାପରେ, ଏବେ ତାଙ୍କୁ ଆମେରିକାରୁ ଜଣେ ବ୍ୟକ୍ତି ଟଙ୍କା ପଠେଇଛନ୍ତି। ଏହି ଟଙ୍କାରେ କାସିମ୍ ଚାଚା ସପ୍ତାହକୁ ଏଣିତି ଦୁଇଦିନ ଗରିବ ଲୋକଙ୍କୁ ପେଟପୂରା ଖାଇବାକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

  • Tuesday, 13 July 2021
mango
ସଫଳ ଆମ୍ବଚାଷୀ : ଗୋଟିଏ ଗଛରେ ଫଳାଉଛନ୍ତି ୩୦୦ କିସମର ଆମ୍ବ

ଚର୍ଚ୍ଚାରେ ଆମ୍ବଚାଷୀ । ଦିନେ ପାଠପଢ଼ା ଛାଡ଼ିଥିଲେ, ଆଉ ଏ‍ବେ ପାଲଟି ଯାଇଛନ୍ତି ସଫଳ ଆମ୍ବଚାଷୀ । ମାତ୍ର ଗୋଟିଏ ଆମ୍ବ ଗଛରେ ଫଳାଉଛନ୍ତି ୩୦୦ ପ୍ରକାର ଆମ୍ବ, ଜାଣନ୍ତୁ ଏହି ଅସମ୍ଭବ କେମିତି ହେଲା ସମ୍ଭବ?

  • Tuesday, 13 July 2021