• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

jajpur
କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ମାମଲାରେ ତଦନ୍ତ ଆରମ୍ଭ

ଯାଜପୁର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ପହଞ୍ଚିିଛି ଭିଜିଲାନ୍ସର ୫ ଜଣିଆ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍ପି ହର ନାରାୟଣ ପତିଙ୍କ ନେତୃତ୍ୱରେ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କିପରି ଘାଇକୁ ଭଙ୍ଗା ଯାଇଛି ?

  • Wednesday, 14 July 2021
trafic rules
ପ୍ରତିଦିନ: ଦେଖନ୍ତୁ ସନ୍ଧ୍ୟା ୭ଟାରେ କଣ ରହିଛି ମୁଖ୍ୟ ଖବର

+ଓଡ଼ିଆ ଅଫିସର ସେନା ଉପମୁଖ୍ୟ +କାହା ଚାପରୁ ତଦନ୍ତ ବନ୍ଦ୍? +ବିବାଦରେ 'ତାଣ୍ଡବ' +ଚାଷୀଙ୍କୁ 'ମଣ୍ଡି' ମାଡ଼ + ଲୋଭ ଦେଖାଇ ଲୁଟ୍ + ଆକ୍ରମଣ ରାଜନୀତି

  • Wednesday, 14 July 2021
samabaya
କାହିଁକି ବନ୍ଦ ହେଲା ସମବାୟ ତଦନ୍ତ?

ତଦନ୍ତ ପାଇଁ ପ୍ରଥମେ ଗ୍ରୀନ୍ ସିଗନାଲ୍ ଆଉ ଏବେ ରେଡ୍ ସିଗନାଲ୍ ମିଳିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ବି ମାତ୍ର ବର୍ଷେ ଚାରି ମାସ ପରେ ଏବେ ସେଇ ତଦନ୍ତକୁ ସ୍ଥଗିତ ରଖିଛନ୍ତି।

  • Wednesday, 14 July 2021
Traffic
ଏଣିକି ଦିନକୁ ଥରେ କଟିବ ଫାଇନ୍, କନେଷ୍ଟବଳ କାଟିପାରିବେ ନାହିଁ ଜୋରିମାନା

ଗାଡି ଚାଳନା କରୁଥିଲେ ଜାଣିରଖନ୍ତୁ ଏହି ଟ୍ରାଫିକ୍ ନିୟମ

  • Wednesday, 14 July 2021
Corona
ରାଜ୍ୟର ୧୬୧ଟି କେନ୍ଦ୍ରରେ ଆରମ୍ଭ ହେଲା କରୋନା ଟିକାକରଣ

କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ଟିକା ଦେବା ସହିତ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ରାଜ୍ୟର ୧୬୧ଟି କେନ୍ଦ୍ରରେ ଆଜି ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଇଛି ଟିକା। ପ୍ରାଥମିକ ଭାବେ କେଉଁଠୁ ବି ପାର୍ଶ୍ୱ ପ୍ରତିକ୍ରିୟାର ଖବର ଆସିନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

  • Wednesday, 14 July 2021
kidny
କିଡ଼ନୀ କେଳେଙ୍କାରୀରେ କାହାର ରହିଛି ସଂପୃକ୍ତି? ସମସ୍ତଙ୍କ ମୁଖା ଖୋଲିବ ହିମାଂଶୁ...

ଡାକ୍ତରଙ୍କଠୁ ହସ୍ପିଟାଲ୍ କର୍ମଚାରୀଙ୍କ ଯାଏଁ ଖୋଲିବ ଅସଲ ମୁଖା। ନକଲି ଡୋନର୍ ସାଜି କେଉଁମାନେ ସାମିଲ ଥିଲେ କିଡ୍ନୀ କ୍ରାଇମରେ? ଏସବୁ ରହସ୍ୟର ପର୍ଦ୍ଦାଫାସ୍ କରିବାକୁ ଅଭିଯୁକ୍ତ ହିମାଂଶୁ ନନ୍ଦକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ।

  • Wednesday, 14 July 2021
cuttack corona
SCB ସହ ୧୧ଟି ସ୍ଥାନରେ ଚାଲିଛି ଟିକାକରଣ

କଟକରେ ଏସସିବି ମେଡିକାଲ ସହ ୧୧ଟି ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି। ବଡ ମେଡିକାଲରେ ସଫେଇ କର୍ମଚାରୀ ବର୍ଷା ଦେଇ ପ୍ରଥମ ବ୍ୟକ୍ତି ଭାବେ କୋଭିଡ୍ ଟିକା ନେଇଥିଲେ। ଟିକା ନେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। କୋଭିଡ୍ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ ଡ୍ୟୁଟି କରୁଥିଲେ

  • Wednesday, 14 July 2021
naveen
ଟିକା ଦିଆଯିବା ପରେ ଫିଡବ୍ୟାକ ନେଉଛନ୍ତି ମୁଖ୍ୟମନ୍ତ୍ରୀ

ଭିଡିଓ କନ୍ଫରେନସିଂ ଜରିଆରେ ବିଭିନ୍ନ ହସ୍ପିଟାଲରୁ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ। କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ବି ହେଲେ

  • Wednesday, 14 July 2021
gst
ଟ୍ରକ୍ ହାଇଜାକ କରୁଥିଲେ, ଧରାପଡ଼ିଗଲେ....

ତେଲକୋଇରୁ ବିହାର ଯାଉଥିବା ବେଳେ ଜିଏସ୍ଟି ଜାଲରେ ପଡ଼ିଲା ୨ଟି ଟ୍ରକ୍। ଆଉ ସେଠୁ ଜଣାପଡ଼ିଲା କେମିତି ପଶ୍ଚିମବଙ୍ଗରୁ ଝାରସୁଗୁଡ଼ା ଆସୁଥିବା ତେଲ ବୋଝେଇ ଟ୍ରକ୍ ଲୁଟି, ଡ୍ରାଇଭର୍ ହେଲପରକୁ ମାଡ଼ ମାରି ଅନ୍ୟ ଦୁଇ ଟ୍ରକରେ ମାଲ୍ ଲଦି ବିହାର ପଳାଉଥିଲେ ଲୁଟେରା

  • Wednesday, 14 July 2021
pari
ପଦାରେ ପଡ଼ିଲା କି ରାଜ୍ୟ ସରକାରଙ୍କ ମିଛ?

ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଉ ଏକ ଖୁଲାସା କରାଯାଇଛି। ହାଇକୋର୍ଟର ସିଟିଂ ଜଜଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ପ୍ରସଙ୍ଗରେ ପଦାକୁ ଆସିଲା ନୂଆ ତଥ୍ୟ। SIT ତଦନ୍ତର ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ଲାଗି ହାଇକୋର୍ଟଙ୍କୁ ଚିଠି ଲେଖିଥିବା କହିଥିଲେ ରାଜ୍ୟ ସରକାର।

corona school
ସ୍କୁଲ ଖୋଲୁ ଖୋଲୁ ଚିନ୍ତା ବଢ଼ାଇଲାଣି କରୋନା ମହାମାରୀ

ସ୍କୁଲ ଖୋଲୁ ଖୋଲୁ କରୋନା ଭୟ ପୁଣି ଚିନ୍ତା ବଢାଇଲାଣି। ଝାରସୁଗୁଡା ଓ ଗଜପତିର ଦୁଇଟି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂକ୍ରମିତ ହେବା ପରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବଢିଛି ଶଙ୍କା। ସରକାରଙ୍କ ଗାଇଡ୍ଲାଇନ ଅନୁସାରେ କ୍ଲାସ ହେଉଥିଲେ ମଧ୍ୟ କେମିତି ବ୍ୟାପିଲା ସଂକ୍ରମଣ ତାକୁ ନେଇ ଉଠିଛି ପ୍ରଶ୍ନ

kidny
ହିଂମାଶୁଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ

କିଡନୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୁକ୍ତ ହିଂମାଶୁ ଭୂଷଣ ନନ୍ଦଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ହିଂମାଶୁଠାରୁ ଅଧିକ ତଥ୍ୟ ଓଗାଳିବା ପାଇଁ କମିଶନରରେଟ ପୋଲିସ ୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ  ବୋଲି ସୂଚନା ଦେଇଛନ୍ତି ଡ଼ିସିପି ଉମାଶଙ୍କର ଦାଶ।

  • Wednesday, 14 July 2021
CUTTACK
ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ

କଟକରେ ପୁଣି ଭେଜାଲ୍ ଜର୍ଦ୍ଦା କାରଖାନା ଠାବ। କଟକ ସଦର ଥାନା ପୋଲିସ ପୁଣି ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଥିବା ନେଇ ସୂଚନା ମିଳିଛି। ତେବେ କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଚଢାଉ କରି ପୋଲିସ ଏହି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ କରିଛି

  • Wednesday, 14 July 2021
kunduli-case
ପୁଣି ଚର୍ଚ୍ଚାରେ କୁନ୍ଦୁଲି ମାମଲା

ଜୟପୁର ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ ଯେଉଁ ତଥ୍ୟ ଦାଖଲ କରାଯାଇଛି, ସେଥିରେ ପୀଡ଼ିତାଙ୍କ ପରିବାର ସନ୍ତୁଷ୍ଟ ନୁହନ୍ତି। ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି, ପୋଲିସର ରିପୋର୍ଟ ଅନୁସାରେ ଦୁଷ୍କର୍ମର କିଛି ପ୍ରମାଣ ମିଳିନଥିଲା ଏବଂ ମାମଲାରେ ତଥ୍ୟଗତ ତ୍ରୁଟି ଥିଲା।

  • Wednesday, 14 July 2021
prakash-rao-ru-guruji
ଜଣେ ସମର୍ପିତ ମଣିଷର ସଂଘର୍ଷମୟ ଜୀବନ କାହାଣୀ

ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ।

  • Wednesday, 14 July 2021
Naveen
"ଦେଶର ବିକାଶ ମଡେଲ କଳାହାଣ୍ଡି "

କଳାହାଣ୍ଡି ଜୟପାଟଣା ବ୍ଲକ୍‌ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ଯୋଗଦେଇ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ପ୍ରକଳ୍ପ ଉଦଘାଟନ ଅବସରରେ ନବୀନ କହିଛନ୍ତି ଯେ, "ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି।

  • Wednesday, 14 July 2021
naveen
ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳାହାଣ୍ଡି ଜୟପାଟଣା ବ୍ଲକ୍‌ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ଯୋଗଦେଇ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ କରୋନା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • Wednesday, 14 July 2021