• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Corona
ସଂଖ୍ୟା କମୁଛି, ଡ଼ର ଯାଉନି...୨୪ ଘଣ୍ଟାରେ ୧୩୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ମୋଟ୍୧୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି

  • Wednesday, 14 July 2021
pratap sarangi
ଧାନକିଣାକୁ ନେଇ ରାଗି ଗଲେ ବାଲେଶ୍ୱର ସାଂସଦ: ଆଉ ତା'ପରେ ହେଲା କଣ?

ନନା ରାଗିକି ନିଆଁ ଧାନମଣ୍ଡିରେ ଚାଷୀଙ୍କୁ ଠକିବାରୁ ‘ପଚାରୁଛି ପରା ତତେ… ଗାଲୁଆକୁ ଚାପୁଡ଼ା ପକେଇବି ଧରିକି…’ ଠିଆ ଠିଆ ଟ୍ୟୁସନ କଲେ ନନା। ୟେ ହେଉଛି ବାଲେଶ୍ୱର ଜିଲ୍ଲା ସିନ୍ଧିଆ ଧାନ ମଣ୍ଡିର ନିଧିପଣ୍ଡାର ଦୃଶ୍ୟ। ଏଠାର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଚାଷୀ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀକୁ ଜଣାଇବାରୁ ନନା ଯାହା କଲେ ଦେଖନ୍ତୁ…  

  • Wednesday, 14 July 2021
rayagada
ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ସରକାରୀ ସହାୟତାକୁ ଅନାଇଛନ୍ତି ଟି.ଭେଙ୍କେଟ ରତ୍ନମ

ସରକାରୀ ଚାକିରି କରିବା ବେଳେ ସ୍ୱାମୀଙ୍କ ହୋଇଥିଲା ମୃତ୍ୟୁ। ୩ ବର୍ଷରୁ ଅଧିକ ସମୟ ବିତିଲାଣି ସ୍ୱାମୀଙ୍କ ମୃତ୍ୟୁକୁ। ଆଉ ଏବେ ନିଜ ମାଆଙ୍କ ପାଖରେ ନେଇଛନ୍ତି ଆଶ୍ରା। ସରକାରୀ ନିୟମ ଅନୁସାରେ ମିଳିନି କିଛି ବି ସହାୟତା। ତହସିଲ ଅଫିସରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସକୁ ବାରମ୍ବାର ଦୌଡ଼ିଲେଣି କିନ୍ତୁ କେଉଁଠାରୁ ବି ମିଳିଲା ନାହିଁ ସହାୟତା

  • Wednesday, 14 July 2021