• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

dance
ଦୁଲ୍‌ହନ୍‌ର ଦେଶୀ ଡ୍ୟାନ୍ସକୁ ଦେଖି ତାଜୁବ୍‌ ହୋଇଗଲା ବିଦେଶୀ ଦୁଲ୍‌ହା

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିବାହର ଏକ ଭିଡ଼ିଓକୁ ନେଇ ଖୁବ୍‌ ଚର୍ଚ୍ଚା। ଏହାକୁ ନେଇ ଖାଲି ଚର୍ଚ୍ଚା ନୁହେଁ ବରଂ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ। କାରଣ କ’ଣ ଜାଣନ୍ତି କି? ତେବେ ଜାଣନ୍ତୁ ଭିଡ଼ିଓ ଭାଇରାଲର ପ୍ରକୃତ କାରଣ… ଭିଡ଼ିଓ ଭାଇରାଲ ହେବା ପଛରେ ପ୍ରକୃତ କାରଣ ହେଲା ଦୁଲ୍‌ହନ୍‌ର ଡ୍ୟାନ୍ସ। ଏହି ଭିଡ଼ିଓରେ ଦୁଲ୍‌ହନ୍‌ ସାନ୍‌ଦାର ଡ଼୍ୟାନ୍ସ କରୁଥିବାବେଳେ ବିଦେଶୀ ଦୁଲ୍‌ହା ଏହାକୁ ମନଭରି ଉପଭୋଗ କରିବା ସହ ମଜା ମଧ୍ୟ […]

  • Saturday, 17 July 2021
stop athon
ଏସିଡ୍ ଆକ୍ରମଣ ବନ୍ଦ ନେଇ ଗଣଦୌଡ଼

ଭୁବନେଶ୍ୱର: ଏସିଡ୍ ଆକ୍ରମଣ ବନ୍ଦ କରିବାକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ହୋଇଛି ଏକ ଗଣଦୌଡ଼। ଯାହାର ନାଁ ରଖାଯାଇଥିଲା ଷ୍ଟପ୍‌ଆଥନ୍। କଳିଙ୍ଗ ଷ୍ଟାଡିୟମରେ INITIATIVE FOR SOCIAL DEVELOPMENT ପକ୍ଷରୁ ଆୟୋଜିତ ହୋଇଥିବା ଏହି ଗଣଦୌଡ଼କୁ ଉଦଘାଟନ କରିଥିଲେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଏସିଡ୍ ମାଡ଼ର ଭୟାବହତା  ସଂପର୍କରେ ସଚେତନତା ସୃଷ୍ଟି କରିବା,  ଏସିଡ୍ ପୀଡ଼ିତାଙ୍କୁ ଚିହ୍ନଟ କରି ସ୍ୱୀକୃତି ଦେବା, ସେମାନଙ୍କୁ କର୍ମ ନିଯୁକ୍ତି ଦେଇ […]

  • Saturday, 17 July 2021
ACF DEATH CASE
ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା,ସାଇଣ୍ଟିଫିକ୍ ଟିମର ତନାଘନା

ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଜାରି ରହିଛି ତନାଘନା । ଗତକାଲି ମୃତ ଏସିଏଫ୍ ସୋମ୍ୟରଞ୍ଜନଙ୍କ ସରକାରୀ ବାସ ଭବନରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି ।

damodar rout
ବିଷ୍ଣୁ ଦାସ? ସେ କିଏ ?

ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା ଦାମ-ବିଷ୍ଣୁ କଳି।  ପାରାଦୀପ ସମାରୋହରେ ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସଙ୍କ ଅନୁପସ୍ଥିତି ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ଦାମ କହିଛନ୍ତି, ବିଷ୍ଣୁ ଦାସ କିଏ ମୁଁ ଜାଣିନି… ମୁଁ ତାଙ୍କୁ କେବେ ଦେଖିନି କି କଥା ହୋଇନି। ତା’ସହିତ ବିଷ୍ଣୁଙ୍କ ପାଇଁ ଏଠି ଯିଏ ବଡ଼ ନେତା ସେ ବି ଆଜି ଆସିନାହାନ୍ତି ବୋଲି ଦାମ କଟାକ୍ଷ କରିଛନ୍ତି। ଏନେଇ ବିଷ୍ଣୁଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଜିଲ୍ଲା ବିଜେଡି […]

  • Saturday, 17 July 2021
cm naveen patnaik
ଆମେ କେବଳ ପାଣି ନୁହେଁ, ମହାନଦୀର ଜୀବନ ପାଇଁ ଆନ୍ଦୋଳନ କରୁଛୁ: ମୁଖ୍ୟମନ୍ତ୍ରୀ

ପାରାଦୀପ: ମହାନଦୀ ବିବାଦ ନେଇ ଜନ ସଚେତନତା ସୃଷ୍ଟି ଲାଗି ବିଜେଡିର ମହାନଦୀ ସୁରକ୍ଷା ଅଭିଯାନର ଉଦ୍‌ଯାପନୀ ସମାରୋହରେ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରାଦୀପରେ ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି-ଏବେ ମହାନଦୀ ରାଜନୈତିକ ନୁହେଁ, ଜନ ଆନ୍ଦୋଳନ ପାଲଟିଛି। ମହାନଦୀ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଚୁପ୍ ଅଛନ୍ତି। ଏଠାକୁ ଆସି କେନ୍ଦ୍ର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନେ ଛତିଶଗଡ଼ କାମ ବନ୍ଦ କରାଇ ପାରିବେ କି ବୋଲି […]

  • Saturday, 17 July 2021
pm modi
କାଲି ଓଡ଼ିଶା ଆସୁଛନ୍ତି ମୋଦି, କଟକରେ ଜନ ସମାବେଶ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  କେନ୍ଦ୍ର ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ କଟକ ସହରକୁ ବାଛିଛନ୍ତି।  ଏହିଠାରୁ ହିଁ ଆସନ୍ତାକାଲି ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବାପରେ ସେଠାରୁ ହେଲିକପ୍ଟର ମାଧ୍ୟମରେ କଟକ ଯିବେ। ଏଥିପାଇଁ ନରାଜ ଓ ବାଲିଯାତ୍ରା ତଳ ପଡିଆରେ ଅସ୍ଥାୟୀ ହେଲିପ୍ୟାଡ଼୍‌ କରାଯାଇଛି। ମୋଦିଙ୍କ ଗସ୍ତକୁ ନେଇ ଏସ୍‌ପିଜିର ଏକ ସ୍ୱତନ୍ତ୍ର […]

  • Saturday, 17 July 2021