ACF DEATH CASE
ବନ ସଂରକ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଜାରି ରହିଛି ତନାଘନା । ଗତକାଲି ମୃତ ଏସିଏଫ୍ ସୋମ୍ୟରଞ୍ଜନଙ୍କ ସରକାରୀ ବାସ ଭବନରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି । ଘର ସର୍ଚ୍ଚ ବେଳେ କିଛି ହାତ ଲେଖା କାଗଜ ଜବତ କରିଛି ସାଇଣ୍ଚିଫିକ୍ ଟିମ୍ । ମୃତ ସୋମ୍ୟରଞ୍ଜନଙ୍କ ପତ୍ନୀଙ୍କୁ ପଚରାଉଚୁରା ପାଇଁ ବାରିପଦା ଯିବ ପୋଲିସ ଟିମ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)