• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

arati
ଶ୍ରମିକ ମୃତ୍ୟୁକୁ ନେଇ ଆରତି ଷ୍ଟିଲ୍ ପ୍ଲାଣ୍ଟରେ ଉତ୍ତେଜନା

କଟକ : ଶ୍ରମିକ ମୃତ୍ୟୁକୁ ନେଇ ଆଠଗଡ଼ସ୍ଥିତ ଆରତି ଷ୍ଟିଲ୍ ପ୍ଲାଣ୍ଟରେ ଉତ୍ତେଜନା। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ଗେଟ୍ ଆଗରେ ଧାରଣା ଦେଇଥିଲେ ଶ୍ରମିକ। ପ୍ଲାଣ୍ଟ ପରିସରରେ ଡମ୍ପର ମାଡ଼ି ଯିବାରୁ ଆହତ ଅବସ୍ଥାରେ ଚିକିତ୍ସାଧୀନ ଥିଲେ ମୃତ ଶ୍ରମିକ। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ମାନସ ସ୍ୱାଇଁ। ତାଙ୍କ ଘର ଦ୍ୱାରାବତୀ ପୁରରେ। ତେବେ ସ୍ଥାନୀୟ ପ୍ରଶାସନ ଶ୍ରମିକଙ୍କ ସହ […]

  • Saturday, 17 July 2021
dharmendra
ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାକୁ ନେଇ ତୃତୀୟ ମହଲାକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାସ୍ଥଳ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିଥିଲେ। ଏହି ଘଟଣାରେ ଧର୍ମେନ୍ଦ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ରାଜଧାନୀରେ ବାରମ୍ବାର ଦୁର୍ଘଟଣା ପରେ ବି ସରକାରଙ୍କ ନିଦ ଭାଙ୍ଗୁନି, ଅନଭିଜ୍ଞ ଠିକାଦାର ଓ ଠିକାଦାରୀ ସଂସ୍ଥାକୁ ପୁନଃ ନିଯୁକ୍ତି ଦିଆଯିବା ନେଇ ପ୍ରଶ୍ନ ଉଠାଇ ସେ ସଚିବାଳୟ ତୃତୀୟ ମହଲାକୁ ମଧ୍ୟ ଟାର୍ଗେଟ୍ […]

pra
ସନ୍ଥ ରାଜନେତା

  • Saturday, 17 July 2021
potato
ବେଲଗାମ ଆଳୁ ଦର

ଭୁବନେଶ୍ୱର : ପୁଣି ଆଳୁ ଦର ବେଲଗାମ୍। ହଠାତ୍ ଆଳୁ ଦର କିଲୋ ପ୍ରତି ୫ ଟଙ୍କା ବଢିଯାଇଛି। କଟକ ଛତ୍ରବଜାର ପରିବା ମଣ୍ଡିରେ ଆଳୁ ୩ କେଜିକୁ ବିକ୍ରି ହେଉଛି ୫୦ ଟଙ୍କାରେ। ପୂର୍ବରୁ ଏହି ଦର ୩୦ରୁ ୩୫ ଟଙ୍କା ଥିଲା। ସେପଟେ ଖୁଚୁରା ବ୍ୟବସାୟୀ ୩ କେଜିକୁ ୫୫ରୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି। ହଠାତ୍ ଆଳୁର ଏହି ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଖାଉଟି ବାରମ୍ବାର ଆଳୁ ଦର ବେଲଗାମ୍ […]