ପୁରୀ (ମଧୁସୂଦନ ମିଶ୍ର) : ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାରଙ୍କ ଘୋଷଣା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଏଥିଯୋଗୁ ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଏହାପରେ ସମୁଦ୍ର ସମ୍ମୁଖରେ ଥିବା ବଳିଆପଣ୍ଡାର ୧ ଏକର ୫୩ ଡିସିମିଲ୍ ଜମିରେ ହୋଇଥିବା ‘ଯାତ୍ରିକା’ ନାମକ ଗେଷ୍ଟ ହାଉସ୍କୁ ପୁରୀ ପୌର ପରିଷଦ ଓ ଜିଲ୍ଲା […]
ରାଜଧାନୀରେ ଗଡ଼ିଲା ମୋ ବସ୍ । ଆଜିଠାରୁ ୧୬ଟି ରୁଟରେ ମୋ ବସ ସେବା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ ।