• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

snake
ଘର ଭିତରୁ ୧୫ ନାଗ ଛୁଆ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ବୁଢ଼ାକେରା ଗାଁର ସୁରେନ୍ଦ୍ର ସେଠୀଙ୍କ ଘରୁ ୧୫ଟି ନାଗ ସାପ ଛୁଆ ଓ ୧୨ଟି ଅଣ୍ଡା ଉଦ୍ଧାର କରାଯାଇଛି। ସ୍ନେକ୍ ହେଲପ୍‌ ଲାଇନ୍‌ ସଦସ୍ୟ ରାମଚନ୍ଦ୍ର ମହାପାତ୍ର ଏହି ସାପ ଗୁଡ଼ିକୁ ଧରି ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ତେବେ ସୁରେନ୍ଦ୍ରଙ୍କ ଘରୁ ଏତେ ସାପ ବାହାରିବା ପରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନାଥାଉ କି, ଗତକାଲି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢ଼ ଗାଁର କୃପାସିନ୍ଧୁ ରାଉତଙ୍କ […]

  • Monday, 19 July 2021
lekha
ଏସ୍‌ପି କେଉଁ ତଦନ୍ତ କରୁଥିଲେ, ପ୍ରେମ ନା ହତ୍ୟା : ଲେଖାଶ୍ରୀ ସାମନ୍ତସିଂହାର

ଯାଜପର : ଯାଜପର ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଏସପିଙ୍କ ସହ ବିଜେଡି ଓ ବିଜେପିକୁ କଂଗ୍ରେସର ଟାର୍ଗେଟ।  ବିଜେଡି-ବିଜେପି କ୍ରିମିନାଲଙ୍କୁ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।  ପୂର୍ବରୁ ଅଭିଯୁକ୍ତଙ୍କ ସହ ଅରୁଣ ସାହୁ, ପ୍ରଣବ ବଳବନ୍ତରାୟଙ୍କ ଫଟୋ ମିଳିଥିଲା, ହେଲେ ଏବେ ବିଜେପି ବରିଷ୍ଠ ନେତା ସଜ୍ଜନ ଶର୍ମା ଓ ବିଜେପି ମହିଳା ନେତ୍ରୀଙ୍କ ଫଟୋ ଅଭିଯୁକ୍ତଙ୍କ ସହ ମିଳିଛି […]

  • Monday, 19 July 2021
snake
ଠାକୁର ଘରୁ ଉଦ୍ଧାର ହେଲା ନାଗସାପ

କଟକ/ପାରାଦୀପ: ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ସାପ ଛୁଆ। ଆଜି ବି ପୁଣି ୨ଟି ସ୍ଥାନରେ ସାପ ଉଦ୍ଧାର ହୋଇଛି। କଟକ ସାଲେପୁରର ମାହାଙ୍ଗା ବ୍ଲକ ଅନ୍ତର୍ଗତ କାଳିଅଣ୍ଟି ଗାଁରେ ଥିବା ଭାଗବତ ଗାଦି ଠାକୁର ଘରୁ ୩ଟି ନାଗସାପ ଉଦ୍ଧାର କରାଯାଇଛି। ଅଧିକ ସାପ ସନ୍ଦେହରେ ସ୍ନେକ୍ ହେଲ୍ପ ଲାଇନର ସହାୟତା ଲୋଡ଼ାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକର ମଙ୍ଗରାଜପୁର ପାଇକସାହିରେ ସିନ୍ଧୁ ରାଉତଙ୍କ ଘରୁ ୭ଟି ସାପଛୁଆ ଉଦ୍ଧାର ହୋଇଛି। […]

  • Monday, 19 July 2021
amitabh
ଜାଣିଛନ୍ତି କେଉଁ ପରିସ୍ଥିତିରେ ସୁଟିଂ ହୋଇଥିଲା ‘ପାନ୍‌ ବନାରସ ୱାଲା’ ଗୀତ?

ନୂଆଦିଲ୍ଲୀ: ଆପଣେ ଦେଖିଛନ୍ତି କି ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପପୁଲାର୍‌ ଫିଲ୍ମ ‘ଡନ୍‌’? ତେବେ ନିଶ୍ଚୟ ଶୁଣିଥିବେ ଫିଲ୍ମର ସବୁଠାରୁ ହିଟ୍‌ ହୋଇଥିବା ପ୍ରସିଦ୍ଧ ଗୀତ ‘ଖାଇକେ ପାନ୍‌ ବନାରସ ୱାଲା’। ଗୀତଟି ବହୁ ପୁରୁଣା ହୋଇଥିଲେ ମଧ୍ୟ ଏବେବି ଲୋକଙ୍କ ମନରେ ଏହା ରହିଛି। ଆଜିବି ଲୋକମାନେ ଏହି ଗୀତକୁ ମନେ ମନେ ଗୁଣୁଗୁଣୁ କରି ଗାଆନ୍ତି। ପ୍ରସିଦ୍ଧ ଗୀତ ‘ଖାଇକେ ପାନ୍‌ ବନାରସ ୱାଲା’ କୁ ନେଇ ଏକ ରାଜ୍‌ ଖୋଲିଛି। ଏହି […]

  • Monday, 19 July 2021
pratidina 7pm
ସନ୍ଧ୍ୟା ୭ଟା ବେଳର ମୁଖ୍ୟ ଖବର

https://youtu.be/c3ndG2RxOrw

  • Monday, 19 July 2021
Mo Cycles End Up On Garbage Heap
ଖତ ଖାଉଛି 'ମୋ ସାଇକେଲ'

ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମୋ ସାଇକେଲ ଗୁଡିକ ଏବେ ଖତ ଖାଉଥିବା ବେଳେ ୨୫ ହଜାର ଟଙ୍କାର ସାଇକେଲ ଏବେ ୫୦୦ ଟଙ୍କାରେ ବିକ୍ରୀ ହେଉଥିବା ବିଜେପି ଅଭିଯୋଗ କରିଛି ।

snake rescued
ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ

ଭଦ୍ରକ: ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ। ଭଦ୍ରକ ଧାମନଗର ପାଇକ ସାହିରୁ ପୁଣି ଥରେ ନାଗ ସାପ ଉଦ୍ଧାର ହୋଇଛି । ଗତକାଲି ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରୁ ଏକାଧିକ ନାଗ ସାପ ଉଦ୍ଧାର ହୋଇଥିବାବେଳେ ଆଜି ପୁଣି ୩ଟି ନାଗ ସାପ ଉଦ୍ଧାର ହୋଇଛି। ଏହାସହ ଘର ନିକଟରେ ଥିବା ଉଈ ହୁଙ୍କାକୁ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ଭାଙ୍ଗିଛନ୍ତି । ଗତ ତିନି ଦିନ ଧରି ବିଜୟ […]

  • Monday, 19 July 2021