Advertisment

୧୬ଟି ରୁଟରେ ମୋ ବସ୍ ସେବା ଆରମ୍ଭ,ବସରେ ମାସ୍କ ବାଧ୍ୟତାମୂଳକ

ରାଜଧାନୀରେ ଗଡ଼ିଲା ମୋ ବସ୍ । ଆଜିଠାରୁ ୧୬ଟି ରୁଟରେ ମୋ ବସ ସେବା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ ।

author-image
Sarbeswar
ଅଦ୍ୟତନ ହୋଇଛି

ରାଜଧାନୀରେ ଗଡ଼ିଲା ମୋ ବସ୍ । ଆଜିଠାରୁ ୧୬ଟି ରୁଟରେ ମୋ ବସ ସେବା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ । କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯିବାକୁ ଅନୁମତି ଦିଆବ ନାହିଁ । ସେହିପରି ବସରେ ଯିବା ପାଇଁ ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନଥିଲେ ମୋ ବସରେ ଚଢିବାକୁ ଦିଆଯିବ ନାହିଁ । ତେବେ ସପ୍ତାହାନ୍ତରେ ମୋ ବସ ସେବା ବନ୍ଦ ରହିବ ।

Advertisment
Odisha Mo Bus
Advertisment
Advertisment