• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

festive
ଲୋକାରଣ୍ୟ ବଡ଼ଦାଣ୍ଡ , ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନର ଦୃଶ୍ୟ

ପୁରୀ : ରାତି ପାହୁ ପାହୁ ଉଚ୍ଛୁଳୁ ମୁଛୁଳୁ ବଡ଼ଦାଣ୍ଡ। ତାରି ଭିତରେ କିଏ ବଡ଼ଦାଣ୍ଡକୁ ରଙ୍ଗୋଲିରେ ସଜୋଉଥିଲା, ତ କିଏ ବାଢୁଥିଲା ଭକ୍ତିର ଅର୍ଘ୍ୟ। ବିବିଧ ବର୍ଣ୍ଣ, ବିବିଧ ବିଭା, ବିଭିଧ ସେବା। କେତେ ଭାବ, କେତେ ଭଙ୍ଗୀ। କେଉଁଠି ମହାଦେବଙ୍କ ଉଦଣ୍ଡ ନୃତ୍ୟ ତ ପୁଣି କେଉଁଠି ବୁଲୁଥିଲା ରାମଭକ୍ତ ହନୁମାନଙ୍କ ଗଦା। ସବୁ ନୃତ୍ୟ, ସବୁ ଗୀତ ତାଙ୍କ ଠାରୁ ଆରମ୍ଭ। ପୁଣି ତାଙ୍କରି ପାଖରେ ଶେଷ। ତେଣୁ ଯେଉଁଠୁ ନୃତ୍ୟର ସୃଷ୍ଟି, […]

  • Monday, 19 July 2021
kunjang
ବନ୍ଦ ଘରୁ ଦୁଷ୍କର୍ମ ଅଭିଯୁକ୍ତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାରାଦୀପ : ପ୍ରଥମେ ଜଣେ ନାବାଳିକାକୁ ଦୁଷ୍କର୍ମ। ଆଉ ପରେ ଅଭିଯୁକ୍ତର ଆତ୍ମହତ୍ୟା ଅଭିଯୋଗ। ଏଭଳି ଏକ ଘଟଣା ଘଟିଛି କୁଜଙ୍ଗ ବ୍ଲକ ଅଞ୍ଚଳରେ। ମୃତ ଯୁବକଙ୍କ ନାଁ ଗୋପି ସାମଲ। ଅଭିଯୋଗ ଅନୁଯାୟୀ, ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଘରକୁ ଡାକି ସଂପୃକ୍ତ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହାପରେ ପୀଡ଼ିତା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ […]

  • Monday, 19 July 2021
vlcsnap-error620
ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ଛାଇ ଯାଇଛନ୍ତି ପୁଲିସ ଆଉ କେନ୍ଦ୍ରୀୟ ଫୋର୍ସ

ପୁରୀ: ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସାରିବା ପାଇଁ ପୁରୀରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାରେ ୧୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅାଯାଇଛି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସୁରକ୍ଷାକର୍ମୀଙ୍କର ସାରା ପୁରୀ ସହର ଉପରେ ଛଞ୍ଚାଣ ଅାଖି ରହିଛି। ସମୁଦ୍ର ଉପରେ କୋଷ୍ଟ୍‌ଗାର୍ଡର ସ୍ୱତନ୍ତ୍ର ବିମାନ ପଇଁତରା ମାରୁଛି ।  ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଅାଖପାଖ ଅଞ୍ଚଳ ଉପରେ ଚକ୍କର କାଟୁଛି ହେଲିକପ୍ଟର । […]

  • Monday, 19 July 2021
Tito wife
କୋଟିକୋଟିର ମାଲିକାଣୀ କେମିତି ହେଲେ ଟିଟୋଙ୍କ ପତ୍ନୀ ବେନଜିର

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଧିରେ ଧିରେ ଖୋଲିବାରେ ଲାଗିଛି ଟିଟୋ ସାମ୍ରାଜ୍ୟର ଗୁମର। ଅାଜି ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଜେରା କରି ବିଭିନ୍ନ ତଥ୍ୟ ହାସଲ କରିଥବା କୁହାଯାଉଛି। ସେପଟେ ପେଟ୍ରୋଲ ଟାଙ୍କି ଲିଙ୍କ୍ ନେଇ ଅାଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ୍‌ ଓ ସିଏସ୍ଓ ଅଫିସ୍‌ରେ ତନାଘନା କରୁଛି। ଡନ୍‌ର ପତ୍ନୀ ବେନଜିର ବିବିକୁ ଆଜି ଜେରା କରିଛି ଏସ୍‌ଟିଏଫ୍‌ । କେନ୍ଦ୍ରାପଡା ଦିଲାରପୁର ସ୍ଥିତ ଘରେ ବେନଜିରଙ୍କୁ ଜଣେ ଡିିଏସପି ଓ ଦୁଇ ମହିଳା […]

  • Monday, 19 July 2021
vlcsnap-error174
ଭୁବନେଶ୍ୱର ମାଛରୁ ମିଳିଲା ଫର୍ମାଲିନ

ଭୁବନେଶ୍ୱର: ଭୁବନେଶ୍ୱରର ମାର୍କେଟରେ ମାଛରୁ ବିଷାକ୍ତ ଫର୍ମାଲିନ ମିଳିଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସଚିବ ବିଶାଲ ଗଗନ। ସେ କହିଛନ୍ତି ଯେ, ଲାବ୍ ଟେଷ୍ଟ ପରେ ମାଛ ନମୂନାରୁ ଫର୍ମାଲିନ ମିଳିଛି। ୪ ନମ୍ବର ମାର୍କେଟରୁ ରୋହି, ମିରିକାଳି, ପାମ୍‌ପ୍ଲେଟ୍‌ ଆଦି ମାଛର ୯ଟି ନମୂନା ସଂଗ୍ରହ ହୋଇଥିଲା। ସେଥିମଧ୍ୟରୁ ପାମ୍‌ପ୍ଲେଟ୍‌ ମାଛ ନମୂନାରୁ ଫର୍ମାଲିନ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ନମୂନା ସଂଗ୍ରହ କରାଯାଇ ଟେଷ୍ଟ କରାଯିବ ବୋଲି […]

  • Monday, 19 July 2021
alaranatha
ସେବାୟତ-ମନ୍ଦିର କମିଟି ସଭାପତି ମୁହାଁମୁହିଁ

ବ୍ରହ୍ମଗିରି: ଅଲାରନାଥ ମନ୍ଦିର ଲୁଟ୍ ଘଟଣାକୁ ନେଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ଦିର ଉନ୍ନୟନ କମିଟି ସଭାପତି ଓ ସେବାୟତଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଅଲାରନାଥ ମନ୍ଦିର ହୁଣ୍ଡିରୁ ଗତ ୧୦ ତାରିଖ ରାତିରେ ଚୋରି  ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। କିନ୍ତୁ ଦୁଇ ଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଗତକାଲି ସେବାୟତଙ୍କ ଏକ ଗୋଷ୍ଠୀ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ […]

  • Monday, 19 July 2021